ମୂର୍ତ୍ତି କହେ କଥା °°°°°°°°°°°°°°°°° ପାଷାଣ ସତେକି ଜୀବନ ପାଇଛି ହାତୁଡିର ସ୍ପର୍ଶ ପାଇ, ଇତିହାସ ଆଜି ଅଲୋଡା ହୋଇଛି ସମୟ ସାଥିରେ ଯାଇ।। ପଥର ଖୋଦିତ ଭଗ୍ନ ଶିଳା ଖଣ୍ଡ ଗାଏ ସଂସ୍କୃତିର ଗାଥା, ନିହାଣ ମୁନରେ ଅପୂର୍ବ କୀରତି ଦେଖି ବୁଝି ହୁଏ କଥା।। କଳା କୃତି ଆଜି ବିଶ୍ବ ଦରବାରେ ଗୌରବ ଗାଥା ଗାଉଛି,
Read More
23 total views, 1 views today
ମୁଁ କନ୍ୟା ଭୃଣ ଟିଏ କହୁଛି ●●●●●●●●●●●●●●●● ମୁଁ କନ୍ୟା ଭୃଣ ଟିଏ କହୁଛି ବଞ୍ଚିବାର ଯେଉଁ ଆଶା ବାନ୍ଧିଥିଲି ଆଶା ମୋ ମଉଳି ଯାଇଛି, ଦୁନିଆ ଆଲୋକ ଦେଖିବା ଆଗରୁ ଅନ୍ଧାରରେ ହଜି ଯାଇଛି।। ମୁଁ କନ୍ୟା ଭୃଣ ଟିଏ କହୁଛି ମୋ ଆଖିରେ ଯେତେ ସ୍ବପ୍ନ ଦେଖିଥିଲି ସ୍ବପ୍ନ ମୋର ଭାଙ୍ଗି ଯାଇଛି, ସୃଷ୍ଟିକର୍ତ୍ତା ମୋର
Read More
26 total views, 1 views today
ଇଣ୍ଟରନେଟ୍ ଦୁନିଆ ●●●●●●●●●●●● ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ଦ୍ରୁତ ବେଗରେ ପୁଣି ବଦଳୁଛି ଏଠି ଜମାନା ଭବିଷ୍ୟତ କଥା କରି ହୁଏନି ଏଠି କଳନା ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ବାଃ ବାଃ ବାଃ ରେ ଇଣ୍ଟରନେଟ୍ ଦୁନିଆ ଏଠି ବଞ୍ଚିବାକୁ ଲୋଡା
Read More
42 total views, 2 views today
ମାନବ ଇତିହାସ ★★★★★ ଇତିହାସ ଗାଏ ଅତୀତର ଗାଥା, କୁହେ ଆଜି ମୁହିଁ ମାନବର କଥା।। ସବୁଠୁ ଶକ୍ତିଶାଳୀ ଜୀବ ସେ ଅଟେ, ମାନବ ଜୀବନ,ବାନର ଠୁ ଘଟେ।। ସମୟ ସ୍ରୋତ ପରିବର୍ତ୍ତନ ଇଏ, ବିବର୍ତ୍ତନ ଧାରା ପ୍ରମାଣ ଯେ ଦିଏ।। ଆଦିମ ଶରୀର ଥିଲା ଲୋମଯୁକ୍ତ, ବିକଶିତ ନର ହେଲା ଲୋମମୁକ୍ତ।। ନୁହେଁ କେହି ତା’ ବୁଦ୍ଧି,ବଳ
Read More
24 total views
ସମସ୍ୟାର ସମାଧାନ ●●●●●●●●●●●●● ପାଣି କାଦୁଅରେ ରାସ୍ତା ସର ସର, ଭିନ୍ନ ଧାରଣର ଚାଲେ କାରବାର।। ସଡ଼କ ଆମର ଅତ୍ୟନ୍ତ ସୁନ୍ଦର, ବର୍ଷା ଦିନେ ସତେ ଲାଗେ ମୋତେ ଡ଼ର।। ଜନତା ଏଠାରେ ସଚେତନ ନାହିଁ, ଦୁର୍ନୀତି ବଢୁଛି ସତେ କି ତା’ ପାଇଁ।। ହନ୍ତସନ୍ତ ଏଠି ବିଚରା ଜନତା, ନିଜ ସ୍ବାର୍ଥ ପାଇଁ ଲଢେ ରାଜନେତା।। ଦିଶେ
Read More
26 total views
ଭେଟି ହେଲା ମାଟି ●●●●●●●●●●●● ସ୍ମାର୍ଟ ଫୋନ୍ ପାଇଁ ଏବେର ମଣିଷ ଟେଲିଫୋନ୍ ଭୁଲି ଯାଇଛି, ଯୋଗାଯୋଗ ପାଇଁ ଅତୀତକୁ ଛାଡି ନୂଆ କୁ ସେ ଭିଡି ଧରିଛି।। ନବେ ଦଶକରେ ଯୋଗାଯୋଗ ପାଇଁ ଥିଲା ଏହା ଅତି ନିଜର, ଦୂରତାକୁ ପୁଣି ସଂକୀର୍ଣ୍ଣ କରିଲା ଲାଗିଲା ସତେ ଆପଣାର।। ପ୍ରତ୍ୟେକଙ୍କ ମଧ୍ୟେ ସଂପର୍କ ଯୋଡିଲା ନିବିଡ଼ ରୁ
Read More
31 total views, 1 views today
ସକାଳ ହେଲେ °°°°°°°°°°°°°°°° ସକାଳ ହେଲେ ସୁରୁଜ ଉଇଁ ଯେବେରେ ଦିଏ ଖରା, ଉଜ୍ବଳ ମୟ ସବୁତ ଦିଶେ ଦିଶେନି ପରା ତରା।। ଆକାଶ ଦେଶେ ଯାଏରେ ଉଡି ନିଡରୁ ଛାଡି ପକ୍ଷୀ, ଖାଦ୍ୟ ସନ୍ଧାନେ ଘୁରି ବୁଲଇ ଦିଅଁ ଯେ ତା’ର ସାକ୍ଷୀ।। ଅନ୍ଧକାରକୁ ଦୂରେଇ ଦେଇ ଆଲୋକ ଯାଏ ମାଡି, ବୃକ୍ଷରାଜି ଯେ ଖୁସି ମନରେ
Read More
42 total views
ଅଦୃଶ୍ୟ ଡୋର ********* ସ୍ରଷ୍ଟାଙ୍କ ଦ୍ବାରା ପରିଚାଳିତ ଏ ସଂସାର, ମନୁଷ୍ୟଙ୍କୁ ବି ବାନ୍ଧି ରଖେ ଅଦୃଶ୍ୟ ଡୋର।। ସଭିଁଙ୍କ ଆଗମନ ଅଭିନୟ ନିମନ୍ତେ, ପୁଣି ବାହୁଡି ଯାନ୍ତି ଅଭିନୟର ଅନ୍ତେ।। ମଣିଷ ଜୀବନ ସତେ ଜଉର କଣ୍ଢେଇ, ନୃତ୍ୟ କରୁଥାଏ ସଦା ସବୁକୁ ମୁଣ୍ଡେଇ।। ଶରୀରରେ ପ୍ରାଣ ତଥା ମସ୍ତିଷ୍କରେ ଜ୍ଞାନ, ସ୍ରଷ୍ଟାଙ୍କ ଇଙ୍ଗିତ ସଦା କରୁଥାଉ
Read More
43 total views
ହଜିଛି ବର୍ତ୍ତମାନ ============ ହଜିଛି ବର୍ତ୍ତମାନ ମୋର ଭବିଷ୍ୟତ ଚିନ୍ତା କରୁଛି, ବଞ୍ଚିବି କି ନାହିଁ ଆଗକୁ ସମୟ ତୋ ଦାଉ ସାଧିଛି।। ଅତୀତ ହେଲାଣି ବିଲୁପ୍ତ ବାସ୍ତବତା ଲିଭି ଯାଇଛି, ଜୀବନର ଶେଷ ମୁହୂର୍ତ୍ତ ଜଳ ଜଳ ହୋଇ ଦିଶୁଛି।। ସବୁଜ ବନାନୀ କ୍ରମଶ ଦେଖ ଶୁଷ୍କ ହୋଇ ପଡିଛି, ଜଳ ବିନା ପ୍ରାଣୀ ମଣ୍ଡଳ ଉପରକୁ
Read More
31 total views, 1 views today
*ବାପା* ●●●●● ଦୁନିଆ ଆଲୋକ ଦେଖିବା ଆଗରୁ ତୁମ ସହ ମୋର ସଂଯୋଗ, ମଣିଷଟେ ପରି ଗଢି ତୋଳିବାକୁ କରିଅଛ କେତେ ଉଦ୍-ଯୋଗ(ପ୍ରୟାସ)।। ଦୁନିଆ ବାଟରେ ଚାଲିବା ପାଇଁ ମୁଁ ସାହାରା କରିଛି ତୁମକୁ ଭବିଷ୍ୟତେ ତୁମ ସାହାରା ହୋଇବି ହଟିବିନି କେବେ ପଛକୁ।। ଶାସନ ତୁମର ସତେକି କଠୋର ସ୍ନେହ ଶ୍ରଦ୍ଧା ମିଠା ଆଚାର, ମହାନତା ତୁମ
Read More
74 total views
ଡିବିରି ଅଦୃଶ୍ୟ ଚାକଚକ୍ୟ ଦୁନିଆରେ ଡିବିରି ଅଦୃଶ୍ୟ, ଅନ୍ଧାର ଭିତରେ ଦିଏ ଆଲୋକର ସ୍ପର୍ଶ।। କିଟିମିଟି ଅନ୍ଧକାରେ ଡିବିରିର ଶିଖା, ଜୀବନରେ ଟାଣି ଦିଏ ଭିନ୍ନ ଏକ ରେଖା।। ଝାଟିମାଟି କାଦୁଅରେ ଗଢା ଏକ ଘର, ରାତି ହେଲେ ଜଳୁଥାଏ ଡିବିରି ମଝିର।। ପୁଣି ମନେ ପଡି ଯାଏ ଜେଜେମା କାହାଣୀ, ଡିବିରି ସାଥିରେ ମୁନ୍ଦେ ମୋ ଆଖି
Read More
32 total views, 1 views today
ନିଶ୍ବାସ ପଡିଛି ବନ୍ଧା ବୟସ ବଢୁଛି ସମୟ ସରୁଛି ନିଶ୍ବାସ ପଡିଛି ବନ୍ଧା, ଜୀବନ ମୃତ୍ୟୁକୁ ଅନେଇ ବସିଛି ସମୟ ହାତରେ ଛନ୍ଦା।। ଅସହାୟ ଆଜି ହୋଇ ମୁଁ ପଡିଛି ଇଚ୍ଛା ନାହିଁ ବଞ୍ଚିବାକୁ, ମିଛ ପ୍ରତିଶ୍ରୃତି ଦିଅ କାହିଁ ପାଇଁ ଭୟ କରେନି ମୃତ୍ୟୁକୁ।। ସମୟ ଆସିଛି ଅପସରି ଯିବ ଜୀବନର ତାଳେ ତାଳେ, ଆଜି ଶିଶୁ
Read More
33 total views
ମୁଁ କୃଷି ***** ଖରା ବରଷା ଶୀତ କାକର ପାସରି ଦିଏ ମୁହିଁ, ଶସ୍ୟକୁ ଯେବେ ଅମଳ କରେ ଦୁଃଖ ମୋ ଯାଏ କାହିଁ।। ବରଷ ସାରା ମୋହରି ପାଖେ ନ ଥାଏ ବିଶିରାମ, ଜଗତ ପାଇଁ କର୍ମଠ ବୀର ନିତି ଯେ କରେ ଶ୍ରମ।। ଆଖିର ଲୁହ ଛାତିର ଲହୁ ନିଗାଡି କରେ କାମ, ଟାଙ୍ଗରା କ୍ଷେତେ
Read More
34 total views
ମଲ୍ଲଖମ୍ବ ଖେଳ ************** ନିଜ ପରମ୍ପରା,ସଂସ୍କୃତିକୁ ଆମେ ପ୍ରାଧାନ୍ୟ ଦେବାଟି ଆଗ, କଳା ମଧ୍ୟେ ନୃତ୍ୟ,ଗୀତ ଅବା ଖେଳ ନେବାରେ ପ୍ରଥମେ ଭାଗ।। ଭାରତ ମାତାର ସନ୍ତାନ ଆମେରେ ରଖିବା ଦେହରେ ଦମ୍ଭ, ପରମ୍ପରା ଗତ ଖେଳଟି ଏହିରେ ନାମ ତା’ର ମଲ୍ଲଖମ୍ବ।। ଭାରତର ଏହି ବ୍ୟାୟାମ ଭିର୍ତ୍ତିକ ଶାରୀରିକ ପ୍ରଶିକ୍ଷଣ, ସ୍ବାସ୍ଥ୍ୟ ହିଁ ସମ୍ପଦ ମନେରଖିବାକୁ କାନ
Read More
33 total views
Lets talk with a budding poetess MS Jayashree Khatua hails from Mayurbhanja, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ–ଜୟଶ୍ରୀ ଖଟୁଆ ପିତାଙ୍କ ନାମ-ଶ୍ରୀଯୁକ୍ତ ବରୁଣେଶ୍ବର ଖଟୁଆ ମାତାଙ୍କ ନାମ-ଶ୍ରୀମତୀ
Read More
416 total views
ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି
Read More
62,725 total views, 1 views today
ହର ଘର ତ୍ରିରଙ୍ଗା ସ୍ବାଧିନତା ପାଇ ଆଜି ଆମେରେ ସ୍ବାଧିନ ଭାରତରେ ଜନ୍ମ ନେଇ ହେଲୁ ରେ ମହାନ । ପଞ୍ଚସ୍ତରୀ ବର୍ଷ ଆଜି ସ୍ବାଧିନତା ପୂର୍ତ୍ତି ଦେଶ ପାଇଁ ଜାଗି ଭଠୁ ପ୍ରେମ ଭାବ ଭକ୍ତି । ମହାପର୍ବ ପାଳୁ ଆଜି ଆନନ୍ଦ ମନରେ ଆଜାଦୀର ଅମୃତ ମହୋସବ ଏହି ରେ ।
Read More
68 total views
ଗୁରୁ ତୁମେ ମହାନ୍ ହେ ଗୁରୁ ତୁମେ ମହାନ୍ ମହାନ୍ ତୁମ ବ୍ୟକ୍ତିତ୍ବ, ହେଲେ ଆଜି ହଜି ଯାଇଛି ଗୁରୁର ପୁରୁଣା ଗୁରୁତ୍ବ। ନାହିଁ ଆଜି ଚାଟଶାଳୀ ନାହିଁ ପୁଣି ଖଡିସିଲଟ, ଚାକଚକ୍ୟ ଦୁନିଆରେ ସ୍ମାର୍ଟ କ୍ଲାସ୍ ଆଜି ସ୍ଥାପିତ। ଚାଟର ଯେତେ କର୍ତ୍ତବ୍ୟ ଜଣା ନାହିଁ ଆଜି କାହାକୁ, ତେଣୁ କି ଆଜି
Read More
59 total views
ନାରୀ ଏ ସମାଜ କେବେ ନାରୀକୁ ବୁଝେନା… ବୁଝେନା କେବେ ତା ଅକୁହା କଥାକୁ….. ବୁଝେନା କେବେ ତା ମନର ଭାବନାକୁ…. ନବୁଝି ନସୁଝି ଚାହେଁ ଆବଦ୍ଧକରି ରଖିବାକୁ… କ’ଣ ପାଇଁ….? ଓ କାହିଁକି……? ହେଇପାରେ ଏ ଏକ ପୁରୁଷବାଦୀ ସମାଜ….. ହେଲେ ଏ ପୁରୁଷବାଦୀ ସମାଜରେ ସେ ମଧ୍ୟ ଏକ ମନୁଷ୍ୟ। ତା’ର ବି ଗୋଟିଏ
Read More
66 total views