*ପ୍ରଭାତ ଦେଲାଣି ଡ଼ାକ* ନବୀନ ପ୍ରଭାତ ଆସିଲା ଉଇଁ ଚଞ୍ଚଳ ହୋଇଲା ଧରା ଶୀତ ସମ୍ଭାରର ଶୀତଳ ଛୁଆଁ ଚେତେଇ ଦେଲାଣି ପରା ll ଉଠ ଉଠ ଆହେ ଜଗତ ଜୀବ କରମ ଆଦରି ଚାଲ ପ୍ରକୃତି କୋଳେ ସୁନ୍ଦରତା ଯେତେ ବାରତା ଦିଅଇ ଭଲ ll ନାଲି ସୁରୁଜ ବୁଣାଇ ମୁରୁଜ ସଭିଙ୍କୁ ନିଜର କରେ ଭଲ
Read More
ବୋତଲ ଜିନ୍ଦାବାଦ ସଂସ୍କୃତିର କବର ଉପରେ ଆଧୁନିକତାର ସମାଧି ସ୍ତମ୍ଭ ପ୍ଲାଷ୍ଟିକ ବୋତଲ କାଚ ବୋତଲ ଦେହରେ ଅପ ସଂସ୍କୃତିର ଆର୍ଯ୍ୟ ସମାଜ ସ୍ଥିତି ସ୍ଥାୟୀତ୍ବର ସମ୍ଭାବନାରେ ପ୍ରବଳ ପ୍ରତାପୀ ଆଜିର ପରିଚୟ ll ଏଇ ଦେଖୁନ ତୁମ ଘରେ ,ମୋ ଘରେ ,ତାଙ୍କ ଘରେ ପ୍ଲାଷ୍ଟିକ ବୋତଲର ଥଣ୍ଡା ପାଣି ଅତିଥି ସତ୍କାରର ନମୁନା ସମ୍ମାନଠୁ ବହୁ
Read More
ଝରକା ଏପାଖ ଓ ସେପାଖ ଝରକା ଏ ପାଖରେ ବିଶ୍ୱାସ ର ପୂର୍ଣ୍ଣ କୁମ୍ଭ ଟିଏ ଆଶା ଆଶ୍ୱାସନାର ସଂକଳ୍ପ,ଇଚ୍ଛାନେଇ ଭର୍ତ୍ତି ହୋଇଥାଏ ବିରାଟ ଶୋଷର ତୃପ୍ତି ନିମନ୍ତେ କିନ୍ତୁ ସେ ପାଖରେ ମିଛ ଛଳନାର ଜଳ ନେଇ ବହୁଥାଏ ଅବିଶ୍ୱାସୀ ନଈ ଟିଏ … ଝରକା ଏ ପାଖରେ ନୟନରୁ ନିର୍ଗତ ଥପ ଥପ ଅଶ୍ରୁଧାରା ଗାଲକୁ
Read More