March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସ୍ୱାଧୀନତା ଆମ ସ୍ୱପ୍ନ— ଶ୍ରୀମତୀ ବନଲତା ଜାଲି

ସ୍ୱାଧୀନତା ଆମ ସ୍ୱପ୍ନ

ସ୍ୱାଧୀନତା ଏକ ଦୁର୍ଲଭ ଏବଂ ବ୍ୟାପକ ଶବ୍ଦ, ଯାହାର ବ୍ୟାଖ୍ୟା ସୀମିତ ପରିସର ମଧ୍ୟରେ କରାଯାଇ ନ ପାରେ|ସ୍ଵ +ଅଧୀନତା =ସ୍ୱାଧୀନତା ହେଉଛି, ନିଜର ଆୟତାଧିନ ଅବସ୍ଥା |ସ୍ୱାଧୀନତା ଶବ୍ଦଟି ପ୍ରତ୍ୟେକ ନାଗରିକ ଓ ଦେଶର ସ୍ୱାଭିମାନଭରା ଦମ୍ଭ ଓ ଅହଂକାର |ଆଜକୁ 73ଵର୍ଷ ପାଳନ କରି ଆସୁଥିବା ସ୍ୱାଧୀନତା ଦିବସ ଆମକୁ ପକାଇଦିଏ, ଭାରତରର ରାଜ୍ୟମାନଙ୍କମଧ୍ୟରେ ଏକତାର ଅଭାବରୁ ପରାଧୀନ ଭାରତୀୟମାନଙ୍କ କ୍ଳେଶ, ଦୁଃଖ, ଅସହାୟତା, ନଗଣ୍ୟତା,ନିର୍ଯାତନା, ନିସ୍ବତାର କରାଳ ରୂପକୁ ଓ ତାହାର ପୁର୍ନର|ବୃତ୍ତି ନ ହେବାକୁ ଏକ ଚେତାବନୀ |ସ୍ୱାଧୀନତାଦିବସ ପାଳନ ଅବସରରେ ଭାରତୀମାନେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ନିର୍ବିଶେଷରେ ସ୍ତ୍ରୀ ଓ ପୁରୁଷ, ତ୍ରିରଙ୍ଗା ଜାତୀୟ ପତାକା ତଳେ ଏକତ୍ରିତ ସମସ୍ତ ଜନତା ସତ୍ୟ, ଶାନ୍ତି,ମୈତ୍ରୀ, ଏକତା, ଅହିଂସା, ଶ୍ରମ, ସମୃଦ୍ଧି, ବୀରତ୍ୱ, ତ୍ୟାଗ, ଓ ଜାତି ପ୍ରେମରେ ଅନୁପ୍ରାଣିତ ହୋଇ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାଇ ରଖିବା ପାଇଁ ଆତ୍ମବଳିଦାନ ଦେବାକୁ ସଂକଳ୍ପ ନେଇଥାନ୍ତି |ଜାତୀୟ ପ୍ରେମର ତ୍ରିବେଣୀ ସଙ୍ଗମରେ ପ୍ଲାବିତ ହୋଇ ଦେଶ ମାତୃକାର ସେବାରେ ନିୟୋଜିତ ହେବା ପାଇଁ ଦୃଢ ପରିକର ହୋଇ ଉଠନ୍ତି |ମହାନ ସଂସ୍କୃତି, ପ୍ରଥା, ପରମ୍ପରାଓ ଆଧ୍ୟାତ୍ମିକ ନୈପୁଣ୍ୟ ଭାରତର ଅତୀତଗୌରବକୁ ବଜାଇ ରଖି ଏହାକୁ ଏକ ଜ୍ଞାନ, ବିଜ୍ଞାନରେ ସମୃଦ୍ଧଶାଳୀ ଓ ବିକାଶଶୀଳ ରାଷ୍ଟ୍ର ରୂପରେ ଗଢିତୋଳିବା ପାଇଁଲକ୍ଷ୍ୟ ପଥରେ ଅଗ୍ରସର ହୁଅନ୍ତି |ସ୍ୱାଧୀନତାର ଅର୍ଥ ହେଉଛି, ନିଜ ଇଛାନୁସାରେ ଶିକ୍ଷା, ଧର୍ମ, ବୃତ୍ତି ଗ୍ରହଣ କରିବା ଓ ସ୍ୱାଧୀନ ମତ ପୋଷଣ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତୋଳନ କରିବା |ଉଚ୍ଚନୀଚ୍ଚ, ଧନୀଦରିଦ୍ର, ଛୁଆଁଅଛୁଆଁ ଭେଦଭାବ ଦୁରକରି ସମସ୍ତଙ୍କୁ ସମାନ ଅଧିକାର ଦେବା |ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବଳିଦେଇ ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସଙ୍ଗେସଙ୍ଗେ ଏକ ଶ୍ରେଣୀହୀନ ସମାଜ ଗଠନ କରିବା |ଯାହା ଫଳରେ ସମସ୍ତେ ସମାନ ସୁବିଧା ପାଇ ପାରିବେ |ସମାଜରେ ପ୍ରତିଷ୍ଠିତ ବ୍ୟକ୍ତମାନେ ଧର୍ମ ନାମରେ ଧର୍ମାନ୍ଧତା, ଜାତି ନାମରେ ଜାତିଆଣଭାବ, ନେତୃତ୍ୱ ନାମରେ ଦଙ୍ଗା, ସମାଜ ନାମରେ ସାମ୍ପ୍ରଦାୟିକତା, ଅଧିକାର ନାମରେ ସନ୍ତ୍ରାସବାଦ, ସଚେତନତା ନାମରେ ଅହଂମିକାକୁ ବଢ଼ାଇ ସମାଜରେ ବିଭେଦତାର ପ୍ରାଚୀର ଛିଡା କରାଇ ଏକତାକୁ ଭଙ୍ଗ କରୁଛନ୍ତି |ପ୍ରଗତିନାମରେ ସମାଜରେ ଅନୈତିକକାର୍ଯ୍ୟ, କଳାବଜାରୀ, ଚୋରାଚାଲାଣ, ନିଶାବେପାର, ଦେଶଦ୍ରୋହ ଓ ସଂସ୍କାର ନାମରେ ପ୍ରଥା, ପରମ୍ପରା ଓସଂସ୍କୃତିକୁ ଜଟିଳତାର ପରିଧି ମଧ୍ୟରେ bandhi ଦେଇଛନ୍ତି |ଏହିସବୁ କାର୍ଯ୍ୟରୁ ନିଜକୁ ସୁରକ୍ଷିତ ଓ ନିରାପଦ ରଖିବା ପାଇଁ ଓ ମୌଳିକ ଅଧିକାରଗୁଡିକ ଉପଭୋଗ କରିବା ପାଇଁ ସମ୍ବିଧାନ ଆମକୁ ଅଧକାର ଦେଇଛି |ମୋଟ ଉପରେ ସ୍ୱାଧୀନତାଦିବସ ପାଳନର ତାତ୍ପର୍ଯ୍ୟ ହେଉଛି, କାୟମନୋବାକ୍ୟରେ ନିସ୍ଵାର୍ଥପର ଭାବରେ ଦେଶ ମାତୃକାର ସେବା, ଉନ୍ନତି ଓ ପ୍ରଗତି ପାଇଁ ଆତ୍ମସମର୍ପଣ |ଦେଶର ଉନ୍ନତି ଓ ପ୍ରଗତି ପଥରେ ଅନ୍ତରାୟ ସୃଷ୍ଟି କରୁଥିବା କାରକ ଯଥା :ନିରକ୍ଷରତା, କୁସଂସ୍କାର, ଅନ୍ଧବିଶ୍ୱାସ, ଧର୍ମାନ୍ଧତା, ସନ୍ତ୍ରାସବାଦ, ସାମ୍ପ୍ରଦାୟିକତା, ପକ୍ଷପାତିତା, କଳାବଜାରୀଆଦିର ଦୂରୀକରଣ ସହିତ ନାଗରିକଭାବନା ଓ ସଚେତନତାର ଉଦ୍ରେକ |ଭାରତୀୟ ପୁଷ୍ପବଟିକାରେ ଶୋଭାବର୍ଦ୍ଧନ ବିଭିନ୍ନ ଭାଷା, ଧର୍ମ, ବର୍ଣ୍ଣ, ପରମ୍ପରା, ଜାତିରୂପକ ବିଭିନ୍ନ ରଙ୍ଗ ଓ ବାସ୍ନାଭରା ପୁଷ୍ପକୁ ତୋଳି ନେଇ ତାହାକୁ ଏକତା ସୂତ୍ରରେ ଗୁନ୍ଥି ଏକ ସଜ୍ଜିତ ମନୋରମ ମାଳାଟିଏ ତିଆରିକରି ଭାରତମାତାର ଗଳାରେ ଝୁଲାଇ ରଖିଲେ, ଦେଶ ଓ ନାଗରିର ପ୍ରଗତି ଓ ଉପରେ ଉନ୍ନତିର ଦ୍ୱାର ଆପେ ଆପେ ଖୋଲିଯିବ |ପ୍ରତ୍ୟେକ ନାଗରିକ ସ୍ୱାଧୀନ ଭାବରେ ତାର ଲକ୍ଷ୍ୟ ହାସଲ କରି ଏକ ସୁସ୍ଥ ଜୀବନ ବିତାଇ ପାରିବ |ମୋ ମତରେ ଏହାହିଁ ହେଉଛି, ସ୍ୱାଧୀନତାପାଳନର ତାତ୍ପର୍ଯ୍ୟ ଜୟହିନ୍ଦି ।

ଶ୍ରୀମତୀ ବନଲତା ଜାଲି , କୃଷ୍ଣପ୍ରସାଦ, ପୁରୀ

Loading

57 thoughts on “ସ୍ୱାଧୀନତା ଆମ ସ୍ୱପ୍ନ— ଶ୍ରୀମତୀ ବନଲତା ଜାଲି

  1. always i used to read smaller articles which as well clear their motive, and that is also happening with this paragraph which I am readingnow.

  2. Exceptional study, Positive website, exactly where did u think of the knowledge on this posting? I have read through some of the content articles on your site now, and I actually like your design. Many thanks a million and please sustain the powerful operate

  3. Greetings! I know this is kinda off topic but I’d figured I’d ask.
    Would you be interested in exchanging links or maybe guest writing a blog post or vice-versa?
    My website covers a lot of the same subjects as yours and
    I believe we could greatly benefit from each other.
    If you are interested feel free to shoot me an e-mail. I look
    forward to hearing from you! Superb blog by the way!

  4. Hey there would you mind stating which blog platform you’re working with?
    I’m going to start my own blog soon but I’m having a tough time choosing between BlogEngine/Wordpress/B2evolution and Drupal.
    The reason I ask is because your design and style seems different then most blogs
    and I’m looking for something unique. P.S Apologies for getting off-topic but
    I had to ask!

  5. I truly love your site.. Excellent colors & theme. Did you build this web
    site yourself? Please reply back as I’m looking to create my very own blog and would love to know
    where you got this from or exactly what the theme is called.
    Thank you!

  6. Thanks for your publication on the vacation industry. I would also like to include that if you’re a senior considering traveling, it really is absolutely important to buy travel cover for senior citizens. When traveling, seniors are at greatest risk being in need of a health emergency. Having the right insurance coverage package for one’s age group can look after your health and provide peace of mind.

  7. I have been browsing online more than 2 hours today, yet I
    never found any interesting article like yours.
    It’s pretty worth enough for me. In my view, if all webmasters and
    bloggers made good content as you did, the internet will be a lot more useful than ever before.

  8. Incredible! This blog looks just like my old one!

    It’s on a completely different subject but it has pretty much the
    same layout and design. Great choice of colors!

  9. I’ll immediately clutch your rss as I can’t to find your email subscription link or newsletter service.
    Do you have any? Please permit me realize so that I may just subscribe.
    Thanks.

  10. I have been surfing online more than 2 hours today,
    yet I never found any interesting article like yours.

    It’s pretty worth enough for me. In my opinion, if all web owners and bloggers
    made good content as you did, the web will be much more useful than ever before.

  11. Ahaa, its nice discussion on the topic of this piece of writing
    at this place at this webpage, I have read all that, so at this time me also
    commenting at this place.

  12. I’ve been browsing on-line greater than three hours nowadays, but I by no means found any interesting article like yours.
    It is beautiful value sufficient for me. Personally, if all web owners and bloggers made
    good content as you probably did, the net can be much more useful than ever before.

  13. It’s perfect time to make some plans for the future and it is time to be happy.
    I’ve read this post and if I could I desire to suggest you few
    interesting things or advice. Maybe you can write next articles
    referring to this article. I desire to read even more things about it!

  14. Hello there! This blog post couldn’t be written much better!

    Reading through this article reminds me of
    my previous roommate! He constantly kept talking about this.
    I most certainly will send this article to him.
    Pretty sure he’s going to have a very good read.
    Thanks for sharing!

  15. Greetings from Ohio! I’m bored to death at work so I decided to
    check out your website on my iphone during lunch break.

    I love the knowledge you present here and can’t wait to
    take a look when I get home. I’m surprised at how fast your blog loaded on my phone ..
    I’m not even using WIFI, just 3G .. Anyhow, wonderful site!

Leave a Reply to William Drake Cancel reply

Your email address will not be published. Required fields are marked *