Jul
2021
4
*ପୁନଃ ମିଳନ–ମନୀଷା ବିଶ୍ୱାଳ*

ପୁନଃ ମିଳନ ମୁଁ ଯାଉଛି.. ଚଟାଣରୁ ପାଦଧୂଳି ପୋଛିଦେବ ଓଳେଇ ଦେବ ଅଳିଆ ସବୁକୁ ବାଟ ସାରା ଘୁରି ବୁଲୁଛନ୍ତି ବିରାଟ ପଥରଖଣ୍ଡ ମାନ.. ରକ୍ତ ଝରିପଡ଼ୁଛି ଶୂନ୍ୟ ଲାଲ ମୁଖା ପିନ୍ଧା ଏକ “ଠ” ରୁ ମାଗି ଆଣିଛି ଧୈର୍ଯ୍ୟ ବରଗଛ ମୂଳେ କ୍ଲାନ୍ତି ମେଣ୍ଟାଉଥିବା ବାଟୋଇଠୁ ଧାର କରିଛି କାଠ ଖଣ୍ଡେ ବାତ୍ୟା ପରେ ନୀଡ଼
913 total views