Jan
2021
24
ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ କଳାହାଣ୍ଡି ଜିଲ୍ଲାର ଝରଣା ଧରୁଆ ଙ୍କୁ

ନାମ- ଝରଣା ଧରୁଆ ମାତାଙ୍କ ନାମ-:ବାସନ୍ତୀ ଧରୁଆ ପିତାଙ୍କ ନାମ-:ବିଦେଶୀ ଧରୁଆ ଜନ୍ମମାଟି/ଠିକଣା-:ଖଣ୍ଟିଆ,କଳାହାଣ୍ଡି ଜନ୍ମ ତାରିଖ-୨୨/୦୮/୧୯୯୭ ଶିକ୍ଷା ଗତ ଯୋଗ୍ୟତା-ଏମ୍ ଏ (ସାହିତ୍ୟ ବିଭାଗ) ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ମୋ ମତରେ ସାହିତ୍ୟ ହେଉଛି ଯାହା ସମାଜର ହିତ ସାଧନା କରୁଥାଏ ତାହା ସାହିତ୍ୟ।ସାହିତ୍ୟ ବିନା ଜୀବନ କିଛି ନୁହେଁ।ସାହିତ୍ୟ ହିଁ ଭାଷାର ମାଧୁରଯ୍ୟତା
1,136 total views