January 21, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*
Nov
2021
16

*ମଣିଷ – ଅରୁଣ କୁମାର ମହାପାତ୍ର*

       *ମଣିଷ * “ଅରୁଣ କୁମାର ମହାପାତ୍ର” ****************** ସୂକ୍ଷ୍ମ ମନରେ ହୁଏ ଆହ୍ଲାଦିତ ସାଉଁଟି ସ୍ଥୂଳ ସଂସାର ହୋଇ ହନ୍ତସନ୍ତ ପାପେ ସନ୍ତାପିତ କନ୍ଧେ ବୋହି ଚାଲେ ଭାର। ନଗ୍ନ ଶରୀରେ ପ୍ରବେଶି ଧରାରେ ଆବୃତ୍ତ ଛଳନା ଖୋଳ ସର୍ବ ଶକ୍ତିମାନ ବୋଲଇ ସମାଜେ ମଣିଷର ଶୂନ୍ୟ ରୋଳ। ଡିଣ୍ଡିମ ପିଟଇ କରିଛି ଆୟତ୍ତ

 331 total views

Mar
2021
3

ଜୟ ବିଜ୍ଞାନ — ଅରୁଣ କୁମାର ମହାପାତ୍ର

ଜୟ ବିଜ୍ଞାନ ବିଜ୍ଞାନ ଅଟେ ଅତି ମହାନ ସରଳ କରେ ଜୀବନ ଗରବେ ପରା କହନ୍ତି ସର୍ବେ ବିଜ୍ଞାନ ତୁମେ ମହାନ। ଜୟ ବିଜ୍ଞାନ ଦାନ ତୁମରି ଉଦ୍ଦେଶ୍ୟ ଅତି ଉତ୍ତମ ରକେଟ ଚାଲେ ଜାହାଜ ଚାଲେ ବୁଡଇ ଗଭୀରତମ। ତୁମରି ଦାନେ ବଢ଼ିଛି କୃଷି ଛୁଟିଛି ଦୁଗ୍ଧର ଧାର ବିଜ୍ଞାନର କରାମତିରେ ଆଜି ସର୍ବେ ଅଗ୍ରସର। ଚିକିତ୍ସା

 316 total views

Dec
2020
27

ଶୀତ ଲହରୀ– ଅରୁଣ କୁମାର ମହାପାତ୍ର

ଶୀତ ଲହରୀ ଫେରିଗଲା ଧିରେ ପୁଣ୍ୟ କାର୍ତ୍ତିକ ଛାଡ଼ିଦେଇ ମଗୁଶିର ଧିମା ଧିମା ଶୀତ ବଢ଼ିଯାଇ ଆଜି ଆସେ ଲହରୀ ଶୀତର।୧। ଶୀତ ଲହରୀର ପ୍ରକୋପ ବଢୁଛି ଥରି ଯାଉଛି ଶରୀର ହରି ସାହୁ କିନ୍ତୁ ସକାଳ ପହରୁ ଚାହା ପାଇଁ ତରତର।୨। ମୁଣ୍ଡରେ ପଗଡ଼ି ଶରୀର ଆବୃତ୍ତ ବସିଛନ୍ତି ସର୍ବେ ଘେରି ଧିକ୍ ଧିକ କରି ଧୁନିଟା

 180 total views

Dec
2020
27

ଦିଅ ହେ ଆଶିଷ–ଅରୁଣ କୁମାର ମହାପାତ୍ର

ଦିଅ ହେ ଆଶିଷ କେବେ ଜ୍ୟେଷ୍ଠ ଅବା କେବେ ଯେ କନିଷ୍ଠ କେବେ ଭ୍ରାତା ଭଗ୍ନୀ ସଙ୍ଗେ ରଚିଅଛ ଲୀଳା ଏ ମହୀ ମଣ୍ଡଳେ କି ବର୍ଣ୍ଣିବି ସେ ପ୍ରସଙ୍ଗେ। ସୁଦାମା ଯାହାର ଅଟେ ସହଚର ବନ୍ଧୁ ମହାନ୍ତି ଯା ବନ୍ଧୁ ଦାସିଆ ହାତରୁ ନେଇଛ ନଡ଼ିଆ ବହି ନାମ କୃପା ସିନ୍ଧୁ। ଲକ୍ଷ୍ମୀ ସାଆନ୍ତାଣୀ ପ୍ରସ୍ତୁତ ଭୋଗରେ

 145 total views,  2 views today

Dec
2020
26

ଜଗତ ଠାକୁର —-ଅରୁଣ କୁମାର ମହାପାତ୍ର

ଜଗତ ଠାକୁର ଜଗତ ଠାକୁର ନୀଳାଦ୍ରି ଈଶ୍ୱର ଶୁଣିଲ ଡାକ ଭକ୍ତର କେତେ ଦିନ ଆଉ ରହିବ କନ୍ଦରେ ଫିଟି ଗଲା ତ ଦୁଆର। କେତେ ଦିନୁ ଭକ୍ତ ଦେଖିନି ଶ୍ରୀମୁଖ ଯୋଡ଼ି ଦିଏ ହାତ ଦୁଇ ସଙ୍କଟ ପଡିଛି ଫେରି ଆସେ ସିନା ଦୁଆର ପାଖକୁ ଯାଇ । ଜାଣେ ମୁଁ ନିଶ୍ଚିତ ଖୋଜୁଥିଲ ଭକ୍ତ ଖାଲି

 269 total views

Nov
2020
20

ଅତ୍ୟାଚାରୀ — ଅରୁଣ କୁମାର ମହାପାତ୍ର  

ଅତ୍ୟାଚାରୀ      ଅରୁଣ କୁମାର ମହାପାତ୍ର   ସଜ୍ଞାହୀନ ମଣିଷଟି ଅମର୍ଯ୍ୟାଦା କରିବସେ ପଦ ମର୍ଯ୍ୟାଦାକୁ ଶାଣିତ ଶବ୍ଦର ସମ୍ଭାର ମୁଖୁତା ନିସୃତ । ବୁଝେନା ସେ କର୍ମର ମହତ୍ତ୍ବ ନୀଚ ନୁହେଁ କେଉଁ କାର୍ଯ୍ୟ ଛିଣ୍ଡିଯିବ ତା ପଦର ଶୃଙ୍ଖଳା ପରିପୂର୍ଣ୍ଣ କାର୍ଯ୍ୟ ସବୁ ମିଳିତ ପ୍ରୟାସେ । ଯୋଗ୍ୟ ନୁହେଁ କହିପାରେ ଯିଏ ଅବା

 132 total views