May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak
May
2022
21

କୁହ କାହାପାଇଁ — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

କୁହ… କାହାପାଇଁ…? ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ   କାହା ପାଇଁ କିଏ ଆସିଛି ଏଠି.. କାହା ପାଇଁ କିଏ ଯିବ..? କାହାପାଇଁ କିଏ କାନ୍ଦୁଚି ଆଉ.. କାହା ପାଇଁ କିଏ ହସିବ..?   ସବୁ ଏଠି ମିଛ କିଛି ନୁହେଁ ସତ କହିବା କଥା ଏ ସାର.. ମିଛ ସତ ଏଇ ଦୁନିଆରେ ଏବେ କେହି ନୁହେଁ କାହାର

 28 total views,  2 views today

May
2022
14

ମା ଓ ମମତା — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

ମା ଓ ମମତା ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ   ମା ନୁହେଁ ସେ ତ ଶବ୍ଦ ଏକ ଖାଲି ସେ ଆମ ଜୀବନଦାତ୍ରୀ, ମା’ ର ମମତା ପାଇଛି ଯେ ଜନ (ତାକୁ)ଦିଶେନାହିଁ ଦିନ ରାତ୍ରି…!   ମା’ର ହୃଦୟ ବିଶାଳ ସାଗର ତା’ କୋଳରେ ସୁଖ ଶାନ୍ତି, ଧନ୍ୟ ସେହି ଜନ ମା ଯା’ର ଅଛି (ତାକୁ)

 26 total views,  1 views today

May
2022
12

ଅଗ୍ନିମୟୀ ମା’ହିଙ୍ଗୁଳା — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

ମା ‘ ହିଙ୍ଗୁଳା ଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ “ମା ‘ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ “ସୌଜନ୍ୟ ରୁ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା “ମା’ ହିଙ୍ଗୁଳା “ରେ ସ୍ଥାନ ପାଇଥିବା ମୋ କବିତା…. ଅଗ୍ନିମୟୀ ମା’ହିଙ୍ଗୁଳା   ( “ଚୋଖି” ରାଗରେ ଲିଖିତ) ଜଗତ ଜନନୀ ଭାବେ ବିଖ୍ୟାତ ହେଲେ ଜଗତେ ଲୋହିତ ବର୍ଣ୍ଣରେ ଦୃଶ୍ୟା ମା

 29 total views

May
2022
11

ସମ୍ପର୍କ ଏକ ହୃଦୟ ଓ ଆତ୍ମାର — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

ସମ୍ପର୍କ ଏକ ହୃଦୟ ଓ ଆତ୍ମା ର   ମୁଁ ଆଖି ବୁଜିଲେ ତୁ ମୁଁ ଆଖି ଖୋଲିଲେ ତୁ ମୋ ଆଖି ଭିତରେ ତୁ ମୋ ଆଖି ପଲକରେ ତୁ.!   ତୋ ଭାବନାରେ ମୁଁ ମୋ ଚେତନାରେ ତୁ ତୋ ଶରୀର ରେ ମୁଁ ମୋ ହୃଦୟ ର ପ୍ରତ୍ୟେକ ସ୍ପନ୍ଦନରେ ତୁ…!!   ତୋ

 29 total views

Apr
2022
29

ତୁମେ — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

ତୁମେ….   ମୋ ପାଇଁ କେବେ ତୁମେ ପର୍ବତ ପରି ଗମ୍ଭୀର ତ କେବେ ନିଷ୍ପାପ ଶିଶୁ ପରି ଚଞ୍ଚଳ କେବେ ତୁମେ କଳକଳ ନଦୀଟିଏ ତ କେବେ ଶାନ୍ତ ମଉନ ସାଗର ଟିଏ…! କେବେ ତୁମେ ଆଣିଛ ମୋ ପାଇଁ ହସ ର ଫଗୁଣ ତ କେବେ ଲୁହ ର ଶ୍ରାବଣ…! ଦେଖିଛି…. କେବେ ତୁମେ ଆସିଛ

 30 total views,  2 views today

Apr
2022
19

*ସୃଷ୍ଟି ସର୍ଜନା–ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ*

*ସୃଷ୍ଟି ସର୍ଜନା..* ************ ଜନନୀ ଜଠ ରୁ ମମତାର ସୃଷ୍ଟି ମମତା ର ଆଧାରରୁ ଆଶୀର୍ବାଦ ର ସୃଷ୍ଟି…! ଭକ୍ତ ର ଭାବନରୁ ଭକ୍ତିର ସୃଷ୍ଟି ଭକ୍ତିର ଚେତନା ରୁ ସମର୍ପଣ ର ସୃଷ୍ଟି…! ଭାବନାର ରୂପରୁ ଭାଷା ର ସୃଷ୍ଟି ଭାଷା ର ଆଧାର ରୁ ସାହିତ୍ୟ ର ସୃଷ୍ଟି…! ସାହିତ୍ୟ ସର୍ଜନା ରେ ଜାଗ୍ରତ ସମାଜ

 20 total views

Sep
2021
23

*ଚାଷୀ – ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ*

* ଚାଷୀ * ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ ************************ ଚାଷୀ ପରି କିଏ ହେବରେ ଭାଇ ଚାଷୀ ପରି କିଏ ହେବ ଦୁନିଆ ଲୋକଙ୍କ ପେଟ ପୋଷିବାକୁ (ନିଜ)ରକତ ନିଗାଡ଼ି ଦେବ…!!   ଧନୀ ଗରିବଙ୍କ ଅନ୍ନଦାତା ସିଏ ଦେବତା ସଂଗେ ସମାନ.. ହତାଦର ତାକୁ କରେ ଏ ଦୁନିଆ ଦିଏ ନାହିଁ ସନମାନ…!!   ଦିନରାତି ଏକା

 471 total views,  6 views today

Nov
2020
29

ଶୀତ ଆସିଛି — ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ

ଶୀତ ଆସିଛି ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ *********$$$*********** ପଲ୍ଲୀବଧୂ ର ଧୀର ଚାଲି ପରି ଶୀତ ଆସିଛି ହେଇ ଥିରି ଥିରି କଅଁଳ ସୂରୁଜ ହାତ କୁ ଧରି…. ପାହାଡ଼ ସେପାଖୁ ହସେ କିରିକିରି.. ! କୁହୁଡିଆ କାନି ମଥାରେ ଦେଇ କାକର ଟୋପା ର ଟିକିଲି ନାଇ ମଥା ନତ କରି ଶୀତ ଆସିଛି…. ଘାସ ଗାଲିଚା

 259 total views,  2 views today