December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Jun
2021
23

*ମୋ ସ୍ଵପ୍ନ–କାର୍ତ୍ତିକେଶ୍ୱର ଜେନା*

# ମୋ ସ୍ଵପ୍ନ# ଏମିତି ଅନେକ ସ୍ବପ୍ନ, ଶୀତଳ ଜହ୍ନ ଛାତିରେ ଦାଉ ଦାଉ ହେଇ ଝଲସେ l ଆଉ ସକାଳ ର କଅଁଳ ଖରାରେ ହୁତ୍ ହୁତ୍ ହେଇ ଜଳି ଯାଏ l ସ୍ବପ୍ନ ପୋଷିବା ପାଇଁ, ସୁର୍ଯ୍ୟ କି ଚନ୍ଦ୍ର ଲୋଡା ନାହିଁ, ବାସ୍ ମନ ଟିଏ ଲୋଡା l ହଁ, କି ! ମୋର

 474 total views,  1 views today

Feb
2021
6

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଭେଟନ୍ତୁ ଯୁବ କବି ତଥା ଚିକିତ୍ସକ ଡା. କାର୍ତ୍ତିକେଶ୍ୱର ଜେନା ମହୋଦୟ ଙ୍କୁ

ନାମ- ଡା. କାର୍ତ୍ତିକେଶ୍ୱର ଜେନା ମାତାଙ୍କ ନାମ-:ଶ୍ରୀମତୀ ଝୁନୁ ଜେନା ପିତାଙ୍କ ନାମ-:ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା(ପ୍ରଧାନ ଶିକ୍ଷକ ) ଜନ୍ମମାଟି/ଠିକଣା-:ଶିକ୍ଷକ କଲୋନୀ,ବାଲିପଦର, ଗଞ୍ଜାମ, ଓଡିଶା, PIN-761117 ଜନ୍ମ ତାରିଖ:24/10/1992 ଶିକ୍ଷା ଗତ ଯୋଗ୍ୟତା: ଡାକ୍ତର (ବାକ ଶ୍ରବଣ ଚିକିତ୍ସା ବିଶେଷଜ୍ଞ ) ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ଗୋଟିଏ ଧାଡିରେ କହିବାକୁ ଗଲେ, “ଶୂନ୍ୟତା ଭିତରେ

 983 total views,  1 views today

Jan
2021
6

ରୁଟି — ଡାକ୍ତର କାର୍ତ୍ତିକେଶ୍ୱର ଜେନା

# ରୁଟି # ଯଦିଓ ବବୁଲ ଏତେ ଚଗଲା ନଥିଲା, ତଥାପି ବି ସବୁଦିନ ଗାଳି ଶୁଣେ ତା’ ମା’ ଙ୍କ ଠୁ l ଆଉ ସବୁଦିନ ଗାଳି ଶୁଣିବା ର କାରଣ ଗୋଟିଏ ହିଁ ଥିଲା l ସେ କାରଣ ଟା ହେଲା,ବବୁଲ କୁଆଡେ ନିତି ନିତି ଖାଦ୍ୟ ନଷ୍ଟ କରେ l ମାନେ, ସିଧା କହିବାକୁ

 148 total views

Jan
2021
5

ଦୀନା ମାଷ୍ଟ୍ରେ — ଡା. କାର୍ତ୍ତିକେଶ୍ୱର ଜେନା

ଦୀନା ମାଷ୍ଟ୍ରେ ବାଣୀ ବିହାର ଅଟୋ ଷ୍ଟାଣ୍ଡ, ନଟ ଶୋଇଥିଲା ତା’ ଅଟୋ ଭିତରେ l କିଏ ଜଣେ ଆସି ଡାକ ପକେଇଲେ “ଏ ଅଟୋଵାଲା, ବରମୁଣ୍ଡା ଯିବୁ? ” ନଟ ଆଖି ବି ନ ଖୋଲି ସଫା ସଫା କହିଲା ” ହୋଇ ହୋ ବାବୁ, ମୁଁ ପରା ଶୋଇଛି l ତମ ଆଖିକୁ ଦିଶୁନି କି?

 167 total views,  1 views today

Oct
2020
31

ରିଭେଞ୍ଜ

ରିଭେଞ୍ଜ    ମୋନା, ଚାହିଁ ବସିଥିଲା ତା’ ପ୍ରେମିକ ରାଜ କୁ ଦିଲ୍ଲୀ ର ଏକ ହୋଟେଲ ରୁମ ରେ ରୁମ ନମ୍ବର ୭୮୬, କବାଟ ନକ ହେଲା, ମୋନା କବାଟ ଖୋଲିଲା ସେ ଚମକି ଗଲା, ତା’ ପ୍ରେମିକ ବଦଳେ ମତେ ଦେଖି  ଜବରଦସ୍ତ ମୁଁ ଭିତରକୁ ପଶିଲି ମୋ ରକ୍ତ ଗରମ ହେଇ ଯାଉ ଥାଏ,

 144 total views,  1 views today

Oct
2020
30

ଚାହା 

 ଚାହା . ସବୁଦିନ ଭଳି ଆଜି ବି ଭୋର ରୁ ଉଠି ମୁଁ ଚାଲିଲି ରଘୁ ମଉସା ଚାହା ଦୋକାନ କୁ  ତାଙ୍କ ଚାହା ର ମଜା ହିଁ କିଛି ଅଲଗା । ତାଙ୍କ ଚାହା ଯେତିକି ଭଲ ଲାଗେ ମତେ, ତାଙ୍କ ବ୍ୟବହାର ବି ସେତିକି ଭଲ ଲାଗେ ମତେ ।  ଦେଖୁ ଦେଖୁ ରଘୁ ମଉସା

 189 total views

Oct
2020
29

ସେ କବି ଟିଏ

ସେ କବି ଟିଏ ସେ ଲୁହରେ ବତୁରି ଗଲେ, ଅନ୍ତଃସତ୍ଵା ହୁଏ କାଗଜ ଖଣ୍ଡିଏ, ପିତୃତ୍ୱ ପାଏ କଲମ ଟିଏ, ଆଉ ପେଟ ଫଟେଇ ବାହାରି ଆସେ ଉଆଁସୀ କନ୍ୟା, ଆଉ ତମେ ତାକୁ କୁହ କବିତା ଟିଏ । ସେ ଜାଣେନା, ମୁକ୍ତିଠୁ କେତେ ଦୂରେ ତା’ ଅସହାୟତା, ସେ ସତରେ ଜାଣେନା, ପ୍ରାପ୍ତି ଠୁ ଠିକ

 152 total views