ବାସ୍ତବ ସତ୍ୟ -ବନଲତା ଜାଲି ଏ ମାଟିର ଦେହ ଚିରସ୍ଥାୟୀ ନୁହଁ ଏ ମର୍ତ୍ତ୍ଯ ମଣ୍ଡଳ ପରେ ଅଭିନୟ କରି ଏ ରଙ୍ଗ ମଞ୍ଚରେ ଫେରିଯିବ କାଳ ବଳେ ଏହାତ ନିରାଟ ସତ୍ୟ କେଉଁ ଦିନ ପୁଣି କିଏ ଯିବ ଚାଲି ସଭିଙ୍କୁ ଏହା ଅଜ୍ଞାତ ।। ବଡ କଥା ନୁହେଁ ଦୀର୍ଘଜିବୀ ହେବା ମହାନ ଅଟେ ତ
Read More
347 total views, 1 views today
ଗୀତା ଦିଦିଙ୍କ ପାନ ବଟୁଆ ବନଲତା ଜାଲି ଗୀତା ଦିଦିଙ୍କର ପାନ ବଟୁଆ ବାଡି ପାନକୁ କତୁରା ଗୁଆ ।। ଧୂଳି ଗୁଣ୍ଡିକୁ ଚମନ ବାର୍ ଚୂନ ସାଙ୍ଗକୁ ନାଲି ଖଇର ।। ପାନ ମିଠା ସାଥେ ଛୋଟ ପୁଡିଆ ପାନ ପାଇଁ ସେତ ଭାରି ବଢିଆ ।। ପାନରେ ସିଏ ତ ଭାରି ଅମଳି ତା’ବିନା ସେ
Read More
747 total views
ଅନୁତାପ ଜାଣତରେ ଅବା ଅଜଣତେ ହେଉ. ହୋଇଯାଏ କେବେ ପାପ ସେଇ କାଳିମାକୁ ମନରୁ ଲିଭାଇ ଧୋଇଦିଏ ଅନୁତାପ ନୂଆ ସମ୍ଭାବନା ହୁଏ ଅନୁଭୂତ ଯାହା ଭୁଲ୍ କୁ କରଇ ମାର୍ଜିତ ପାପକୁ କରେ ଧ୍ବଂସୀଭୂତ ସତ୍ ଚେତନା ହୋଇ ଉଦଜୀବିତ ନିଜକୁ ସୁଧାରିବାକୁ ହୁଅଇ ପ୍ରସ୍ତୁତ ll ମନମଧ୍ୟେ ସୃଷ୍ଟି ହୁଏ ଦ୍ଵନ୍ଦ ଜାଣି ହୁଏ ଭଲ
Read More
5,575 total views, 1 views today
ଝରା ଶେଫାଳୀ ବନଲତା ଜାଲି ଭଙ୍ଗାଗଢ଼ା ଏଇ ମିଛ ଦୁନିଆରେ କେତେକେତେ କାହାଣୀ, ଯାହାକି ବିଶ୍ୱାସ ହେଉନଥିବା ଘଟଣା ଆମର ଦୃଷ୍ଟିଗୋଚରକୁ ଆସିଛି l କେତେକ ଘଟଣା ସ୍ୱାଭାବିକ ଲାଗୁଥିବା ବେଳେ କେତକ ଘଟଣା ଅସ୍ୱାଭାବିକ ଲାଗୁଥାଏ l ଏମିତି କିଛି ଘଟଣା ଅଛି, ଯାହା ମନର ହୃଦୟତନ୍ତ୍ରୀରେ ଗୋଟିଏ ଗଭୀର ହୃଦୟବିଦାରକ ସ୍ମୃତି ହୋଇ ଚିରକାଳ ଅଭୁଲା
Read More
364 total views, 1 views today
କୋଣାର୍କ ଭଗ୍ନ ମନ୍ଦିରର କଳା ଐଇଶ୍ଚର୍ଯ୍ଯ ଓଡିଆ ଜାତିର ଗାଥା ନରସିଂହ ଦେବ,ଶିବେଇ ସାଁନ୍ତରା ବିଶୁ ମହାରଣା କଥା ଧର୍ମପଦ ତ୍ଯାଗ ଶିଳ୍ପୀଙ୍କ ଭାସ୍କର୍ଯ୍ୟ ଭାବିଲେ ନୁଅଁଇ ମଥା ।। ପୁରୀ ଉପକୂଳେ ସାଗର ବେଳାରେ ଚନ୍ଦ୍ରଭାଗା ନଦୀ ତୀରେ ନିର୍ମିତ ହୋଇଲା ସୂର୍ଯ୍ୟଙ୍କ ମନ୍ଦିର ଖ୍ଯାତ ସାରା ପୃଥିବୀରେ ସିଂହାସନେ ଉଭା ଝୁଲନ୍ତା ବିଗ୍ରହ ଝଲସଇ
Read More
536 total views
ସ୍ୱାଧୀନତା ଆମ ସ୍ୱପ୍ନ ସ୍ୱାଧୀନତା ଏକ ଦୁର୍ଲଭ ଏବଂ ବ୍ୟାପକ ଶବ୍ଦ, ଯାହାର ବ୍ୟାଖ୍ୟା ସୀମିତ ପରିସର ମଧ୍ୟରେ କରାଯାଇ ନ ପାରେ|ସ୍ଵ +ଅଧୀନତା =ସ୍ୱାଧୀନତା ହେଉଛି, ନିଜର ଆୟତାଧିନ ଅବସ୍ଥା |ସ୍ୱାଧୀନତା ଶବ୍ଦଟି ପ୍ରତ୍ୟେକ ନାଗରିକ ଓ ଦେଶର ସ୍ୱାଭିମାନଭରା ଦମ୍ଭ ଓ ଅହଂକାର |ଆଜକୁ 73ଵର୍ଷ ପାଳନ କରି ଆସୁଥିବା ସ୍ୱାଧୀନତା ଦିବସ ଆମକୁ ପକାଇଦିଏ,
Read More
984 total views
ଜୟ ଜଗନ୍ନାଥ ତୁମେ ପରଂବ୍ରହ୍ମ ଅଦୃଶ୍ୟ ଅବ୍ୟକ୍ତ ତୁମେ ସୃଷ୍ଟିକର୍ତ୍ତା ଅନାଦି ଅଚ୍ୟୁତ ତୁମେ ପରା ପ୍ରଭୁ ଅନାଥର ନାଥ ତୁମେ ଅଟ ସବୁ ହୃଦୟରେ ସ୍ଥିତ ତୁମେ ସନାତନ ଅସୀମ ଅନନ୍ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।। ତୁମେ ଜଗତର ପ୍ରିୟ ବନ୍ଧୁ ମିତ ତୁମ ନାମେ ପ୍ରାଣ ହୁଏ ପୁଲକିତ ତୁମେ ଦାରୁବ୍ରହ୍ମ କାଳିଆ
Read More
385 total views, 1 views today
ଆମ ସମ୍ବିଧାନ ନଭେମ୍ବର ମାସ ଛବିଶି ତାରିଖ ସମ୍ବିଧାନ ଜନ୍ମଦିନ ଗଣତନ୍ତ୍ର ପାଇଁ ଆଇନ ତାଲିକା ହେଲା ଏ ଦିନ ସମ୍ପୂର୍ଣ୍ଣ ।। ଦୂରେଇଲା ଭୟ ନାଗରିକମନୁ ପାଇଲା ସେ ଅଧିକାର ସ୍ବାଧୀନ ଚିନ୍ତନ,ଶିକ୍ଷା,ଧର୍ମ,ନ୍ୟାୟ ହେଲା ଜନେ ଅଙ୍ଗୀକାର ।। ଆମ ସମ୍ବିଧାନ ଏକତା ସଂହତି ସୁରକ୍ଷା ତ ବଳୟ ସାର୍ବଭୌମ ଆଉ ନିରପେକ୍ଷ ନୀତି ଅଟେ ପୁଣି
Read More
240 total views, 1 views today
ଶ୍ରୀ ଗୁରୁ ବନଲତା ଜାଲି ଗୁରୁ ପୂଜ୍ୟଦେବ ଘନିଷ୍ଠ ବାନ୍ଧବ ଶ୍ରେଷ୍ଠ ପଥପ୍ରଦର୍ଶକ ଜ୍ଞାନ ନେତ୍ର ଖୋଲି ଅଜ୍ଞାନ ଦୁରେଇ ଦେଖନ୍ତି ଦିବ୍ୟ ଆଲୋକ ll ଗୁରୁ ବିନା ଶିକ୍ଷା ହୁଏନି ପୂରଣ ସେତ ସାଧନାର ଉତ୍ସ ମନେଭରି ଶକ୍ତି ଆଗକୁ ବଢାନ୍ତି ରଖନ୍ତି ଆତ୍ମାକୁ ସ୍ୱଚ୍ଛ ll ଜ୍ଞାନଗନ୍ତାଘର ସଂସ୍କାର ଭଣ୍ଡାର ପ୍ରେରଣାର
Read More
254 total views
ମରିଚିକା ବନଲତା ଜାଲି ମରିଚିକା ତୁମେ ଛଳନାର ଘର କେହି ପାଏନି ଆଶରା ମରୁଭୂମି ପରେ ଉତ୍ତପ୍ତ ଲହରୀ ମିଛ ଆଶାର ପସରା ଭ୍ରମିତ ପଥିକ ଧାଏଁ ତୁମ ପଛେ ତୁମେ ମାୟାବିନୀ ପରା ।। କୁଜ୍ଝଟିକା ତୁମେ ସପନ ସୁନ୍ଦରୀ କୁହୂକିନୀ ରୂପୀ ନାରୀ ଆକର୍ଷିତ କର ମଧୁକୁ ଝରାଇ କମଣ୍ଡଳୁ ବୃକ୍ଷ ପରି ଇପ୍ସିତ ମନର
Read More
300 total views
ଶ୍ରୀ ଗୁରୁ ବନଲତା ଜାଲି ଗୁରୁ ପୂଜ୍ୟଦେବ ଘନିଷ୍ଠ ବାନ୍ଧବ ଶ୍ରେଷ୍ଠ ପଥପ୍ରଦର୍ଶକ ଜ୍ଞାନ ନେତ୍ର ଖୋଲି ଅଜ୍ଞାନ ଦୁରେଇ ଦେଖନ୍ତି ଦିବ୍ୟ ଆଲୋକ ll ଗୁରୁ ବିନା ଶିକ୍ଷା ହୁଏନି ପୂରଣ ସେତ ସାଧନାର ଉତ୍ସ ମନେଭରି ଶକ୍ତି ଆଗକୁ ବଢାନ୍ତି ରଖନ୍ତି ଆତ୍ମାକୁ ସ୍ୱଚ୍ଛ ll ଜ୍ଞାନଗନ୍ତାଘର ସଂସ୍କାର ଭଣ୍ଡାର ପ୍ରେରଣାର ସେ ସମ୍ଭାର ଆଦର୍ଶ
Read More
264 total views
ଶୀତ ବନଲତା ଜାଲି ଶୀତ ଆସିଅଛି ଏ ମରତ ପରେ ଧରି ଦୁଃଖ ଆଉ ସୁଖ କିଏ ଖୁସି ହୁଏ କାନ୍ଦୁଥାଏ କିଏ କାହାର ଶୁଖଇ ମୁଖ ।। ଘାସ ଗାଲିଚାରେ ହିରକ ଶିଶିର ବୁଣିଅଛି ଶୀତରାଣୀ ସୋରିଷ ଫୁଲରେ ସୁବର୍ଣ୍ଣ ମଣ୍ଡିତା ହୋଇଛି ସୁଶ୍ରୀ ଧରଣୀ ।। ବାସହୀନ ଜନ ଅତିହିନୀମାନ କାଳ ତାଙ୍କ ପାଇଁ ଶୀତ
Read More
329 total views
ସ୍ମୃତି ବନଲତା ଜାଲି ସ୍ମୃତି ତୁମେ ରୁପା ଜହ୍ନଝରା ଶୀତଳ ଜୋଛନା ରାତି ସ୍ମୃତି ତୁମେ ଫୁଲର ବାସ୍ନାରେ ପାଗଳ ପରଜାପତି ॥ ସ୍ମୃତି ତୁମେ ହଜିଲା ଦିନର ଛାତି ତଳ ମିଠା ଛୁଆଁ ସ୍ମୃତି ତୁମେ ପୋୖଷ ଶୀତର ସକାଳ ଉଷୁମ ନିଆଁ ॥ ସ୍ମୃତି ତୁମେ ମୋ ପିଲାଦିନର ବାଲି ଧୂଳିଘର ସାଥି ସ୍ମୃତି ତୁମେ
Read More
236 total views
ପ୍ରତାରିତା ବନଲତା ଜାଲି ଉଦାସ ସେ ଆଖି ତଳେ ଅତୀତର ଅଭୁଲା ସେ ଦିନ ଭ୍ରାନ୍ତ ଏଇ ମନ କୋଳେ କେଉଁ ଏକ ଅଚାନକ ସ୍ବପ୍ନ ବିଭତ୍ସତାର ଚରମସୀମାରେ ସୀମାହୀନ ଏକ ଅସୁମାରୀ ଆଶା ଶୁନ୍ୟତାରେ ଭରିଯାଏ କେଉଁ ଏକ ଅମାନିଆ ନିଶା ।। କାହାର କପଟତାରେ ତୁଟିଯାଏ ତା’ର ସେ
Read More
221 total views
ଦାୟିତ୍ୱ ଜୀବନର ମୂଲ୍ୟବୋଧରେ ଅଟଇ ଦାୟିତ୍ୱ ଗୋଟିଏ ଅଙ୍ଗ ସବୁ ସମୟରେ ଦାୟିତ୍ୱର ସଂଜ୍ଞା ଶୃଙ୍ଖଳାର ଏକ ସଙ୍ଗ। ପ୍ରତ୍ୟେକ କାର୍ଯ୍ୟରେ ନିୟମକାନୁନ ଦାୟିତ୍ୱ ପର୍ଯ୍ୟବେସିତ ନିଷ୍ଠାର ସହିତ କଲେ ସମ୍ପାଦନ ହେବାନାହିଁ ହରକତ। ଉତ୍ତମ ସନ୍ତାନ ଗଢିବା କ୍ଷେତ୍ରରେ ପିତାମାତାଙ୍କ ଦାୟିତ୍ୱ ସାମାଜିକ ଆଉ ନୈତିକତା କ୍ଷେତ୍ରେ ଦିଅନ୍ତି ବେଶୀ ଗୁରୁତ୍ୱ। ଯୋଗ୍ୟ ନାଗରିକ ଗଢିବା କ୍ଷେତ୍ରରେ
Read More
217 total views