Nov
2023
20
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

ସମ୍ପର୍କର ମାନେ କିଛି ଏଠି ନାହିଁ ସବୁ ଲାଗେ ମୂଲ୍ୟହୀନ ମଣିଷର ତଣ୍ଟି କାଟୁଛି ମଣିଷ ମିଛେ ମୁଖେ ହରିନାମ ସମ୍ପର୍କର ମାନେ_ _ _ _ _ ମୁଖେ ହରିନାମ। ଉଦ୍ଧୃତାଂଶଟି ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ମାନାସ୍ପଦ ସଭାପତି ଶ୍ରୀ. ପ୍ରଶାନ୍ତ କୁମାର ସେଠୀଙ୍କ ରଚିତ ‘ ଉଷ୍ଣ ଅପରାହ୍ନ ‘ କବିତାରୁ