Feb
2021
24
ତୁମର ସେ ସ୍ନେହ — ଦେବାଶିଷ ରାଉତ

ତୁମର ସେ ସ୍ନେହ ତୁମ ସାରସ୍ୱତ ପ୍ରେମ ର ନିରବ ସାଖୀ ଟେ ମୁଁ ତୁମ ସବୁ ଲୁଚା ଛପା ଗଢା ସ୍ମୃତି କୋଣାର୍କ ର ମୁଁ ଅନିର୍ଦ୍ଧିଷ୍ଟ ଅତିଥି ତୁମ ହସ ରେ ବି ଆଉ ସାହସ ରେ ବି ତୁମ ବିଶ୍ୱାସ ରେ ବି ଆଉ ବିକାଶ ରେ ବି ପ୍ରତି କ୍ଷଣେ ତୁମେ ଆଉ
808 total views