ମୋ ମା ‘ମାଟିର ଉତ୍ସବ ଖୁସିରେ ପାଳୁଛି ମୋ ଭାରତ ବର୍ଷ ପଞ୍ଚସ୍ତରିତମ ସ୍ଵନକ୍ଷତ୍ର, ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ ହେବ ମୋ ଦେଶର ଅମୃତ ମହୋତ୍ସବ ll ଘରେ ଘରେ ଉଡୁଛି ତ୍ରିରଙ୍ଗା ଝଣ୍ଡା ଦେଶେ ଦେଶେ ପୂର୍ଣ୍ଣ ଜାତୀୟତା, ମହକେ ସହର, ବାସେ ଗାଁ ଗଣ୍ଡା ସବୁଠାରେ ଦେଖ ପବିତ୍ରତା ll
Read More
117 total views, 1 views today
ଶାନ୍ତି : ବିଶ୍ୱର ସ୍ପନ୍ଦନ ସତ୍ୟ, ଶାନ୍ତି, ମୈତ୍ରୀ, ଅହିଂସା ମନ୍ତ୍ରରେ.. ଉଦବୁଦ୍ଧ ମୋର ଭାରତ ବର୍ଷ, ମହାତ୍ମା ନାମରେ ଗାନ୍ଧୀ ଦେଇଗଲେ ଶାନ୍ତିର ପବିତ୍ର ବାର୍ତ୍ତା ଉତ୍କର୍ଷ l “ଶାନ୍ତି ” ଦୂରକରେ ମନର ବିଷାଦ, ଶାନ୍ତିଲାଗି ଦେଶ ଆମ ବିଶ୍ୱବନ୍ଦିତ, ଶାନ୍ତିର କପୋତ ପ୍ରଚାର ବାର୍ତ୍ତାରେ ସନ୍ଦେଶ ଆଣେ, ବିତରେ ଦେଶରେ l
Read More
121 total views, 1 views today
ଦେବଶିଳ୍ପୀ ବିଶ୍ୱକର୍ମା ସୁଖ ସମ୍ପତ୍ତି ଓ କୌଶଳ ସୃଜନ ଦେବତାରେ ତୁମେ ଗଣା, ବିଶ୍ୱର ବିନ୍ଧାଣୀ, ଶ୍ରେଷ୍ଠ କାରିଗର ସବୁ ତୁମ ହାତେ ଗଢ଼ା ll ତୁମର ସୃଜନ ପୁଷ୍ପକର ଯାନ, ଇନ୍ଦ୍ରଙ୍କର ବଜ୍ର ଅସ୍ତ୍ର, ଋଷି ଦଧିଚିଙ୍କ ହାଡରେ ତିଆରି ଶ୍ରେଷ୍ଠତା ତହିଁରେ ଜାଣ ll କୃଷ୍ଣ ଶାସନର ଦ୍ଵାରକା ନଗରୀ, ତୁମ ହାତର
Read More
51 total views
ଶାନ୍ତିର ସୂର୍ଯ୍ୟ ତୃପ୍ତି ମନ୍ଦିରରୁ ଫେରୁଥିଲା l ଆଖିରେ ଆଖିଏ ଲୁହ ଟଳମଳ l ଶାଶୁ କେତେବେଳୁ ଅପେକ୍ଷାରେ ଥିଲେ, ମନେ ମନେ ବ୍ୟସ୍ତ ହେଉଥିଲେ ବି କଣ ବା କରିପାରିବାର ଥିଲା ତାଙ୍କର ! ତୃପ୍ତିର ମନର ବ୍ୟଥା ସେ ଅନୁଭବ କରୁଥିଲେ l ଜଣେ ନାରୀ ହୋଇ ଆଉ ଏକ ନାରୀର ମନର
Read More
135 total views
ଚାଲ ଆମେ ସବୁଜ ବନିବା 192 total views, 2 views today
192 total views, 2 views today
ମାଟିର ମଣିଷ ଘରୁ ତରବରରେ ଏକରକମଦୌଡ଼ିଲାପରି ବାହାରିଯାଇ ଗାଡ଼ିରେ ବସିଲା ରୂପଶ୍ରୀ l ଟିକିଏ ଆଗରେ ଏତେ ରାସ୍ତା ଭିଡ଼ ଯେ ଅଟକିବାକୁ ପଡିଲା ତାକୁ l ବାରମ୍ବାର ଘଣ୍ଟାକୁ ଦେଖୁଥାଏ, ପାଖାପାଖି ଦଶ /ପନ୍ଦର ମିନିଟ ଅପେକ୍ଷା କଲାପରେ ଘଟଣା କଣ ଜାଣିବା ପାଇଁ ଭିଡ଼ ଭିତରକୁ ଆଡେଇ ପଶିଲା ଶୁଭଶ୍ରୀ l କିଛି ସ୍ତ୍ରୀ
Read More
244 total views, 1 views today
ମାଟି ମଟାଳର ମଣିଷ ମାଟି ମଟାଳର ଛାତି ଚିରି ଦେଖ ବନ୍ଧୁ ଥରେ ଦେଖ, କେତେ ଖଣି, ଖାଦାନର ତଳେ ହାଡ଼ କଙ୍କାଳକୁ ଦେଖ ! ରକତ, ମାଉଁସ ଜୁଡୁବୁଡୁ ମାଟି ଶୁଖିଛି କେମିତି ଦେଖ ! ଖାଙ୍କାଳ ପେଟ ହାତେ ଭିତରକୁ ପଶିଛି କେମିତି ଦେଖ ! ମାଟିର ମଣିଷ ମାଟି ଚିରି ପରା
Read More
296 total views
ବନ୍ଧୁ ତୁମେ… ଆଁ….. ! ଇଏ କଣ… ! କେମିତି ହେଲା….. ! କଣ ହୋଇଥିଲା…. ! ଆହା…..ହା………..! ଭଗବାନ ଏମିତି ସଂସାରକୁ ଉଜାଡି ଦିଅନ୍ତି କେମିତି ? ମାନିନୀ ପୁଅର ମୁଖପୁସ୍ତିକାରୁ ଜାଣିବାକୁ ପାଇଲା ତା’ର ହୃଦଘାତ ସମ୍ପର୍କରେ l ସଜ ସକାଳଟା ଦୁଃଖଦ ଖବର ପାଇ ବ୍ୟତିବ୍ୟସ୍ତ ହୋଇଉଠିଲା, ସୃଷ୍ଟିକର୍ତ୍ତା ହୋଇ ସୃଷ୍ଟିକୁ ଭାଙ୍ଗିବାକୁ
Read More
216 total views
ବନ୍ଧୁତା ଏକ ସମ୍ମୋହନ ଅଦୃଶ୍ୟ ବନ୍ଧନ ଅତୁଟ ସ୍ମାରକ ବନ୍ଧୁତ୍ୱ ହସଇ ଧୀରେ, ଭାଗ୍ୟବାନ ସିଏ ଲଭଇ ମହକ, ବନ୍ଧୁର ଭାବନା ଧାରେ l ବନ୍ଧୁ ବିନା ଆନ ଦୁନିଆ ବୁକୁରେ, ହା ‘ହୁତାଶ ଭରା ଭାବ, ବନ୍ଧୁଟି ଗଢିଲେ, ବନ୍ଧୁତା ଆଧାରେ, ମଧୁର ମଧୁର ସୁର l ବନ୍ଧୁ ଥିଲେ ପାଶେ
Read More
68 total views
ସଜ ସକାଳ ସଜ ସକାଳର କୁଆଁରୀ ମୁହଁରେ ରଙ୍ଗ ଅବିର ଯେବେ ଭରେ, ପୂର୍ବାକାଶର ସିନ୍ଦୁର ଫୁଆରେ ପ୍ରିୟା ମୋ ଲାଜେଇ ହସେ l ସଜ ସକାଳର ପକ୍ଷୀର କାକଳି ପାହାନ୍ତି ପହର ସପନ ଭାଙ୍ଗେ, ସେ ସପନରେ ପ୍ରିୟାର ମୁହଁ ମୋ ଜଳ ଜଳ କରି ଦିଶେ l ସଜ ସକାଳର ଶଙ୍ଖ ହୁଳହୁଳି ଗ୍ରାମ ଦେବତୀଙ୍କ
Read More
100 total views, 1 views today
ଅପରାହ୍ନର ଅବଶୋଷ କଡ ଲେଉଟାଇବାକୁ ଚେଷ୍ଟା କରୁଥିଲେ ପ୍ରିତୀମଞ୍ଜରୀ l ଧୀରେ ଧୀରେ ଶରୀରକୁ ଘୁଞ୍ଚାଇ ଘୁଞ୍ଚାଇ ବାମ କଡ଼ ଲେଉଟାଇବାକୁ ଚାହିଁଲେ, କିନ୍ତୁ ନା, ହେଉନି… ଭାରି କଷ୍ଟ ଲାଗୁଛି l କଣ କରିବେ ଚିନ୍ତା କରିପାରୁନଥିଲେ, ଆଖିରୁ ଲୁହ ବାହାରି କାନରେ ପଶିଗଲାଣି l ଦୁର୍ବଳ ହାତ କାନରୁ ଲୁହ ପୋଛିବାକୁ ମଧ୍ୟ ଅକ୍ଷମ
Read More
258 total views
ବଖରାଏ ଘର *********** ଖୁବ ଭଲ ଥିଲା ବଖରାଏ ଘର, ସେ ଭିତରେ ପଢ଼ା ଲେଖା ପାଇଁ ଟେବୁଲଟିଏ, ନିତ୍ୟ ବ୍ୟବହାର୍ଯ୍ୟ ଲୁଗାପଟା ପାଇଁ ଆଲଣାଟିଏ, ଶେଯ, ଟିଭି ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷସବୁ l ଗୋଟିଏ କଣରେ ହିଟର ଟେ, ସେଇଠି ହୋଇଯାଏ ରନ୍ଧାବଢ଼ା ଓ ତା ପାଖ ଖାଲିଜାଗାରେ ଖିଆପିଆ l କେବେ କେବେ ଲାଇନ
Read More
553 total views, 1 views today
ରଫଖାତା ******** ସବୁଗୁଡାକ ବିକ୍ରିହେବ ଆଜ୍ଞା ! ହଁ… କାଗଜବିକାଳି ବୋଧେ ଏତେଗୁଡିଏ ଖାତା, ବହି, ଖବରକାଗଜ ଦେଖି ଓଜନ କରିବାକୁ କୁଣ୍ଠା ପ୍ରକାଶ କରୁଥିଲା l ରତ୍ନା ତା ମନ କଥା ବୁଝିପାରିବା ଭଳି କହିଲା, ” ମଉସା, ସବୁ ବହି, ଖାତା ଓଜନ କଲାବେଳକୁ ଅଧିକ ସମୟ ଲାଗିବ, ମୋର ବି କଲେଜ ଯିବାର ଅଛି,
Read More
536 total views
ବରଗଛ ******* ପୁନେଇଁର ଫୁଲେଇ ଜହ୍ନଟା ବରଗଛ ଉହାଡ଼ରୁ ହସୁଛି l ତା ସଫେଦ, ସରଳ, ନିଷ୍କପଟ ହସଟା ସତେ ଯେପରି ଚାରିଆଡେ ଶେଫାଳି ଫୁଲର ଚାଦର ବିଛେଇଦେଇଛି l ଖୁବ ମନଜିଣା, ମନୋରମ ପରିବେଶ, ଯେ କେହି ଘଡ଼ିଏ ବସିପଡିବାକୁ ମନ କରିବ l ରୋନିତ ମଧ୍ୟ ବନ୍ଧାପଡ଼ିଗଲା ସେଇଠି, ଟିକିଏ ବସିବାକୁ ମନ କହିଲା
Read More
481 total views