January 21, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*
Nov
2021
12

*ସ୍ଵର୍ଣ୍ଣ ଭୂମି – ବନଲତା ଜାଲି*

    ସ୍ବର୍ଣ୍ଣ ଭୂମି ••••••••••••••  ବନଲତା ଜାଲି ♣••••♣••••♣ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏଇ ମୋ ଉତ୍କଳ ରାଣୀ ତା’ଗର୍ଭରେ ପୂରି ରହିଛି ସମ୍ପଦ ହୀରା,ନୀଳା,ମୋତି ମଣି ।।   ଗିରି,ବନ,ସିନ୍ଧୁ ,ପାହାଡ ,ପର୍ବତ ଜଙ୍ଗଲ ସମ୍ପଦ ଭରା ସବୁଜିମା କ୍ଷେତ ଚିରସ୍ରୋତା ନଦୀ ସତେ କେଡେ ମନୋହରା ।।   ମହନତା ସହ ଆଦର୍ଶ ପୂରିତା ଅଟେ

 231 total views

Nov
2021
7

*ଅନୁତାପ – ବନଲତା ଜାଲି*

  * ଅନୁତାପ * ••••••••••• ବନଲତା ଜାଲି  ♣•••••♣ ଜାଣତରେ ଅବା ଅଜଣତେ ହେଉ. ହୋଇଯାଏ କେବେ ପାପ ସେଇ କାଳିମାକୁ ମନରୁ ଲିଭାଇ ଧୋଇଦିଏ ଅନୁତାପ ନୂଆ ସମ୍ଭାବନା ହୁଏ ଅନୁଭୂତ ଯାହା ଭୁଲ୍ କୁ କରଇ ମାର୍ଜିତ ପାପକୁ କରେ ଧ୍ବଂସୀଭୂତ ସତ୍ ଚେତନା ହୋଇ ଉଦଜୀବିତ ନିଜକୁ ସୁଧାରିବାକୁ ହୁଅଇ ପ୍ରସ୍ତୁତ ll

 223 total views

Nov
2021
7

*ଅନ୍ଧବିଶ୍ୱାସ ଓ କୁସଂସ୍କାର – ବନଲତା ଜାଲି*

             *ଅନ୍ଧବିଶ୍ଵାସ ଓ କୁସଂସ୍କାର *                 ••••••••••••••••••••                      ବନଲତା ଜାଲି         °°°°°°°°°°°° ଘୃଣ୍ଯ ଏକ ସାମାଜିକ ପ୍ରଥା  ଆଧ୍ୟାତ୍ମିକ,ନୈତିକ ସ୍ଫଳନ  ଯାହାକୁ

 224 total views

Oct
2021
27

*ଲକ୍ଷ୍ୟ ପଥ – ବନଲତା ଜାଲି*

ଲକ୍ଷ୍ୟ ପଥ    ବନଲତା ଜାଲି    ଲକ୍ଷ୍ୟ ପଥ ଦିଏ ଧ୍ରୁବ ତାରା ଭଳି ସଠିକ୍ ଦିଗ ଠିକଣା ଉତ୍ସାହ,ଉଦ୍ଯମ,ଉଦ୍ଦୀପନା ନେଇ କାର୍ଯ୍ୟ କରେ ସମ୍ପାଦନା ।।   ନିର୍ଦ୍ଧାରିତ କର୍ମ ସଫଳତା ପାଇଁ ଏକାଗ୍ରତା ଭରି ମନେ ନିଷ୍ଠା,ପରିଶ୍ରମ,ଉଦ୍ ଯୋଗ ବଳରେ ପହଞ୍ଚଇ ସେହି ସ୍ଥାନେ ।।   ବାଞ୍ଛିତ କାମନା ମହତ ହୋଇଲେ ସେ

 52 total views

Oct
2021
27

*ଭୋକ-ବନଲତା ଜାଲି*

ଭୋକ  ବନଲତା ଜାଲି  ******************* ପେଟର ଜ୍ୱାଳାକୁ କୁହାଯାଏ ଭୋକ ଭକ୍ଷଣ ହୁଏ ତାହାର ବିନାଶ ପେଟ ଭୋକ ଲାଗି ପଥଭ୍ରଷ୍ଟ ଲୋକ ବଦଳି ସେ ହୁଏ ଖରାପ ମଣିଷ ଭୋକ ଅନ୍ୟ ନାମ କ୍ଷୁଧା କରିବା ପାଇଁକି ତା’ର ପ୍ରଶମିତ ମଣିଷ କରେ ନାନା ଧନ୍ଦା ll   ଶରୀରର ଭୋକ ଅଟଇ କାମନା ସେଥିପାଇଁ ନାରୀ

 48 total views

Oct
2021
27

*ସତ୍ୟର ଉହାଡରେ – ବନଲତା ଜାଲି*

ସତ୍ୟର ଉହାଡରେ ବନଲତା ଜାଲି  ************************* ଜୀବନ ଯେଉଁଠି ପବନର ଖେଳ ଶରୀର ମୁଠେ ପାଉଁଶ ସମ୍ପତ୍ତି ହେଉଛି କିଛି ହାତ ଭୂଇଁ ଯୁଇ ନିଆଁ ଅବଶେଷ ତଥାପି ମଣିଷ ମନରେ କାହିଁକି ? ଏତେ ଲୋଭ,ଅବଶୋଷ ।।   ମରଣ ଯେଉଁଠି ଶେଷ ସୀମାରେଖା ଶ୍ମଶାନ ସବୁରି ସାଥୀ ବାର୍ଦ୍ଧକ୍ୟ ହେଉଛି ଅଚଳାବସ୍ଥାର ନିଶ୍ଚିତ ଜ୍ଜ୍ବଳନ୍ତ ସ୍ଥିତି

 42 total views

Sep
2021
23

*ଭୋଦୁଅ ଆକାଶେ ଜହ୍ନ – ବନଲତା ଜାଲି*

ଭୋଦୁଅ ଆକାଶେ ଜହ୍ନ ବନଲତା ଜାଲି ********************** ଭାଦ୍ରବ ଆକାଶ ଭାରି ନିରିମଳ ହସୁଥାଏ ସଫା ଜହ୍ନ ତୁଷାର ଧବଳ ବାଦଲ ଭାସଇ ଜହ୍ନକୁ କରି ଆଚ୍ଛନ୍ନ ।। ଥମଇ ବରଷା ନଥାଇ କାଳିମା ନଥାଇ ଗ୍ରୀଷମ,ଶୀତ ସୁଶୀତଳ ବାଆ ପରଶ ପାଇଣ ତନୁ ମନ ପୁଲକିତ ।। ପରିବେଶ ଥାଏ ସ୍ବଚ୍ଛ,ନିରିମଳ ପୁରିଥାଏ ସରୋବର ପଦ୍ମ ଓ

 84 total views

Sep
2021
23

*ସାଧବ ପୁଅର ଗାଥା – ବନଲତା ଜାଲି *

ସାଧବ ପୁଅର ଗାଥା    ବନଲତା ଜାଲି  *************************** ସ୍ବର୍ଣ୍ଣଗର୍ଭା ଏଇ ଉତ୍କଳର କୀର୍ତ୍ତି ସାରା ବିଶ୍ବରେ ଅନନ୍ଯ କର୍ପୂର ଯାଇଛି କନା ପଡି ଅଛି ସ୍ମୃତିକୁ କରି ବହନ ।।   ସଂସ୍କାର ,ସଂସ୍କୃତି ତା’ର ଯଶ,ଖ୍ଯାତି କଳା,ଭାସ୍କର୍ଯ୍ୟରେ ପୂର୍ଣ୍ଣ ତା’ର ପରମ୍ପରା ଜଗତେ ନିଆରା ବାଣିଜ୍ୟେ ରଖିଛି ମାନ ।।   ଜାଭା,ସୁମାତ୍ରା,ବୋର୍ଣ୍ଣିଓ,ବାଲିଦ୍ବୀପେ ସମୁଦ୍ରେ ବୋଇତ

 107 total views

Sep
2021
15

*ପରିବର୍ତ୍ତନ – ବନଲତା ଜାଲି *

ପରିବର୍ତ୍ତନ    ବନଲତା ଜାଲି  **************** ସମୟର ତାଳେ ଯାଇଛି ବଦଳି ଶିକ୍ଷା, ସଂସ୍କାର ,ସଂସ୍କୃତି ଯୌଥ ପରିବାର ବଦଳେ ହୋଇଛି ଦୁଇ ଆମେ ଦୁଇ ନୀତି ।।   ଶିକ୍ଷାର ପ୍ରସାର ବଢିଣ ହୋଇଛି ନୈତିକ ଅଧଃପତନ ଆଧ୍ୟାତ୍ମିକ ଭାବ ,ଈଶ୍ବର ବିଶ୍ବାସ ହେଲାଣି ସାତ ସପନ ।।   ଶିକ୍ଷା,ଜ୍ଞାନ ଦିଏ ଜୀବିକା,ବେଉଷା ସଂସ୍କାର ଚରିତ୍ର

 125 total views

Jun
2021
29

*ମାଆ – ବନଲତା ଜାଲି *

ମାଆ    ବନଲତା ଜାଲି  ***************************** ମା’ସ୍ନେହ ଚିରସ୍ରୋତା ଧାର ଝରୁଥାଏ ନିରନ୍ତର ମା’ପରା ଜୀବନ୍ତ ମୂରତୀ ସର୍ବଂସହା ସେ ଧରିତ୍ରୀ ରାଗି ବାନ୍ଧେ ଲୁଚି କାନ୍ଦେ ମିଛେ ନିନ୍ଦେ କୋଳେ ଛନ୍ଦେ ଶୂଭ ମନାସିଣ ନିତି ।।   କାନି ତା’ଶାନ୍ତିର ପସରା ଝାଡିଦିଏ ଦୁଃଖ ପରା ଜାଣଇ ଅନ୍ତର ବେଦନା ବୁଝେ ଛୁଆ ମନ ସିନା

 90 total views

Jun
2021
23

*ବାସ୍ତବ ସତ୍ୟ — ବନଲତା ଜାଲି*

ବାସ୍ତବ ସତ୍ୟ -ବନଲତା ଜାଲି ଏ ମାଟିର ଦେହ ଚିରସ୍ଥାୟୀ ନୁହଁ ଏ ମର୍ତ୍ତ୍ଯ ମଣ୍ଡଳ ପରେ ଅଭିନୟ କରି ଏ ରଙ୍ଗ ମଞ୍ଚରେ ଫେରିଯିବ କାଳ ବଳେ ଏହାତ ନିରାଟ ସତ୍ୟ କେଉଁ ଦିନ ପୁଣି କିଏ ଯିବ ଚାଲି ସଭିଙ୍କୁ ଏହା ଅଜ୍ଞାତ ।। ବଡ କଥା ନୁହେଁ ଦୀର୍ଘଜିବୀ ହେବା ମହାନ ଅଟେ ତ

 273 total views

Feb
2021
13

ଗୀତା ଦିଦିଙ୍କ ପାନ ବଟୁଆ— ବନଲତା ଜାଲି

ଗୀତା ଦିଦିଙ୍କ ପାନ ବଟୁଆ ବନଲତା ଜାଲି ଗୀତା ଦିଦିଙ୍କର ପାନ ବଟୁଆ ବାଡି ପାନକୁ କତୁରା ଗୁଆ ।। ଧୂଳି ଗୁଣ୍ଡିକୁ ଚମନ ବାର୍ ଚୂନ ସାଙ୍ଗକୁ ନାଲି ଖଇର ।। ପାନ ମିଠା ସାଥେ ଛୋଟ ପୁଡିଆ ପାନ ପାଇଁ ସେତ ଭାରି ବଢିଆ ।। ପାନରେ ସିଏ ତ ଭାରି ଅମଳି ତା’ବିନା ସେ

 712 total views

Jan
2021
13

ଅନୁତାପ— ବନଲତା ଜାଲି

ଅନୁତାପ ଜାଣତରେ ଅବା ଅଜଣତେ ହେଉ. ହୋଇଯାଏ କେବେ ପାପ ସେଇ କାଳିମାକୁ ମନରୁ ଲିଭାଇ ଧୋଇଦିଏ ଅନୁତାପ ନୂଆ ସମ୍ଭାବନା ହୁଏ ଅନୁଭୂତ ଯାହା ଭୁଲ୍ କୁ କରଇ ମାର୍ଜିତ ପାପକୁ କରେ ଧ୍ବଂସୀଭୂତ ସତ୍ ଚେତନା ହୋଇ ଉଦଜୀବିତ ନିଜକୁ ସୁଧାରିବାକୁ ହୁଅଇ ପ୍ରସ୍ତୁତ ll ମନମଧ୍ୟେ ସୃଷ୍ଟି ହୁଏ ଦ୍ଵନ୍ଦ ଜାଣି ହୁଏ ଭଲ

 5,149 total views

Jan
2021
13

ଝରା ଶେଫାଳୀ — ବନଲତା ଜାଲି

ଝରା ଶେଫାଳୀ ବନଲତା ଜାଲି ଭଙ୍ଗାଗଢ଼ା ଏଇ ମିଛ ଦୁନିଆରେ କେତେକେତେ କାହାଣୀ, ଯାହାକି ବିଶ୍ୱାସ ହେଉନଥିବା ଘଟଣା ଆମର ଦୃଷ୍ଟିଗୋଚରକୁ ଆସିଛି l କେତେକ ଘଟଣା ସ୍ୱାଭାବିକ ଲାଗୁଥିବା ବେଳେ କେତକ ଘଟଣା ଅସ୍ୱାଭାବିକ ଲାଗୁଥାଏ l ଏମିତି କିଛି ଘଟଣା ଅଛି, ଯାହା ମନର ହୃଦୟତନ୍ତ୍ରୀରେ ଗୋଟିଏ ଗଭୀର ହୃଦୟବିଦାରକ ସ୍ମୃତି ହୋଇ ଚିରକାଳ ଅଭୁଲା

 173 total views

Jan
2021
6

କୋଣାର୍କ—ବନଲତା ଜାଲି

କୋଣାର୍କ   ଭଗ୍ନ ମନ୍ଦିରର କଳା ଐଇଶ୍ଚର୍ଯ୍ଯ ଓଡିଆ ଜାତିର ଗାଥା ନରସିଂହ ଦେବ,ଶିବେଇ ସାଁନ୍ତରା ବିଶୁ ମହାରଣା କଥା ଧର୍ମପଦ ତ୍ଯାଗ ଶିଳ୍ପୀଙ୍କ ଭାସ୍କର୍ଯ୍ୟ ଭାବିଲେ ନୁଅଁଇ ମଥା ।। ପୁରୀ ଉପକୂଳେ ସାଗର ବେଳାରେ ଚନ୍ଦ୍ରଭାଗା ନଦୀ ତୀରେ ନିର୍ମିତ ହୋଇଲା ସୂର୍ଯ୍ୟଙ୍କ ମନ୍ଦିର ଖ୍ଯାତ ସାରା ପୃଥିବୀରେ ସିଂହାସନେ ଉଭା ଝୁଲନ୍ତା ବିଗ୍ରହ ଝଲସଇ

 436 total views

Dec
2020
29

ସ୍ୱାଧୀନତା ଆମ ସ୍ୱପ୍ନ— ଶ୍ରୀମତୀ ବନଲତା ଜାଲି

ସ୍ୱାଧୀନତା ଆମ ସ୍ୱପ୍ନ ସ୍ୱାଧୀନତା ଏକ ଦୁର୍ଲଭ ଏବଂ ବ୍ୟାପକ ଶବ୍ଦ, ଯାହାର ବ୍ୟାଖ୍ୟା ସୀମିତ ପରିସର ମଧ୍ୟରେ କରାଯାଇ ନ ପାରେ|ସ୍ଵ +ଅଧୀନତା =ସ୍ୱାଧୀନତା ହେଉଛି, ନିଜର ଆୟତାଧିନ ଅବସ୍ଥା |ସ୍ୱାଧୀନତା ଶବ୍ଦଟି ପ୍ରତ୍ୟେକ ନାଗରିକ ଓ ଦେଶର ସ୍ୱାଭିମାନଭରା ଦମ୍ଭ ଓ ଅହଂକାର |ଆଜକୁ 73ଵର୍ଷ ପାଳନ କରି ଆସୁଥିବା ସ୍ୱାଧୀନତା ଦିବସ ଆମକୁ ପକାଇଦିଏ,

 676 total views

Dec
2020
27

ଜୟ ଜଗନ୍ନାଥ—ବନଲତା ଜାଲି

ଜୟ ଜଗନ୍ନାଥ ତୁମେ ପରଂବ୍ରହ୍ମ ଅଦୃଶ୍ୟ ଅବ୍ୟକ୍ତ ତୁମେ ସୃଷ୍ଟିକର୍ତ୍ତା ଅନାଦି ଅଚ୍ୟୁତ ତୁମେ ପରା ପ୍ରଭୁ ଅନାଥର ନାଥ ତୁମେ ଅଟ ସବୁ ହୃଦୟରେ ସ୍ଥିତ ତୁମେ ସନାତନ ଅସୀମ ଅନନ୍ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।। ତୁମେ ଜଗତର ପ୍ରିୟ ବନ୍ଧୁ ମିତ ତୁମ ନାମେ ପ୍ରାଣ ହୁଏ ପୁଲକିତ ତୁମେ ଦାରୁବ୍ରହ୍ମ କାଳିଆ

 329 total views

Dec
2020
27

ଆମ ସମ୍ବିଧାନ–ବନଲତା ଜାଲି

ଆମ ସମ୍ବିଧାନ ନଭେମ୍ବର ମାସ ଛବିଶି ତାରିଖ ସମ୍ବିଧାନ ଜନ୍ମଦିନ ଗଣତନ୍ତ୍ର ପାଇଁ ଆଇନ ତାଲିକା ହେଲା ଏ ଦିନ ସମ୍ପୂର୍ଣ୍ଣ ।। ଦୂରେଇଲା ଭୟ ନାଗରିକମନୁ ପାଇଲା ସେ ଅଧିକାର ସ୍ବାଧୀନ ଚିନ୍ତନ,ଶିକ୍ଷା,ଧର୍ମ,ନ୍ୟାୟ ହେଲା ଜନେ ଅଙ୍ଗୀକାର ।। ଆମ ସମ୍ବିଧାନ ଏକତା ସଂହତି ସୁରକ୍ଷା ତ ବଳୟ ସାର୍ବଭୌମ ଆଉ ନିରପେକ୍ଷ ନୀତି ଅଟେ ପୁଣି

 195 total views