ନାମ- ସୌଭାଗ୍ୟ ବାରିକ
ମାତାଙ୍କ ନାମ-: ସନ୍ଧ୍ୟାରାଣୀ ବାରିକ
ପିତାଙ୍କ ନାମ-: ସନ୍ତୋଷ କୁମାର ବାରିକ
ଜନ୍ମମାଟି/ଠିକଣା-: ଭୋଦଳ
ପାଟସୁନ୍ଦରପୁର, କଟକ
ଜନ୍ମ ତାରିଖ:- ୬-୬-୧୯୯୪
ଶିକ୍ଷା ଗତ ଯୋଗ୍ୟତା
ବିଜ୍ଞାନରେ ସ୍ନାତକ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:- ମାତୃଭାଷାର ସୁସଂଗଠିତ ପରିପ୍ରକାଶ
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:- କଲେଜର ବାର୍ଷିକ ଉତ୍ସବ ରେ ସାହିତ୍ୟ ପ୍ରଫେସର ଙ୍କ ବାର୍ତା ଶୁଣିବା ପରେ
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ନିଜର ମନର ଭାଷା ମନର ଅବସ୍ଥା କୁ କହିନପାରି ତାକୁ ସାହିତ୍ୟ ମାଧ୍ୟମରେ ବ୍ୟକ୍ତ କଲେ ଭଲଲାଗେ.. କାହଁକି ନା ଏ ସମାଜ ପରିସ୍ଥିତି ର ଲୋକଙ୍କ ପାଖେ ସବୁକିଛି ଶୁଣିବାକୁ ଧର୍ଯ୍ୟ ନଥାଏ… ଏମିତି ରେ ନିଜ ମନକୁ ହାଲକା କରିବାକୁ ସାହିତ୍ୟ (କବିତା) ହିଁ ମୋ ପାଇଁ ଏକ ମାଧ୍ୟମ
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:- କବିତା
କାରଣ ଲାଗେ ଏପରି କି ଯଦି ଗଳ୍ପ ଟିଏ ବଡ ହେଲେ ଯଦି ଏଥିରେ ଟିକେ ବି ମନୋରଞ୍ଜନ କମିଯାଏ ତ ଆଗକୁ ପଢିବାକୁ ଇଛା ହୁଏନି.. କିନ୍ତୁ କବିତାରେ ସେପରି ନାହିଁ
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:- ମୋ ଜନ୍ମମାଟି ମୋ ପାଇଁ ମହାନ. ବିଶ୍ଵର ଯେଉଁ ଜାଗା ରେ ଥିଲେ ମଧ୍ୟ ମୁଁ ସବୁବେଳେ ମୋ ଜନ୍ମଭୂମି ଜନ୍ମମାଟି ପାଇଁ ଗର୍ବ ଅନୁଭବ କରେ. ଜୀବନର ଶେଷ ଇଛା ମୋ ଶେଷ ସମୟ ଅବତୀର୍ଣ୍ଣ ବେଳେ ମୋ ମର ଶରୀର ଏହି ଜନ୍ମଭୂମି ରେ ହିଁ ମିଶିଯାଉ.
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:- ସମାଜ ର ସବୁ ଲୋକ ସାହିତ୍ୟ ର ସମ୍ମାନ କଲେ ସାହିତ୍ୟ ଆହୁରି ଅଗ୍ରଣୀ ହୋଇପାରିବ…. ମର୍ଯ୍ୟାଦା ବଢିବ
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:- ସଚ୍ଚି ରାଉତରାୟ
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ଆଜିର ଯୁବସମାଜ ଆଧୁନିକ ଢାଞ୍ଚାରେ ପ୍ରଭାବିତ ହେବା ହେତୁ କିଛି ମାତ୍ରାରେ ଓଡ଼ିଆ ସାହିତ୍ୟର ଉନ୍ନତିର ଗତି ଧୀର ହେବାରେ ଲାଗିଛି.
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ଓଡ଼ିଆ ମୋ ଭାଷା,
ମୁଁ ଓଡ଼ିଆ ବୋଲି ଗର୍ବ ଅନୁଭବ କରେ. ଚାହେଁ ସର୍ବଦା ମୋ ଭାଷା ସାହିତ୍ୟର ଉନ୍ନତି ହେଉ..
ସବୁ ଲୋକଙ୍କ ମନକୁ ଛୁଉଁ ସମସ୍ତେ ଓଡ଼ିଆ ସାହିତ୍ୟ ଉନ୍ନତି ପାଇଁ ସ୍ୱପ୍ରେରିତ ହୁଅନ୍ତୁ.
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉ:- ସମସ୍ତ ପାଠକ ପାଠିକା ମାନଙ୍କୁ କେବଳ ଏତିକି କହିବାକୁ ଚାହେଁ ଓଡ଼ିଆ ସାହିତ୍ୟର ଉନ୍ନତି କେବଳ ମାନଙ୍କ ସହଯୋଗ ଦ୍ୱାରା ସମ୍ଭବ… ସଭିଏଁ ମିଳିମିଶି ଏହାକୁ ବିଶ୍ୱ ସ୍ତରରେ ମହାନ ତଥା ବଳିୟାନ କରିବା…ନିଜ ଜନ୍ମମାଟିକୁ ସର୍ବଦା ଭଲପାଇବା.
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତା ତଥା ଶୁଭଚିନ୍ତକ ମାନଙ୍କୁ ମୋର ନମସ୍କାର… ଆପଣ ମାନଙ୍କ ପ୍ରଚେଷ୍ଟା ତଥା ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ପ୍ରୟାସ ସତରେ ବହୁତ ପ୍ରଶଂସନୀୟ.. ପ୍ରଭୁ ଜଗନ୍ନାଥଙ୍କୁ ପାର୍ଥନା କରେ କି ଓଡ଼ିଆ ସାହିତ୍ୟର ଉନ୍ନତି ହେଉ…
ଧନ୍ୟବାଦ🙏
307 total views, 2 views today
Hello, I enjoy reawding through your article. I like to write
a little commwnt to support you.
https://www.montessoriathomeuk.com/2020/08/jelly-play-activity-for-toddlers.html?showComment=1611302594363
Preserve 5% now together with your lower price
essay writing services cheap
essay writing services cheap http://www.graszonline.pl/profile/3006958/curtisreyes137.html
I’m really enjoying the design and layout of your site.
It’s a very easy on the eyes which makes it much more enjoyable for me
to come here and visit more often. Did you hire out a designer to create your theme?
Excellent work!
http://www.maoxinwz.com/home.php?mod=space&uid=276412&do=profile&from=space
Listed here you’ll obtain the top notch British isles essays done according to your guidelines.
paper writing http://www.maoxinwz.com/home.php?mod=space&uid=276412&do=profile&from=space