ସେଇମିତି ଅଛି ସେଦିନ ଆଉ ଆଜି ଭିତରେ ବାସ୍ ଟିକିଏ ଫରକ ଅଛି ସେଦିନ ତୁମେ ପାଖରେ ଥିଲ ଆଜି ତୁମ ସ୍ମୃତିରେ ବଞ୍ଚିଛି।। ଅଦିନିଆ ଝଡ଼ତୋଫାନ ପରେ କଳାହାଣ୍ଡିଆ ମେଘଖଣ୍ଡ ଦିଶୁଛି ଏବେ ବି ସେ କଳା ଆକାଶରେ ତୁମକୁ ମୁଁ ଖୋଜିଚାଲିଛି।। ଅଷଢାଏ ବରଷାର ଛିଟାରେ ମୁଁ ଏକାଏକା ଏମିତି ଭିଜୁଛି ଆମ ପାଦ ଚିହ୍ନ
Read More
30 total views
**ଅପରାଧ** ରବି ଅସ୍ତ ହେଲେ ରଜନୀ ଆଗତେ ଲିଭେ ଆଲୋକର ଦୀପ ଘନ ଅନ୍ଧକାରେ ମାତି ଯେ ଉଠନ୍ତି ନାରୀ ମାଂସଲୋଭୀ ରୂପ…. ନିର୍ଜନ ପଥେ ସେଇ ନିରୀହ ଝିଅଟି ମନରେ ବାନ୍ଧେ ସାହସ ପୁଣି ହୃଦୟରେ ତା’ର ଭୟ ଭରି କହେ ହେଇ ଆସିଲାଣି ରାକ୍ଷସ….. କାତରିଯାଏ ତା’ କୋମଳ ଶରୀର ରଣକ୍ଷେତ୍ର ଭେଟିବା ପାଇଁ ଘାତକ
Read More
87 total views
*°•ବୋଉ•°* ବୋଉ ଶବ୍ଦରେ କେତେ ଯେ ସାନ୍ତ୍ବନା ଯେ ଡାକିଛି ପାରିଛି ବୁଝି ପଣତେ ତାହାର ଲୁହ ପୋଛିଦିଏ ଏକା ବୋଉ ମୋ ନିଜର ଆଜି। ସୁଆଦିଆ ଖାଦ୍ୟ ରାନ୍ଧୁଥାଏ ବସି ନିଇତି ରୋଷେଇ ଘରେ ଜୀବନରେ ତା’ର ଅବସର ନାହିଁ ବୋଉ ପରି ଦପ୍ତର ନାହିଁରେ। ଦୁନିଆଟା ଯାକ ହାତ ଧରିଥାନ୍ତି ଖାଲି ସ୍ବାର୍ଥ ହାସଲ ପାଇଁ
Read More
42 total views
Lets talk with a most talented youngest writer, Author, Story Teller, Convenor and a shield maiden of Odia Literature “Pujarani Nayak” hails from Jajpur, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* *ପର୍ଯ୍ୟାୟ- ପ୍ରଥମ*
Read More
233 total views, 1 views today
ନୀରବତାର ପାହାଡ଼ ନିଃସଙ୍ଗତାର ନିଶବ୍ଦ ଯନ୍ତ୍ରଣାରେ ଜର୍ଜରିତ ଏ ତନୁମନ ଚିହିଁକି ଉଠିଛି ଏବେ ପାଇକି ପୁନଃ ଜୀବନ୍ନ୍ୟାସର ଚିହ୍ନ… ଆକଣ୍ଠ ପିଇଯାଇଥିଲା ଯେ ଦିନେ ଭାବି ଅତ୍ୟାଚାରକୁ ଅମୃତ ଅତୀତର ଶୋଷଣ କଷଣ ଯେତକ ସ୍ମୃତି ଚିତ୍ରପଟ୍ଟେ ଅଙ୍କିତ… ସବୁଜିମା ଲିଭି ଜୀବନାରଣ୍ୟରେ ତିଷ୍ଠିଥିଲା ପର୍ଣ୍ଣମୋଚୀର ଭୂଇଁ ଶୀତଳ ସମୀର ସାଥେ ବାରିଦ
Read More
100 total views, 1 views today
ଜହ୍ନ ହେ ଜହ୍ନ ହେ… ତୁମ ରୂପରେ ବିମୋହିତ କ୍ଷଣେ କରିଦେବେକି, ନିଷ୍ଠୁର ବର୍ତ୍ତମାନକୁ ଭୁଲିଯାଆନ୍ତି ଦୁଃଖ ମୋ ହୁଅନ୍ତା ଦୂର || ଜହ୍ନ ହେ… ତୁମ ଜୋଛନାରେ ଚମକପ୍ରଦ କ୍ଷଣେ କରିଦେବେକି, ଜୀବନର ଘୋର କାଳିମା ଲିଭାନ୍ତି ଦେଖି ଆଲୋକ ତୁମର || ଜହ୍ନ ହେ… ତୁମ ଶୀତଳତାରେ ମନ ମୁଗ୍ଧ କ୍ଷଣେ
Read More
43 total views
*°• ତୁମେ ଆଉ ମୁଁ •°* ତୁମେ ସୁଆଦିଆ ଗରମ ଚା’ ର ବାସ୍ନା ମୁଁ ସେଇ ପୋଡା ମାଟିର କପ୍ ତୁମେ ସନ୍ଧ୍ୟାର ଅଦିନିଆ ମେଘୁଆ ପାଗ ମୁଁ ରାଗ ମିଶା ଖଟାଳିଆ ସୁପ୍ ।। ତୁମେ ସଜ ଫୁଲମାନଙ୍କର ସତେଜ ତୋରଣ ମୁଁ ଡ଼ାଏରୀ ଛାତିର ଶୁଖିଲା ଗୋଲାପ ତୁମେ ହୀରାମୋତି ଖଞ୍ଜା ଜୀବନ୍ତ ମୂର୍ତ୍ତିଟିଏ
Read More
48 total views
ଦୁର୍ଭାଗ୍ୟ କେଉଁ ଘଡ଼ିସନ୍ଧି ମୁହୂର୍ତ୍ତେ କେଜାଣି ହୋଇଥିଲା ମୋର ଜନ୍ମ, କାହିଁ କରେ ଏତେ ପଶ୍ଚାତାପ ମୁହିଁ କରୁନାହିଁ ତ କୁକର୍ମ । କେତେ ପାପ କେବେ କରିଛି କେଜାଣି ସରେ ନାହିଁ ମୋର ଦୁଃଖ, ପ୍ରାୟଶ୍ଚିତ ଆଜି ଯେତେ ବି କରିଲେ ପାଉ ନାହିଁ ଟିକେ ସୁଖ । କେଉଁ ପୁଷ୍ପଅର୍ଘ୍ୟେ ପୂଜିଲେ
Read More
67 total views
ହେ ମୃତ୍ୟୁ ଜୀବନର ଶେଷେ କିଏ ଆସୁ କି ନଆସୁ ତୁମେ ତ ନିଶ୍ଚିତ ଆସିବ ଶବଟେ ଚାଲିଗଲା ସଭିଏଁ କହୁଥିବେ ତୁମେ ମୁରୁକି ହସୁଥିବ।। ସଂସାରରେ ସବୁ ମିଛ ମୋହମାୟା ତୁମେ ହିଁ ଚିରନ୍ତନ ସତ୍ୟ ଆଶା ଫୁଲ ସବୁ ମଉଳିବା ଆଗରୁ ତୁମେ ଆସିଯାଅ ନିତ୍ୟ।। କେବେ ସାଦର ସମ୍ମୋହନ ତୁମେ
Read More
58 total views, 1 views today