April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Nov
2021
4

*ନିରନ୍ତର ଅଗ୍ରଗତି-ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

*ନିରନ୍ତର ଅଗ୍ରଗତି* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ************************ ପଦ ପଦବୀର ଦରକାର ନାହିଁ ପ୍ରତିଭା ପୂଜାରେ ପ୍ରୀତି କୋମଳ ସହିତ କଠିନ ସଂଯୁକ୍ତ ବିଧିର ବିଧାନ ରୀତି। ଉଚ୍ଚାସନେ ଥାଇ ମୁଣ୍ଡ ବି ନୁଆଁନ୍ତି ଗୁଣୀଜନ ଜ୍ଞାନ ପ୍ରତି ଅମୃତ ଲେଖନୀ ଜନାଦୃତ ଆପେ ବକ୍ଷ ହେବ ନିଶ୍ଚେ ସ୍ଫୀତି। ରୁଚି ତ ବିଭିନ୍ନ ଭାବନା ବି ଭିନ୍ନ

Loading

Oct
2021
15

*ବିଜୟା ଦଶମୀ – ନୀହାରିକା ପଣ୍ଡା*

              *ବିଜୟା ଦଶମୀ*                 **********                  ନୀହାରିକା ପଣ୍ଡା                     ••••••   ଆଶ୍ୱିନ ମାସର

Loading

Oct
2021
10

*ସମୟ – ନୀହାରିକା ପଣ୍ଡା*

       *ସମୟ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ************ ସମୟର ସ୍ରୋତ ଚାଲେ ଅବିରତ ମାଡିମାଡି ଯାଏ ଆଗକୁ ଆଗାମୀ ବେଳାକୁ ସ୍ୱାଗତ ଜଣାଏ ନ ଫେରେ ସେ କେବେ ପଛକୁ। ଅତି ବଳବାନ୍ ତାର ଲୀଳାଖେଳା ଭାବକୁ ସଜାଏ ଭସ୍ମରେ ସୁଖ -ଦୁଃଖ, ଭଲ- ମନ୍ଦ ଯାହା ଆସେ ଅପେକ୍ଷା ନଥାଏ କାହାରେ। ନ ମାନେ

Loading

Oct
2021
3

*ଫେରି ଆସ ବାପୁ – ନୀହାରିକା ପଣ୍ଡା*

ଶୀର୍ଷକ- ଫେରି ଆସ ବାପୁ                   *******************        ନୀହାରିକା ପଣ୍ଡା ,ରାକମା ,ନୟାଗଡ଼     ************************** ପାର୍ଥିବ ବିଷୟ ପ୍ରତି ଅନାସକ୍ତ ସଂଯମରେ ସଂଯମତା ଅପରର ହିତ ସାଧନାର ବ୍ରତ ଅହିଂସାର ମୁଖ୍ୟ ସତ୍ତା । ସ୍ୱାଧୀନ ଦର୍ଶନ ବାରତା ଗାନ୍ଧୀଜୀ ଅହିଂସା ପରମ

Loading

Sep
2021
23

*ତ୍ୟାଗ – ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା*

*ତ୍ୟାଗ*  ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ************************ ଫୁଲ ଫଳ ଛାୟା ପ୍ରଦାନୀ ପାଦପ ତ୍ୟାଗ ମୂର୍ତ୍ତିମନ୍ତ ମର୍ତ୍ତ୍ୟେ ତଥାପି ମାନବ ସାଜଇ ଦାନବ ପାଟି ନ ଫିଠାଏ ସତେ! ତଟିନୀ ପିଏନା ତା’ର ଗର୍ଭ ନୀର ମେଣ୍ଟିବାକୁ ତୃଷ୍ଣା ଭାର କାଳେ ଶେଷ ହେବ ପୃଥିବୀ ଗରଭୁ ସଞ୍ଚିତ ସଲିଳ ଧାର। ନୀରବ ଖେଦରେ ଅସହ୍ୟ ବେଦନା ଖଣ୍ଡ

Loading

Jul
2021
1

*ଜୀବନ ଏକ ଭଗ୍ନାଂଶ – ନୀହାରିକା ପଣ୍ଡା*

ଜୀବନ ଏକ ଭଗ୍ନାଂଶ   ନୀହାରିକା ପଣ୍ଡା  ************************   ଜୋଛନା ବାଦଲ ତଳେ ଜୀବନ ଲାଗେ କିଆଁ ଏତେବେଶୀ ମୋତେ ଆପଣାର ଆଶାର ଆସର ଯଦି ସାଜଇ ଅସୁର ତଥାପି ବି ଭାରି ଲୋଭ ଏଇ ଜୀବନର । ଜୀବନର ଚଲାପଥ ଭାରି କଣ୍ଟକିତ ନୁହେଁ ଗୋଲାପର ତୂଳୀତଳ୍ପ ଶେଯ ସମୟ ନଇର ଧାରେ ସପନକୁ ସାଥୀ

Loading

Jun
2021
30

*ନିଦ ତୁ ନିଭୃତ ପକ୍ଷୀ – ନୀହାରିକା ପଣ୍ଡା*

ନିଦ ତୁ ନିଭୃତ ପକ୍ଷୀ   ନୀହାରିକା ପଣ୍ଡା    ——————————————–   ନାହିଁ ତୋ ଠିକଣା ନାହିଁ ତୋର ଡେଣା, ସପନ ସମ୍ପୂଟ ତୋ ସ୍ମୃତି ଅଗଣା, ବସା ସିନା ବେନି ଆଖି…. ନିଦ ତୁ ନିଭୃତ ପକ୍ଷୀ। ସୁଖସ୍ୱପ୍ନ ତୋର ନୁହେଁ ଚିରଦିନ, ନିଶା ଅନ୍ଧକାର ତୋ ଓଠ ଚୁମ୍ବନ, ସପନେ କାହାଣୀ ଲେଖି…. ନିଦ

Loading

Jun
2021
28

*ଈଶ୍ବରଙ୍କୁ ଚିଠି – ନୀହାରିକା ପଣ୍ଡା*

ଈଶ୍ବରଙ୍କୁ ଚିଠି   ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା      ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ସୃଜିପାର ସେ ସିନ୍ଧୁ ସିନା ଆନନ୍ଦ ପ୍ରତି ଆନନ୍ଦର ସମଷ୍ଟିକୁ ନେଇ ହସୁଛ ପରମାନନ୍ଦ । ସାରା ସର୍ଜନାର ସୁରଭି ସୃଷ୍ଟିରେ ତୁମରି ମମତା ଝରେ ଚାହେଁ କୃପା ଧୂଳି ଆଶିଷ ଅଞ୍ଜଳି ବିଛୁରିତ ତୂଳୀକାରେ। ସୂର୍ଯ୍ୟ ଚନ୍ଦ୍ର ତାରା ଶ୍ୟାମଳିମା

Loading

Dec
2020
29

ଶବ୍ଦ ଫନ୍ଦି* — ନୀହାରିକାପଣ୍ଡା

*ଶବ୍ଦ ଫନ୍ଦି* ଶବ୍ଦ ସମାହାରେ ଶବ୍ଦକୋଷ ଟିଏ ଲେଖନୀ ଜାଗ୍ରତ ହୁଏ ସୁସଜ୍ଜିତ ଶବ୍ଦ ଏକାଠି ଗୁନ୍ଥିଲେ ବିଶେଷଜ୍ଞ ରୂପ ନିଏ। ଶବ୍ଦ ସମ୍ଭାରରେ ଲିପିବଦ୍ଧ ସିନା ଜୀବନ ଅଲେଖା ପୃଷ୍ଠା ଦୁଃଖର ସାଥୀ ବି ସୁଖର ସାରଥୀ ସୃଜନଶୀଳତା ନିଷ୍ଠା । ଶବ୍ଦର ଆଶ୍ରିତ ଜୀବନ ସଙ୍ଗୀତ କଳାକାର କଳା କଥା ଭିତ୍ତିପ୍ରସ୍ତର ଯା’ ଅତି ଦମ୍

Loading

Dec
2020
29

*ମଧୁସ୍ମୃତି ମଙ୍ଗୁଆଳ*— ନୀହାରିକା ପଣ୍ଡା

*ମଧୁସ୍ମୃତି ମଙ୍ଗୁଆଳ* ସଂସାର ପାଶରୁ ମୁକୁଳାଇ ପ୍ରଭୁ ବାନ୍ଧିଦିଅ ଭାବ ଡୋରେ ମିଛ ଦୁନିଆକୁ ତୁଚ୍ଛ ମଣୁଥିବି ତବ ଆଶୀର୍ବାଦ ଧାରେ। ଖୁସିର ତରଙ୍ଗ ଫଗୁଣର ରଙ୍ଗ ସପ୍ତରଙ୍ଗ ସୃଜନୀରେ ଫୁଲର ବାସନା ଜହ୍ନର ଜୋଛନା ନିୟତିର ନିର୍ଦ୍ଦେଶରେ । ଜଳ ସହ ପଙ୍କ ଯେପରି ସଂଯୁକ୍ତ ସୁଖ ଦୁଃଖ ଉପସ୍ଥିତି ସୁଖ ପରେ ଦୁଃଖ ଦୁଃଖ ପରେ

Loading

Dec
2020
27

ଶୀର୍ଷକ- ସାମାଜିକ ଜୀବନରେ ଭଗବଦ୍ ଗୀତାର ମହତ୍ତ୍ୱ–ଶିକ୍ଷୟିତ୍ରୀ- ନୀହାରିକା ପଣ୍ଡା

ସାମାଜିକ ଜୀବନରେ ଭଗବଦ୍ ଗୀତାର ମହତ୍ତ୍ୱ । ଭଗବଦ୍ ଗୀତାର ମହତ୍ତ୍ୱ ଲେଖନୀ ମୁନରେ ସୃଷ୍ଟି କଲାବେଳେ କାନ ଉଠିବା ପରଠାରୁ ଶୁଣିଥିବା ସେଇ ଅମୃତାନୁଭବ ବାଣୀ ଉଙ୍କିମାରେ – ରୁଚୁ ନରୁଚୁ ଖାଅ ପିତା ବୁଝ ନବୁଝ ପଢ ଗୀତା । ଜୀବନରେ ଯେତେ ଶାସ୍ତ୍ର ଅଧ୍ୟୟନ କଲେ ବି ,ମହାପୁରୁଷମାନଙ୍କ ନୀତିଶିକ୍ଷାର ନୈତିକ ସ୍ରୋତରେ ବାରମ୍ବାର

Loading

Dec
2020
27

ତୁ ଶୀଘ୍ର ଚାଲି ଯାଆ 2020–ନୀହାରିକା ପଣ୍ଡା,

*ତୁ ଶୀଘ୍ର ଚାଲି ଯାଆ 2020* ଅନ୍ତିମ ବିଦାୟ ଆହ୍ବାନ ଅନ୍ତରେ ଦୁଇ ହଜାର କୋଡିଏକୁ ଜୀବନ ଜୀବିକା ଯନ୍ତ୍ରଣା ଯାତନା କରୋନା ଆକ୍ରାନ୍ତ ସ୍ମୃତିକୁ। ଏମିତି ଅଭୂଲା ସ୍ମୃତିବର୍ଷ ତୁହି ସାଜିଲୁ ଧରଣୀ ବକ୍ଷେ କାନ ଉଠା କାଳୁ ଶୁଣା ତନଥିଲା ସାଉଁଟା ସ୍ମୃତିର କକ୍ଷେ। ବେଦରଦୀ ମନ ବେଭାର ବିପନ୍ନ ନୂଆ ଇତିହାସ ସୃଷ୍ଟି ଶିରୀ

Loading

Dec
2020
24

ଶ୍ରୀୟାଚଣ୍ଡାଳୁଣୀ

ଲକ୍ଷ୍ମୀ ପୁରାଣରେ ଲିପିବଦ୍ଧ ନାଆଁ ଶ୍ରୀୟାଚଣ୍ଡାଳୁଣୀ ସେହି ନାରୀଜାତି ପାଇଁ ନୀତିଆଦର୍ଶରେ ଧନଲକ୍ଷ୍ମୀ ପ୍ରିୟ ହୋଇ। ମାଣବସା ଶିକ୍ଷା ଦିଏ ମହାଶିକ୍ଷା ଚଣ୍ଡାଳୁଣୀ ଭାବନାର ସ୍ୱଚ୍ଛ ପବିତ୍ରତା ଯେଉଁଠି ଥାଏ ସେ ଲକ୍ଷ୍ମୀଙ୍କର ଦରବାର । ଜାତିରେ ସେ ନୀଚ୍ଚ ମନ ତା’ର ସ୍ୱଚ୍ଛ ମାଣବସା ପୂଜା କହେ ଚଣ୍ଡାଳୁଣୀ ସମ ସାଜିଲେ ଗୃହିଣୀ ଐଶ୍ୱର୍ଯ୍ୟ ପ୍ରାପତି ହୁଏ

Loading

Dec
2020
8

ପ୍ରଭୁ ତବ ମହାନତା –ନୀହାରିକା ପଣ୍ଡା

ପ୍ରଭୁ ତବ ମହାନତା              ନୀହାରିକା ପଣ୍ଡା ମାଆର ବକ୍ଷରେ ପୀୟୂଷ ଭରିଛ ବିଚିତ୍ର ବିସ୍ମୟ କଥା ବାପାଙ୍କ କାନ୍ଧରେ କର୍ତ୍ତବ୍ୟର ଭାର ଖୋଜେ ତୁମ ମହାନତା । ଭଉଣୀ ଆଖିରେ ସ୍ନେହର ଝରଣା ତବ ସର୍ଜନାର ସୃଷ୍ଟି ଭାଇର ମନରେ ଦାୟିତ୍ଵ ବହନ ଦାଣ୍ଡେ ଯୁଝିବାର ଦୃଷ୍ଟି । ପତ୍ନୀର

Loading

Dec
2020
5

ଭୋକ — ନୀହାରିକା ପଣ୍ଡା

*ଭୋକ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ଭୋକ ନୁହେଁ ଅପରିଚିତ ଶବ୍ଦଟିଏ ଯାହାକୁ ଖୋଜିବାକୁ ହେବ କେଉଁ ଏକ ଅଜଣା ଅଭିଧାନରୁ; ଭୋକ ତ ଶବ୍ଦଟିଏ ମାତ୍ର ବୁଝିବାକୁ ଲୋଡା ଯା’ରେ ହୃଦୟାନୁଭବ ଛୋଟ ଏକ ମନରୁ । ଭୋକ ହିଁ କେବଳ ଭୋକ ; ହେଲେ ଭୋକିଲା ଅନେକ କିଏ ପେଟ ଚାଖଣ୍ଡକ ପାଇଁ କିଏ କାମନା ବାସନାକୁ

Loading

Dec
2020
4

ପବିତ୍ର ହୃଦୟ – ନୀହାରିକା ପଣ୍ଡା

*ପବିତ୍ର ହୃଦୟ* ଉଡିଯିବ ଦିନେ ଜୀବନ ବିହଙ୍ଗ ଛାଡି ଅଭିଳାଷ ବସା ଡୁବିଯିବ ନିଶ୍ଚେ ଆୟୁଷ ନଉକା ତେଜି ମାୟାଘାଟ ନିଶା। ହଟିବ କାୟାରୁ ରୂପର ବର୍ଣ୍ଣାଳୀ ଆଇନା ଲାଗିବ ବିଷ ପଡିଯିବ ପାଟି ପାରିବିନି ଖୁଣ୍ଟି ଦିଶିବନି ଶବ୍ଦକୋଷ । ହୀରା ନୀଳା ଅବା ମୋତି ମାଣିକ୍ୟର ଲୋଭ ବି ଲାଗିବ ମନ୍ଦ ନୀରବଦ୍ରଷ୍ଟା ହେ ନିର୍ବିକାର

Loading

Nov
2020
30

ପରମ୍ପରା ଓ ସାମାଜିକ ବିକାଶ — ନୀହାରିକା ପଣ୍ଡା ରାକମା

*ପରମ୍ପରା ଓ ସାମାଜିକ ବିକାଶ*                    ନୀହାରିକା ପଣ୍ଡା ରାକମା  ଜୀବନର ଏକ ବଡ ଅନୁଶୀଳନ ହେଉଛି ପରମ୍ପରା ।ଅନେକ ପ୍ରକାରଭେଦରେ ପରିପୂର୍ଣ୍ଣ ଯା ପରିସର।ଲୋକ ଗୋଷ୍ଠୀଭଳି ପରମ୍ପରା ଲୋକଧାରାର ଏକ ଉଲ୍ଲେଖନୀୟ ଆୟାମ।ପରମ୍ପରା ଜୀବନର ଗତିଶୀଳତାକୁ ବଜାୟ ରଖିଥାଏ ନିଶ୍ଚେ ।ପରମ୍ପରାର ସଂଜ୍ଞା ଗୋଟିଏ ଗୋଷ୍ଠୀର

Loading

Nov
2020
19

ମୋ ବିଦ୍ୟାଳୟ କାନ୍ଦୁଛି — ନୀହାରିକା ପଣ୍ଡା

ମୋ ବିଦ୍ୟାଳୟ କାନ୍ଦୁଛି                             ନୀହାରିକା ପଣ୍ଡା ରାକମା ,ନୟାଗଡ଼   ଶିକ୍ଷକ ଶିକ୍ଷାର୍ଥୀ ବିନା ଶିକ୍ଷାଶାଳା କାନ୍ଦୁଛି ଶୁଖାଇ ମୁହଁ ମଳିନ ପଡିଛି କଳାପଟା ମୁଖ ଶ୍ରୀହୀନ ମୋ ଶ୍ରେଣୀଗୃହ। ନିଃସ୍ବ ସାଜିଅଛି ଖେଳ ପଡିଆଟି ସାଙ୍ଗ ସାଥୀ

Loading

Nov
2020
2

ମୌସୁମୀ ଫେରାର

ମୌସୁମୀ ଫେରାର ନୀରଦର ଶେଷ ନିର୍ମଳ ଆକାଶ ମୌସୁମୀ ଯାଉଛି ଫେରି ସୁସଜ୍ଜିତ ଧରା ସବୁଜ ବର୍ଣ୍ଣରେ ଶରତ ସମ୍ଭାର ଭାରି। କେରଳ ଛୁଇଁ ସେ ଆସିଥିଲା ଦିନେ ସୃଷ୍ଟିର କଲ୍ୟାଣ ପାଇଁ ମୌସୁମୀ ପରଶେ ବରଷା ବରଷେ ମିଥ୍ୟା ନୁହେଁ ସତ୍ୟ ଏହି। ମେଘ ମହ୍ଲାରର ଉଲ୍ଲାସୀ ପ୍ରାଣରେ ମଉସୁମୀ ମଦମତ୍ତା ପଲ୍ଲୀ ପ୍ରାନ୍ତରର ପରିତୃପ୍ତି ଭାର

Loading