April 18, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଭେଟନ୍ତୁ ଗଞ୍ଜାମ ଜିଲ୍ଲାର ଯୁବ କବି ପବିତ୍ର ବେହେରା ଙ୍କୁ

ନାମ- ପବିତ୍ର ବେହେରା
ମାତା-ଯମୁନା ବେହେରା
ପିତା-ମାଗତା ବେହେରା

ଠିକଣା- ଗ୍ରାମ-ବାହାଲପୁର, ପୋଷ୍ଟ-ମଲାଡ,ଭାୟା-ହୁମ୍ମା,
ଥାନା-ଗଞ୍ଜାମ, ଜିଲ୍ଲା-ଗଞ୍ଜାମ
ରାଜ୍ୟ-ଓଡିଶା, ପିନ୍-୭୬୧୦୨୭

ଜନ୍ମ ତାରିଖ-୩୦.୫.୧୯୯୭
ଶିକ୍ଷାଗତ ଯୋଗ୍ୟତା-ସ୍ନାତକ

୦୧- ସାହିତ୍ୟ ହେଉଛି ଏକ ପ୍ରେମମୟ ଗଭୀର ସମୁଦ୍ର ଯେଉଁ ସମୁଦ୍ର ଗର୍ଭର ଗଭୀର ଆକଲନ କରିବା ଅସମ୍ଭବ ଅଟେ ।

୦୨- ଦଶମ ଶ୍ରେଣୀ ପାଠ ପଢ଼ିବା ସମୟ ରୁ ହିଁ ମୋର ସାହିତ୍ୟ ପ୍ରତି ରୁଚି ବଢିଲା । ମୋର ଜଣେ ସହପାଠୀ ସୁପ୍ରିୟା ଠାରୁ ମୁଁ ପ୍ରେରଣା ଲାଭ କରିଛି।

୦୩- ପ୍ରଥମ ଥର ପାଇଁ କବିତା ମୁଁ “”ନାରୀ ର ସୁରକ୍ଷା”” ପାଇଁ ଲେଖିଥିଲି ଯାହା ସୋସିଆଲ ମିଡ଼ିଆରେ ବହୁତ ଆଦୃତ ଗ୍ରହଣୀୟ ହୋଇଥିଲା ଯାହା ଫଳରେ ଅଧିକ ପ୍ରସଂଶା ମିଳିଥିଲା। ସେହିଦିନ ଠାରୁ ଲେଖା ଲେଖି ମୋର ଆଗ୍ରହ ବଢ଼ିଲା।

୪- ମୋର ଚତୁଃପାର୍ଶ୍ଵରେ ଘଟୁଥିବା ଘଟଣା ଯାହା ମୋ ମନରେ ଆଘାତ ସୃଷ୍ଟି କରେ ତାହାକୁ ନେଇ ମୁଁ କବିତା ଏବଂ ଗଳ୍ପ ଲେଖେ ।

୫- ଯେଉଁ ଜନ୍ମମାଟିକୁ
କଳା,ସଂସ୍କୃତିର ମାଟି କୁହାଯାଏ ।
ସେ ହେଉଛି ଗଞ୍ଜାମ ସହର ଏହି ମାଟିରେ କେତେ ମହାନ କବିମାନେ ଜନ୍ମ ଗ୍ରହଣ କରିଛନ୍ତି ତାହା କାହାକୁ ବା ଅଜ୍ଞ୍ୟ ଅଛି। ଏହି ସହରରେ ନିକଟବର୍ତ୍ତୀ ବାହାଲପୁର ଗ୍ରାମ ମୋର ଜନ୍ମ ମାଟି ଅଟେ। ଏହି ଜନ୍ମ ମାଟିରେ ଗୋଟିଏ ପଟେ ଋଷିକୂଲ୍ୟା ନଦୀ ତାହାର ପ୍ରକୃତି ଶାଢ଼ୀ ପିନ୍ଧି ଝରି ଝରି ଯାଉଥିବା ବେଳେ ଅନ୍ୟ ପଟେ ତାମ୍ପରା ହ୍ରଦ ତାହାର ଚତୁଃପାର୍ଶ୍ଵର ସବୁଜିମା ଅତି ରମଣୀୟ ପ୍ରଦର୍ଶନ କରୁଅଛି।

୬- ସାହିତ୍ୟ ଅଛି ବୋଲି ଆମ କଳା, ଆମ ସଂସ୍କୃତି,ଆମ ସ୍ବାଭିମାନ ବଞ୍ଚି ଅଛି, ସାହିତ୍ୟ ଅଛି ବୋଲି ଆମେ ଆଜି ଆମେ ସାରା ଦୁନିଆରେ ପରିଚିତ ହୋଇ ପାରିଛୁ।

୭- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ

୮- ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଭାଷାରେ କଥୋପକଥନ କରିବାକୁ ଆଜି ଲୋକ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ଏବଂ ବିଦେଶୀ ଭାଷାରେ କଥୋପକଥନ କରିବାକୁ ଭଲ ପାଉଛନ୍ତି ଏହି ପରି କିଛି ବ୍ୟକ୍ତିଙ୍କ ପାଇଁ ଓଡ଼ିଆ ଭାଷା ଆଜି ପଛରେ ପଡ଼ିଛି।

୯-ଏକ ନବଜାଗରଣ ସୃଷ୍ଟି ହେଉ ଯେଉଁ ଜାଗରଣରେ ଆମର ଆଗାମୀ ପିଢ଼ି ଓଡ଼ିଆ ସାହିତ୍ୟ କୁ ଏକ ଶ୍ରେଷ୍ଠ ଭାଷାରେ ପରିଣତ କରନ୍ତୁ।

୧୦- ପାଠକ ଏବଂ ପାଠିକା ମାନଂକୁ ଏହା ମୋର ସଂଦେଶ ରହିବ ଯେ ଓଡ଼ିଆ ଭାଷାର ପ୍ରଚାର ଏବଂ ପ୍ରସାର ଏହା ହେଉଛି ଆମର କର୍ତ୍ତବ୍ୟ ଜୀବନ ଥିଲା ପର୍ଯ୍ୟନ୍ତ ପ୍ରଚାର ଓ ପ୍ରସାର କରି ଚାଳନ୍ତୁ ।
ଦିନେ ନା ଦିନେ ଏହା ଏକ ନୂତନ ସକାଳ ରେ ପରିଣତ ହେବ ଯେଉଁ ସକାଳରେ ଓଡ଼ିଆ ଭାଷା ପ୍ରମୁଖ ସ୍ଥାନ ଅଧିକାର କରିବା।

 

ସୂର୍ଯ୍ୟ ଉଦୟ ଭାଷା ପ୍ରତିଷ୍ଠାନ କୁ ପ୍ରଥମତଃ ମୋର ପ୍ରଣାମ ଏହିପରି ଅନୁଷ୍ଠାନ ଖୋଜି ପାଇବା ହୁଏତ ମୋ ପାଇଁ ବହୁତ କଷ୍ଟ ଦାୟକ ଅଟେ।
ଓଡ଼ିଶାରେ ପ୍ରଥମ କରି ଏମିତି ଏକ ଅନୁଷ୍ଠାନ ଅଟେ ଯାହା ପାଇଁ ସାରା ବିଶ୍ବରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ହୋଇପାରିଛି।

Loading

2 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଭେଟନ୍ତୁ ଗଞ୍ଜାମ ଜିଲ୍ଲାର ଯୁବ କବି ପବିତ୍ର ବେହେରା ଙ୍କୁ

Leave a Reply to Hitesh mahankuda Cancel reply

Your email address will not be published. Required fields are marked *