April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଏଥର ଯାଜପୁର ଜିଲ୍ଲାର ଜନ୍ମଜୟ ନାୟକ ଙ୍କ ସହିତ ମନ ଖୋଲି କଥା ହେବା

ନାମ- ଜନ୍ମଜୟ ନାୟକ
ମାତାଙ୍କ ନାମ-: ସ୍ନେହପ୍ରଭା ନାୟକ
ପିତାଙ୍କ ନାମ-: ମନୋରଞ୍ଜନ ନାୟକ
ଜନ୍ମମାଟି/ଠିକଣା-: ଗ୍ରାମ=ଲେଙ୍କାସାହି
ପୋଷ୍ଟ=ବଣିଆପାଳ
ଭାୟା =ଅରେଇ
ଜିଲ୍ଲା =ଯାଜପୁର
ପିନ୍=୭୫୫୦୨୭
ଜନ୍ମ ତାରିଖ=୨୫.୦୮.୧୯୯୩
ଶିକ୍ଷା ଗତ ଯୋଗ୍ୟତା=
Msc(chemistry).B.ed

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ । ସାହିତ୍ୟ ସାଧନା ବିନା ଅଧ୍ୟୟନର ମୂଲ୍ୟନାହିଁ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର :-
ଶିଶୁମନ୍ଦିରରେ ପଢିବା ସମୟରୁ ବିଭିନ୍ନ ଗପ, କବିତା ,ପ୍ରବନ୍ଧଲିଖନ ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହେବା ପରେ ମୋର ସାହିତ୍ୟ ପ୍ରତି ରୁଚି ବଢିଚାଲିଲା। ସପ୍ତମଶ୍ରେଣୀପରେ ବରୁଣେଶ୍ୱର ହାଇସ୍କୁଲ ରେ ପଢିବାବେଳେ ଅଖିଳଚକ୍ରରେ ଭାଗନେବା ସହ ସାହିତ୍ୟ ପ୍ରତି ଆନ୍ତରିକତା ବହୁଗୁଣିତ ହୋଇଥିଲା। ବୁଲୁସାର୍ ଓ ନୀଳାଦ୍ରି ଗୁରୁଜୀ ମୋ ପ୍ରେରଣାର ଉତ୍ସ ଥିଲେ। ମୋ ବଡଭାଇ ମଧ୍ୟ ବହୁତ ସୁନ୍ଦର କବିତା ଲେଖନ୍ତି। ତାଙ୍କଠାରୁ ମଧ୍ଯ ପ୍ରେରଣା ମିଳିଛି।

 

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ମୋ ଭାଇର କବିତା ଶିଶୁଶ୍ରମିକ ଏକଲବ୍ୟ ନାମକ ପୁସ୍ତକରେ ପ୍ରକାଶିତ ହୋଇଥିଲା। ଯାହା ମୋତେ ବହୁତ ଉତ୍ସାହିତ କରିଥିଲା। ବୁଲୁସାର୍ ଙ୍କ କବିତା ପଢିବା ପରେ ଓ ତାଙ୍କ ପ୍ରେରଣା ପାଇବାପରେ ମୁଁ ମୋର ଅନ୍ତନିର୍ହିତ ପ୍ରତିଭାର ଉନ୍ମୋଚନ ପାଇଁ ପଥ ପାଇଗଲି

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ଗୋଟିଏ ସରକାରୀ ହାଇସ୍କୁଲ୍ ର ଗଣିତ ଓ ବିଜ୍ଞାନ ଶିକ୍ଷକ ହିସାବରେ ଶିଶୁ ସାହିତ୍ୟ ଉପରେ ଆଧାରିତ, କବିତା ଲେଖି ସେମାନଙ୍କ ସର୍ବାଙ୍ଗୀନ ବିକାଶପାଇଁ ପ୍ରଚେଷ୍ଟା ଜାରିରହିଛି।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ବିରଜାକ୍ଷେତ୍ରର ବରୁଣେଶ୍ୱର ଶୈବପୀଠର ଅନତିଦୂରରେ ଜନ୍ମଲାଭକରିଥିବାରୁ ମୁଁ ଗର୍ବିତ। ମୋ ଗାଁ ମୋ ପାଇଁ ସରଗତୁଲ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ଏହା ସୁସ୍ଥ ସମାଜପାଇଁ ଏକାନ୍ତ ଜରୁରୀ

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ବ୍ୟାସକବି ଫକୀରମୋହନ ସେନାପତି

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଆଧୁନିକତାର ଦ୍ୱାହିଦେଇ ଓଡ଼ିଆସାହିତ୍ୟ ପ୍ରତି ରୁଚି କମୁଛି ଯୁବପିଢିଙ୍କର

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ସମଗ୍ର ବିଶ୍ୱରେ ଓଡିଆଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ହେବାସହ ନୂତନ ଯୁବପିଢିଙ୍କର ଆଦର ବଢୁ

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉ- ସମୁଦ୍ରରୁ ଶଙ୍ଖେ ଯେମିତି ନଗଣ୍ୟ, ସେମିତି ମୁଁ ସାହିତ୍ଯ ସିନ୍ଧୁର ବୁନ୍ଦାଏ ଜଳ ଅକ୍ତିଆର କରିଛି। ଆପଣମାନଙ୍କ ପାଠକୀୟ ମତାମତ ମୋତେ ଉତ୍ସାହିତ କରିଛି

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଏହି ଅନୁଷ୍ଠାନ ବଣମଲ୍ଲୀର ପୁରପଲ୍ଲୀରୁ ସାଉଁଟି ବିଶ୍ୱଦରବାରରେ ପହଁଚେଇବାର ଯେଉଁ ପ୍ରୟାସ କରୁଛି ତାହା ସ୍ୱାଗତଯୋଗ୍ୟ

 2,136 total views,  1 views today

3 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଚାଲନ୍ତୁ ଏଥର ଯାଜପୁର ଜିଲ୍ଲାର ଜନ୍ମଜୟ ନାୟକ ଙ୍କ ସହିତ ମନ ଖୋଲି କଥା ହେବା

Leave a Reply

Your email address will not be published. Required fields are marked *