ନାମ- ସଂଗ୍ରାମ କିଶୋର ପରିଡା
ମାତାଙ୍କ ନାମ-: ଶ୍ରୀମତୀ ମାନିନୀ ପରିଡା
ପିତାଙ୍କ ନାମ-: ଶ୍ରୀଯୁକ୍ତ କୁଞ୍ଜବିହାରୀ ପରିଡା
ଜନ୍ମମାଟି/ଠିକଣା-: ଗ୍ରାମ – ଭାଣପୁର, ଜି-ପୁରୀ
ଜନ୍ମ ତାରିଖ-:୧୧:୦୫:୧୯୯୧
ଶିକ୍ଷା ଗତ ଯୋଗ୍ୟତା -ବି. ଏସି., ବି.ଏଡ
ପେଷା – :ଶିକ୍ଷକତା
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର-ମୋ ମତରେ ଆମ ଜୀବନ, ସାମାଜ ଓ ସଂକୃତିର ହିତ ସାଧନାରେ ଓ ସକରାତ୍ମକ ଭାବ ପ୍ରକାଶ କରିବାରେ ତଥା ଆମକୁ ସଚେତନ ଓ ସମ୍ବେଦନଶୀଳ କରିବାରେ ଯାହା ସହାୟତା କରେ ତାକୁ ସାହିତ୍ୟ କୁହଯାଏ.
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:ପିଲାବେଳୁ ମୋର ପଢିବା ଓ ଲେଖିବା ରେ ଖୁବ୍ ରୁଚି ରହିଆସିଛି. ମାତ୍ର ମୁଁ ଯେଉଁ ସମୟରୁ ଶିକ୍ଷକତା ସେବାରେ ନିଜକୁ ନିୟୋଜିତ କଲି ସେହି ସମୟରୁ ମୋର ସାହିତ୍ୟ ପ୍ରତି ରୁଚି ଅଧିକ ବଢିବାରେ ଲଗିଲା.କେତେକ ସାହିତ୍ୟ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ସହିତ ଜଡ଼ିତ ହେବା ମୋତେ ଏହି କ୍ଷେତ୍ରରେ ପ୍ରେରଣା ଯୋଗାଇଥିଲା.
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:ମୋର ଜଣେ ସାଙ୍ଗ ଥରେ ମୋତେ ଗୋଟିଏ କବିତା ଲେଖିବାପାଇଁ କହିଥିଲେ ମୁଁ ହସି ହସି କହିଥିଲି ମୋତେ ଆସେନି ସେ କହିଥିଲେ ଆସିବ ଥରେ ଚେଷ୍ଟା କର ମୁଁ ଆସନ୍ତା କାଲି ସକାଳୁ ଦେଖିବି. ଏହାପରେ ମୁଁ ସେଦିନ ରାତିରେ ଅନେକ ଚିନ୍ତା କରି ରାତି ଅନିଦ୍ରା ହୋଇ ଲେଖିଲି ସକାଳେ ସେ ଦେଖିବା ପରେ ବହୁତ୍ ଖୁସି ହୋଇଗଲେ ଓ ପ୍ରଶଂସା କଲେ lସେହିଦିନ ସେ ଏହି କ୍ଷେତ୍ରରେ ଆଗେଇ ଯିବାପାଇଁ ଉତ୍ସାହିତ କରିଥିଲେ ଯାହା ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା.
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ଗଳ୍ପ lକାରଣ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଗଳ୍ପ ଅପେକ୍ଷା କବିତା ପଢିବାକୁ ପାଠକ ଅଧିକ ପସନ୍ଦ କରନ୍ତି ବୋଲି ମୋର ମତ l କମ୍ ସମୟରେ ଗଳ୍ପ ମାଧ୍ୟମରେ ସମାଜକୁ ଶିକ୍ଷା ଓ ସଚେତନତା ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ଗଳ୍ପ ଲେଖିବାକୁ ଅଧିକ ପସନ୍ଦ କରେ l
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:ମୋ ଜନ୍ମ ମାଟି ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଣପୁର ଗ୍ରାମରେ l ପିଲା ବେଳୁ ଗାଁ ର ମାଟି ପାଣି ପବନ ବୃକ୍ଷଲତା ମୋତେ ପ୍ରକୃତି କୁ ଭଲପାଇବା ଓ ପ୍ରକୃତି ସହିତ ଜିଇଁବା ଶିଖାଇଛି lଗାଁ ଲୋକମାନଙ୍କର ଭଲ ପାଇବା ମୋତେ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଗଠନରେ ସହାୟକ ହୋଇପାରିଛି l
ମୁଁ ଆଜି ଯେଉଁ ସ୍ଥାନରେ ପହଂଚି ପାରିଛି ତା ପଛରେ ମୋ ଗାଁ ମାଟିର ଅବଦାନ ଅତୁଳନୀୟ l
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ମୋ ମତରେ ସୁସ୍ଥ ସମାଜ ଗଠନ ନିମନ୍ତେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସମାଜକୁ ନୂତନ ରାସ୍ତା ଦେଖାଇ ଆମ ସଂସ୍କୃତି ପରମ୍ପରା କୁ ସରଂକ୍ଷଣ କରି ଆଗକୁ ବଢିବା ପାଇଁ ସାହିତ୍ୟ ର ଆବଶ୍ୟକତା ରହିଛି l
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ମୋତେ ଫକିର ମୋହନ ସେନାପତି, ପ୍ରତିଭା ରାଏ, ଗୋପବନ୍ଧୁ ଦାସ ଏବଂ ମନୋଜ ଦାସଙ୍କ ଲେଖା ପଢିବାକୁ ବହୁତ ଭଲ ଲାଗେ ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ବର୍ତ୍ତମାନ ସମୟରେ ଓଡ଼ିଆ ସାହିତ୍ଯର ସ୍ଥିତି ପୂର୍ବାପେକ୍ଷା ସାମାନ୍ୟ ଦୁର୍ବଳ କହିଲେ ଅତ୍ୟୁକ୍ତି ହେବନାହିଁ l ଆଧୁନିକତାର ଦ୍ୱାହିଦେଇ ଆଜିର ଯୁବସମାଜ ଓଡ଼ିଆ ପଢ଼ା ଲେଖା ପ୍ରତି ରୁଚି ନରଖିବା ଓଡ଼ିଆ ସାହିତ୍ୟ ପ୍ରତି ବିପଦ ସୃଷ୍ଟି କରିଛି l
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ସାହିତ୍ୟକୁ ନେଇ ମୋର ଅନେକ ଆଶା ଓ ସ୍ଵପ୍ନ ରହିଚିl ଓଡ଼ିଆ ଭାଷା ସାହିତ୍ୟ ଯେମିତି ତାର ପୂର୍ବ ଗୌରବ ଫେରିପାଇବ ଓ ସମଗ୍ର ବିଶ୍ୱରେ ଏକ ବଳିଷ୍ଠ ସଂସ୍କୃତି ର ପରିଚୟ ସୃଷ୍ଟି କରିବ ଏହା ମୋର ଇଚ୍ଛାl ସେଥିପାଇଁ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଉତ୍ସାହିତ ଯୁବବର୍ଗଙ୍କୁ ଏ କ୍ଷେତ୍ରରେ ଆଗେଇ ନେବା ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା, ଯାହାଫଳରେ ସେମାନେ ଆଗାମୀ ଭବିଷ୍ୟତରେ ଓଡ଼ିଆ ଭାଷା ସାହିତ୍ୟକୁ ଅଧିକ ସୁଦୂରପ୍ରସାରୀ କରିବା ପାଇଁ ସାମର୍ଥ୍ୟ ହାସଲ କରିପାରିବେ l
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର:- ମୋର ଲେଖାକୁ ପଢୁଥିବା ଓ ଭଲପାଉଥିବା ପ୍ରତ୍ୟେକ ପାଠକ ପାଠିକାଙ୍କୁ ମୁଁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି l ମୁଁ ସବୁବେଳେ ପ୍ରତି ଲେଖାରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବାକୁ ଚେଷ୍ଟା କରିଥାଏ, ଯାହା ମଧ୍ୟ ଆଦୃତ ଲାଭ କରିଥାଏ ସେଇଥିପାଇଁ ସମସ୍ତଙ୍କୁ ଧନ୍ୟବାଦ l
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଏହି ଅନୁଷ୍ଠାନ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ଉତ୍ସାହିତ କରି ପ୍ରେରଣା ଯୋଗାଉଥିବାରୁ ଏହି ଅନୁଷ୍ଠାନକୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛିl ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମୁଁ ଏତିକି ପ୍ରାର୍ଥନା କରୁଅଛି କି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏହିପରି ଉତ୍ତମ କର୍ମ କରି ନିଜର ଗୁଣ ସାରାବିଶ୍ୱରେ ପ୍ରକାଶ କରୁ ଓ ଆହୁରି ଉନ୍ନତି ପଥରେ ଅଗ୍ରସର ହେଉ l
5,675 total views, 1 views today
Hello there, I discovered your website by the use of
Google whilst looking for a related subject, your web site got here up, it seems
to be great. I’ve bookmarked it in my google bookmarks.
Hi there, simply turned into alert to your blog through Google, and found
that it’s really informative. I’m going to be
careful for brussels. I will be grateful should you proceed this in future.
Lots of people can be benefited from your writing.
Cheers!
Great blog.Really thank you! Awesome.
Thanks for another wonderful post. The place else may just anyone get that kind of information in such a perfect manner of writing?I’ve a presentation next week, and I’m at the look for such information.
I could not refrain from commenting. Well written!
Really informative blog post.Really thank you! Fantastic.
This is such a great resource that you are providing and you give it away for free.
Thanks a lot for the article post.Thanks Again. Really Cool.
I appreciate you sharing this blog post.Much thanks again.
Wow, great blog post. Want more.
Enjoyed every bit of your blog article.Thanks Again. Awesome.
Heya i’m for the first time here. I came across this boardand I find It really helpful & it helped me out much.I am hoping to provide something again and helpothers such as you aided me.
Hi there! I could have sworn I’ve been to your blog before but after looking at many of the posts I realized it’s new to me. Nonetheless, I’m definitely pleased I stumbled upon it and I’ll be bookmarking it and checking back regularly!
Major thankies for the blog.Thanks Again. Fantastic.
Thanks for another excellent article. Where else may just anyone get that type of information in such a perfect means of writing? I’ve a presentation next week, and I am on the look for such info.
Some people simply make things happen on the field.
Major thanks for the post.Really thank you! Cool.
I need to to thank you for this excellent read!! I certainly loved every bit of it. I have got you saved as a favorite to look at new things you postÖ
Betting the underdog Lions, you are “taking”six points, and they can lose by 5 or fewer, or win the game outright, andyou have a winning bet.
An intriguing discussion is definitely worth comment.
I do think that you ought to write more about this
issue, it might not be a taboo matter but usually folks don’t
talk about such topics. To the next! Best wishes!!
Useful information. Fortunate me I found your site by chance, and I am surprised why this twist of fate did not
took place earlier! I bookmarked it.
Incredible! This blog looks exactly like my old one!
It’s on a completely different topic but it has pretty much the same page layout and design.
Outstanding choice of colors!
Can I just say what a comfort to discover a person that really understands what they’re talking about online.
You actually realize how to bring an issue
to light and make it important. More and more people really
need to look at this and understand this side
of your story. It’s surprising you’re not more popular given that you
surely have the gift.
I am sure this paragraph has touched all the internet people, its
really really nice paragraph on building up new webpage.
I’m not that much of a online reader to be honest but your sites really nice,
keep it up! I’ll go ahead and bookmark your website to come back down the road.
Many thanks
ଅତି ଉଚ୍ଚକୋଟିର କାର୍ଯ୍ୟ
ଏ ସାହିତ୍ୟ ଅନୁଷ୍ଠାନକୁ ସାଧୁବାଦ ଓ ଶୁଭେଚ୍ଛା ଜ୍ଞାପନ କରୁଛି
ଆଶା କରୁଛି ଏହି ଅନୁଷ୍ଠାନ ଗ୍ରାମାଞ୍ଚଳରେ ଲୁଚି ରହିଥିବା ଅନେକ ପ୍ରତିଭୁଙ୍କୁ ଚିହ୍ନଟ କରି ସାମାଜିକ ପରିବର୍ତ୍ତନ ଦିଗରେ ସାହିତ୍ୟ ଓ ସାହିତ୍ୟ ସାଧନା ଦିଗରେ ଉସ୍ଛର୍ଗିତ ହେବେ
ଧନ୍ଯବାଦ୍
ଶୁଭେଚ୍ଛା
At this stage, you are killing it. I cannot tell how proud I am of you bro. You are one in a million.
ଚମତ୍କାର ମନ୍ତବ୍ୟ । ବହୁତ ଭଲ ଲାଗିଲା ଆପଣଙ୍କ ଉତ୍ତର ଗୁଡିକ ।