January 21, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*
Nov
2021
21

*ଆପଣା ଓ ପର- ଜୟ କୁମାର ମିଶ୍ର *

“ଆପଣା ଓ ପର” ଜୟ କୁମାର ମିଶ୍ର  ************************* ଆପଣା ———- ଆପଣା ଲୋକତ, ସବୁ ବୁଦ୍ଧିମନ୍ତ ଗୁଣୀଜ୍ଞାନୀ ଗଣେ ଗଣା, ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼ ଜମିବାଡ଼ି, ସୁନା, ବାନା ।। ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି ଦାନ, ମାନ, ଧନ, ମନ, ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର କେଉଁଠି ନାହିଁଟି ଖୁଣ ।।

 163 total views

Nov
2021
16

*ଗାଁ ମଶାଣି – ଜୟ କୁମାର ମିଶ୍ର*

“ଗାଆଁ ମଶାଣି” (ଜୟ କୁମାର ମିଶ୍ର) ************************* ହେଉସେ ଅମୀର ହେଉ ସେ ଫକୀର ଯେତେ ବଡ଼, ଛୋଟ ହେଉ, ଗାଆଁ ମଶାଣିର, ଶରଣ ପଶିବ ତାର ଶବ ସାଥେ ପୁଅ ll(1) କୋଳେଇ ଘେନିବ,ସଂସ୍କାର କରିବ କରିବ ଧୂଳି, ପାଉଁଶ, ଗରବ ଦମ୍ଭକୁ, ରିବ ସେ ଭସ୍ମ ମଢ଼ାକୁ କରିବ ଶେଷ ll(2) “ମୁଁ” “ମୋ”ପଦରେ, ହେବ

 222 total views

Oct
2021
5

*ଆସିଛି ଶରତ – ଜୟ କୁମାର ମିଶ୍ର*

“ଆସିଛି ଶରତ” ଜୟ କୁମାର ମିଶ୍ର ************************* ଆସିଛି ଶରତ, ହସୁଛି ମରତ କାଶତଣ୍ଡି କହେ କଥା, ମନ୍ଦ ସମୀରରେ,ବାଲୁକା ଶଯ୍ୟାରେ ଦୋଳାଇ ଦୋଳାଇ ମଥା………   ନିର୍ମଳ ଆକାଶେ,ଶଶୀ ଶୋଭା ଦିଶେ ଦିଶଇ ସବୁଜ କ୍ଷେତ, ପୂଜା, ପର୍ବ, ଶ୍ରାଦ୍ଧ, ଶ୍ରଦ୍ଧାରେ ହୁଅଇ ପୁଲକିତ ସବୁ ଚିତ୍ତ………   ପୂଜା ମଣ୍ଡପରେ, ଦେବୀଙ୍କ ବିଗ୍ରହ ଝଲସି ଉଠଇ

 480 total views

Apr
2021
29

*ଉତ୍ତମ ବନ୍ଧୁ —– (ଜୟ କୁମାର ମିଶ୍ର)*

“ଉତ୍ତମ ବନ୍ଧୁ” ହେତୁ ହେଲା ଦିନୁ,ସାଙ୍ଗ ସାଥି ହେଲି ଭାବ ବିନିମୟ କଲି, କଲି ବୁଲା ବୁଲି, ଦୁଃଖ ସୁଖ ହେଲି ଆସ୍ତେ ଆସ୍ତେ ଚି଼ହ୍ନl ହେଲି, ଜ୍ଞlନ ନେତ୍ରେ ମୋର, ପରଖିଲି ସବୁ ଭଲ ମନ୍ଦ ହାବ ଭାବ, ଗଣ୍ଡା ଗଣ୍ଡା ସାଥି, ସାଙ୍ଗ, ସହୋଦର ଅତ୍ମୀୟ ବନ୍ଧୁ ବାନ୍ଧବ ll(2) ସ୍ୱାର୍ଥ ବିଜଡ଼ିତ, ସଂକୀର୍ଣ୍ଣତା ଚିତ୍ର

 318 total views

Mar
2021
3

ବିଷମ ସମୟ — (ଜୟ କୁମାର ମିଶ୍ର)

“ବିଷମ ସମୟ”(ଜୟ କୁମାର ମିଶ୍ର) ଫଗୁଣ ଆସିଲା, ବସନ୍ତ ହସିଲା ମଳୟ ବହିଲା ଧୀରେ, ବଉଳ ଫୁଲର, ଶୋଭିତ ହୋଇଲା ପେନ୍ଥା ପେନ୍ଥା ହୋଇ ବାରେ ll(1) କୋଇଲି ଗାଇଲା ମଧୁର ସ୍ଵନରେ କୁହୁ କୁହୁ ସ୍ଵନ ତାନ, ଦୂର ଦେଶ ଯାଏ, ମହକ ଛୁଟିଲା ସାଥେ ଭ୍ରମର ଗୁଞ୍ଜନ ll(2) ନବ ପଲ୍ଲଵରେ ପଲ୍ଲବିତ ହେଲା ଶାଖା

 323 total views

Feb
2021
23

“ବାକ୍ୟ ବୀର” —(ଜୟ କୁମାର ମିଶ୍ର )

“ବାକ୍ୟ ବୀର” ଆହେ ବାକ୍ୟ ବୀର, ଛାଡ଼ ତୁମ ଗିର ବିଜ୍ଞପ୍ତି ପସରା ଛାଡ଼, କଥାର ଚାତୁରି, ବାହିବନି ତରି ବୁଲିବନି ଦୁଃଖ ମୋଡ଼ ll(1) ଫୁଲ ମଳାଟିର ଫୁଲ ସମାହାର କଥା ମାଳାଟିର କଥା, ଦୂରୁ ଶୋଭା ଶିରି, ହୁଏ ମନ ହାରି ସମ୍ପର୍କ ସୂତାରେ ଗୁନ୍ଥା ll(2) ସୁବେଶ ବେଶରେ କଥା କହିବାଟି ଖଜା ଖିଆପରି

 359 total views

Dec
2020
30

“ମୃତ୍ୟୁ”—- (ଜୟ କୁମାର ମିଶ୍ର )

“ମୃତ୍ୟୁ”(ଜୟ କୁମାର ମିଶ୍ର ) ଜନମ ମରଣ, ଜୀବନେ ଦୁଇଟି ସୁଖ, ଦୁଃଖ ସାଥି ସେହି, ଅତି ଆପଣାର, ହୋଇସେ ନିଜର ଅଦୂର୍ଷ୍ୟ ଶକତି ହୋଇ ll(1) ସବୁଛାଡି ଦିନେ, ବିଦାୟ ଘେନିବା ଦୁଃଖ ସାଗରେ ଭସାଇ, ଜୀବନ ପକ୍ଷୀଟି ଘଟର ପିଞ୍ଜରା ଛାଡି ଉଡିଯିବ ସେହି ll(2) ପ୍ରେମର ବନ୍ଧନ, ହୋଇଯିବ ଛିନ୍ନ ଦୁନିଆକୁ ପର କରି

 639 total views,  1 views today

Dec
2020
28

“ଯେମିତି ସାଙ୍ଗ, ସେମିତି ରଙ୍ଗ”– ଜୟ କୁମାର ମିଶ୍ର,ଗଜପତି

“ଯେମିତି ସାଙ୍ଗ, ସେମିତି ରଙ୍ଗ” ଗୁଣମଣୀ ଧନ ଗୁଣରତନରେ ଗୁଣ ସମ୍ପାଦକୁ ଘେନ, ଜୀବନ ପଥର ପଥିକ ହୋଇ ତୁ ଗାରିମାରେ ରଖ ଧ୍ୟାନ ll(1) ପାଦ ତଳ ମାଟି, ସଦା ଟଳମଳ ଜଗିରଖି ଚଳୁଥିବୁ, ହୋଇଲେ ସରଳ, ଭରିବେ ଗରଳ ସୁବିଧାବାଦୀଏଁ ସବୁ ll(2) ଯେମିତିକା ସାଙ୍ଗ, ସେମିତିକା ରଙ୍ଗ ସଂକ୍ରମିତ ରୋଗ ସେହି, ହାତେମାପି ଯେବେ,

 362 total views

Dec
2020
27

“ପାହନ୍ତି ସପନ”–(ଜୟ କୁମାର ମିଶ୍ର )

“ପାହନ୍ତି ସପନ” ବରଷ ଶେଷରେ ଶୀତୁଆ ରାତିରେ ପାହାନ୍ତି ସପନ ହେଲା, ମନର ଭାବନା ସ୍ୱପନେ ଫଳିଲା କେତେ ଉଚ୍ଚାଟିଆ ଥିଲା ll(1) ଗୋପନ ଭାବନା ବାସ୍ତବ ହୋଇଲା ଦେଲାସେ ପ୍ରୀତି ପାଉଣା, ହୋଇବ ଅଭୁଲା, ସାଇତାସେ ହେଲା ବସନ୍ତ ବାସନ୍ତି ଜିଣା ll(2) ମୋ ମନ ମାନସୀ, ମଥାକୁ ଆଉଁସି କରିଲା ଆଦର କେତେ, ପ୍ରୀତି ଅନୁରାଗେ

 141 total views

Dec
2020
25

*”ଜୀବନ ଶଗଡଗାଡି”—(ଜୟ କୁମାର ମିଶ୍ର)*

“ଜୀବନ ଶଗଡଗାଡି” ************** ଜୀବନର ଗାଡି, ଯାଏ ଗଡି ଗଡି ସଂସାର ସଡ଼କ ପରେ, ଶ୍ୱାସ ପ୍ରକ୍ରିୟାଟି ବାହକ ସାଜିଛି ହୃତପିଣ୍ଡ ଆସନେ ବସି ll(1) ନବ ଯଉଵନ ବଡ଼ ଛନଛନ ମାଡି ଚାଲୁଥାଏ ନିତି, ଖାଲଢିପ କଣ୍ଟାଲଟା ଜମାସେମାନେନା ବଳିଆର ସେହି ସ୍ଥିତି ll(2) ସମୟ ସାଥିରେ ବଳ ବୟସ ତୁଟିଲା ତୁଟିଲା ତା ଟାଣପାଣ, ଖରା,

 273 total views

Nov
2020
20

“ମୁଁ ଚଷା ପୁଅ ” — (ଜୟ କୁମାର ମିଶ୍ର )

“ମୁଁ ଚଷା ପୁଅ “ ************************* ମୁଁ ଚଷା ପୁଅ ମାଟିର ମଣିଷଟିଏ ସରଳ ମୋ ବେଶ ବାସ, ପୋଢ, ବଳଦ, ହଳ, ଲଙ୍ଗଳ ସଥେ କ୍ଷେତ କରୁଥାଏ ଚାଷ ll ଖରା, ବରଷା, ଶୀତ କାକର ପରା ଅତି ଆପଣାର ହୀତ, ମୁଣ୍ଡରେ ପଗଡ଼ି ଅଣ୍ଟାରେ ଲୁଗା ମୋ ସlଥେ ହୁଅନ୍ତି ମିତ ll ନାହିଁ ନିୟମିତ

 165 total views