January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ଫୋନ୍
************

ସେ ମୋର ସବୁ ସମ୍ପର୍କର ସେତୁବନ୍ଧ
ସ୍ମୃତିର ସମ୍ଭାର…….
ପୁଣି ଅନୁଭୂତିର ଗନ୍ତାଘର,
ମୋର ବର୍ଷ ବର୍ଷର ଅଭିଜ୍ଞତା ତା ମଧ୍ୟେ ସାଇତା ।

ମୁଁ ବାଟବଣା ହେଲେ ସେ ରାସ୍ତା ଦେଖାଏ
ଅଜ୍ଞାତ ତଥ୍ୟ ବି ଯୋଗାଏ,
ସୁମେରୁରୁ କୁମେରୁକୁ ସଂଯୋଗ କରେ ସେ
ପୃଥିବୀକୁ ‘ବିଶ୍ଵଗ୍ରାମ’ ରେ ପରିଣତ କରେ ସେ ।

ସେ କଏଦ୍ କରିପାରେ ଆନନ୍ଦର ପ୍ରତିଟି ମୁହୂର୍ତ୍ତ,
ଖୋଜିପାରେ ପ୍ରତିଟି ପ୍ରଶ୍ନର ଉତ୍ତର,
ସବୁ ପାଠ ବି ପଢେଇ ଦେଇପାରେ ମୋତେ
ହେଉ ସେ ଗଣିତ, ବିଜ୍ଞାନ,
ଇତିହାସ ଅବା ଭୂଗୋଳ ।

ମୋର ସ୍ମୃତିକୁ ତା କୁନି ଦେହରେ ସାଇତି ରଖେ ସେ,
ଭୁଲ୍ ରେ ହଜି ଗଲେ ବି ଖୋଜି ଆଣିପାରେ ସବୁ ତଥ୍ୟ ସେ ମୋର ଏତେ ନିବିଡ଼ ଯେ,
ତାକୁ ନ ଦେଖି ମୁଁ ଯାଇ ପାରେନି ବିଛଣାକୁ
ପୁଣି ନିଦ ଭାଙ୍ଗୁ ଭାଙ୍ଗୁ ପ୍ରଥମେ ତାକୁ ହିଁ ଖୋଜେ ।

ମୁଁ ଚାହେଁ……
ସବୁବେଳେ ତାକୁ ପାଖରେ ରଖିବାକୁ
ଭାରି ଆପଣାର ଲାଗେ ସେ,
ଅଭିମାନ ଅଭିଯୋଗ ନ କରି
ସବୁ କାମ କରିଚାଲେ ସେ ।
ସେଥିପାଇଁ ତ….
ଦିନରୁ ରାତି, ରାତିରୁ ଦିନ
ମୋ ସାଥେ ସାଥେ ଥାଏ ସେ,
ହଁ ସାଥେ ସାଥେ ଥାଏ ସେ ।

ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra

 525 total views,  1 views today

2 thoughts on “*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

Leave a Reply

Your email address will not be published. Required fields are marked *