October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*

*ଉତ୍କଳ ଗୌରବ ମଧୁସୂଦନ ଦାସ – ବସନ୍ତ କୁମାର ସାହୁ*

🌹ଉତ୍କଳ ଗୌରବ ମଧୁସୂଦନ ଦାସ🌹

🌷ବସନ୍ତ କୁମାର ସାହୁ🌷
—————————————-
ଏ ଜାତି ପତାକା ଜାତୀୟ ଏକତା
ଉତ୍କଳ ଜନନୀ ପ୍ରାଣ ପ୍ରତିଷ୍ଠାତା
ବ୍ରାହ୍ମଣ ତମେ ତ ଜାତିର ଉର୍ଦ୍ଧ୍ଵ ରେ
ଜାତକେ ତୁମର ନାହିଁ ତ ଭିରୁତା।।

ସତ୍ୟଭାମାପୁର ହୋଇ ଅଛି ଧନ୍ୟ
ଏମେ ବିଏ ପଢା ଯାତରା ଵିଲାତ
ପ୍ରଥମ ଓକିଲ ମଧୁଵାରିଷ୍ଟର
ଚାଟଶାଳୀ ପାଠ ହୋଇଲା ସମାପ୍ତ।।

ସଞ୍ଚୟ ଧନରେ ପାଠ ମହନତା
ଚାନ୍ଦବାଲିରୁ ତ ଚଢି କଲିକତା
ଧୁଆଁ କଳ ନାଆ ଗଲା ପ୍ରବାହିତ
ଓକିଲାତି ପାଠ ଆଇନି ସଂହିତା।।

ଓଡ଼ିଶା ବିହାର ବିଧାନ ସଭାର
ହୋଇଥିଲ ସଭ୍ୟ ଆଦର୍ଶ ବିଧାନ
ଜାତି ନନ୍ଦିଘୋଷ ଜାତୀୟ ଆଦର୍ଶ
ଗଢିତୋଳିବା କୁ ଦେଲ ମନ କର୍ଣ୍ଣ।।

ଏ ଜାତିର ତୁମେ ପ୍ରାଣର ସ୍ପନ୍ଦନ
ଉତ୍କଳ ଟ୍ୟାନେରୀ ଗଠନ କରିଲ
ତାରକସି କାମ କଟକେ ଗଢିଲ
ମୋଚି ମାନଙ୍କୁ କର୍ମେ ଲଗାଇଲ।।

ଜ୍ଞାନ ର ଭଣ୍ଡାର ଭାରି ସ୍ଵାଭିମାନ
ଏ ଜାତି ମୁକୁଟ ଟେକ ରଖିଥିଲ
ଭାଷା ଆଧାରରେ ସ୍ଵତନ୍ତ୍ର ଉତ୍କଳ
ଏପ୍ରିଲ ପହିଲା ପାଳନ କରିଲ।।

🌷🌷ବସନ୍ତ କୁମାର ସାହୁ 🌷🌷
🌋🌋ଦେଉଳି🌋🌋
🎄🎄 ଖୋର୍ଦ୍ଧା 🎄🎄

 178 total views,  2 views today

Leave a Reply

Your email address will not be published. Required fields are marked *