October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

ମୋ ଫୋନ୍
************

ସେ ମୋର ସବୁ ସମ୍ପର୍କର ସେତୁବନ୍ଧ
ସ୍ମୃତିର ସମ୍ଭାର…….
ପୁଣି ଅନୁଭୂତିର ଗନ୍ତାଘର,
ମୋର ବର୍ଷ ବର୍ଷର ଅଭିଜ୍ଞତା ତା ମଧ୍ୟେ ସାଇତା ।

ମୁଁ ବାଟବଣା ହେଲେ ସେ ରାସ୍ତା ଦେଖାଏ
ଅଜ୍ଞାତ ତଥ୍ୟ ବି ଯୋଗାଏ,
ସୁମେରୁରୁ କୁମେରୁକୁ ସଂଯୋଗ କରେ ସେ
ପୃଥିବୀକୁ ‘ବିଶ୍ଵଗ୍ରାମ’ ରେ ପରିଣତ କରେ ସେ ।

ସେ କଏଦ୍ କରିପାରେ ଆନନ୍ଦର ପ୍ରତିଟି ମୁହୂର୍ତ୍ତ,
ଖୋଜିପାରେ ପ୍ରତିଟି ପ୍ରଶ୍ନର ଉତ୍ତର,
ସବୁ ପାଠ ବି ପଢେଇ ଦେଇପାରେ ମୋତେ
ହେଉ ସେ ଗଣିତ, ବିଜ୍ଞାନ,
ଇତିହାସ ଅବା ଭୂଗୋଳ ।

ମୋର ସ୍ମୃତିକୁ ତା କୁନି ଦେହରେ ସାଇତି ରଖେ ସେ,
ଭୁଲ୍ ରେ ହଜି ଗଲେ ବି ଖୋଜି ଆଣିପାରେ ସବୁ ତଥ୍ୟ ସେ ମୋର ଏତେ ନିବିଡ଼ ଯେ,
ତାକୁ ନ ଦେଖି ମୁଁ ଯାଇ ପାରେନି ବିଛଣାକୁ
ପୁଣି ନିଦ ଭାଙ୍ଗୁ ଭାଙ୍ଗୁ ପ୍ରଥମେ ତାକୁ ହିଁ ଖୋଜେ ।

ମୁଁ ଚାହେଁ……
ସବୁବେଳେ ତାକୁ ପାଖରେ ରଖିବାକୁ
ଭାରି ଆପଣାର ଲାଗେ ସେ,
ଅଭିମାନ ଅଭିଯୋଗ ନ କରି
ସବୁ କାମ କରିଚାଲେ ସେ ।
ସେଥିପାଇଁ ତ….
ଦିନରୁ ରାତି, ରାତିରୁ ଦିନ
ମୋ ସାଥେ ସାଥେ ଥାଏ ସେ,
ହଁ ସାଥେ ସାଥେ ଥାଏ ସେ ।

ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra

Loading

2 thoughts on “*ମୋ ଫୋନ୍–ପ୍ରିୟଦର୍ଶିନୀ ମହାପାତ୍ର*

Leave a Reply

Your email address will not be published. Required fields are marked *