ହେ ଶିଳ୍ପୀ *************************** ତୁମେ ଆଙ୍କିପାର ଶିଳାପଦ୍ମ ସମ କୃତି ଦେଇ ତୁମ ଶ୍ରେଷ୍ଠ ଅନୁଭୂତି, ତୁମେ ହିଁ’ ଲେଖିପାର ଅବ୍ୟକ୍ତ ବକ୍ତବ୍ୟକୁ ଚିରିଦେଇ ପାଷାଣର ଛାତି।। ଅସରନ୍ତି ଭାବନାର ଅବଗାହନରେ ଦେଇ ତୁମ ଶ୍ରମ ସାର୍ଥକତା, ତୋଳିଅଛ ବୈଜୟନ୍ତିପୁର ସମକୃତି ଉଚ୍ଚ କରି ମାତୃଭୂମି ମଥା।। ଲେଖିଅଛ ତୁମେ ପୁଣି ପ୍ରସ୍ତରେ ପ୍ର-ସ୍ତରେ ପ୍ରତିପଦ ଯୌବନାର ଛବି,
Read More
22 total views
ଆମେ କଣ ସତରେ ଅଲୋଡ଼ା ******************************* ତୁମେ ଯଦି ଭବିତବ୍ୟ କୁ ଦେଖିପାର…. ତେବେ କୁହ ଶାସ୍ତ୍ରୋକ୍ତ ନର୍କ ସଂଖ୍ୟା କେତେ…..? ଅଷ୍ଟାଦଶ ପୁରାଣ କୁହେ…….. ‘ମାନବ ଜନ୍ମେ ଚଉରାଅଶି ନର୍କ ଭୋଗ’। ତୁମେ ଯେଉଁ ଲକ୍ଷେ ଶିବ ପୂଜି ପୁଅଟିଏ ମାନସ …….. କେବଳ ଗୋଟିଏ ନର୍କ ରୁ ପରିତ୍ରାଣ ପାଇବା ପାଇଁ। କେମିତି ଭୁଲିଯାଅ ଆଉ
Read More
27 total views, 1 views today
ସାମାଜିକ ପରିବର୍ତ୍ତନ (ବାହ୍ୟ ଅନୁଶୀଳନ) ******************************* ଦୁନିଆ କେତେ ବଦଳିଛି ସତେ………..! ଶେଷ ଶତାବ୍ଦୀ ର ପୃଷ୍ଠା କୁ ଅଵଲୋକନ କଲେ ସ୍ପଷ୍ଟ ଦେଖି ହୁଏ ………….. ସଫଳତାର ବିଜୟ ବୈଜୟନ୍ତି କୁ….. ଆଜି ଚିଠି ବାଟବଣା ହେବାର ଭୟ ନାହିଁ…. ଆପଣାର ମୁଂହ ସବୁ ହାତ ପାଖରେ ମିଳିଯାଆନ୍ତି…. କୁମ୍ଭାରପୁର ରୁ କଲମ୍ବିଆ…… କେଇ କ୍ଷଣ ରେ
Read More
24 total views, 1 views today
ବଦଳିଛ କେତେ? ******************* ବିବର୍ତ୍ତନ ବାଦ ପ୍ରମାଣ କରିଲା ବାନରୁ ମାନବ ସୃଷ୍ଟି, ବଦଳିଛି କେତେ ମାନବ ଜାତିଟା ବଢ଼ାଇ ତା’ ନିଜ ଦୃଷ୍ଟି। ବିତିଥିଲା ଦିନ ନିଘଞ୍ଚ କାନନେ ବର୍ଷା ଖରା ଶୀତ ଖାଇ, ବଦଳିଲା ଚିତ୍ର ସମୟ ଗତିରେ ବିକାଶ ର ନାରା ଦେଇ। ବିଚଳିତ ଲାଗେ ଦେଖି ସ୍ଥିତି ଆଜି ବିକାଶ କି ସତେ
Read More
19 total views
ନେତା ଖାଇ ଗଲେ ଗାଁ ରାସ୍ତା କୁ ମୋର (ସିନ୍ଦୁର କିଣି ନେଲାରେ ଝିଅ କୁ ମୋର…..ସ୍ୱର ରେ) **************************** ନେତା ଖାଇଗଲେ ଗାଁ ରାସ୍ତା କୁ ମୋର…… କାଗଜ କଲମେ କଲେ ଭ୍ରଷ୍ଟାଚାର….. ଧରି ଗାଁ କୁଜି ଟାଉଟର…. କଲେ କାମ ନିମ୍ନ ମାନର….. ଦୁଃଖ ନ ସରେ ଆମର…… କଣ୍ଟ୍ରାକ୍ଟର ଶୁଣ ଦୁଃଖ ମୋର….. ରାସ୍ତା
Read More
29 total views
କ୍ରୀଂ କ୍ରୀଂ ************************* ତୁମ କ୍ରୀଂ କ୍ରୀଂ ଟା ଭାରି ଡର ଲାଗେ ସେଦିନ ତୁମେ ଦେଖିଲନି କି ରାତି ଅଧରେ ଫୌଜି ସ୍ତ୍ରୀ ଟା କେମିତି କାନ୍ଦୁଥିଲା….. ପଥର ଟେ କି ତୁମେ…..? ସେଦିନ ଥାନା ବଡ଼ ବାବୁ ଟେବୁଲ ଉପରେ, ତୁମେ ଯେତେବେଳେ କ୍ରୀଂ କ୍ରୀଂ ହେଲ…. ସେ ବଳତ୍କାରୀ ଟା ହଜାତ ରୁ ଚାଲିଗଲା…
Read More
24 total views
ଅଧମେ ପକ୍ଷୀଟେ କର ********************* ପ୍ରଣାମ ଘେନ ହେ କାଳିଆ ଠାକୁର ପଦିଏ ମୋ ଦୁଃଖ ଶୁଣ, ପାପ ପଙ୍କେ ପଡି ଶଢିଲିଣି ଆଜି ପର ହେଲାଣି ଜୀବନ।। କ୍ଷିତିପତି କ୍ଷିତିପରେ ଜନ୍ମାଇଲ କ୍ଷିତିଶ୍ରେଷ୍ଠ କରି ମୋତେ, କ୍ଷମା, ଦୟା, ସତ୍ୟ,ଶାନ୍ତି ଭୁଲି ଆଜି କ୍ଷତାକ୍ତ ହେଲିଣି ସତେ।। ତୁଚ୍ଛ ଲାଗିଲାଣି ଜୀବନ ମୋ’ହର ତୁମକୁ’ ଆତୁରେ ଡାକେ,
Read More
25 total views
ଅତିତାବଲୋକନ ***************************** ତୁମେ ତ ଆବାହନ କରିଛ ପ୍ରଳୟ କୁ…… ଏକ ବିସର୍ଜିତ ମାନସିକତା ରେ…… କେବେ ଚାହିଁଛ ସଂସ୍ଥାପନ କରିବା କୁ ଶାନ୍ତି ର ମୂର୍ତ୍ତି ଟିଏ…..? ନଗର ସଭ୍ୟତା ର ଦ୍ୱାହିଦେଇ ମାତିଗଲ ସକଳିକରଣ ରେ ପାଇଲ କଣ? ହରେଇଲ କଣ? କେବେ ପଛକୁ ଦେଖିଚ? ବିଶ୍ୱ ସନ୍ନିଧାନ ଆଶ…..ନିଶ୍ଚେ କରିବ ସର୍ବନାଶ। ସ୍ୱାର୍ଥ ପାଇଁ
Read More
31 total views
ପଚାରିବି କିଛି କଥା ****************** ପତଙ୍ଗ ଜନ୍ମଟେ ପାଇଛୁ ବୋଲିଣ ଜୀବନ ର ମାନେ ନାହିଁ କି? କେଉଁ ଅଧିକାରେ କର ଅତ୍ୟାଚାର ବିଶ୍ୱେ ଶ୍ରେଷ୍ଠ ଜୀବ ହୋଇକି? ତୁମ ସ୍ୱାଧୀନତା ତୁମ ଅଧିକାର ଆମ ସ୍ୱାଧୀନତା ନାହିଁକି? ତୁମେ ଲେଖିଅଛ “ଜୀବେ ଦୟାକର” ଭୁଲି ଯାଅ ନିଜେ କାହିଁକି? କ୍ଷୁଦ୍ର ବୋଲି କେବେ ହେୟ ନ’ମଣିବ କ୍ଷୁଦ୍ର
Read More
28 total views
ଡିବିରି (ଏକ ବିହଙ୍ଗାବଲୋକନ) ************************* ସଞ୍ଜ ନଇଁଗଲେ ଉଆଁସ ଆସିଲେ ତୁମେ ଖୋଜୁଥିଲ ମୋତେ….. କେତେ କାହାଣୀର ମୁକ ସାକ୍ଷୀ ଆଜି ନିରବୀ ଯାଇଛି ସତେ……. ଶୁଣିଛି ମୁଁ କେତେ ଆଇ’ ମା’ ଗପ ଥିରି ଥିରି ଜଳି ଜଳି….. ଦେଖିଛି ସପନ ପ୍ରେମିକ ଚିଠିରେ ପ୍ରେମିକା କୁ ଭାଳି ଭାଳି।। ଶୁଣିଛି ମୁଁ କେତେ ବିରହ ଭାବନା
Read More
34 total views
ମୁଁ ଯିବାକୁ ପ୍ରସ୍ତୁତ ************ ଯୌବନ ଯବନିକା ପରେ ପରେ …… ଅହରହ ସଂଗ୍ରାମ ତୁମ ସହିତ। କେବେ ତୁମେ’ ,କେବେ ମୁଁ’ ବିଜୟଶ୍ରୀ ର ଶ୍ରେୟ ବାଣ୍ଟିଛନ୍ତି। କିନ୍ତୁ ଆଜି’ ; ବିଦୀର୍ଣ୍ଣ କୁରୁକ୍ଷେତ୍ର ବକ୍ଷରେ ପନ୍ନଗ ନାରାୟଣ ସଦୃଶ ଘୁସୁରୁଛି….. ନିପାଣ୍ଡବା କରିବା ପାଇଁ ଖୋଜୁନାହିଁ….ଚିରଞ୍ଜିବି ଅଶ୍ୱତ୍ଥମା’ କୁ। ବାସ୍ ଖୋଜୁଛି……ତୁମକୁ….. ଶିଥିଳ ନିଶ୍ୱାସ ନାମ୍ନୀ
Read More
21 total views
*ଚାଷୀ ର ବେଦନା* (ଗଞ୍ଜାମ ହଳିଆ ଗୀତ ସ୍ୱର ରେ….) *************************** ବୋଇଲା ରେ……………… ଆଖି କୁ ସୁନ୍ଦର ସିନା ଦୂର ପରବତ…… ଚାଷ ଚାଷୀ ଲାଗି ବାବୁ ରେ’……. ମିଳେ ଗଣ୍ଡେ ଭାତ। ବୋଇଲା… ଗଙ୍ଗା ଯମୁନାରେ ଭାଙ୍ଗିଲି କିଆରୀ ସୁନାର ଲଙ୍ଗଳ ସଙ୍ଗେ…… ରୂପାର ଜୁଆଳି। ମଗୁଶୁର ମାସେ ବିଲେ ଦୁଚାଉଳ ଦେଲି….. ଗୋଶାଣୀ ମାଆକୁ
Read More
26 total views