January 20, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*
Dec
2020
29

ଯୁଦ୍ଧ‌— ଜୁମର ନାଥ ପାତ୍ର

ଯୁଦ୍ଧ… ଏଇ ତ ଭିଡ଼ି ମୋଡ଼ି ଉଠିଲାଣି ଡମ୍ବରୁ। ଯେମିତି ଯୁଦ୍ଧକୁ ଯିବ… ତୟାର୍।କୋଉ ଯୁଦ୍ଧ ଭଲା,କାହା ସହ ଯୁଦ୍ଧ ସେ ଜାଣିଥିବ।ଇଏ କ’ଣ ଲୁଚିକି ବାଡ଼ି ପଟ ଦୁଆର ଦେଇ ହାଜର ବିଦେଇ ଭାରିଜା ଚା’ ଦୋକାନରେ,ଠିଏ ଠିଏ ଚା’ ଢକଢକ ପିଇ ବିଡ଼ି ଲଗେଇ ହଜିଯାଇଛି ଯୁଦ୍ଧରେ।କି ଯୁଦ୍ଧ ହେଇଥିବ।ହେଇଥିବ କି ବାସି ବିଛଣାରୁ ଆରମ୍ଭ

 382 total views

Dec
2020
28

ବୁଢ଼ୀ— ଜୁମର ନାଥ ପାତ୍ର

ବୁଢ଼ୀ… ପୁଷ ମାସର ସକାଳ ଆଖିରୁ ଲେଞ୍ଜେରା ବାହାରୁଥିବ ଗାଢ଼ ଲେଞ୍ଜେରା ବୁଢ଼ୀ ମା’ ଟିର ଧୋଇଧାଇ ନାଲି ଚା’ ବସେଇବ ପତର ଜାଳି ବାରି ଚୁଲିରେ ପୁଅ ପାଇଁ … ଅଧ ଗିଲାସେ ନାଲି ଚା’ କୁ ମୁଢ଼ି ..ବାସ୍ ବ୍ରେକଫାଷ୍ଟ କରି ପୁଅ ଯିବ କାମକୁ ଖାଲି ପୁଅ ନୁହେଁ ବ୍ରେକଫାଷ୍ଟ ଚଳେ ନାତିଆ ବୋହୁ

 120 total views

Dec
2020
27

ଜାହାଜୀ ବାବୁଲା– ଜୁମର ନାଥ ପାତ୍ର

ଜାହାଜୀ ବାବୁଲା… ଏ ବାବୁଲାଲ ପ୍ରତିହାରୀ ସାଧବ ଘରଟା ଏଇ ପାଖରେ ହେଇଥିବ।ଏଇ ତ ଗାଁ ପାଟପୁର ଦିଶିଲାଣି, ପଚାରିଲେ କାହାକୁ କହିଦେବେ।ନାମଜାଦା ପରିବାର। ଖୋଜିବାକୁ କଷ୍ଟ ହେବନି। ସରକାରୀ ସନନ୍ଦ ଆଉ ଭେଟି ତା’ର ହାତରେ ଧରେଇ ଦେଲେ କାମ ଶେଷ।ଭଲ… ଅଫିସ୍ କାମ ବାହାନାରେ ଗାଁ ବୁଲା ହେବ,ଏ ଅଞ୍ଚଳର ସାଧବ ବଂଶ ର ଶେଷ

 401 total views

Dec
2020
26

ବଡ଼ଦିନ ର ସନ୍ଧ୍ୟା –ଜୁମର ନାଥ ପାତ୍ର

ବଡ଼ଦିନ ର ସନ୍ଧ୍ୟା ହୋଟେଲ ରେ ଟେବୁଲ ବୁକ୍ କିସମ କିସମ ଖାଦ୍ୟ ପରସା ସାଙ୍ଗକୁ ହରେକ୍ ହରେକ୍ ମୃଦୁ ପାନୀୟ ଲେମନ ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି … ଆଉରି କେତେ କ’ଣ ହାଇ ପ୍ରୋଫାଇଲ ବଡ଼ଦିନ ପାଳନ …। ମମି ପଚିଶ ଟଙ୍କାରେ ବଡ଼ଦିନ ର ସନ୍ଧ୍ୟା … ************* ହୋଟେଲ ରେ ଟେବୁଲ ବୁକ୍

 234 total views

Oct
2020
30

ପ୍ରୀତିଲଗ୍ନା

ପ୍ରୀତିଲଗ୍ନା… ପ୍ରୀତୀପୁର୍ ଗାଁ ପ୍ରୀତୀଲଗ୍ନା ମୁହଁ ଶୁଖିଲା କେଜାଣି ଗାଁ ର ଆଉ ଘରଣୀ ଙ୍କ ମୁହଁ ଶୁଖିଲା କି ନା ଖାସ୍ କରି ଏଇ ମାସଟା ତ ଟିକେ ଶାନ୍ତିରେ କଟେ ପ୍ରିତୀଲଗ୍ନା ଙ୍କ ଭଳି ଘରଣୀ ଙ୍କର ପୁରୀ ଦୁଆର ବନ୍ଦ ସେଇ ମାନଙ୍କ ପାଇଁ ଯେଉଁମାନେ ବର୍ଷ ସାରା ଅପେକ୍ଷିଥାନ୍ତି କେବେ ଆସିବ ଧରମ

 202 total views