କନ୍ୟା ଭ୍ରୁଣର କ୍ରନ୍ଦନ ଚକ୍ଷୁ ଦୟା ନଦୀ ଲୋତକେ ରକତ ଭ୍ରୁଣ ଆକୁଳରେ କାନ୍ଦୁଛି, ଆଲୁଅ ଦେଖିବା ଆଗରୁ ସିଏ ଯେ ଅନ୍ଧାରରେ ହଜି ଯାଉଛି। ପୁଷ୍ପ ଭରା ଶେଯ ଗଢା ହେବା କଥା ଅଳିଆ ଗଦାରେ ପଡୁଛି, ମାଂସ ପିଣ୍ଡୁଳାକୁ ଶ୍ୱାନ ଶିଆଳ ଯେ ଟାଣି ଓଟାରିକି ଖାଉଛି। ବିନା ଦୋଷରେ ସେ ନିରୀହ ନିଷ୍ପାପ ମୃତ୍ୟୁ
Read More
21 total views
ଭିନ୍ନ ନଜର ଉଦ୍ଭିଦ ବିଜ୍ଞାନୀ ଟିଏ ଏ ଫଟୋ ଦେଖିଲା ରାସ୍ତା କଡ ଗଛ ମାନ ମନ ବହିନେଲା ସବୁଜ ବନାନୀ ଦେଖି କେତେ ଖୁସି ହେଲା ଭିନ୍ନ ଭିନ୍ନ ଦେଶୀ ବିଦେଶୀ ଗଛ ପ୍ରକାଶିଲା।। ପ୍ରକୃତି ପ୍ରେମୀ ଟେ ଯେବେ ଏ ଫଟୋ ଦେଖିଲା, ମେଘାଚ୍ଛନ୍ନ ଆକାଶରେ ଘଡେ ଅଟକିଲା, ପ୍ରକୃତି ମାଆର ସେ ଯେ ସବୁଜ
Read More
28 total views
#ବଣି ଓ କୁନା# ଦେଖିଲା ବଣି ଘର ଭିତରେ ବସିଛି ଏକା କୁନା ରୋଗର ଭୟେ ଲୁଚଇ ଗୃହେ ଦୁଃଖ ଯେ ତାକୁ ଜଣା । ଡାକିଲା ବଣି କୁନା ଭାଇନା ଚାଲ ବସିବା ମିତ ଆସ ହେ ଆସ ଉଡି ଉଡିକା ଗାଇବା ଆମେ ଗୀତ। ବୁଲେଇ ନେବି ବଣ ରାଇଜେ ମୁକ୍ତି ର ପଥ ଧରି,
Read More
40 total views
Lets talk with a young Poet and story Teller Pritiranjan Nayak hails from Kendrapada, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ପ୍ରୀତିରଞ୍ଜନ ନାୟକ ପିତାଙ୍କ ନାମ- ଫକୀର ମୋହନ
Read More
391 total views
ଭକ୍ତି ରସ (ଛନ୍ଦ:-ଚୋଖି) (ଶବ୍ଦ ଅଳଙ୍କାର ସହ ଅର୍ଥ ଅଳଙ୍କାର ପ୍ରୟୋଗ) କର ପାତି ମାଗେ ପ୍ରଭୁ କର ଦୂର ଦୁଃଖ ସବୁ କାହିଁକି ବିଷାଦ କର ମୁଁ କିବା ଜାଣେ? କେତେ ସହିବି ଏ ଦୁଃଖ କେତେ ଲୁହ ସବୁ ଦେଖ କରୁଛି
Read More
47 total views
ପ୍ରେମ ହିଁ କେବଳମ୍ ପ୍ରେମ, ଅସମର୍ଥ ମଧ୍ୟେ ସାମର୍ଥ୍ୟର ବୀଜ ବାରିଶେ ଫୁଟିବ ବାରିରୁହ ଆଜ ପ୍ରେମ ସୁଧା ନୀଧି ଢାଳି ତତ୍ପରେ ମରୁଭୂମି ହେବ ସବୁଜ ସବୁଜ। ଖଡ୍ଗ ଥୋଇ ପ୍ରେମ ବାଣ୍ଟୁଥିବ ରାଜ ଶତ୍ରୁ ମିତ୍ର ସାଜି ହୋଇଯିବ ନିଜ ମନସ୍ତାପ କରି ବିଟ ଓ ବିଟାଳ ପ୍ରେମ ପ୍ରୀତି ମାଖି ହେବେ
Read More
89 total views
ଅପରାହ୍ନର ଅବଶୋଷ ନୂଆ ନୂଆ ଚାକିରୀ କରିଥାଏ ମୁଁ।ସରକାରୀ ଚାକିରୀ। ପଡି ଉଠି ଆଣ୍ଠୁ ଛିଣ୍ଡେଇ ଖଣ୍ଡେ ସରକାରୀ ଚାକିରୀ ପାଇବା ଯେ କେତେ କଷ୍ଟ ତାହା ଚାକିରୀ ଖଣ୍ଡେ ପାଇଁ ଲଢ଼ୁଥିବା ଅଶାୟୀଙ୍କୁ ଜଣା।ପ୍ରଥମ ପୋଷ୍ଟିଂ ଦୂରରେ ପଡ଼ିବା ନଜିର ଅଛି।ସେଦିନ ଥାଏ ରବିବାର। ସଂଜ ହୋଇ ନଥାଏ କିନ୍ତୁ ଅପରାହ୍ନର ଶେଷ ଛାପ ଅର୍ଥାତ୍
Read More
118 total views
ବଖରାଏ ଘର ଆକାଶ ନିର୍ମଳ।ବାତ୍ୟା ପରର ସକାଳ ବେଶୀ ନିର୍ମଳ ଆଉ ସଫା ଦିଶେ।ଆଜି ବି ଠିକ୍ ସେମିତି ସକାଳର ସୂର୍ଯ୍ୟ ସିନ୍ଦୂରା ଫଟେଇ ବାହାରକୁ ଆସିଥାନ୍ତି।ଗଛ ସବୁ ଡାଳ ପତ୍ର ହରେଇ ଶାନ୍ତ ହୋଇ ଯାଇଥାନ୍ତି। କୋଳାହଳ ଶବ୍ଦ ଭାସି ଆସୁଥାଏ ଗାଁ ଶେଷ ମୁଣ୍ଡରୁ। ସୁଲୋଚନା, ଅନ୍ତଫାଡ଼ି ରମେଶ ଆଉ ସୁରେଶ ନାମ୍ନୀ
Read More
337 total views
##ଡିବିରି## ଡିବି ଡିବି ଡିବି…… ମୁନ୍ଦେ କିରୋସିନି ଗୋଟେ ସଳିତା, ଯେତେ ଜାଳୁଥିବ ବସି ଜାଳୁଥା…. ଆ ମାଉସୀ ଆ ମଉସା ଡିବିରି ପରା ମୋ ବେଉସା। ନିଅ ନିଅ ନିଅ ଭଳିକି ଭଳି ଅନ୍ଧାର ଦୂରିବ ଆଲୋକ ଆସିବ ଅନ୍ଧାର ଫୁଟାଣି ଯିବ ମଉଳି। ଏମିତି ନୂଆ ଶବ୍ଦରେ ଚାକଚକ୍ୟ ଘରେ ବଢ଼ିଥିବା ମୁନା ଆଶ୍ଚର୍ଯ୍ୟ ହୋଇ
Read More
902 total views, 1 views today