March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଏଥର ମମତା ବାରିକ, ଯାଜପୁର

ନାମ- ମମତା ବାରିକ।
ମାତାଙ୍କ ନାମ-:ସଂଯୁକ୍ତା ବାରିକ।
ପିତାଙ୍କ ନାମ-:ଅଜୟ ବାରିକ।
ଜନ୍ମମାଟି/ଠିକଣା-:ଯାଜପୁର,ପୋ-ବାରବାଟି,ଗ୍ରାମ-ବାମଦେବପୁର,ପିନ୍-755008।
ଜନ୍ମ ତାରିଖ-:26/8/2000
ଶିକ୍ଷା ଗତ ଯୋଗ୍ୟତା-:ସ୍ନାତୋକୋତ୍ତର।

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ମୋ ମତରେ ସାହିତ୍ୟ ର ଅର୍ଥ ଆମ ଜନ୍ମ ଭାଷା ଯାହାକୁ ଆମେ ଆମ ମାଆ କୋଳରୁ ଶିକ୍ଷାକରିଛେ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ମତେ ସାହିତ୍ୟ ପ୍ରତି ଛୋଟବେଳୁ ରୁଚି ଥିଲା ମୁଁ କୌଣସି ଅଜଣା ପୁସ୍ତକ ବା ଗଳ୍ପ ପୁସ୍ତକ ପାଇଲେ ବା ଦେଖିଲେ ସେଥିରେ ଥିବା ସମସ୍ତ ବିଷୟ କୁ ମୁଁ ଗୋଟେ ଦିନ ରେ ସମାପ୍ତ କରିଦିଏ ବେଶି କରି ଗଳ୍ପ ପଢିବାକୁ ବୋହୁତି ଭଲ ଲାଗେ।ହେଲେ ମୁଁ କିଛି ଲେଖା ଲେଖି କରେନି ।ମୁଁ +3ଦ୍ୱିତୀୟ ବର୍ଷ ରେ ପ୍ରଥମେ ଗୋଟେ କବିତା ଲେଖିଥିଲି କଲେଜ ମାଗାଜିନ ପାଇଁ ସେହି କବିତା ଟି ଭଲ ଲାଗିଥିଲା ଆମ ଡିପାର୍ଟମେଣ୍ଟ ସାର୍ ପଦ୍ମନାଭ ବାରିକଙ୍କୁ ତାଙ୍କ କଥାରେ ଅନୁପ୍ରାଣିତ ହେଇ କବିତା ଟି ଲେଖିଥିଲି।ତା ପରେ ମୋ ମାମା ଆଉ ଜଣେ ସାଙ୍ଗ ଙ୍କ ଆଦେଶ ରେ ଅନୁପ୍ରାଣିତ ହେଇଥିଲି।

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ମୋର ଜଣେ ସାଙ୍ଗ ର କଥାରେ ମୁଁ ଏକ ସଂକଳନ ପୁସ୍ତକ ରେ ମୋ କବିତା ଦେଇଥିଲି ।ସେହି କବିତାଟି ସମସ୍ତଙ୍କୁ ଭଲ ଲାଗିବାରୁ ମୋ ଆଇ ମାଆ ମାନେ ମୋ ମାମା କହିଲେ ତୁ ଲେଖେ ମୁଁ ଯେମତି ତୋ ନାଁ ଶୁଣିବାକୁ ପାଇବି ସବୁଠାରେ ସେହିଦିନ ଠାରୁ ମୁଁ ତାଙ୍କ କଥାରେ ଅନୁପ୍ରାଣିତ ହେଇଥିଲି।

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ଲେଖି ବାକୁ ବୋହୁତ ପସନ୍ଦ କରେ କାରଣ ମୋ ମନ ସମୁଦ୍ର ରେ ଆସୁଥିବା ଢେଉର ଭାବନା କୁ ମୁଁ ସାଧାରଣ ଶବ୍ଦ ରେ ପରିଣତ କରେ ତାହା ମୋ ଅଜାଣତରେ କବିତା ରେ ପରିଣତ ହେଇଯାଆନ୍ତି।

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:-ମୋ ଜନ୍ମ ମାଟି ଯାଜପୁର ଯାହାର ସଠି ଦେବୀ ମାଆ ବିରଜା🙏ମୁଁ ଏହି ଜିଲ୍ଲାରେ ଜନ୍ମ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛି। ବାରବାଟି ସ୍ଥିତ ବାମଦେବ ପୁର ଗ୍ରାମରେ ମୋ ଜନ୍ମ ମୋ ଗ୍ରାମ ର ପରିବେଶ ର ପ୍ରକୃତି ମତେ ବୋହୁତ ଭଲ ଲାଗେ।

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା ବୋହୁତ ଗୁରୁତ୍ୱ ପୂର୍ଣ୍ୟ।କାରଣ ଏବେ ମାତୃ ଭାଷା ଆଉ ବିଦେଶ ଭାଷା ମଧ୍ୟ ରେ ପ୍ରତିଯୋଗିତା ଚାଲିଛି ଯେଉଁ ପ୍ରତି ଯୋଗିତାରେ ଆମ ସାହିତ୍ୟିକ ଭାଷା ପଛରେ ପଡିଛି।ଏହା ଦ୍ୱାରା ଆମ ମାତୃଭାଷା ର କିଛି ଅଂଶ ବିଲୁପ୍ତ ଅବସ୍ଥାରେ ଏହା ର ପରିଣାମ ଫଳ ସମାଜରେ ବିଭିନ୍ନ ଅପସଂସ୍କୃତି ମୁଣ୍ଡ ଟେକି ଛିଡା ହେଇଛି।

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ଗଙ୍ଗାଧର ମେହେର ଆଉ ନନ୍ଦକିଶୋର ବଳ କାରଣ ମତେ ସରଳ କବିତା ପଢିବାକୁ ବୋହୁତ ଭଲ ଲାଗେ।

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ଶୁଖିଲା ପତ୍ର ପରି କାରଣ ଓଡିଆ ସାହିତ୍ୟ କୁ ସମସ୍ତେ ବ୍ୟବହାର କରୁଛନ୍ତି ସତ ହେଲେ ସବୁ ସଭାସମିତି ରେ ନୁହଁ ଖାଲି ସାହିତ୍ୟ ସଭା ରେ ଅନ୍ୟାନ ସଭାରେ ବିଦେଶ ଭାଷାକୁ ବ୍ୟବହାର କରୁଛନ୍ତି।

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-|ମୋର ସ୍ୱପ୍ନ ଯେମିତିକି ଆମ ଓଡିଆ ଲୋକ ସବୁ ଏବେ ମାତୃ ଭାଷାକୁ ଭୁଲି ବିଦେଶ ଭାଷାକୁ ଗୁରୁତ୍ୱ ଦେଉଛନ୍ତି ଆଉ ଯେଉଁ ମାନେ ଓଡିଆ ଭାଷାରେ କଥା ହେଉଛନ୍ତି ତାଙ୍କୁ ବୁଦ୍ଧିହିନ ଭାବୁଛନ୍ତି ସେହି ଲୋକ ମାନଙ୍କୁ ଗୋଟେ ଶିକ୍ଷା ଦେବା ବା ଆମ ମାତୃଭାଷା କେତେ ମହାନ ଆଉ କେତେ ସୁନ୍ଦର ତାହା ସେମାନଙ୍କୁ ଜଣାଇବା ଆଉ ମଧ୍ୟ ତାଙ୍କୁ ଜଣାଇଦେବା ଆମ ମାତୃଭାଷା ଆମ ଦେଶ ନୁହେଁ ବିଦେଶ ରେବି ତାର ମହତ୍ତ୍ୱ ରହିଛି।

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
-:ନିଜ ମାତୃ ଭାଷା କୁ ପ୍ରଥମେ ଭଲ ପାଅ ତା ପରେ ସବୁ ଭାଷା ତମ ନିଜର ହେବେ।ଓଡିଆ ପୁସ୍ତକ ପଠନ କର ଯାହାଦ୍ୱାରା ଆମ ଭାଷାର ମୂଲ୍ୟ ବୁଝିପାରିବ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:ଏହି ପ୍ରତିଷ୍ଠାନ ଆମ ଦେଶ ନୁହେଁ ଅନ୍ୟ ଦେଶ ମାନଙ୍କ ରେ ବି ଆମ ମାତୃଭାଷା କୁ ପରିଚିତ କରିପାରୁଛନ୍ତି ସେଥିପାଇଁ ମୋ ହୃଦୟରୁ ଶହସ୍ର ପ୍ରଣାମ🙏 ସୂର୍ଯ୍ୟାଦୋୟ ସାହିତ୍ୟ ପ୍ରତିଷ୍ଠାନକୁ ଏମତି ସର୍ବଦା ଆମ ଭାଷାକୁ ସବୁ ଦେଶରେ ପ୍ରସାର କରୁଥାନ୍ତୁ।
🙏🙏🙏

 2,009 total views,  1 views today

34 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଏଥର ମମତା ବାରିକ, ଯାଜପୁର

  1. Particularly society msg in this story &poem..Osm poem frnd.Carry on.Go ahead Finally you are good writer

  2. Asmitara pratika ,nabaswara vauni Mamata Barikanka sakhatyakara vala hoechhi.Sadhana jari rakhantu

  3. ସୁନ୍ଦର ତୁମ ଭାବ ଦିଦି ମୋତେ ବହୁତ ଭଲ ଲାଗିଲା ତୁମର ଏହି ଉକ୍ତି ପଢି ଏମିତି କର୍ମ ଆଗକୁ ଜାରି ରହୁ ଦିଦି ଜୟ ଜଗନ୍ନାଥ

  4. Osem story sister…god bless you..

    Perticulary society point of your voice..
    Overaly you story is very important our society..

  5. Osem story sister..carry on .god bless u.

    Particularly society msg in this story &poem..

    Finally you are good writer….

  6. Osem story sister..carry on .god bless u.

    Particularly society msg in this story &poem..

    Finally you are good writer….

  7. ତମ ଗଳ୍ପ କବିତା ପଢି ମତେ ବୋହୁତ ଭଲ ଲାଗିଲା।ସାହିତ୍ୟ ପ୍ରତି ଥିବା ଭଲ ପାଇବା ତମକୁ ସାହିତ୍ୟ ଜଗତରେ ଜଣେ ପରିଚିତ ବ୍ୟକ୍ତି ଭାବେ ସମସ୍ତେ ଜାଣନ୍ତୁ ।ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା।

  8. Extra ordinary composition by your poem. Particularly society point of your voice is trasfer generation to generation. Keep writing dear. Best of luck for your Odia literacy activitty.

  9. ଆଗେଇ ଚାଲ ଦିଦି ସଦା ଏଇମିତି ସାହିତ୍ୟ ସାଧନା କରୁଥାଅ ତୁମ ଲେଖନୀ ମୁନ ଆହୁରି ସୁଦୃଢ଼ ହେଉ

  10. Madam
    ଆପଣଙ୍କ କବିତା ବହୁତ ସୁନ୍ଦର .
    ଆପଣ ଆଗକୁ ଆହୁରି ସୁନ୍ଦର କବିତା ଲେଖନ୍ତୁ .
    ଭଗବାନ୍ ଆପଣଙ୍କ ଚଲାପଥ ସୁନ୍ଦରମୟ କରନ୍ତୁ .

  11. ଅନେକ ଅନେକ ଶୁଭେଚ୍ଛା ଅପା…
    ସବୁବେଳେ ଆପଣଙ୍କ କଲମ ଏମିତି ଲେଖିଚାଲୁ ଏବଂ ସାହିତ୍ୟ ର ଶ୍ରୀ ବୃଦ୍ଧି ଦିଗରେ ଅଗ୍ରସର ହେଉ

  12. ସୁନ୍ଦର କବିତା , ଭବିଷ୍ୟତ ଉଜ୍ବଳ ହେଉ

  13. God fulfill your all dreams Mamata.
    You are a God poeter . Whose poem touch all peoples hearts. You are a amazing person.

    1. Nice my dear didi….
      You are really a very good writer.I am really very glad to find you my big sis .I am so happy and congratulations for your success .

  14. ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ତୁମ କବିତାମାନ ସବୁ ଅପା, ଆଉ ତୁମ କଲମ ମୁନର ଲେଖିହଉଥିବ ପ୍ରତ୍ୟେକଟି ଶବ୍ଦ ଯାହାକି କବିତାର ରୂପ ନେଇ ହୃଦୟକୁ ଛୁଇଁଯାଏ ଭଗବାନ କରନ୍ତୁ ତୁମ କଲମ ମୁନରୁ ଆହୁରି ଅନେକ କିଛି ଲେଖୁ ଆଉ ତୁମେ ବହୁତ ଆଗକୁ ଯାଅ

  15. Sister rakha bhuta sundara kabita lakhicha mate bhauta bhala laguchi

  16. ଧନ୍ୟବାଦ ସୂର୍ଯ୍ୟଦୋୟ ପରିବାର ମତେ ଏହି ସୁଯୋଗ ଦେଇଥିବାରୁ।

  17. ମୋର ଗେଲ୍ହା ଭଉଣୀ
    ତୁମର ପ୍ରତିଟି କବିତା ଖୁବ୍ ଆକର୍ଷିତ କରିନିଏ ଏ ମନକୁ
    ଏମିତି ଆଗକୁ ବଢ଼ି ଚାଳ…
    ଭଗବାନ ତୁମ ଚଳା ପଥକୁ କୁସୁମିତ କରନ୍ତୁ l

Leave a Reply

Your email address will not be published. Required fields are marked *