December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Sep
2021
15

*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*

ନିଃଶବ୍ଦତା     ପ୍ରୀତିପଦ୍ମା ଦାସ ***********””******* କେବେ ଅପୂର୍ଣ୍ଣତାର ପ୍ରତିନିଧି କେବେ ପୂର୍ଣ୍ଣତାର ପ୍ରତିଶ୍ରୁତି ଶୂନ୍ୟ ଶୂନ୍ୟାନ୍ତରକୁ ଗହନରୁ ଗହନତମକୁ କାୟା ବିସ୍ତାରିଥିବା ଅସ୍ପଷ୍ଟ ପ୍ରତ୍ୟୟ ପ୍ରତିଛବି……।   ନିଃଶବ୍ଦତା କେବେ ଅପ୍ରକାଶ୍ୟର ତପ୍ତ ବୈଶାଖୀ କେବେ ପ୍ରକାଶ୍ୟର ତୃପ୍ତ ମୌସୁମୀ ଏକରୁ ଏକାନ୍ତରକୁ ଅନ୍ତରରୁ ଅନ୍ତରଙ୍ଗକୁ କଡ ଲେଉଟାଉଥିବା ଅଦୃଶ୍ୟ ନିର୍ମଳ ନିୟତି……।   ନିଃଶବ୍ଦତା

 152 total views,  1 views today

Mar
2021
19

*ଇଚ୍ଛା — ପ୍ରୀତିପଦ୍ମା ଦାସ*

ଇଚ୍ଛା ଜୀବନର ଇଚ୍ଛାସବୁ କେତେ ଅବୋଲକରା..….. କେତେ ଅମାନିଆ….. ଇଚ୍ଛାମାନଙ୍କର ଘମାଘୋଟ ଯୁଦ୍ଧରେ ପରାସ୍ତ ହେବାକୁ ହୁଏ ଥରକୁ ଥର….. ଅନେକ ଥର ପୁଣି ଇଚ୍ଛାର ବିରୋଧାଭାସରେ ବି ପ୍ରସ୍ତୁତ ହୁଏ ଆଗାମୀ ଜୀବନର ଜୀବନ୍ତ ସନ୍ଧିପତ୍ର । ଏଇ ଇଚ୍ଛାମାନେ କେବେ ବିଶାଳ ଆକାଶ ପରି ଅନନ୍ତ, ଅସୀମ,ଅପରିସୀମ କେବେ ପୁଣି ଭସା ବାଦଲ ପରି ଅସ୍ଥିର,ଅଧୀର,ଅଥୟ

 213 total views

Feb
2021
13

ବିଡମ୍ବନା— ପ୍ରୀତିପଦ୍ମା ଦାସ

ବିଡମ୍ବନା ନିର୍ଦ୍ଧିଷ୍ଟତା ଆଜି ନିରୁଦ୍ଦିଷ୍ଟ…… ନିଶ୍ଚିତତା ବି ଅନିଶ୍ଚିତ…… ବିଷମ ମୁହୂର୍ତ୍ତର ପ୍ରବାହରେ ଶ୍ୱାସତନ୍ତ୍ରୀ ଶ୍ୱାସରୁଦ୍ଧ ବଞ୍ଚିବାର ବାହାନାରେ ନିଜେ ନିଜଠି ଅବରୁଦ୍ଧ ବ୍ୟଥିତ ମନରେ ଅନେକ ପ୍ରଶ୍ନର ଘନଘଟା ଉତ୍ତର ପରିବର୍ତ୍ତେ ନିଃଶବ୍ଦତାର ନିଷ୍ଠୁର ଯନ୍ତ୍ରଣା…….. ବିବଶତାର ବୈଶାଖରେ ଜୀବନ ଅର୍ଦ୍ଧଦଗ୍ଧ ବିଷର୍ଣ୍ଣତାର ଜ୍ୱାଳାରେ ସାରା ଦେହ କ୍ଷତାକ୍ତ ବିଦୀର୍ଣ୍ଣତାର ବର୍ବରାଘାତେ ହୃଦୟ ବିଦାରିତ ହୃଦୟର ପ୍ରତିକୋଣେ

 650 total views,  1 views today

Dec
2020
2

ଏ ବ୍ୟବଧାନ — ପ୍ରୀତିପଦ୍ମା ଦାସ

ଏ ବ୍ୟବଧାନ …..!!! କେଉଁ ମାପକରେ ମାପିବି ଜନ୍ମରୁ ତମାମ ଜୀବନକୁ ପ୍ରଶ୍ୱାସରୁ ନିଃଶ୍ୱାସକୁ ପ୍ରୀତିରୁ ପ୍ରତାରଣାକୁ ବନ୍ଧନରୁ ବିଚ୍ଛେଦକୁ ଅପେକ୍ଷାରୁ ଉପେକ୍ଷାକୁ ବିଶ୍ୱାସରୁ ବିବଶତାକୁ ଆତ୍ମୀୟତାରୁ ଅଜଣା ଅଚିହ୍ନାକୁ ଗହଳିରୁ ଗଭୀର ଏକ୍ଲାପଣକୁ କେମିତି ମାପିବି ମୁଁ ପ୍ରଲମ୍ବିତ ଏଇ ବ୍ୟବଧାନକୁ…… ସମ୍ପର୍କ ରୁ ସ୍ମୃତି ଆଉ ସେଇ ସ୍ମୃତିର ହୋମରେ ନିଜକୁ ଆହୂତି ଦେବାପରେ ବ୍ୟବଧାନର

 170 total views

Nov
2020
6

ଅଳନ୍ଧୁ — ପ୍ରୀତିପଦ୍ମା ଦାସ

ଅଳନ୍ଧୁ ଅତୀତ ସହ ବର୍ତ୍ତମାନକୁ ତଉଲି ଶୁଖିଲା ଖାଲୁଆ ଆଖିରେ ସାଇତାହୋଇଛି ଜକେଇ ଆସିଥିବା ଅଗଡା ଲୋତକ ବିନ୍ଦୁ, ଥାବୁଡି ଥାବୁଡି ଚାଲୁଥିବା ପାଦ ଦେଇ ଏ ଦୁଆରରୁ ସେ ଦୁଆରକୁ କେବେ ପୁଣି ରାସ୍ତା କଡକୁ ବହିଯାଉଛି ଲୋଚାକୋଚା ପେଟ ତଳର ଭୋକର ଗଭୀର ସିନ୍ଧୁ ଆମେ କି ସେ ଦାୟାଦ ଭଦ୍ର ମୁଖା ପିନ୍ଧା ସଭ୍ୟ,

 141 total views,  2 views today