ଜଗନ୍ନାଥ ଜେନା

ଅଲୋଡ଼ାଫୁଲ – ଜଗନ୍ନାଥ ଜେନା

 ଅଲୋଡ଼ାଫୁଲ   ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ ଅଣନିଶ୍ୱାସୀ ହେଇ ଯାଉଥାନ୍ତି ବିନୋଦବାବୁ ।ହଟାତ କେମିତି ସମୟ ସବୁ ଓଲଟପାଲଟ ହୋଇଗଲା ଜଣା ପଡୁନଥିଲା।ଯିଏ ଦିନେ ବିଳାସ ବ୍ୟସନ…