September 27, 2022
11 11 11 AM
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି 
ବେଳ କାହିଁ — ତଫିଜୁଲ ହୋସେନ
ହସେ ଆମ ବଗିଚା — ମମତା ଶତପଥୀ
ପାର୍ବଣେ ବନଦୁର୍ଗା — ମିନତି ଦାଶ
ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ 
ବାଟବଣା ପଥିକା — ରୋଜି ରଣା
ଇଚ୍ଛା — ରୋଜି ରଣା
କହ ଚକାଡୋଳା —କଳ୍ପନା ରାୟ                      
ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର 
ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର
ଧ୍ୟାନମଗ୍ନ — ସସ୍ମିତା ସାହୁ
ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା
*ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ*
ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା
Peace-The heartbeat of the world — Matthew Lee Gbigbi
Peace-The heartbeat of the world — Dr.Sailabala Dash
Peace-The heartbeat of the world — Joscephine Gomez
Peace-The heartbeat of the world — James A.Livingstone
ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା
ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର
Latest Post
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି  ବେଳ କାହିଁ — ତଫିଜୁଲ ହୋସେନ ହସେ ଆମ ବଗିଚା — ମମତା ଶତପଥୀ ପାର୍ବଣେ ବନଦୁର୍ଗା — ମିନତି ଦାଶ ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ  ବାଟବଣା ପଥିକା — ରୋଜି ରଣା ଇଚ୍ଛା — ରୋଜି ରଣା କହ ଚକାଡୋଳା —କଳ୍ପନା ରାୟ                       ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର  ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର ଧ୍ୟାନମଗ୍ନ — ସସ୍ମିତା ସାହୁ ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା *ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ* ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା Peace-The heartbeat of the world — Matthew Lee Gbigbi Peace-The heartbeat of the world — Dr.Sailabala Dash Peace-The heartbeat of the world — Joscephine Gomez Peace-The heartbeat of the world — James A.Livingstone ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର
Oct
2021
19

*ଶରତ ସନ୍ଧ୍ୟାରେ–ଡ଼ଃ. ଲଷ୍ମୀକାନ୍ତ ଦାଶ*

🌹ଶରତ ସନ୍ଧ୍ୟାରେ 🌹 ପ୍ରକୃତି ସମ୍ଭାରେ ଏହି ଧରଣୀରେ ସନ୍ଧ୍ୟା ଯେବେ ଆସେ ନଇଁ ସ୍ବର୍ଗୀୟ ସୁଷମା ଉପଲବ୍ଧ ହୁଏ ଶରତ ର ଶୋଭାପାଇଁ ll ଅପୂର୍ଵ ପୁଲକେ ପରିପୂର୍ଣ୍ଣ ହୁଏ କାଶତଣ୍ଡି ଦିବ୍ୟକାନ୍ତି ମଧୁଛନ୍ଦା ମନ ଜାଗେ ପ୍ରତିକ୍ଷଣେ ପ୍ରକୃତି ଲଭଇ ଶାନ୍ତି ll ତାରାକୁ ଆଡେଇ ଭସାବାଦଲରେ ଜହ୍ନଖେଳେ ଲୁଚକାଳି ଅଭିମାନୀ ପ୍ରିୟା ମୁରୁକି ହସି

 1,149 total views

Aug
2021
13

ଘୂର୍ଣ୍ଣନ ଜୀବନ – ଡ଼ ଲଷ୍ମୀକାନ୍ତ ଦାଶ

ଘୂର୍ଣ୍ଣନ ଜୀବନ   ଡ଼ ଲଷ୍ମୀକାନ୍ତ ଦାଶ ***********************************   ଘୂର୍ଣ୍ଣନ ଜୀବନେ ବାତାୟନ ଆସି ଦୁନ୍ଦୁଭି ବାଜେ ହୃଦୟେ ରଣାଙ୍ଗନ ସାଜେ ପ୍ରୀତିଯୁକ୍ତା ବକ୍ଷ ବିସ୍ମରେ ସ୍ମୃତି ସମୟେ (1)   ଜ୍ୱଳନର ବନ୍ନି ପ୍ରତିତ୍ବ୍ୟୁର ମାଗେ ପ୍ରୀତିପନ୍ନl ଆକାଶରେ ଆନ୍ଦୋଳିତ ହୁଏ ହୃଦୟ କନ୍ଦର ଶଙ୍କାମୟ ଜୀବନରେ (2)   ସୁଖ ଭଉଁରୀରେ ପାଦ ଡୁବିଯାଏ

 706 total views,  19 views today

Aug
2021
11

ବିନତୀ ପ୍ରାର୍ଥନା – ଡ଼ ଲଷ୍ମୀକାନ୍ତ ଦାଶ

ବିନତୀ ପ୍ରାର୍ଥନା ଡ଼ ଲଷ୍ମୀକାନ୍ତ ଦାଶ *************************   ଦୁଇ ହାତ ଟେକି ଡାକୁଛି ହେ ପ୍ରଭୁ ତୁମ ଦୟା ଟିକେ ହେଉ ପାରି କରିଦିଅ ଏ ଭବ ସଂସାରୁ ତୁମ କୃପା ଝରୁ ଥାଉ (1)   ଏ ଭବ ସଂସାର ଭାରି କଷ୍ଟ ଦିଏ ମାୟା ବନ୍ଧନରେ ପଶି ମୁକୁଳାଅ ମୋତେ କାଳ ଭଉଁରୀରୁ ପାଉନାହିଁ

 568 total views

Aug
2021
11

*ରଜପର୍ବ – ଡ଼ ଲଷ୍ମୀକାନ୍ତ ଦାଶ*

ରଜପର୍ବ   ଡ଼ ଲଷ୍ମୀକାନ୍ତ ଦାଶ ***************************   ଐତିହ୍ୟ ଆମର ସଂସ୍କୃତି ସମ୍ପନ୍ନ ମହନୀୟ କମନୀୟ ଗରୀୟାନ ହୁଏ ପୃଥିବୀ ବକ୍ଷରେ ଲାଗେ ଭାରି ଜୀବନୀୟ (1)   ମାତୃକାର ପୂଜା ହୁଏ ଏହିଠାରେ ପର୍ବ ପର୍ବାଣିକୁ ନେଇ ବିଜ୍ଞାନ ସମ୍ମତ ହୋଇ ରହିଅଛି ଜୀବନକୁ ପ୍ରାଣ ଦେଇ (2)   ଆଦ୍ୟ ଆଷାଢ଼ରେ ରଜସ୍ୱଳା ହୁଏ

 545 total views

Aug
2021
11

ନାରୀ ସ୍ୱୟଂସିଦ୍ଧା – ଡ଼ ଲଷ୍ମୀକାନ୍ତ ଦାଶ

ନାରୀ ସ୍ୱୟଂସିଦ୍ଧା   ଡ଼ ଲଷ୍ମୀକାନ୍ତ ଦାଶ **************************   ସ୍ୱୟଂସିଦ୍ଧା ତୁମେ ପ୍ରଜ୍ଞା ପ୍ରତ୍ୟୁତ୍ପନ୍ନ ସ୍ନେହମୟୀ ପ୍ରୀତିମୟୀ ଆଲ୍ଲାଦିନୀ ଶକ୍ତି ଉଦ୍ଭିନ୍ନ ହୁଏ ଯେ ପ୍ରେମମୟୀ ଯୋଗମୟୀ (1)   ପରିପୂର୍ଣ୍ଣା ତୁମେ ଚୈତ ଚେତନାରେ ସୌଭାଗ୍ୟେ ତ୍ୟାଗର ମୂର୍ତ୍ତି ଅପ୍ରକାଶ୍ୟ ତୁମ ଜ୍ୟୋତି ବାରିଧାରା ମନ୍ତ୍ରମୁଗ୍ଧ ତୁମ ପ୍ରୀତି (2)   ସମ୍ପାଦନ କର ସରଳ

 221 total views

Aug
2021
11

ଆଷାଢ଼ର ଆଗମନ – ଡ଼ ଲଷ୍ମୀକାନ୍ତ ଦାଶ

ଆଷାଢ଼ର ଆଗମନ    ଡ଼ ଲଷ୍ମୀକାନ୍ତ ଦାଶ ************************   ପ୍ରକୃତି ସମ୍ଭାରେ ନବ ପଲ୍ଲଵରେ ଆଷାଢ଼ର ଆଗମନେ ନିଦାଘ ଗ୍ରୀଷ୍ମଯେ ଶାନ୍ତ ପଡିଯାଏ ଫଗୁଣର ଫୁଲବନେ (1)   ଶୁଷ୍କ ତରୁଲତା ଆନନ୍ଦ ହୁଅନ୍ତି ଭସାବାଦଲର ସଙ୍ଗେ ସୁମନର ବାସ୍ନା ଚତୁର୍ଦିଗେ ବାସେ ହଜିଯାଏ ନନା ରଙ୍ଗେ (2)   ବିଜୁଳି ଚମକେ ଘଡଘଡି ମାରେ ବର୍ଷାହୁଏ

 431 total views

Aug
2021
11

*ସନ୍ଧିହାନ ମନ  – ଡ଼ ଲଷ୍ମୀକାନ୍ତ ଦାଶ*

ସନ୍ଧିହାନ ମନ    ଡ଼ ଲଷ୍ମୀକାନ୍ତ ଦାଶ **************************   ସନ୍ଧିହାନ ମନ ମାୟାଜାଲ ସାଜେ ସଂସାର ଉଜୁଡି ଦିଏ ପଙ୍କଫରୁଆରେ ନିଜେ ଡୁବିରହି ବିଷଜ୍ୱାଳା ଭରିଦିଏ (1)   ରାଗ, ହିଂସାଭାବ ସ୍ୱାର୍ଥପରତାକୁ ଭୂଷଣ ସେ କରିଥାଏ ଆତ୍ମଗର୍ବ ତାର ବଳିଷ୍ଠ ହୁଅଇ ନିଜେ ହିଁ କଷଣ ପାଏ (2)   ସୁସମ୍ପର୍କ ଛିନ୍ନ ହୋଇଯାଇଥାଏ କ୍ଷୀଣ

 1,303 total views

Aug
2021
11

*ସମୟର ସଂଘର୍ଷ – ଡ଼ ଲଷ୍ମୀକାନ୍ତ ଦାଶ*

ସମୟର ସଂଘର୍ଷ  ଡ଼ ଲଷ୍ମୀକାନ୍ତ ଦାଶ   **************************   ସମୟ ସୁଅରେ ଜୀବନ ଭାସୁଛି ଅସରନ୍ତି ଆଶା ନେଇ ଠିକଣା ଖୋଜୁଛି ବାଟବଣା ହୋଇ ସ୍ନେହ, ଶ୍ରଦ୍ଧା, ପ୍ରୀତି ପାଇଁ (1)   ଆଖିରେ ଭରିଛି କେତେ ସ୍ବପ୍ନ ତାର ପରସ୍ତ ପରସ୍ତ ହୋଇ ମଧୁଶାଳା ଆଜି ସମାପ୍ତ ହୋଇଛି ଭଗ୍ନ ପାନ୍ଥଶାଳା ପାଇଁ (2)  

 117 total views

Aug
2021
11

ଦିବ୍ୟରୂପା ସାବିତ୍ରୀ – ଡ଼ ଲଷ୍ମୀକାନ୍ତ ଦାଶ

ଦିବ୍ୟରୂପା ସାବିତ୍ରୀ ଡ଼ ଲଷ୍ମୀକାନ୍ତ ଦାଶ ************************* ତୁମେ ହିଁ ପ୍ରକୃତି ଆଲ୍ଲାଦିନୀ ଶକ୍ତି ସାବିତ୍ରୀ ରୂପେ ପ୍ରକାଶ ଲୌକିକ ବାସନା ଲୁପ୍ତ ତୁମ ପାଶେ ବିଶ୍ୱାସ ଭକ୍ତି ମାନସ (1) ନାରୀର ବୈଶିଷ୍ଟ୍ୟ ଉଦଭିନ୍ନ ହୁଅଇ ପରିପୂର୍ଣ୍ଣା ସୁହାଗିନୀ ଅତି ଯତନରେ ସାଧିଛ ଜୀବନେ ପତିବ୍ରତା ନାରାୟଣୀ (2) ସମର୍ପଣ ଭାବ ନିଷ୍ଠାର ସମ୍ଭାର ନିସ୍ଵାର୍ଥର ମନ

 567 total views

Aug
2021
10

*ଜୀବନର ଗତି – ଡ଼ ଲଷ୍ମୀକାନ୍ତ ଦାଶ*

ଜୀବନର ଗତି *********** ଡ଼ ଲଷ୍ମୀକାନ୍ତ ଦାଶ *************************** ଅନାହୁତ ନାଦବ୍ରହ୍ମ ଠାରୁ ସୃଷ୍ଟି ଏ ସଂସାର ବିଶ୍ୱସତ୍ତା ପୂର୍ଣ୍ଣାହୁତି ପାଇଁ ବିଭୋର ହୁଅଇ ଜୀବନର ପ୍ରାଣବତ୍ତl (1) କୁଳକୁଣ୍ଡଳିନୀ ଜାଗ୍ରତ ହେଲେହିଁ ବ୍ରହ୍ମର ଦର୍ଶନ ପାଏ ନିଷ୍ପ୍ରଭ ପ୍ରାଣରେ ସଞ୍ଚରିତ ହୋଇ ଦିବ୍ୟ ଜ୍ୟୋତି ଲବ୍ଧ ହୁଏ (2) ବେଦ ମନ୍ତ୍ରଧ୍ଵନି ଉନ୍ମେଷ ହୋଇଲେ ବୋଧିସତ୍ୱ ପାଏ

 135 total views

Aug
2021
10

*ସମୟ – ଡ଼ ଲଷ୍ମୀକାନ୍ତ ଦାଶ*

🌹🌹ସମୟ 🌹🌹 ଡ଼ ଲଷ୍ମୀକାନ୍ତ ଦାଶ ************************** ସମୟ ଦେଇଛି ଅଭିଜ୍ଞତା ସବୁ ଜୀବନ ରାସ୍ତାରେ ଯାଇ ଗୋଟାଇ ଆଣିଛି କେତେ ସ୍ମୃତିରାଶି ଆନନ୍ଦ ଉଲ୍ଲାସ ପାଇଁ (1)   ଅନୁଭୁତି ସବୁ ଅନୁଭବ କରି ବିବର୍ତ୍ତନ ହୁଏ ମନ ଘୂର୍ଣ୍ଣନ ଜୀବନେ ପ୍ରତୀକ୍ଷା ଜାଗାଏ ହଜିଯାଏ ପ୍ରାଣଧନ (2)   ଅନ୍ୱେଷଣ କରେ ଅତୀତ ଦିନକୁ ଅନ୍ଧାରୀ

 706 total views

Aug
2021
10

*କୃଷ୍ଣପକ୍ଷର ଅତିଥି – ଡ଼ ଲଷ୍ମୀକାନ୍ତ ଦାଶ*

❤କୃଷ୍ଣପକ୍ଷର ଅତିଥି ❤ ଡ଼ ଲଷ୍ମୀକାନ୍ତ ଦାଶ ❤❤❤❤❤❤ କୃଷ୍ଣପକ୍ଷ ର ଅତିଥି ମୁଁ ସାଜି ଆସିଛି ଅଗଣା ଡେଇଁ ସମ୍ଭାଷଣ ପାଇଁ ମନ ମୋ ବ୍ୟାକୁଳ ରହିଛି ତୁମକୁ ଚାହିଁ (1) ସାଇତି ରଖିଛି ମୋ ମନ କସ୍ତୁରୀ ଦେବି ତୁମ ପାଶେ ଢାଳି ମୁଞ୍ଚିଯିବ ମୋର ଶେଷ ଅଭିଳାଷା ହଜିଯିବ ମନ କଳି (2) ଭିଜାଇବ

 780 total views

Aug
2021
10

*ଚାଲ ଯିବା କ୍ଷେତ ଆଡେ – ଡ଼ ଲଷ୍ମୀକାନ୍ତ ଦାଶ*

🌹ଚାଲ ଯିବା କ୍ଷେତ ଆଡେ 🌹 ଡ଼ ଲଷ୍ମୀକାନ୍ତ ଦାଶ **************************** ସବୁଜିମା ଭରା କ୍ଷେତଟି ମୋହର ଦେଖିଲେ ହୁଏ ବିଭୋର ସେଥିରେ ରହିଛି କେତେଯେ ଯନ୍ତ୍ରଣା ଅନ୍ତର ବେଦନା ମୋର (1)   ଲୁହ ଲହୁ ସବୁ ଢାଳିଛି କ୍ଷେତରେ ଆନନ୍ଦବି ପାଇଅଛି କେତେ ମିଠା ସ୍ବପ୍ନ ସାଇତି ରଖିଛି ‘ତା’ ପ୍ରୀତିରେ ମଜ୍ଜିଅଛି (2)  

 705 total views

Aug
2021
10

*ସ୍ବପ୍ନ – ଡ଼ ଲଷ୍ମୀକାନ୍ତ ଦାଶ*

🌹🌹ସ୍ବପ୍ନ 🌹🌹   ଡ଼ ଲଷ୍ମୀକାନ୍ତ ଦାଶ 🌹🌹🌹🌹🌹   ହାତ ପାହାନ୍ତର ରୂପାଜନ୍ନ ସ୍ବପ୍ନ ଅକଳ୍ପିତ ହୋଇଥାଏ କେତେବେଳେ ପୁଣି ଭବିତବ୍ୟ ସାଜି ଅତର୍କିତ ମନ ହୁଏ (1) ସ୍ବପ୍ନ କେତେବେଳେ ଆକର୍ଷଣ ହୁଏ ଯୌବନର ମଧୁକାଳେ ରୋମାଞ୍ଚିତ ହୋଇ ମନ୍ତ୍ରଧ୍ୱନି କରେ ମୁହୂର୍ମୁହୁ ମନ ତଳେ (2) ସ୍ବପ୍ନ କେବେ ସାଜେ ଅନ୍ଧାରି ଉଆସ କୌତୁହଳ

 485 total views

Aug
2021
9

*କାଳିଆ ଠାକୁର – ଡ଼ ଲଷ୍ମୀକାନ୍ତ ଦାଶ*

🌹🌹କାଳିଆ ଠାକୁର 🌹🌹   ଡ଼ ଲଷ୍ମୀକାନ୍ତ ଦାଶ *************************** କିଏ ସେ ଗଢ଼ିଲା କେଉଁ ଦରବରେ କେହି ନ ପାରିଲେ ଜାଣି ତୁହିପରା ସେହି କାଳିଆ ଠାକୁର ମନ ନେଉଥାଉ କିଣି (1)   କିଏ ବୋଳିଦେଲା କାଳିଆ ରଙ୍ଗରେ କାହିଁକି ସମ୍ମତି ଦେଲୁ କାଳିଆ ରଙ୍ଗକି ତୋର ଅତିପ୍ରିୟ ଇଚ୍ଛା ତୋର ପୂର୍ଣ୍ଣକଲୁ (2)  

 709 total views