May
2023
10
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ

ମନ ରହିଯାଏ ଲାଖି ଈଶ୍ୱରଙ୍କ ସୃଷ୍ଟି କେତେ ଯେ ବିଚିତ୍ର ତାହାର କଳନା ନାହିଁ ଯେତେ ଦେଖୁଥିଲେ ସେ ରୂପ ମାଧୁରୀ ମନ ଜମା ପୁରେ ନାହିଁ l କେତେ କଣ ସବୁ ସୃଷ୍ଟି କରିଛନ୍ତି ଏ ସାରା ସଂସାର ପାଇଁ ଗଢିଛନ୍ତି ପୁଣି କେତେ ନଈ, ନାଳ ଆମରି ସୁବିଧା ପାଇଁ l ମଣିଷ ବୁଦ୍ଧିକୁ