February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଜି. ନନ୍ଦିନୀ ରାଓ, ସୁନ୍ଦରଗଡ

 

ନାମ- ଜି. ନନ୍ଦିନୀ ରାଓ
ମାତାଙ୍କ ନାମ-:ଜି. ପୁଷ୍ପାଞ୍ଜଳି ରାଓ
ପିତାଙ୍କ ନାମ-: ଜି. ନାଗେଶ୍ଵର ରାଓ
ଜନ୍ମମାଟି/ଠିକଣା-: ସେକ୍ଟର ଦୁଇ ଲେବର କୋଲନୀ ରାଉରକେଲା
ଜନ୍ମ ତାରିଖ- ୦୪/୦୫/୧୯୯୯
ଶିକ୍ଷା ଗତ ଯୋଗ୍ୟତା- ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ଦୂତୀୟ ବର୍ଷ ଛାତ୍ରୀ

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସାହିତ୍ୟ ହେଉଛି ସମାଜର ଦର୍ପଣ ଏବଂ ବିଶୂସ୍ରଷ୍ଠା ବିଷ୍ଣୁ ଙ୍କୁ ଯେପରି କଳନା କରାଯାଇପାରିନାହିଁ। ଠିକ ସାହିତ୍ୟ ସେହିପରି ସଂଜ୍ଞାହୀନ କରିବା ସମ୍ଭବ ନୁହେଁ।

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ବେଳଠାରୁ ସାହିତ୍ୟ ପ୍ରତି ରୁଚି ବଢିଲା। ମୋର ଜଣେ ପ୍ରିୟ ଶିକ୍ଷୟିତ୍ରୀ ଙ୍କ ଠାରୁ ପ୍ରେରଣା ଲାଭ କରିଛି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ପ୍ରଥମ ଥର ପାଇଁ କବିତା ଲିଖନ ରେ ଭାଗ ନେଇଥିଲି ଏବଂ ମୁଁ କେବେ ‌ଆଶା କରିନଥିଲି ଯେ ପ୍ରଥମ ଥର ରେ ମୋ କବିତା ଟିକୁ ତୃତୀୟ ସ୍ଥାନ ମିଳିବ। ଏବଂ ସେହିଦିନଠାରୁ ଲେଖା ଲେଖି ପାଇଁ ଆଗ୍ରହ ବଢିଥିଲା।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ସମାଜ,ସତ୍ୟ ଘଟଣା, ପ୍ରେରଣା, / ଗଳ୍ପ ଓ କବିତା ଦୁଇ ଟି ଯାକ। କାରଣ ନିଜେ ଯାହା ଅନୁଭବ କରେ ତାହା ଲେଖା ମାଧ୍ୟମରେ ପ୍ରକାଶ କରେ।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ଇସ୍ପାତ ସହର‌ ଯାହା ରାଉରକେଲା ନାମରେ ପରିଚିତ।ଏହା ହେଉଛି ମୋ ଜନ୍ମ ମାଟି ଯାହା ବିନା ମୁଁ ଅଧା ଏବଂ ଏହି ସହର ସହ ବହୁତ କିଛି ସ୍ମୃତି ବାନ୍ଧି ରଖିଛି।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ସାହିତ୍ୟ ଅଛି ବୋଲି ସମାଜରେ ବ୍ୟବହାର , ସଂସ୍କୃତି, ପରମ୍ପରା ଇତ୍ୟାଦି ବଞ୍ଚି ରହିଛି।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- କବିବର ରାଧାନାଥ ରାୟ

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଓଡିଆ ହୋଇ ମଧ୍ୟ ଓଡ଼ିଆ ଭାଷାରେ କଥୋପକଥନ କରିବାକୁ ଲଜ୍ଜ୍ୟା ମନେ କରୁଥିବା । ଲୋକଙ୍କ ପାଇଁ ସାହିତ୍ୟ ର ସ୍ଥିତି ଆଜି ଅତି ପଛରେ।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-‌ ଓଡ଼ିଆ ଭାଷା ର ଉନ୍ନତି ହେଉ ଏବଂ ପ୍ରତ୍ୟେକ ଓଡ଼ିଶାବାସୀ ପ୍ରଥମେ ନିଜ ମାତୃଭାଷା କୁ ଗୁରୂତ୍ଵପୂର୍ଣ୍ଣ ଦିଅନ୍ତୁ।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ? ସଂଘର୍ଷ କରିଚାଲ ସଫଳତା ନିଶ୍ଚୟ ମିଳିବ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ମୋର ଆନ୍ତରିକ ଧନ୍ୟବାଦ ମତେ ଏହି ପରିବାର ର ସଦସ୍ୟ କରିଥିବାରୁ।

 1,992 total views,  1 views today

One thought on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଜି. ନନ୍ଦିନୀ ରାଓ, ସୁନ୍ଦରଗଡ

  1. Hi! Someone in my Facebook group shared this website with us so I
    came to look it over. I’m definitely enjoying the information. I’m bookmarking
    and will be tweeting this to my followers! Great blog
    and wonderful design.

Leave a Reply

Your email address will not be published. Required fields are marked *