March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

ନାମ – ମନୀଷା ବିଶ୍ୱାଳ
ମାତା ଙ୍କ ନାମ -: ସୁଜାତା ବିଶ୍ୱାଳ
ପିତା ଙ୍କ ନାମ -: ରମେଶ ଚନ୍ଦ୍ର ବିଶ୍ୱାଳ
ଠିକଣା -: ବରୁଣପଡ଼ା, ଖୋର୍ଦ୍ଧା
ଜନ୍ମ ତାରିଖ -: 26 ସେପ୍ଟେମ୍ବର 2000
ଶିକ୍ଷାଗତ ଯୋଗ୍ୟତା -: Diploma in nursing

ପ୍ରଶ୍ନ 1 – ଆପଣଙ୍କ ମତ ରେ ସାହିତ୍ୟ ର ସଂଜ୍ଞା?

ଉତ୍ତର:-

ମୋ ମତ ରେ ସାହିତ୍ୟ ର ମାନେ ସୃଷ୍ଟି ର ସର୍ଜନା | ଅନେକ ପ୍ରକାର ବିପରୀତ ଶବ୍ଦ ର ସମାହାର | ଜୀବନ ର ଗତିପଥ ବଦଳେଇବା ପାଇଁ ସାହିତ୍ୟ ର ଭୂମିକା ନିହାତି ଆବଶ୍ୟକ | ସାହିତ୍ୟ ମଧ୍ୟ ରେ ହଜିବାକୁ ହୁଏ ପୁଣି ନିଜକୁ ଖୋଜିବାକୁ ପଡେ | ଲୁଚକାଳି ଖେଳେ ସାହିତ୍ୟ ଜୀବନ ର ଗଳି କନ୍ଦି ରାସ୍ତା ରେ | ସମାଜ ର ହିତ ମନୁଷ୍ୟ ର ହିତ ହିଁ ସାହିତ୍ୟ ର ପରମ ଲକ୍ଷ୍ୟ

ପ୍ରଶ୍ନ -2 କେବେଠୁ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ବଢିଲା? କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର :-

ସାହିତ୍ୟ ପ୍ରତି ରୁଚି କେବେ ଠୁ ଥିଲା ତାହା ତ ମନେ ନାହିଁ କିନ୍ତୁ କାହିଁକି କେଜାଣି ଗପ ବହି ଟିଏ ଦେଖିଲେ ଅଜା ଙ୍କ ଠୁ ପଇସା ନେଇ ସାଙ୍ଗେ ସାଙ୍ଗେ ବୁକ ଷ୍ଟଲ ରୁ ବହି ଟି କିଣିଦିଏ | ବହୁତ ଥର ଗାଳି ଶୁଣିଛି ଅଯଥା ରେ କାହିଁ ପଇସା ଖର୍ଚ୍ଚ କରୁଛୁ ବୋଲି | ମନେ ପଡେ ଅନେକ ଥର ରାତି ଅନିଦ୍ରା ହେଇ ଗପ ବହି ଲୁଚେଇକି ପଢ଼ିଛି | ପ୍ରଥମ ଶ୍ରେଣୀ ରୁ ହିଁ ସାହିତ୍ୟ ମୋର ରେ ରୁଚି ରହିଥିଲା

ପ୍ରଶ୍ନ -3 ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ୱତ ସାଧନା ରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା |

ଉତ୍ତର :-

ମୁଁ ମୋ ଅଜା ଙ୍କ ଘରେ ରହୁଥିଲି ଓ ମୋ ମାମା ବାବା ସମ୍ବଲପୁର ରେ ରହୁଥିଲେ | ତେବେ ମାମା ଙ୍କ ପାଇଁ ଚିଠି ଟିଏ ଲେଖୁ ଲେଖୁ ସେଇଟା ଗୋଟେ କବିତା ହେଇଯାଇଥିଲା ଆଉ ମୋ ଖୁସି ବନ୍ଧବାଡ଼ ମାନୁ ନଥିଲା | ତା ପରଠୁ ପେନସିଲ ରେ ଯାହା ପାଏ ଲେଖିଦିଏ ଏବଂ ତାହା ଆଜି ପର୍ଯ୍ୟନ୍ତ ଚାଲୁ ଅଛି

ପ୍ରଶ୍ନ -4 କେଉଁ କ୍ଷେତ୍ର ରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା? ଏବଂ କାହିଁକି?

ଉତ୍ତର :-

ମୁଁ ପ୍ରାୟ କବିତା ହିଁ ଲେଖେ | କବିତା ରେ ଶବ୍ଦ ଗୁଡିକ କେମିତି ଆପେ ଆପେ ଆସି କାଗଜ ଉପରେ ଆଙ୍କି ହେଇଯାନ୍ତି ମୁଁ ଜାଣିପାରେନା | ଆଖ ପାଖ ଜହ୍ନ ଆକାଶ ଫୁଲ ପ୍ରଜାପତି ସମସ୍ତେ ମୋ ପାଇଁ କବିତା ହେଇ ଓଲ୍ହାନ୍ତି କାଗଜ ଉପରେ କଲମ ସିଡ଼ି ଦେଇ | ମୋ ପାଇଁ ସହଜ ହୁଏ କବିତା କୁ ମାଧ୍ୟମ କରି ମୋ ଭାବନା କୁ ପ୍ରକାଶ କରିବା ପାଇଁ,କଳ୍ପନା ରେ ପୂର୍ଣ୍ଣଛେଦ ପକେଇବା ପାଇଁ |

ପ୍ରଶ୍ନ -5 ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର :-

ମୋ ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା | ଖୋର୍ଦ୍ଧା ତ ପାଇକ ମାନଙ୍କ ରାଜ୍ୟ | ଯେତେ କହିଲେ ବି ନିଜ ଜନ୍ମ ମାଟି ବିଷୟରେ ତାହା ଉଣା ତ ଲାଗିବ | ଆଗକୁ କିପରି ତା ମାନ ରଖିହେବ ସେ ଦିଗରେ ମୁଁ ନିହାତି ଧ୍ୟାନ ଦେବି |

ପ୍ରଶ୍ନ 6 -ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା କୁ ନେଇ ଆପଣ କଣ ଭାବନ୍ତି?

ଉତ୍ତର :-

ସୁସ୍ଥ ସମାଜ ପାଇଁ ସୁସ୍ଥ ମାନସିକତା ଆବଶ୍ୟକ ଏବଂ ସୁସ୍ଥ ମାନସିକତା ପାଇଁ ସୁସ୍ଥ ସାହିତ୍ୟ | ସାହିତ୍ୟ ମାଧ୍ୟମ ରେ ସମାଜ ରେ ଘଟୁଥିବା ଅନ୍ୟାୟ ଗୁଡିକୁ ବିନାଶ କରିବା ହାତ ରେ ନ ମାରି ଭାତ ରେ ମାରିବା ସଦୃଶ୍ୟ | ସମାଜ ଓ ସାହିତ୍ୟ ନିହାତି ଅଙ୍ଗାଙ୍ଗି ଭାବେ ଜଡ଼ିତ ଏଥିରେ ସନ୍ଦେହ ନାହିଁ

ପ୍ରଶ୍ନ -7 କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର :-

ଫକୀର ମୋହନ ସେନାପତି ପ୍ରତିଭା ରାୟ, ବିଭୁତି ପଟ୍ଟନାୟକ ଏବଂ ମନୋଜ ଦାସ |

ପ୍ରଶ୍ନ- 8 ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି କିପରି?

ଉତ୍ତର :-

ସାମ୍ପ୍ରତିକ ସ୍ଥିତି ରେ ଓଡ଼ିଆ ସାହିତ୍ୟ ର ଅବସ୍ଥା ନିହାତି ଶୋଚନୀୟ | ପଢିବା ପରିବର୍ତ୍ତେ ସମାଲୋଚନା | ଅନ୍ୟ କାହା ସୃଷ୍ଟି କୁ ନିଜର କରିବାର ଦାବି, ଏ ସବୁ ମଧ୍ୟ ରେ ସାହିତ୍ୟ ର ସତ୍ତା ହଜିବାରେ ଲାଗିଛି

ପ୍ରଶ୍ନ -9 ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କଣ ସ୍ବପ୍ନ ଦେଖନ୍ତି?

ଉତ୍ତର :-

ଆମ ଭାଷା ଆମ ସଂସ୍କୃତି ଆମ ସାହିତ୍ୟ ବିଶ୍ୱବିଦିତ ହେଉ ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ ଏହା ହିଁ ସ୍ବପ୍ନ

ପ୍ରଶ୍ନ -10 ପାଠକ /ପାଠିକା ମାନଙ୍କୁ ନିଜ ବିଷୟରେ କଣ କହିବେ?

ଉତ୍ତର :-

ଅନେକ ଭଲ ପାଇବା, ସ୍ନେହ, ଆଦର ପାଇଛି ଯାହାର ଯୋଗ୍ୟା ମୁଁ ଅଟେ କି ନାହିଁ ଜାଣିନି ତେବେ କେବଳ ପାଠକ ପାଠିକା ହିଁ ତ ମୂଲ୍ୟାୟନ କରି କବିତା ଓ କବି ର ମୂଲ୍ୟ ବଢ଼େଇଥାନ୍ତି |

ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:

ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ | ଅନୁଷ୍ଠାନ ଟି ଏହି ପରି ଭାବେ ଆଗକୁ ବଢୁ ପ୍ରଭୁ ଙ୍କ ନିକଟ ରେ ଏହା ହିଁ ପ୍ରାର୍ଥନା | ନୂତନ ପ୍ରତିଭା ମାନଙ୍କୁ ନିଜ ଅନୁଷ୍ଠାନ ରେ ସ୍ଥାନ ଦେଉଥିବାରୁ ଅନେକ ଅନେକ ଧନ୍ୟବାଦ 🙏

Loading

87 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

  1. I blog frequently and I truly appreciate your content. The article has truly peaked my interest. I’m going to take a note of your website and keep checking for new information about once a week. I opted in for your RSS feed too.

  2. The next time I read a blog, Hopefully it won’t fail me as much as this one. After all, Yes, it was my choice to read through, nonetheless I genuinely thought you would have something helpful to say. All I hear is a bunch of complaining about something that you could fix if you weren’t too busy looking for attention.

  3. After going over a handful of the blog articles on your web page, I really appreciate your technique of writing a blog. I bookmarked it to my bookmark webpage list and will be checking back in the near future. Take a look at my website as well and tell me how you feel.

  4. Having read this I thought it was very informative. I appreciate you taking the time and energy to put this article together. I once again find myself personally spending a lot of time both reading and commenting. But so what, it was still worth it!

  5. Right here is the perfect blog for everyone who hopes to find out about this topic. You understand a whole lot its almost hard to argue with you (not that I really would want to…HaHa). You certainly put a brand new spin on a subject which has been discussed for ages. Great stuff, just excellent!

  6. This is the right web site for everyone who really wants to understand this topic. You know so much its almost hard to argue with you (not that I really would want to…HaHa). You certainly put a fresh spin on a topic that has been discussed for decades. Wonderful stuff, just excellent!

  7. Hi there! This blog post couldn’t be written much better! Reading through this post reminds me of my previous roommate! He constantly kept preaching about this. I am going to forward this information to him. Fairly certain he will have a great read. Many thanks for sharing!

  8. Can I simply just say what a relief to discover somebody who genuinely understands what they are discussing on the net. You certainly know how to bring a problem to light and make it important. A lot more people really need to read this and understand this side of the story. It’s surprising you’re not more popular because you definitely possess the gift.

  9. When I initially commented I appear to have clicked on the -Notify me when new comments are added- checkbox and now each time a comment is added I get 4 emails with the same comment. Perhaps there is an easy method you can remove me from that service? Many thanks!

  10. Hi! I just wish to give you a huge thumbs up for your great information you’ve got right here on this post. I’ll be returning to your site for more soon.

  11. Everything is very open with a really clear description of the issues. It was definitely informative. Your website is extremely helpful. Thanks for sharing!

  12. Hi there! This blog post couldn’t be written much better! Reading through this post reminds me of my previous roommate! He continually kept talking about this. I will forward this article to him. Pretty sure he’ll have a great read. Thanks for sharing!

  13. After looking into a handful of the blog posts on your web page, I really like your way of writing a blog. I saved it to my bookmark website list and will be checking back soon. Please visit my website as well and tell me your opinion.

  14. Nice post. I learn something totally new and challenging on sites I stumbleupon on a daily basis. It will always be interesting to read articles from other writers and practice a little something from other websites.

  15. Good day! I could have sworn I’ve been to your blog before but after looking at some of the posts I realized it’s new to me. Anyhow, I’m definitely delighted I stumbled upon it and I’ll be book-marking it and checking back frequently!

  16. Having read this I believed it was extremely enlightening. I appreciate you finding the time and effort to put this content together. I once again find myself spending a significant amount of time both reading and commenting. But so what, it was still worth it!

  17. An impressive share! I have just forwarded this onto a coworker who has been doing a little research on this. And he in fact bought me dinner because I stumbled upon it for him… lol. So let me reword this…. Thank YOU for the meal!! But yeah, thanx for spending some time to talk about this matter here on your blog.

  18. Howdy! I could have sworn I’ve been to this website before but after going through many of the articles I realized it’s new to me. Anyhow, I’m certainly delighted I found it and I’ll be book-marking it and checking back regularly!

  19. An impressive share! I have just forwarded this onto a co-worker who had been conducting a little research on this. And he actually ordered me dinner because I found it for him… lol. So let me reword this…. Thank YOU for the meal!! But yeah, thanks for spending time to talk about this matter here on your web site.

  20. I would like to thank you for the efforts you’ve put in penning this website. I am hoping to check out the same high-grade blog posts from you in the future as well. In fact, your creative writing abilities has inspired me to get my very own blog now 😉

  21. An impressive share! I’ve just forwarded this onto a coworker who was doing a little homework on this. And he actually ordered me lunch because I found it for him… lol. So allow me to reword this…. Thanks for the meal!! But yeah, thanx for spending the time to discuss this matter here on your website.

  22. When I originally left a comment I appear to have clicked the -Notify me when new comments are added- checkbox and now each time a comment is added I get four emails with the exact same comment. Is there an easy method you can remove me from that service? Many thanks!

  23. I will right away grab your rss feed as I can not in findingyour e-mail subscription link or newsletter service.Do you’ve any? Please let me know in order thatI could subscribe. Thanks.

  24. ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

  25. Hey There. I discovered your blog the use of msn. This is a really smartly written article.
    I will make sure to bookmark it and return to read more
    of your useful info. Thanks for the post. I will definitely comeback.

  26. I seriously love your blog.. Great colors & theme. Did you develop this site yourself?
    Please reply back as I’m wanting to create my own personal
    blog and would like to know where you got this from or
    just what the theme is called. Thanks!

Leave a Reply to Labkesehatan.blogspot.com Cancel reply

Your email address will not be published. Required fields are marked *