ଆଶ୍ଚର୍ଯ୍ୟ,,,,,,,,,
ମୁଁ,
ହୁଏ,
ଆଶ୍ଚର୍ଯ୍ୟ,
ଶୁଣିବାକୁ,
ମନ ମାଲିନ୍ୟା,
ସ୍ଵାମୀ ସ୍ତ୍ରୀ ମଧ୍ୟାରେ,
ପ୍ରାୟ ଅଳପ ବହୁତ୍,
ଯେ ନିବିଡ କରେ ସମ୍ପର୍କ,
ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ।
ମୁଁ,
କିନ୍ତୁ,
ପାଇନି,
ସେ ସୁଯୋଗ,
ସେ ସମ୍ପର୍କ କୁ,
ନିବିଡ କରିବା,
ଆମ ଝଗଡା ପରେ,
ଦୀର୍ଘ କୋଡିଏ ବର୍ଷରେ,
ଶୌ ଭାଗ୍ୟ କି ନାହିଁ ଜାଣିନାହିଁ।
ମୁଁ,
କିନ୍ତୁ,
ଆଶ୍ଚର୍ଯ୍ୟ,
ଏଥିପାଇଁ,
ରାଗିଥିଲି ମୁଁ,
ଅନେକ ସମୟେ, ତୁମଠି ଅକାରଣେ,
ସୁଯୋଗ ପାଇ ନଥିଲି,
ମନ ମାଳିନ୍ୟ କରିବାକୁ,
ଯାହା ଭାବି ଆଶ୍ଚର୍ଯ୍ୟ ଲାଗେ।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର।
854 total views, 1 views today