ଅତିବଡି ତବ ବଡ଼ିମା ବିଶ୍ୱେଶ୍ୱର ମାଝୀ ଷୋଡଶ ଶତାବ୍ଦୀ ଆଦ୍ୟ ଭାଗାବଧି ଉତ୍କଳ ଭୂମିର ସୂତ କପିଳେଶ୍ଵରପୁର ଶାସନ ଗ୍ରାମର ରାଧାଷ୍ଟମୀ ତିଥି ଜାତ। ମାତା ପଦ୍ମାବତୀ ଭଗବାନ ଯତି ପୁରାଣ ପଣ୍ଡା ପିତର ବଟବିହାରୀଙ୍କ ସମୀପେ ପଣ୍ଡାଙ୍କ ପୁରାଣ ପାଠ ଆସର। କଳ୍ପବଟ ମୂଳେ ଶ୍ରୀଚୈତନ୍ୟ ଡୋଳେ ମିଳନର ସୂତ୍ରପାତ ସମ ବୟସର
Read More
21 total views
ଆଶୀର୍ବାଦ ନିଃସ୍ୱାର୍ଥ ସେବା କ୍ଷମତା ଧନ ବିନିଯୋଗ ସରଳ ନିର୍ମଳ ପ୍ରାଣେ ମିଳେ ଆଶୀର୍ବାଦ। ଗୁରୁଜନ ସାଧୁ ବ୍ରହ୍ମତେଜା ଦେବଗଣ ଆଶୀର୍ବାଦ ଦେବା ପାଇଁ ହୁଅନ୍ତି ଭାଜନ। ଆଶୀର୍ବାଦ ଦେବା ଲୋକ ସମୁଚ୍ଚ ମହତ ଦେବା ଠାରୁ ପୁଣ୍ୟ ନାହିଁ ଅଛି ବେଦ ସୁକ୍ତ। ଆଶୀର୍ବାଦ ଦାବି ନୁହେଁ ସ୍ୱେଛା ବରଦାନ ଆସୁରିକ ତପସ୍ୟାର ଫଳ
Read More
23 total views, 1 views today
ସୀତା ନବମୀ ବୈଶାଖ ମାସର ଶୁକ୍ଳ ନବମୀ ତିଥି ସୀତା ନବମୀ ନାମରେ ପ୍ରସିଦ୍ଧ। ଶାସ୍ତ୍ର ଅନୁସାରେ ମିଥିଳାର ରାଜା ଜନକଙ୍କ କୌଣସି ସନ୍ତାନ ନଥିଲା,ସେ ଗୁରୁଙ୍କ ଆଦେଶ ଅନୁସାରେ ସନ୍ତାନ ପ୍ରାପ୍ତି ଆଶାରେ ଯଜ୍ଞଶାଳା ପ୍ରସ୍ତୁତ କରିବା ପାଇଁ ଭୂମିକୁ ସମତଳ କରିବା ଉଦ୍ଦେଶ୍ଯରେ ହଳ ଚଲାଇଲା ବେଳେ ଦ୍ବିପ୍ରହରରେ ପୃଥିବୀରୁ ଏକ ସୁନ୍ଦର
Read More
32 total views
ଇନ୍ଦ୍ରିୟ ସୁଖ ବାହ୍ଯ ସଂସାରର ଅନୁଭବ ପାଇଁ ପଞ୍ଚେନ୍ଦ୍ରିୟ ଆମ ସୃଷ୍ଟ ନାସା କର୍ଣ୍ଣ ଚକ୍ଷୁ ଜିହ୍ଵା ଚର୍ମ ବାହ୍ଯ ଶରୀରରେ ପରିଦୃଷ୍ଟ। ଲାଳସା ତାଙ୍କର କରଇ ଆକୃଷ୍ଟ ବାହ୍ଯ ଜଗତର ବସ୍ତୁ ସଠିକ ବସ୍ତୁର ନିର୍ଦ୍ଧାରଣେ ଅନ୍ତର୍ମନ କଥିତ ତଥାସ୍ତୁ। ଇନ୍ଦ୍ରିୟ ଲାଳସା ଆସୁରିକ କରେ ଆହ୍ବାନ ନଜାଣି ସତ ମାଛ ଯଥା
Read More
30 total views, 1 views today
ଶ୍ରମିକ ଦିବସ ବିଶ୍ୱେଶ୍ୱର ମାଝୀ ଶୀଳ୍ପି କାରିଗର କୃଷକ ଶ୍ରମିକ ମିଶି ଶ୍ରମରେ ଗଢା ଏ ଜଗତର ଯାହାକିଛି। ଶ୍ରମଦାନେ ଗଢା ଅଟ୍ଟାଳିକା ବନ୍ଧ ବାଡ ମନ୍ଦିର ମସଜିଦ କଳ କାରଖାନା ବଡ। ଶ୍ରମିକ ଶୃଙ୍ଖଳା ସହ ନିଷ୍ପାଦନ କରେ କାର୍ଯ୍ଯ ଶୃଙ୍ଖଳା ନିଷ୍ଠାରେ ହୁଏ ଉତ୍ପାଦନ ଧାର୍ଯ୍ଯ। ପିମ୍ପୁଡି ଯେପରି ଧାଡିବାନ୍ଧି ଚାଲିଥାଏ
Read More
20 total views, 1 views today
ଚେତନା ବିଶ୍ୱେଶ୍ୱର ମାଝୀ ଇଶ୍ବରଙ୍କ ସୃଷ୍ଟି ଦୁଇ ପ୍ରକାର, ଜଡ଼ ଓ ଚେତନ। ଯାହାର ପ୍ରାଣ ଶକ୍ତି ନାହିଁ, ନିଜେ ଗତି କରିପାରେ ନାହିଁ, ତାହା ଜଡ଼ ବସ୍ତୁ, ଯଥା ମାଟି, ପାଣି, ପଥର ଇତ୍ୟାଦି। ଏହାର ବିପରୀତ ଅର୍ଥାତ୍ ପ୍ରାଣ ଶକ୍ତି ଥିବା ଏବଂ ନିଜର ଚେତନା ଥିବା ଉଦ୍ଭିଦ ଓ ପ୍ରାଣୀ ମାନେ
Read More
22 total views
ଚେତନା ଇଶ୍ବରଙ୍କ ସୃଷ୍ଟି ଦୁଇ ପ୍ରକାର, ଜଡ଼ ଓ ଚେତନ। ଯାହାର ପ୍ରାଣ ଶକ୍ତି ନାହିଁ, ନିଜେ ଗତି କରିପାରେ ନାହିଁ, ତାହା ଜଡ଼ ବସ୍ତୁ, ଯଥା ମାଟି, ପାଣି, ପଥର ଇତ୍ୟାଦି। ଏହାର ବିପରୀତ ଅର୍ଥାତ୍ ପ୍ରାଣ ଶକ୍ତି ଥିବା ଏବଂ ନିଜର ଚେତନା ଥିବା ଉଦ୍ଭିଦ ଓ ପ୍ରାଣୀ ମାନେ ଚେତନ। ଉଦ୍ଭିଦ
Read More
15 total views, 1 views today
ହେ ମଧୁସୁଦନ: ଉତ୍କଳର ମାନ ମାଆ କହୁଥିଲା ପାଠ ପଢିବି ମୁଁ କାଳିଆ ଘୋଡା ଚଢିବି ଓକାଲାତି କରି ମଧୁବାବୁ ସଙ୍ଗେ କଚେରୀରେ ମୁଁ ଲଢିବି।୧। ଅଠେଇଶ ଅପ୍ରେଲ୍ ଅଠର ଶତାବ୍ଦୀ ଅଠଚାଳିଶରେ ଜନ୍ମ ରଘୁନାଥ ପିତା ପାରବତୀ ମାତା ସତ୍ୟଭାମାପୁର ଗ୍ରାମ।୨। ତୁଳସୀ ବାସଇ ଦୁଇ ପତରରୁ ଗାଆଁ ରାସ୍ତା ମରାମତି
Read More
19 total views, 2 views today
ଖାଣ୍ଟି ଓଡିଆ ବିଶ୍ୱେଶ୍ୱର ମାଝୀ ମୁରବି ମୋହର ଜଗନ୍ନାଥ ସ୍ୱୟଂ ଅତୀତ ଅତି ସମୃଦ୍ଧ କପିଳେନ୍ଦ୍ର ଦେବ ଜଜାତି କେଶରୀ ଐର ଖାରବେଳ ସିଦ୍ଧ। ତନ୍ତିପା ହାଡିପା ଲୁଇପା କାହ୍ନୁପା ଆଦିକବି ଅତିବଡୀ ମଧୁ ବାରିଷ୍ଟର ଗୋପବନ୍ଧୁ ଦାସ ବୀଜୁ ବୀର ପୂର୍ବଶୂରୀ। ପରିଧାନ ମୋର ଧୋତି ପାଇକଛା ମୁଣ୍ଡରେ ଥାଏ ପଗଡି ପାନ ବଟା
Read More
27 total views, 2 views today
ଧରିତ୍ରୀ ଦିବସ କ୍ଷିତି ଆପ ତେଜ ମରୁତ ବ୍ୟୋମ ପଞ୍ଚଭୂତ ଜାତ ଦେହୀ ମୃତ୍ୟୁ ପରେ ସେଇ ପଞ୍ଚଭୂତେ ମିଶିଯିବ ଏ ଶରୀର କହି। ଅଖଣ୍ଡ ମଣ୍ଡଳ ବ୍ରହ୍ମାଣ୍ଡ ଆମର ତହିଁରେ ଆମ ମେଦିନୀ ଜଳବାୟୁ ବୃକ୍ଷଲତା ପଶୁପକ୍ଷୀ ସମାହାର ତା’ର ଘେନି। ସ୍ଥାବର ଜଂଗମ ସାଗର ସଙ୍ଗମ ନଦନଦୀ ସବୁଜିମା ପର୍ବତ ଝରଣା କାନ୍ତାର କେଦାର ମରୁଭୂମି
Read More
32 total views, 2 views today
ଅଶୋକାଷ୍ଟମୀ ଓ ରୁକୁଣା ରଥ #ବିଶ୍ୱେଶ୍ୱର ମାଝୀ ବୌଦ୍ଧ ଧର୍ମର ଦନ୍ତ ଯାତ୍ରା ଛାୟାରେ ଓଡିଶାର ତିନି ପ୍ରମୁଖ ପୀଠ ଯଥା ଶଙ୍ଖ କ୍ଷେତ୍ର ଶ୍ରୀପୁରୁଷୋତ୍ତମ, ଚକ୍ର କ୍ଷେତ୍ର ମନ୍ଦିରମାଳିନୀ ଭୁବନେଶ୍ବର ଓ ଗଦା କ୍ଷେତ୍ର ବିରଜା ପୀଠରେ ପ୍ରତିବର୍ଷ ମହା ଆଡମ୍ବରରେ ରଥ ଯାତ୍ରା ଆୟୋଜନ ହୁଏ। ପୁରୀରେ ଆଷାଢ ଶୁକ୍ଳ ଦ୍ବିତୀୟା ତିଥି, ଯାଜପୁରରେ ଦଶହରା
Read More
39 total views, 1 views today
ପ୍ରେମର ସ୍ୱରୂପ ବିଶ୍ୱେଶ୍ୱର ମାଝୀ *********************** ପାର୍ଥିବ ସଂସାରରେ ବିଷୟ ସମ୍ପତ୍ତି ପଦ ପଦବୀ ଧନ ମାନ ସବୁ ଥାଇ ଲାଗୁଥାନ୍ତା ଶୁଷ୍କ ମରୁ ବାଲି ଖାଲି ଖାଲି ଯଦି ନଥାନ୍ତା ଭଲ ପାଇବାର ବନ୍ଧନ । ଏପରି ବନ୍ଧନ ଯାହା ଶିହରାଏ ତନୁମନ ମୁକୁଳିବାର ନଥାଏ ସାମାନ୍ୟ ପ୍ରୟାସ ନେବାରେ ନୁହେଁ ଦେବାରେ ଥାଏ ଆନନ୍ଦ ହାସଲ
Read More
458 total views, 5 views today
ଜୀବନ ବିଶ୍ୱେଶ୍ୱର ମାଝୀ ********** କେବେ ବାଗୁଡିର ରାହା କେବେ ଖେଳ ଛକି ଶୂନ ଏଇ ଅଛି ଏଇ ନାହିଁ ଏଇ ତ ଜୀବନ। କେବେ ପର୍ବତର ନିର୍ଜନତା କେବେ ଲହଡି ଉତଫଣ କେବେ ଚିର ହରିତ ଅରଣ୍ୟ କେବେ ଶୁଷ୍କ ମରୁ ବନ। କେବେ ବିକଳ ତାରୁଣ୍ୟ କେବେ ଉଛଳ ଯୌବନ କେବେ ପୀଡିତ ପ୍ରୌଢତ୍ୱ କେବେ
Read More
423 total views, 3 views today
ଦେବୀ ଦଶଭୁଜା-ସ୍ତବକ ଦଶଟି *************** ବିଶ୍ୱେଶ୍ୱର ମାଝୀ ଆଶ୍ୱିନର ଶୁକ୍ଳପକ୍ଷ ଧରାବକ୍ଷେ ପର୍ବରାଜ ଦୁର୍ଗାପୂଜା ମୃଣ୍ମୟୀ ମୂର୍ତ୍ତିରେ ମରତେ ଓହ୍ଲାଇ
Read More
311 total views, 1 views today
ଅକ୍ଷର ବ୍ରହ୍ମ (ସ୍ବର ବର୍ଣ୍ଣ) ————————— ବିଶ୍ୱେଶ୍ୱର ମାଝୀ ***************** ଅଜନ୍ମା ଅଚ୍ୟୁତ ଅନନ୍ତ ଅବ୍ୟକ୍ତ ଅଘାବକାସୁର ଅରି ଅମର ଅର୍ଚ୍ଚିତ ଅଭୀଷ୍ଟ ଦାୟକ ଅନ୍ନପୂର୍ଣ୍ଣା ନାଥ ହରି। ଆରତ ନାଶନ ଆପଦ ଭଞ୍ଜନ ଆନ କିଏ ତବ ସରି ଆକାଶରୁ ଝରି ଆଶୀର୍ବାଦ ବାରି ଆପଣଙ୍କ ନାମ ସ୍ମରି। ଇ’କାର ବିଶିଷ୍ଟ ଇଶାନାଦି ଇଷ୍ଟ
Read More
497 total views, 1 views today
ନିରାଶ୍ରୟ ଜନେ ରଖ ଜଗତର ପିତା ପାଳନ କରତା ଦୁର୍ବଳର ତୁମେ ବଳ ନିରାଶ୍ରୟ ଜନେ ବିପଦ ବିଜନେ ଦିଅ ହେ ବାଞ୍ଛିତ ଫଳ। ନିରାଶ୍ରୟ ମାଂ ଜଗଦୀଶ ରକ୍ଷ। ଯୁଗେ ଯୁଗେ ହରି ଧର୍ମ ରକ୍ଷା ଲାଗି ମର୍ତ୍ତ୍ୟେ ନିଅ ଅବତାର ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ବିଜେ କାଳିଆ ଠାକୁର । ନିରାଶ୍ରୟ ମାଂ ଜଗଦୀଶ
Read More
822 total views, 2 views today
*ବସନ୍ତ ଭାବନା* ଶୀତ ଅନ୍ତେ ଧୀରେ ଧରାବୁକେ ଧରେ ଚଇତି ଚୋରା ପବନ ମଳୟ ପବନ ବାଜିଲେ ନିମରେ ହୋଇଯାଏ ସେ ଚନ୍ଦନ। ପତ୍ରଝଡା ଦେଇ ବୃକ୍ଷରାଜି ଥିଲେ ଶ୍ରୀହୀନ ବିଧବା ପରି ନବ ପଲ୍ଲବରେ ପଲ୍ଲବିତ ହୋଇ ସବୁଜିମା ଯାଏ ଭରି । ପଳାଶ କୁସୁମ ରକ୍ତ ବର୍ଣ୍ଣ ହୋଇ ଅତି ଦୂରୁ ହୁଏ ଦୃଷ୍ଟ ପତି
Read More
644 total views, 2 views today
ଶିଶିର ବୁନ୍ଦା ସନ୍ଧ୍ୟାରେ ଛାତ ଉପରେ ବସି ଜହ୍ନ କୁ ମନ ଭରି ଦେଖୁଥିଲି। ହଠାତ୍ ଦେହ ଟା ଓଦା ଓଦା ଲାଗିଲା। ହାତ ମାରି ଦେଖିଲି କାକର ବିନ୍ଦୁ। ମନେ ପଡିଗଲା, କୁମାର ପୂର୍ଣ୍ଣିମା ସରିଲା, ହେମନ୍ତ ଋତୁ ଆରମ୍ଭ ହେଲା ପରା। ତଳକୁ ଆସି ଖାଇ ସାରି ଶୋଇଲି। ଜହ୍ନ ଟା କାନ୍ଦୁଥିଲା। ନହେଲେ ଏଡେ
Read More
381 total views, 2 views today
ବରଷ ବିଂଶ ବିଂଶ ଆସିଥିଲ ବନ୍ଧୁ ଉନେଇଶ ଗତେ କୋଡିଏ କୋଡିଏ ଯୋଡି କେଉଁ ଗଦ ଶୁଙ୍ଘାଇଲ ଜଗତକୁ ପଡିଅଛି ମୁହଁ ମାଡି। ଆଉ ଦିନେ ବଇଦ ନ ଚିପେ ନାଡି ଆଉ ଦିନେ ଛିଡି ତ ଗଲାଣି ଧଡି ସାରି ବୋଉ ସୁରେଇଲୋ ପଛକୁ ବୁଲୁଛି ଘଡି ଜନତାର ରାଷ୍ଟ୍ରପତି କଲାମଙ୍କ ଭିଜନ୍ ଟ୍ୱେଣ୍ଟି ଟ୍ୱେଣ୍ଟି ସ୍ୱପ୍ନ
Read More
235 total views, 1 views today
ଖାଣ୍ଟି କଟକିଆ କଟକ ନଗର ଧବଳ ଟଗର ପ୍ରାଣବିନ୍ଦୁ ଯହିଁ ଗଢିହେଲା ମୋର। ପୁରାତନ ରାଜଧାନୀ ବୋଲି ଟେକ ଅଭିନବ ବାରାଣାସୀ ସେ କଟକ। ଓଡିଶାର ଶେଷ ସ୍ୱାଧୀନ ନୃପତ୍ତି କଳା ପାହାଡ ଯା ଆଣିଲେ ବିପତ୍ତି। ମାତା ଗଡଚଣ୍ଡୀ ଗଡଗଡେଶ୍ୱର କଟକ ଚଣ୍ଡୀଙ୍କ ମହିମା ଅପାର । କଟକର ଚିନ୍ତା ବାଇମୁଣ୍ଡି କରି ସମର୍ପିଲା ମୁଦ୍ରା
Read More
197 total views, 1 views today