March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଜି. ନନ୍ଦିନୀ ରାଓ, ସୁନ୍ଦରଗଡ

 

ନାମ- ଜି. ନନ୍ଦିନୀ ରାଓ
ମାତାଙ୍କ ନାମ-:ଜି. ପୁଷ୍ପାଞ୍ଜଳି ରାଓ
ପିତାଙ୍କ ନାମ-: ଜି. ନାଗେଶ୍ଵର ରାଓ
ଜନ୍ମମାଟି/ଠିକଣା-: ସେକ୍ଟର ଦୁଇ ଲେବର କୋଲନୀ ରାଉରକେଲା
ଜନ୍ମ ତାରିଖ- ୦୪/୦୫/୧୯୯୯
ଶିକ୍ଷା ଗତ ଯୋଗ୍ୟତା- ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ଦୂତୀୟ ବର୍ଷ ଛାତ୍ରୀ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସାହିତ୍ୟ ହେଉଛି ସମାଜର ଦର୍ପଣ ଏବଂ ବିଶୂସ୍ରଷ୍ଠା ବିଷ୍ଣୁ ଙ୍କୁ ଯେପରି କଳନା କରାଯାଇପାରିନାହିଁ। ଠିକ ସାହିତ୍ୟ ସେହିପରି ସଂଜ୍ଞାହୀନ କରିବା ସମ୍ଭବ ନୁହେଁ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ବେଳଠାରୁ ସାହିତ୍ୟ ପ୍ରତି ରୁଚି ବଢିଲା। ମୋର ଜଣେ ପ୍ରିୟ ଶିକ୍ଷୟିତ୍ରୀ ଙ୍କ ଠାରୁ ପ୍ରେରଣା ଲାଭ କରିଛି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ପ୍ରଥମ ଥର ପାଇଁ କବିତା ଲିଖନ ରେ ଭାଗ ନେଇଥିଲି ଏବଂ ମୁଁ କେବେ ‌ଆଶା କରିନଥିଲି ଯେ ପ୍ରଥମ ଥର ରେ ମୋ କବିତା ଟିକୁ ତୃତୀୟ ସ୍ଥାନ ମିଳିବ। ଏବଂ ସେହିଦିନଠାରୁ ଲେଖା ଲେଖି ପାଇଁ ଆଗ୍ରହ ବଢିଥିଲା।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ସମାଜ,ସତ୍ୟ ଘଟଣା, ପ୍ରେରଣା, / ଗଳ୍ପ ଓ କବିତା ଦୁଇ ଟି ଯାକ। କାରଣ ନିଜେ ଯାହା ଅନୁଭବ କରେ ତାହା ଲେଖା ମାଧ୍ୟମରେ ପ୍ରକାଶ କରେ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ଇସ୍ପାତ ସହର‌ ଯାହା ରାଉରକେଲା ନାମରେ ପରିଚିତ।ଏହା ହେଉଛି ମୋ ଜନ୍ମ ମାଟି ଯାହା ବିନା ମୁଁ ଅଧା ଏବଂ ଏହି ସହର ସହ ବହୁତ କିଛି ସ୍ମୃତି ବାନ୍ଧି ରଖିଛି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାହିତ୍ୟ ଅଛି ବୋଲି ସମାଜରେ ବ୍ୟବହାର , ସଂସ୍କୃତି, ପରମ୍ପରା ଇତ୍ୟାଦି ବଞ୍ଚି ରହିଛି।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- କବିବର ରାଧାନାଥ ରାୟ

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଓଡିଆ ହୋଇ ମଧ୍ୟ ଓଡ଼ିଆ ଭାଷାରେ କଥୋପକଥନ କରିବାକୁ ଲଜ୍ଜ୍ୟା ମନେ କରୁଥିବା । ଲୋକଙ୍କ ପାଇଁ ସାହିତ୍ୟ ର ସ୍ଥିତି ଆଜି ଅତି ପଛରେ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-‌ ଓଡ଼ିଆ ଭାଷା ର ଉନ୍ନତି ହେଉ ଏବଂ ପ୍ରତ୍ୟେକ ଓଡ଼ିଶାବାସୀ ପ୍ରଥମେ ନିଜ ମାତୃଭାଷା କୁ ଗୁରୂତ୍ଵପୂର୍ଣ୍ଣ ଦିଅନ୍ତୁ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ? ସଂଘର୍ଷ କରିଚାଲ ସଫଳତା ନିଶ୍ଚୟ ମିଳିବ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ମୋର ଆନ୍ତରିକ ଧନ୍ୟବାଦ ମତେ ଏହି ପରିବାର ର ସଦସ୍ୟ କରିଥିବାରୁ।

Loading

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଜି. ନନ୍ଦିନୀ ରାଓ, ସୁନ୍ଦରଗଡ

  1. Hi! Someone in my Facebook group shared this website with us so I
    came to look it over. I’m definitely enjoying the information. I’m bookmarking
    and will be tweeting this to my followers! Great blog
    and wonderful design.

Leave a Reply

Your email address will not be published. Required fields are marked *