କିଏ ଶୁଣିବ ମୋ ଜୀବନ ନେଲ ଘର ବି ଭାଙ୍ଗିଲ ମଣିଷତ୍ଵ ଆଉ ଟୋପାଏ ନାହିଁ କାହାକୁ କହିବ କିଏ ବା କହିବ ପୃଥିବୀ ପାଖରେ ପାଟି ତ ନାହିଁ।। ଜଙ୍ଗଲ କଟିଲ ଜୀବଙ୍କୁ ମାରିଲ ତଥାପି କହୁଛ ନିଜକୁ ଭଲ ଚମଡା ପିନ୍ଧିଲ ରକ୍ତରେ ଭିଜିଲ ଆଧୁନିକତାର ଏ କି ମୂଲ। ଅଭିଯୋଗ ଅଛି ଅଭିମାନ ଅଛି
Read More
39 total views
ବସୁନ୍ଧରାର ସ୍ଵର ରେ ମଣିଷ ! କେତେ ଦିନ ଆଉ ମୋ ଛାତିକୁ ରାମ୍ପୁଡ଼ି ବିଦାଡ଼ି କୋଠା ତୋଳିବୁ କେତେ ଦିନ ମୋ ଅନ୍ତରକୁ ଚିରି ଖଣି ଖୋଳିବୁ ଥରେ ତ ଦେଖେ ମୋ ବେଦନା ରେ ମଣିଷ ! ମୁଁ ଜାଣେ ତୁ ମୋତେ ମାଆ ବୋଲି ଭାବୁ ତେବେ କାହିଁକି ଏତେ ଯନ୍ତ୍ରଣା ଦେଉ ମୋ
Read More
40 total views
ଭିନ୍ନ ପରିଭାଷା ତୁମେ କହିଲ ହୃତପିଣ୍ଡ ତାକୁ ମୁଁ କହିଲି ନାଇଁ ନାଇଁ, ହୃଦୟ ତୁମେ କହିଲ ଧକ୍ ଧକ କରେ ମୁଁ କହିଲି ଶବ୍ଦ ତାର ପ୍ରୀତିମୟ । ତୁମେ କହିଲ ସେ ଅଙ୍ଗଟିଏ ମୁଁ କହିଲି ନାଇଁ ନାଇଁ , ଜୀବନ ତୁମେ କହିଲ ରକ୍ତ ବାଣ୍ଟେ ସେ ମୁଁ କହିଲି ନାଇଁ ନାଇଁ, ସପନ।
Read More
65 total views, 1 views today
ହାତରେ ଦୁନିଆ ହାତ ପାହାନ୍ତାରେ ସାରା ଦୁନିଆ ଏବେ ପାଖେ ଦୂରେ ଆଉ ଫରକ୍ ନାହିଁ ଫୋନ ସ୍କ୍ରିନରେ ଆତ୍ମୀୟଙ୍କ ମୁଁହ ଚିଠି ଲେଖା ପାଇଁ ଲଫାପା ନାହିଁ।। ଯେବେ ଇଚ୍ଛା ସେବେ ଯୋଉଠି ସେଇଠି ଥାଇ ଦୁନିଆ ଦେଖି ହେବ ଯନ୍ତ୍ରର କରାମତି ମଣିଷର ବୁଦ୍ଧି ତାକୁ କିଏ ସରି ହେବ।। ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ
Read More
97 total views
ସମ୍ପର୍କର ଯନ୍ତ୍ର ନବେ ଦଶକର ସବୁଠୁ ନିଆରା ଟେଲିଫୋନ ଇଏ ଆମର କେତେ ପ୍ରେମିକଙ୍କ ସ୍ମୃତିର ଘର ଏ ସାକ୍ଷୀ ଏ ଅନେକ ପ୍ରେମର। କଥାକୁ ନିଏ ସେ ବୋହି ବୋହି କେବେ ହୁଏ ନାହିଁ ହାଲିଆ ହାଲିଆ ହେଲେ କେମିତି ଚାଲିବ ପ୍ରେମୀଙ୍କ ଚୁମ୍ବନ ଦିଆନିଆ। ଦୁଃଖର ଖବର ସୁଖର ଖବର ସବୁ ଆଣି ଥୋଇଦିଏ ପ୍ରେମର
Read More
95 total views, 1 views today
ସମୟ ଏକ ଔଷଧ ସବୁ ଦୁଃଖର ଆରମ୍ଭ ଥାଏ କିନ୍ତୁ ନଥାଏ ଅନ୍ତ ତଥାପି ଦୁଃଖ ସରିଯାଏ ଅବା ଅପସରି ଯାଏ ସମୟର ଢେ଼ଉରେ।। ସମୟ ହିଁ ସାହା ହୁଏ ଅସହାୟର ସମୟ ହିଁ ଦୁଃଖ ହଜାଏ ଦୁଃଖି ମଣିଷର।। ସମୟ ହାତରେ ନଥାଏ ସବୁ କିଛି ସଜାଡି ଦେବାର ପ୍ରତିଶ୍ରୁତି କିନ୍ତୁ ଥାଏ ସଜାଡି ଦେବାର ସମ୍ଭାବନା
Read More
56 total views
ମୁଁ ଖୁସି , ମୁଁ ଚାଷୀ ଏଥର ହୋଇଛି ଭଲ ଧାନ ଅମଳ ଚାଷୀ ମନରେ ପଶିଛି ବଳ ଓଡ଼ିଆର ମେରୁଦଣ୍ଡ ଧାନ ଚାଷ ଲୋକଙ୍କୁ ପୋଷେ ସେ ସାରା ବରଷ।। କାଦୁଅରେ ସିଏ ସ୍ଵପ୍ନ ବୁଣେ ଖଳାରେ ସେ ସ୍ଵପ୍ନ ଫଳାଏ ମାଟିର ମଣିଷ ମାଟିରେ ସୁଏ ଆମ ପେଟକୁ ସେ ଦାନା ଦିଏ ଚାଷୀ ସିଏ..
Read More
68 total views
ସାହସୀ ପୁଅ ଓଡିଆ ମାଟିର ସାହସୀ ପୁଅ ମୁଁ ମନରେ ନାହିଁ ଭୟ ଆକାଶ ଯାଏଁ ଚଢ଼ିଯିବି ମୁଁ ଏ ଖମ୍ବ କିଛି ନୂଆ ନୁହଁ। ମାଟିରେ ପଡିଛି ମାଟିରୁ ଉଠିଛି ଦେହରେ ମାଟିର ବାସ୍ନା ଓଡ଼ିଆ ପୁଅ ମୁଁ ଓଡିଆ ରକ୍ତ ମୋ ସାହସର ରଣ ନିଆଁ। ମୋ କଳା ସଂସ୍କୃତି ମୋ ଚିହ୍ନାପଣ ଜମାରୁ ଭୁଲିବି
Read More
116 total views
Lets talk with young columnist and story teller Jeevan Pradeep Pradhan, hails from Nayagarh district of Odisha for SLF Literary Youth Icon Award contest-. 2023 ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩ ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ଜୀବନ ପ୍ରଦୀପ ପ୍ରଧାନ
Read More
1,570 total views
ଦେବୀ ଆଗମନ ଅକ୍ଟୋବର ମାସ ସବୁଆଡେ ପୂଜା ପାଇଁ ପ୍ରସ୍ତୁତି। ହେଲେ ମୋ ପ୍ରେମ ମନ୍ଦିରର ଦେବୀ ଦୁଇ ବର୍ଷ ହେଲା ମନ୍ଦିର ଛାଡି ଚାଲିଗଲେଣି। ସେଇ ସ୍ନୃତିକୁ ଧରି ମୁଁ ନିରୀହ ପୂଜାରୀ ସେମିତି ପଡି ରହିଛି। ହଠାତ ପଛପଟୁ କିଏ ଜଣେ ମୋ କାନ୍ଧରେ ହାତ ପକାଇଲା। ସ୍ପର୍ଶରେ ଥିଲା ଗୋଟେ ଚିହ୍ନାପଣ। ମୁଁ
Read More
62 total views, 1 views today
ପରାଜିତ ନାୟକ ବ୍ୟସ୍ତ ବହୁଳ ଦୁନିଆରେ ଆକାଶକୁ ଚାହିଁ ବସିଲା ବେଳେ ଜଣା ପଡ଼େ ଭାନୁ ବି ବ୍ୟସ୍ତ, ବାସ୍ ମୁଁ ଏକା ନିରୁଦ୍ଦିଷ୍ଟ । ରାସ୍ତାରେ ଧୂଳି ଉଡେଇ ଯାଉଥିବା ଗାଡିକୁ ତନଖି ଦେଖିଲେ ଜଣାଯାଏ ସେମାନେ ବି କର୍ମମୟ, ମୁଁ ଏକା ସ୍ଥିର। କୁକୁରଟି ରାହା ଧରି ଭୁକିଲା ବେଳେ ତା
Read More
57 total views