ପ୍ରେମ_କରିବି_ନା_ପୂଜା ଚୁଲବୁଲି ଏଇ ମନ ବଗିଚାରେ ତୁମେ ବୁଣିଥିଲ ଦିନେ ପ୍ରେମର ଅସରନ୍ତି ମଞ୍ଜି ତୁମ ପ୍ରେମର ଛିଟାରେ ସେ ଅଲିଭା ସ୍ପର୍ଶରେ ଶିହରି ଯାଇଥିଲା ଏ ଗୁମସୁମ ମନ ! ସବୁ ମୁହୂର୍ତ୍ତରେ ସାଥିରେ ରହି ସାଜୁଥିଲ ପ୍ରେରଣା ଦେଉଥିଲ ମୋତେ ପ୍ରେମଭରା ପୁଳାଏ ଆଶ୍ୱାସନା, ମୋ ସବୁ ଅଭିମାନ-ଅଝଟକୁ କେମିତି ମଥା
Read More
89 total views
*#ଆଖି ଦେଖି* ଆଖି ଦେଖି କଣ ତାଙ୍କ ଓଠର ଭାଷା ବୁଝିହୁଏ ଛାତିରେ ମୁଣ୍ଡ ରଖି ମନର ବେଦନାକୁ କଣ ଦୂରେଇଦେଇ ହୁଏ ! ସମାଜ ସ୍ରୋତରେ ଯେବେ ଭୁଶୁଡେ ସବୁକିଛି ସେ ବରଗଛ ପରି ଛିଡା ହେଇଥାନ୍ତି, ପାପୁଲିଭର୍ତ୍ତି କୋହକୁ ଜାବୁଡି ରଖି ସେ କେମିତି ବାଟ ଚାଲନ୍ତି ! ସତରେ ପୁରୁଷ ମନରେ ବି ଥାଏ
Read More
65 total views
ମୁଁ ବି ପ୍ରେମରେ ପଡିପାରେ ଗଗନକୁ ମେଘ ଚୁମ୍ବି ଯେବେ ପ୍ରୀତି ଓ ଅବଶୋଷର କଥା କୁହେ, ସେବେ, ସାରା ସହର ଲାଜେଇଯାଏ ଲାଜର ଗହଣା ପିନ୍ଧି ସେ ଯେବେ ରାଣ ପକେଇଦିଏ ଏ ଗଛ ଲତା, ଏ ଗାଁ ଆଉ ବଜାରର ଅଟ୍ଟାଳିକା ମାନଙ୍କୁ ମାଟି ତ ମିଛଟାରେ ଈର୍ଷାରେ ଲାଲ ପଡ଼ିଯାଏ |
Read More
40 total views
ଅପରାହ୍ନର ଅବଶୋଷ ଜୁନ ବାର ତାରିଖ ସନ୍ଧ୍ୟା ୬ ଟା ହୋଇଥିଲା ବୋଧେ | ଲାଲ ଶାଢ଼ୀ ପରିଧାନ କରି ମୁଣ୍ଡରେ ସିନ୍ଦୁର ଓ ହାତରେ ନାଲି ନେଲି ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧି ଦୁଇ ତିନି ଜଣ ସାଥୀଙ୍କ ସହ ଚାଲି ଚାଲି ଆସୁଥିଲା କନକ | ବାହାଘର ପରେ ପ୍ରଥମ କରି ବାପଘରକୁ ଆସିଛି |
Read More
127 total views
#ଡିବିରି ସନ୍ଧ୍ୟା ସମୟ, ଘର ସାଜସଜ୍ଜାରେ ବ୍ୟସ୍ତ ଥିଲେ ଚାନ୍ଦିନୀ ମ୍ୟାଡ଼ାମ | ହଠାତ ଖାକି ପୋଷାକରେ ଥିବା ପ୍ରୀତମ ବାବୁ ଘର ଭିତରକୁ ପଶିଯାଇ ଚାନ୍ଦିନୀଙ୍କ ଶାଢ଼ୀ କାନିକୁ ଧରି ପକେଇଲେ | ଚାନ୍ଦିନୀ ପଛକୁ ବୁଲିଯାଇ ଟିକେ ରାଗିକି କହିଲା, ” ମୁଁ ଜାଣିଥିଲି ତମେ ହିଁ ଆସିଥିବ, ଇଏ ସବୁ କି ଦୁଷ୍ଟାମୀ କରୁଛ
Read More
686 total views
*Results Of SLF Literary Youth Icon Contest-2022 52,762 total views
52,762 total views
#ମଲା_ନଈ ଜୀବନକୁ ଯେବେ ଆସିଥିଲ ତୁମେ ଭରିଦେଇଥିଲ ଅମାପ ଖୁସି ରଙ୍ଗହୀନ ଜୀବନେ ରଙ୍ଗ ଟୋପେ ବୋଳି ସାଜିଯାଇଥିଲ ସ୍ୱତନ୍ତ୍ର ଅତିଥି ମୋ ଜୀବନଟା ଉତଫୁଲିତ ନଈ ପରି ଉଛୁଳି ଉଛୁଳି କରୁଥିଲା ତୁମ ପ୍ରେମକୁ ଅନୁଭବ କିନ୍ତୁ ଆଜି ମୋ ଜୀବନ ମଲାନଈ ପରି ସବୁ ଲୁହ ପିଇଯାଏ ହସି ହସି | ୧ | ସେହି
Read More
496 total views
*Voice of The Youth and it’s Results-2022* 1- ବିଚିତ୍ରାନନ୍ଦ ଜେନା, ଭଦ୍ରକ – ( Mark- 80+71=151) *ଉତ୍ତର- ବିଚିତ୍ରାନନ୍ଦ ଜେନା* 2- ଆଦିତ୍ୟ ଅମ୍ଳାନ ପଣ୍ଡା, ସମ୍ବଲପୁର- ( Mark- 85+76=161) *NOVELTY OF MY LUFIAN–Aadityaamlan Panda* 3- ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଯାଜପୁର- ( Mark-
Read More
911 total views
ସମ୍ପର୍କର ନାଁ ଆଜି ବି ଅଜଣା ନୀରବତାକୁ ଭଲ ପାଉଥିବା ନାୟକ ତୁମେ ତେଣୁ ଆଜି ମୁଁ ପୁରା ନିରବୀ ଯାଇଛି, ସମ୍ପର୍କର ନାଁ ଆଜି ବି ଅଜଣା କିନ୍ତୁ ତୁମ ସମ୍ପର୍କ କୁ ସ୍ମୁତି କରି ମୁଁ ବଞ୍ଚିଛି | ତୁମର “ପାଗିଲି” ଡାକରେ କି ଆତ୍ମୀୟତା ଥାଏ କେଜାଣି ପ୍ରତି ମୁହୂର୍ତ୍ତରେ ବାଧ୍ୟ୍ୟ କରେ ଦୁଷ୍ଟାମୀ
Read More
1,140 total views
*Lets talk with most youngest writer, Author, Story Teller Convenor and a shieldmaiden of Odia Literature Priyanka Priyadarshini Ray ,hails from Birajakshetra Jaipur, Odisha for SLF Literary Youth Icon Award contest-. 2022* ନାମ – ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ପିତାଙ୍କ ନାମ- ଅଶୋକ ରାୟ ମାତାଙ୍କ
Read More
2,172 total views, 1 views today