March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ରାସ୍ତା — ନଳିନୀ କାନ୍ତ ପାଢ଼ୀ

ରାସ୍ତା
******
ଏବେ ଆଉ ରାସ୍ତା ବଦଳେଇବା
ଦରକାର ନାହିଁ
ଯିଏ ଯେଉଁ ରାସ୍ତାରେ ଯାଉ
ସେ ତ ଫେରିବ ନିଜ ଘରକୁ ll

ରାସ୍ତା ଆଉ ଅଜଣା ହେଇ ନାହିଁ
ସମୟ, ବଦଳିବା ସହ
ଆମ ଚାଲି ଚଳଣି,
ଜୀବନର ରାସ୍ତା ବଦଳିଯାଇଛି
ଯଦିଓ, ଏବେ
ରାସ୍ତା ବଦଳିବା ଦରକାର ନାହିଁ ll

ଏବେତ ସବୁ ରାସ୍ତାକୁ
ସବୁ ରାସ୍ତା ଯୋଡ଼ିଛି
ବ୍ୟସ୍ତ ହେବାର ବେଶି କିଛି
ଆବଶ୍ୟକତା ନାହିଁ
ପୁଣି ଆଜିକାଲିତ
ନେଟ ରେ ବି ଜାଣି ହେଉଛି
ରାସ୍ତାର ଦିଗ, ଗତି ଓ ଅବସ୍ଥା ll

ରାସ୍ତା ବଦଳେଇବାର
ଆବଶ୍ୟକତା ନାହିଁ l l
ସବୁ ରାସ୍ତା ଛୁଇଁଛି ସବୁରାସ୍ତାକୁ
ଆଉ ସବୁରାସ୍ତା ଛୁଇଁଛି
ଗୋଟିଏ ବଡ ରାସ୍ତାକୁ ——

ସେ ରାସ୍ତାକୁ
କେବଳ ପାଇହେବ
ନିଜ ଭିତରେ
ଆଉ ଖୋଜିବା
କଣ ଦର୍କାର ଯେ —??

ନଳିନୀ କାନ୍ତ ପାଢ଼ୀ
9777514576

 854 total views,  2 views today

One thought on “ରାସ୍ତା — ନଳିନୀ କାନ୍ତ ପାଢ଼ୀ

  1. I do not even know how I ended up here, butt I thought this post was great.
    I don’t know who you aree but certainly you are going tto a famous blogger if you are not already
    🙂 Cheers!

Leave a Reply

Your email address will not be published. Required fields are marked *