March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଏଥର ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

ନାମ- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ମାତାଙ୍କ ନାମ-:ମମତା ନାୟକ
ପିତାଙ୍କ ନାମ-: ଅକ୍ଷୟ କୁମାର ନାୟକ
ଜନ୍ମମାଟି/ଠିକଣା-: ଗ୍ରାମ :- ବାଇଁଗୋଳ
ପୋଷ୍ଟ :-ତେନ୍ତୁଳିପଦା
ଜିଲ୍ଲା :- ଜଗତସିଂହପୁର
ପିନ୍ :- 754136
ଜନ୍ମ ତାରିଖ :- କୋଡିଏ ସେପ୍ଟେମ୍ବର ଦୁଇ ହଜାର ଦୁଇ (20.09.2002)
ଶିକ୍ଷା ଗତ ଯୋଗ୍ୟତା :- +୩ ପ୍ରଥମ ବର୍ଷ
ସମାଜ ବିଜ୍ଞାନ ସମ୍ମାନ
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ,ଓଡିଶା

୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:- ମୋ ମତ ରେ ଜୀବନ ର ଅନ୍ୟ ନାମ ହିଁ ସାହିତ୍ୟ | ଭାବନା ର ଭାଷାଗତ ରୂପାନ୍ତରଣ ହିଁ ସାହିତ୍ୟ | ଏକ ସୁଦୃଢ ସମାଜ ଗଠନ ରେ ସାହିତ୍ୟ ର ଉଲ୍ଲେଖନୀୟ ଅବଦାନ ରହିଆସିଛି ଯୁଗ ଯୁଗରୁ |

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ବିଦ୍ୟାଳୟ ଜୀବନ ରୁ ସାହିତ୍ୟ ସହିତ ମୋର ନିବିଡ଼ ସମ୍ପର୍କ ରହିଆସିଛି | ଶତାଧିକ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ବହୁତ କିଛି ଶିଖିବାର ସୁଯୋଗ ପାଇଛି | ଯାହା ବି ଲେଖେ ପ୍ରଥମେ ବାପା ଙ୍କୁ ପଢି ଶୁଣାଏ | ସାହିତ୍ୟ କ୍ଷେତ୍ର ରେ ପ୍ରବେଶ କରିବାର ପ୍ରଥମ ପ୍ରେରଣା ମୋ ବାପା ଙ୍କ ଠାରୁ ହିଁ ପାଇଛି | ଆଉ ବର୍ତ୍ତମାନ ଗୁରୁଜନ, ଭାଇ ଭଉଣୀ ଓ ବନ୍ଧୁ ମାନଙ୍କ ର ମତାମତ ଆଗକୁ ଲେଖିବାକୁ ପ୍ରେରଣା ଦେଉଛି |

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:- ପୁଲୱମା ବିସ୍ଫୋରଣ ରେ ଅନେକ ଯବାନ ଓ ଆମ ଜିଲ୍ଲା ର ବରପୁତ୍ର ପ୍ରସନ୍ନ କୁମାର ସାହୁ ସହିଦ ହୋଇଥିବା ଘଟଣା ମୋ ମନ ରେ ଗଭୀର ଦୁଃଖ ଦେଇଥିଲା ଓ ମୁଁ ପ୍ରଥମ ଥର ପାଇଁ କବିତା ଲେଖିଥିଲି ଏବଂ ମୋ ବାପା ଙ୍କୁ ପଢି ଶୁଣେଇଥିଲି |

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:- ଉଭୟ ଗଳ୍ପ ଓ କବିତା ଲେଖିବା ରେ ରୁଚି ରଖିଛି | ସମାଜ ର ପ୍ରତି ଟି ଘଟଣା ଲେଖିବାକୁ ବାଧ୍ୟ କରେ | କବିତା କିମ୍ବା ଗଳ୍ପ ଟିଏ ଲେଖିଦେଲେ ମାନସିକତା ରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ଓ ଭାବାନ୍ତର କିଛି ପରିମାଣ ରେ ଲାଘବ ହୁଏ |

ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର:- ମୋ ଜନ୍ମମାଟି ମା ‘ ଶାରଳା ଙ୍କ ମାଟି, ଆଦିକବି ସାରଳା ଦାସ ଙ୍କ ମାଟି | ଏଠାରେ ଜନ୍ମ ଲଭି ଗର୍ବ ଅନୁଭବ କରେ | ମୋ ଗାଁ ବାଇଁଗୋଳ ତଥା ଜିଲ୍ଲା ଜଗତସିଂହପୁର ର ଉନ୍ନତି ରେ କିଛି ପରିମାଣ ରେ ଭାଗିଦାର ହେବାର ପ୍ରୟାସ କରିବି ନିଶ୍ଚିନ୍ତ |

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:- ଯୁଗଯୁଗାନ୍ତରେ ସାହିତ୍ୟ ଦିଗଭ୍ରଷ୍ଟ ସମାଜ ପାଇଁ ଦିଗବାରେଣୀ ସାଜି ଆସିଛି | ପ୍ରତି ମଣିଷ କୁ ପରିବର୍ତ୍ତିତ କରିବାର ଶକ୍ତି ସାହିତ୍ୟ ରେ ନିହିତ | ଏକ ସୁସଙ୍ଗଠିତ ସମାଜ ଗଠନ ରେ ସାହିତ୍ୟ ର ଭୂମିକା ଅନସ୍ବୀକାର୍ଯ୍ୟ |

ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:- ବାସ୍ତବରେ ମୁଁ ଆଜି ଯାଏ ପାଠ କରିଥିବା ସମସ୍ତ ସୃଷ୍ଟି ମୋତେ ଭଲ ଲାଗିଛି | ବିଶେଷ କରି ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ଫକୀର ମୋହନ ସେନାପତି ଭଲ ଲାଗନ୍ତି | ଏହାଛଡା ଅନେକ ଗୁରୁଜନ ଓ ଆମ ପିଢି ର ଅନେକ ଭାଇ ଭଉଣୀ ଙ୍କ ଲେଖା ବେଶ ପ୍ରଭାବଶାଳୀ | ମନୋଜ କୁମାର ପଣ୍ଡା ଙ୍କ ଦ୍ୱାରା ରଚିତ ଅନ୍ୟ ଦେଶ ଗୁଡିକ ର ନୂଆ ଶୈଳୀ ର ଓଡ଼ିଆ କବିତା ବହୁତ ଭଲ ଲାଗେ |

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:- ସାମ୍ପ୍ରତିକ ପରିସ୍ଥିତି ରେ ଅନେକ ଙ୍କ ସାହିତ୍ୟ ପ୍ରତି ଅନାଗ୍ରହ ଦୁଃଖ ଦିଏ | ଅନ୍ୟ ସବୁ ଭାଷା କୁ ଭଲ ପାଇବା ଗ୍ରହଣୀୟ କିନ୍ତୁ ମାତୃଭାଷା କୁ ହେୟ ମଣିବା ଅନୁଚିତ୍ | କେତେକ ଛାତ୍ର, ଛାତ୍ରୀ ମାନଙ୍କ ଠାରେ ମାତୃଭାଷା ପ୍ରୀତି ର ଘୋର ଅଭାବ ପରିଲକ୍ଷିତ, ଏହା ବ୍ୟଥିତ କରେ |

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:- ଓଡ଼ିଆ ସାହିତ୍ୟ ବିଶ୍ୱ ଦରବାର ଏକ ସମୃଦ୍ଧ ତଥା ଶ୍ରେଷ୍ଠ ଭାଷା ରୂପେ ବିଶ୍ୱ ଭାଷା ସମୂହ ର ନେତୃତ୍ୱ ନେଉ | ଉଭୟ ପୁରାତନ ଓ ନୂତନ ପିଢି ର କବି ଓ ଲେଖକ ମାନଙ୍କ ସାରସ୍ୱତ ସୃଷ୍ଟି ଓଡ଼ିଆ ସାହିତ୍ୟ ଭଣ୍ଡାର କୁ ରୁଦ୍ଧିମନ୍ତ କରୁ ବୋଲି ସ୍ବପ୍ନ ଦେଖେ | ବିଶ୍ୱ ସମ୍ମୁଖରେ ଓଡ଼ିଆ ଭାଷା ର ପ୍ରସାର ରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ପ୍ରୟାସ ଆତ୍ମସନ୍ତୋଷ
ଦିଏ |

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ପ୍ରଥମତଃ ମୁଁ ଜଣେ ଉତ୍ତମ ପାଠିକା | ଆପଣ ସମସ୍ତଙ୍କ ସାହିତ୍ୟ କୃତି ହିଁ ମୋ ଲେଖନୀ କୁ ପ୍ରେରଣା ଦିଏ | ମୁଁ ସମସ୍ତ ଙ୍କ ଲେଖା ପଢ଼େ ଏବଂ ହୃଦୟଙ୍ଗମ କରେ | ଆପଣ ସମସ୍ତ ଙ୍କର ପଢିବା ଓ ଶିଖିବା ଜାରି ରହୁ ବୋଲି କହିବି |

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -: ଯୁବ ପିଢି ଙ୍କ ପ୍ରତିଭା ର ଉନ୍ମେଷ ନିମନ୍ତେ ଏହି ଅନୁଷ୍ଠାନ ସଦା ସର୍ବଦା ଚେଷ୍ଟିତ | ବାସ୍ତବରେ ଏହା ଏକ ଅଭିନନ୍ଦନୀୟ ପ୍ରୟାସ | ଏହି ଅନୁଷ୍ଠାନ ଅନୁରୂପ ଭାବେ ଭବିଷ୍ୟତ ରେ ଅନେକ ପ୍ରତିଭା ମାନଙ୍କୁ ସାହିତ୍ୟ ଜଗତରେ ଉଜ୍ଜ୍ୱଳ ନକ୍ଷତ୍ର ସଜେଇବାରେ ମାର୍ଗଦର୍ଶନ ଦେଉଥାଉ | ଦିଗହରା ସମାଜ ର ଦିଗବାରେଣୀ ସାଜି ସନ୍ତୁଳିତ ସମାଜ ଗଠନ ରେ ବ୍ରତୀ ହେଉ | ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନଙ୍କ ଚଲାପଥ କୁସୁମିତ ହେଉ ଏହା ହିଁ ବିଶ୍ୱ ନିୟନ୍ତା ଙ୍କ ନିକଟରେ ପ୍ରାର୍ଥନା |

Loading

217 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଏଥର ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ

  1. Can I just say what a relief to find an individual who truly understands what they are talking about online. You actually understand how to bring an issue to light and make it important. More and more people must check this out and understand this side of your story. It’s surprising you are not more popular because you most certainly have the gift.

  2. Hi! I could have sworn I’ve been to this web site before but after looking at a few of the articles I realized it’s new to me. Regardless, I’m definitely pleased I discovered it and I’ll be book-marking it and checking back often!

  3. I’d like to thank you for the efforts you have put in writing this site. I really hope to see the same high-grade blog posts from you later on as well. In truth, your creative writing abilities has inspired me to get my own website now 😉

  4. I’m more than happy to find this page. I wanted to thank you for your time for this wonderful read!! I definitely savored every little bit of it and I have you book marked to check out new stuff on your web site.

  5. Aw, this was a really good post. Spending some time and actual effort to generate a top notch article… but what can I say… I procrastinate a lot and don’t manage to get anything done.

  6. An intriguing discussion is worth comment. I believe that you need to write more on this topic, it might not be a taboo subject but generally folks don’t talk about these subjects. To the next! Best wishes!!

  7. You are so cool! I don’t think I’ve read through something like this before. So nice to discover someone with a few genuine thoughts on this issue. Really.. many thanks for starting this up. This site is something that’s needed on the internet, someone with a bit of originality!

  8. May I just say what a relief to find someone that truly understands what they are talking about online. You certainly understand how to bring an issue to light and make it important. A lot more people need to read this and understand this side of your story. I can’t believe you are not more popular given that you certainly possess the gift.

  9. Having read this I believed it was really informative. I appreciate you taking the time and effort to put this content together. I once again find myself personally spending a significant amount of time both reading and commenting. But so what, it was still worthwhile!

  10. I absolutely love your blog.. Very nice colors & theme. Did you create this amazing site yourself? Please reply back as I’m wanting to create my own personal blog and would like to know where you got this from or exactly what the theme is named. Cheers!

  11. You are so cool! I do not think I’ve truly read through a single thing like this before. So great to find someone with a few genuine thoughts on this topic. Really.. thank you for starting this up. This site is one thing that’s needed on the web, someone with a bit of originality!

  12. Howdy! I could have sworn I’ve visited your blog before but after browsing through many of the posts I realized it’s new to me. Anyways, I’m certainly pleased I stumbled upon it and I’ll be bookmarking it and checking back regularly!

  13. Spot on with this write-up, I really believe that this amazing site needs a lot more attention. I’ll probably be back again to read through more, thanks for the information!

  14. Having read this I believed it was rather enlightening. I appreciate you finding the time and energy to put this content together. I once again find myself spending a significant amount of time both reading and leaving comments. But so what, it was still worth it!

  15. I was more than happy to find this great site. I need to to thank you for your time for this fantastic read!! I definitely loved every part of it and i also have you saved as a favorite to see new information in your website.

  16. After looking into a handful of the blog posts on your blog, I truly appreciate your technique of writing a blog. I bookmarked it to my bookmark webpage list and will be checking back soon. Please check out my website too and tell me what you think.

  17. I would like to thank you for the efforts you’ve put in penning this blog. I am hoping to see the same high-grade content by you later on as well. In fact, your creative writing abilities has encouraged me to get my own site now 😉

  18. I blog quite often and I truly thank you for your content. The article has really peaked my interest. I am going to bookmark your blog and keep checking for new information about once per week. I subscribed to your RSS feed as well.

  19. When I originally left a comment I appear to have clicked on the -Notify me when new comments are added- checkbox and from now on every time a comment is added I receive 4 emails with the exact same comment. Is there a means you can remove me from that service? Cheers!

  20. I’m amazed, I have to admit. Rarely do I encounter a blog that’s both equally educative and interesting, and let me tell you, you have hit the nail on the head. The problem is something that not enough folks are speaking intelligently about. I am very happy I found this during my search for something concerning this.

  21. I was pretty pleased to uncover this site. I need to to thank you for your time just for this fantastic read!! I definitely savored every little bit of it and I have you saved to fav to see new information in your blog.

  22. Good day! I could have sworn I’ve visited this website before but after looking at many of the posts I realized it’s new to me. Regardless, I’m definitely delighted I came across it and I’ll be book-marking it and checking back regularly!

  23. I’m pretty pleased to find this great site. I need to to thank you for ones time for this wonderful read!! I definitely loved every little bit of it and i also have you book marked to see new information on your site.

  24. When I originally commented I seem to have clicked the -Notify me when new comments are added- checkbox and from now on each time a comment is added I receive 4 emails with the exact same comment. Is there a way you can remove me from that service? Appreciate it!

  25. Hi! I just would like to offer you a big thumbs up for the excellent information you have got right here on this post. I will be returning to your web site for more soon.

  26. I really love your website.. Very nice colors & theme. Did you develop this website yourself? Please reply back as I’m wanting to create my own personal website and would like to learn where you got this from or just what the theme is called. Appreciate it!

  27. Can I just say what a comfort to find an individual who genuinely understands what they’re talking about over the internet. You certainly realize how to bring an issue to light and make it important. A lot more people have to look at this and understand this side of the story. I can’t believe you are not more popular because you certainly possess the gift.

  28. A motivating discussion is definitely worth comment. There’s no doubt that that you need to publish more about this subject, it might not be a taboo subject but usually folks don’t talk about these issues. To the next! Many thanks!!

  29. I blog quite often and I really appreciate your content. The article has truly peaked my interest. I am going to book mark your site and keep checking for new details about once per week. I subscribed to your Feed too.

  30. Greetings, There’s no doubt that your blog could be having browser compatibility problems. Whenever I take a look at your web site in Safari, it looks fine however, if opening in I.E., it has some overlapping issues. I merely wanted to provide you with a quick heads up! Besides that, fantastic website!

  31. Hi, I do believe this is a great blog. I stumbledupon it 😉 I may return once again since I saved as a favorite it. Money and freedom is the best way to change, may you be rich and continue to help other people.

  32. Good post. I learn something totally new and challenging on websites I stumbleupon on a daily basis. It will always be useful to read content from other authors and use something from other web sites.

  33. After exploring a number of the articles on your website, I truly like your technique of blogging. I saved it to my bookmark website list and will be checking back in the near future. Please check out my website too and let me know what you think.

  34. After going over a number of the articles on your web page, I really appreciate your way of writing a blog. I added it to my bookmark site list and will be checking back in the near future. Take a look at my website as well and let me know what you think.

  35. Hello there! This blog post couldn’t be written much better! Looking through this article reminds me of my previous roommate! He constantly kept talking about this. I most certainly will forward this post to him. Fairly certain he will have a good read. Thank you for sharing!

  36. Nice post. I learn something new and challenging on sites I stumbleupon on a daily basis. It’s always useful to read through content from other authors and practice something from their sites.

  37. I was extremely pleased to find this great site. I want to to thank you for your time due to this wonderful read!! I definitely liked every bit of it and I have you saved to fav to look at new things in your blog.

  38. You are so interesting! I do not suppose I have read through a single thing like that before. So great to find somebody with a few genuine thoughts on this issue. Seriously.. thank you for starting this up. This site is one thing that is required on the internet, someone with a bit of originality!

  39. Hi there! This blog post couldn’t be written any better! Looking at this post reminds me of my previous roommate! He always kept talking about this. I most certainly will forward this post to him. Fairly certain he’s going to have a good read. I appreciate you for sharing!

  40. I was very pleased to uncover this page. I want to to thank you for your time due to this wonderful read!! I definitely savored every bit of it and I have you book marked to see new information on your web site.

  41. After I initially commented I appear to have clicked the -Notify me when new comments are added- checkbox and from now on every time a comment is added I recieve four emails with the exact same comment. Perhaps there is a way you are able to remove me from that service? Many thanks!

  42. I blog quite often and I truly thank you for your content. The article has really peaked my interest. I am going to take a note of your blog and keep checking for new details about once per week. I opted in for your RSS feed too.

  43. A fascinating discussion is definitely worth comment. I do think that you ought to publish more about this topic, it might not be a taboo subject but usually people don’t talk about such topics. To the next! All the best!!

  44. Good post. I learn something new and challenging on blogs I stumbleupon on a daily basis. It’s always useful to read articles from other writers and practice a little something from other sites.

  45. Aw, this was an extremely nice post. Finding the time and actual effort to create a good article… but what can I say… I hesitate a lot and never seem to get anything done.

  46. Howdy! I could have sworn I’ve been to this site before but after looking at a few of the posts I realized it’s new to me. Anyhow, I’m certainly delighted I found it and I’ll be book-marking it and checking back often!

  47. Good post. I learn something new and challenging on websites I stumbleupon everyday. It will always be exciting to read articles from other authors and practice a little something from their sites.

  48. Can I simply just say what a relief to discover an individual who truly knows what they’re talking about over the internet. You definitely understand how to bring an issue to light and make it important. A lot more people must look at this and understand this side of your story. I can’t believe you’re not more popular because you surely possess the gift.

  49. Hi! I could have sworn I’ve visited your blog before but after going through a few of the articles I realized it’s new to me. Regardless, I’m definitely delighted I stumbled upon it and I’ll be bookmarking it and checking back often!

  50. I’m impressed, I must say. Rarely do I encounter a blog that’s both educative and entertaining, and without a doubt, you’ve hit the nail on the head. The problem is something too few men and women are speaking intelligently about. I am very happy I came across this during my hunt for something regarding this.

  51. ଲୋରୀ ତୁମ ମାର୍ଜିତ କଥା ଆବୃତ୍ତି ସାହିତ୍ୟ ପ୍ରତି ମୁଁ ସର୍ବଦା ଆକର୍ଷିତ।ମୋ ମନ କହୁଛି ତୁମେ ନିଶ୍ଚୟ ଦିନେ ସାହିତ୍ୟ ଜଗତ କୁ କିଛି ଗୋଟେ ବଡ ଉପହାର ଦେବ।ଏତେ କମ୍ ବଯସରେ ଏତେ ଦୂର ଆଗେଇବା କିଛି କମ୍ କଥା ନୁହେଁ।ତୁମ କବିତା “ମୋ ଗାଁ”ମୋତେ ବହୁତ ପ୍ରଭାବିତ କରିଛି।ଗୋଟେ ଜିନିଷ ପ୍ରତି ସେତେ ଉନ୍ମୁକ୍ତ ନ ହେଲେ ଏତେ ସୁନ୍ଦର କବିତା ଲେଖିହେବନି।ସେ ଯାହାହେଉ ଜଗନ୍ନାଥ ସଦାସର୍ବଦା ତୁମକୁ କୃପା କରନ୍ତୁ। ବହୁତ ଆଗେଇ ଚାଲ।

  52. ଲୋରୀ ତୁ ଭଲ ଲେଖୁଛୁ ।ପ୍ରଭୁ ଜଗନ୍ନାଥ ଙ୍କ କମଳ ଚରଣ ରେ ପ୍ରାର୍ଥନା କରୁଛି କି ତୋ ଚଲା ପଥ କୁସୁମିତ ହେଉ।

  53. ମାଶାରଳା ତତେ ଆଶିର୍ବାଦ କରନ୍ତୁ । ତୁ ବହୁତ ଆଗକୁ ଯା। ଏହାହିଁ ମୋର ଭଗବାନ କ ପାଖରେ ମୋର ନିବେଦନ। ଧନ୍ୟବାଦ।

  54. ଅନେକ୍ ଥର ପ୍ରଚ୍ଛଦରେ ଭେଟ ହୋଇଥିଲେ ସୁଦ୍ଧା ଭଲ ସେ ଏଯାଏଁ ଦେଖା ସାକ୍ଷାତ ହୋଇନାହିଁ କେବେ,

    ମୁଁ କିନ୍ତୁ ଶୁଣିଛି ଶ୍ରୀସିକ୍ତାର ବକ୍ତୃତା, ଅନୁଭବ କରିଛି ତାର ବାଗ୍ମିତା, ଦେଖିଛି ତାର ଅଦ୍ୱିତୀୟ ପ୍ରତିଭା….

    ସୁନ୍ଦର୍ ବକ୍ତୃତା ଦେଉଥିବା ଟିକି ଝିଅଟି ଯେ ୟା ମଧ୍ୟରେ ଏତେ ସୁନ୍ଦର୍ କବିତା ସବୁ ଲେଖିବାକୁ ଆରମ୍ଭ କରିଛି, ପଢି ବହୁତ୍ ଖୁସି ହେଲି….

    ଶ୍ରୀସିକ୍ତା ଭିତରେ ସେ ସମ୍ଭାବନା ଅଛି ନିଶ୍ଚୟ, ସେ ଓଡ଼ିଆ ସାହିତ୍ୟରେ ଏକ ଶ୍ରେଷ୍ଠ ହସ୍ତାକ୍ଷର ହୋଇ ପାରିବ….

    ଶୁଭେଚ୍ଛା,

    ମାଆ ଶାରଳା ତୋର ସାରସ୍ଵତ ପ୍ରତିଭାକୁ ଆଶୀର୍ବାଦ କରନ୍ତୁ

  55. Mast proud of u dear… ❤️
    ସତରେ ତମ ଭଳି ସାଙ୍ଗ ପାଇ ଥିବାରୁ ମୁଁ ନିଜକୁ ବହୁତ୍ ବହୁତ୍ ଗର୍ବ ମନେ କରୁଛି ଏମିତି ଆଗକୁ ବଢ଼ୁଥାଅ

  56. ସତରେ ଲୋରି ତୁମ ଉତର ରେ ଆମେ ବହୁତ ଖୁସି। ଖାଲି ମୁଁ ନୁହେଁ ସାରା ଓଡ଼ିଶା ତୁମ ପାଇଁ ଗର୍ବିତ।ଜଣେ ବନ୍ଧୁ ହିସାବରେ ମୁଁ ସବୁ ସମୟରେ ସବୁ କ୍ଷେତ୍ରରେ ତୁମ ସହ ରହିବାକୁ ଚାହେଁ। ଭଗବାନ ମଙ୍ଗଳ କରନ୍ତୁ ଓ ସବୁ କ୍ଷେତ୍ରରେ ଶକ୍ତି ଦିଅନ୍ତୁ।

  57. Very very ❤Proud of u….dear…!! Samaste nk vala paiba to saha a6i….!!!Ahuri aga ku jaaa “tirtol” ra naa ahuri aga ku ne….❤!!

  58. I and all our staffs feeling proud for you.you are such an inspirational person for all.really happy to have you as our student.keep going like this and make all of us to proud for you always.may god bless you all the very best for your future.

  59. ଲୋରୀ !! ଓଡିଆ ସାହିତ୍ୟର ନଵଅଵକାଶେ ଵିରଳ ତାରକା ଅଟ ତୁମ୍େଭ। ଅପୂର୍ବ ଏବଂ ମନମୋହିନୀ ତୁମ ଶଦ୍ଦ ସଂଯୋଗ। ଉଚ୍ଚକୋଟୀର ତୁମ ଯାଦୁଇ କଵିତା ର ଭାବନା। ସତେକି ତୁମ ଲେଖନୀ ର କାଉଂରୀ ଛୁଆଁରେ କଵିତାଟି ଜୀବିତ ହୋଇଉଠେ। ନୁହେଁ ମୁଁ ନାୟିକା, ନୁହେଁ ମୁଁ ଗାୟିକା, ତୁମ କବିତା ର ମୁଁ ଏକ ପାଗଳି ପାଠିକା। ତୁମେ ଓଡ଼ିଆ ସାହିତ୍ୟର ଜଗତ ରେ ଏକ ଗୌରଵମୟ ନାମ କମାଅ ଏହା ହିଁ ମୋର ଭଗବାନଙ୍କ ନିକଟରେ କାମନା।

  60. Srisikta ସାହିତ୍ୟ ସାଧନା ରେ ତମେ ଜଣେ ସିଦ୍ଧ ସାଧିକା.ତମ ଲେଖା ଅତି ଉଚ୍ଚକୋଟୀର… ତମ ଲେଖା ପଢ଼ିଲେ ସାହିତ୍ୟ ପ୍ରତି ଥିବା ଆଗ୍ରହ ମନରେ ଆହୁରି ଉଙ୍କି ମାରେ .. ବାସ୍ତବତା ସହ ସାହିତ୍ୟ କୁ ଅତି ନିବିଡ଼ ଭାବରେ ଯୋଡ଼ି ପରି ବାସ୍ତବତା କୁ ସହଜରେ ବୁଝେଇ ପାର ତୁମେ, ତୁମ ଲେଖା ଅନନ୍ୟ.. ଜୀବନରେ ସାହିତ୍ୟ ମାଧ୍ୟମ ରେ ତମେ ବହୁତ୍ ଉପରକୁ ଯାଅ . ତୁମ ଚଲା ପଥ କୁସୁମିତ ହୋଉ ମା ବିରଜା ଙ୍କ ପାଖରେ ମୋର ପ୍ରାର୍ଥନା…

  61. ଉତ୍କଳ ସାହିତ୍ୟ ଆକାଶ କୁ ଯେଉଁ କେତେ ଜଣ ମହାନ ତାରକା ନିଜ ର କାଳଜୟୀ ଲେଖା ଦ୍ୱାରା ସୁନ୍ଦର କରି ଚାଲିଛନ୍ତି ,ସେମାନଙ୍କ ମଧ୍ୟରୁ ଶ୍ରୀସିକ୍ତା ସୁଭଦର୍ଶିନୀ ଅନ୍ୟତମ । ମୁଁ ଦୃଢ ନିଶ୍ଚିତ ଯେ ମୋ ନାତି ନାତୁଣୀ ମାନେ ତାଙ୍କ ସରଳାର୍ଥ ରେ ଏହା ଲେଖିବେ । ❤️

  62. ତୁମ ଲେଖନୀ ର ମାଧୁର୍ଯ୍ୟ , ତୁମ ଭାବନା ର ଗାମ୍ଭିର୍ଯ୍ୟ ଭାବବିହ୍ୱଳିତ କରେ ଏ ମନକୁ । ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ଗୁହାରି ତୁମର ଉତ୍ତରତର ଉନ୍ନତି ରେ ସେ ପଥପ୍ରଦର୍ଶକ ହୁଅନ୍ତୁ ।

  63. ବୟସରେ ଛୋଟ ହେଲେ ବି ସାହିତ୍ୟ ଜଗତରେ ତୁମର ଅବଦାନ ଖୁବ୍ ସୁନ୍ଦର,ତୁମର ପ୍ରତ୍ୟକଟି ଲେଖା ହୃଦୟକୁ ଛୁଇଁ ଯାଏ ଆଉ ହଜେଇ ଦିଏ କଉ ଗୋଟେ ଅଲଗା ଦୁନିଆରେ । ଭଗବାନ କରନ୍ତୁ ତୁମ କଲମ ଏମିତି ଲେଖୁଥାଉ ଆଉ ତୁମେ ଏମିତି ଆଗକୁ ବଢ଼ିଚାଲ ଏବଂ ଆମ ଜିଲ୍ଲା ତଥା ଆମ ଦେଶରେ ସୁନାମ ଅର୍ଜନ କର

    1. ବସନ୍ ମଂଜରୀ ଦାସ ାସଂପାଦିକା ସୁଶ୍ରୀ ଶୁଭଶ୍ରୀ says:

      ତୁମକୁ ଦେଖିଛି.ଶୁଣିଛି ବି .ସତରେ ବହୁ ପ୍ରତିଭାର ଅଧିକାରିଣୀ ତୁମେ.ବିଭୁ ତୁମ ଚଲାପଥ କୁସୁମିତ କରନ୍ତୁ.ସାହିତ୍ୟ ଜଗତକୁ ତୁମର ସାରସ୍ବତ ଅବଦାନ ଋଦ୍ଧିମନ୍ତ କରୁ ା

  64. Tuma hrudayara lekhatiku padhile manare ananda bhari ja a ,mana ta khusire utfulla hei uthe……..chira dina pain ama matrubhasa sahitya prati adara rahu ……..prabhu sree jagannatha tumara patha pradasaka huantu

  65. ଶ୍ରୀସିକ୍ତା ତୁମ କଲମ ରେ କବିତା କହି ଉଠେ ସଂସାର ର ବାସ୍ତବତା, ମନୁଷ୍ୟ ର ଭିନ୍ନ ଶିଳ୍ପ ,କୌଶଳ ରୁ ଆରମ୍ଭ କରି ବିଭିନ୍ନ ଜାତି, ଲିଙ୍ଗ ବର୍ଗ ର ବ୍ୟକ୍ତି ଙ୍କର ଅଙ୍ଗେଲିଭା ଆନନ୍ଦ ଏବଂ ବିଷାଦ ର ଅନୁଭୂତି , ଆଶ୍ଚର୍ଯ୍ୟ ଜନକ ତୁମ ପ୍ରତିଭା, ଅବିସ୍ମରଣୀୟ ତୁମ କଲମ ର କଳା, ଅଭୂଲା ତୁମ କବିତା ର ସଞ୍ଜମତା ଏବଂ ତୁମ ଭାବନା ର ଗଭୀରତା , ତୁମେ ହେଉଛ ଏକ ଉତ୍ତମ ଲେଖିକା ଏବଂ କବିୟତ୍ରି।। ତୁମ ପାଇଁ ଅଶେଷ ଆଶୀର୍ବାଦ ଏବଂ ସଫଳ କାମନା।

  66. Very Impressive and amazing Carry on this passion and success is waiting for you in future for sure

  67. Really you are a God gifted child of your parents & also a excellent example of a good friend❤ I always love your writing skill.. God bless uhh keep continue it
    Wish you a bright future ahead

  68. Hope u keep writing in this way and we get to enjoy the magic of your pen .Keep it up Lori ✌️

  69. Congratulations Srisikta, my dear friend …I’m so proud of u . Hats off to u. U r blessed with ur god gifted talent . Go ahead and keep it up . May god bless you with a successful and properous life…

  70. You are awesome lorry…..keep it up. I am proud of you….thanks for being a part of my life……U are really a inspiring girl….

  71. ତୁମ କବିତା ପଢ଼ିଲେ ଲାଗେ କଲମଠୁ ସମାଜ ଅଧିକ ଦୂର ନୁହେଁ କିମ୍ବା କଳ୍ପନାରୁ କାଗଜ ର ପଥ ମଧ୍ୟ ଅଗମ୍ୟ ନୁହେଁ , ସାହିତ୍ୟ ଆକାଶରେ ଯେ ତୁମେ ଦିନେ ନିଜର ସ୍ଵକୀୟ ସ୍ଥିତି ଜାହିର କରିବ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ , ଜଗନ୍ନାଥ ତୁମର ପଥ ପ୍ରଦର୍ଶକ ହୁଅନ୍ତୁ

  72. You are awesome lorry…..keep it up. I am proud of you….thank for being a part of my life…

  73. ଲୋରୀ ,
    ତୁମର ସ୍ପର୍ଦ୍ଧିତ ପ୍ରତିଭା ନିଶ୍ଚୟ ତୁମକୁ ଦିନେ ତୁମେ ଚାଁହୁଥିବା ଆସନର ଅଧିକାରୀ କରାଇବ ।

  74. ଲୋରୀ,
    ତୁମ ନିକଟରେ ଥିବା ସ୍ପର୍ଦ୍ଧିତ ପ୍ରତିଭା ନିଶ୍ଚୟ ତୁମକୁ ଦିନେ ତୁମେ ଚାଁହୁଥିବା ସ୍ଥାନର ଅଧିକାରୀ କରାଇବ ।

  75. ମୁଁ ଆଶା କରୁଛି ତମେ ଏହିପରି ତମ ଜ୍ଞାନର ଭଣ୍ଡାର ଦ୍ଵାରା ତମ ଲେଖନୀ ସାହାଯ୍ୟ ରେ ଓଡ଼ିଆ ସାହିତ୍ୟ କୁ ପରିସ୍ଫୁଟିତ କରୁଥାଅ ଏବଂ ଓଡ଼ିଆ ସାହିତ୍ୟ କୁ ଗୌରବନିତ୍ୟ କରୁଥାଅ।

  76. ଓଡ଼ିଆ ସାହତ୍ୟ କୁ ବିଶ୍ଵସ୍ତର ରେ ପରିଚିତ ର ଏକ ସୁନ୍ଦର ପ୍ରୟାସ।
    ♥️ଓଡ଼ିଆ ♥️

  77. Feeling proud to be your friend Srisikta.Keep it up and all the best for your bright future.

  78. I’m feeling proud to have a friend like you… Keep hustling…. A bright future is awaiting you… You are the real inspiration for many ones ❤

  79. Mora chota vauni pari haba se jhia ti. Mu taku bahut pakharu dekhichi au ta prativa ku chinhichi. Se agaku nischaya gote nami lekhika hei pariba. Se jaha b kahichi sabu ta mana ra vasa. Pravu jagannath nka pakhare mu tara suva kamana karuchi.

  80. ତୁମର ଏତେ ସୁନ୍ଦର ଓଡ଼ିଆ ଲେଖା ସତରେ ଅଲଗା ପ୍ରକାର ର ଲାଗେ! ମା ରାଣ ଫୁଲ ବୋବାଲ୍।

  81. She is incredible……..all the good wishes to you……..have a great future ahead ….wish u all the luck

  82. ମୋର ବିଶ୍ବାସ କି ତୁମେ ଜଣେ ଶ୍ରେଷ୍ଠ ଲେଖିକା ହୋଇ ଆମ ଓଡ଼ିଆ ପ୍ରତିଭା କୁ ଭବିଷ୍ୟତ ରେ ଆହୁରି ଉଜ୍ଜଳ କରିବ। ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ତୁମର ସଫଳତା ପାଇଁ।

  83. ତୁମ ପରି ଏକ ବନ୍ଧୁ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛ, ଏହିପରି ଆଗକୁ ଆଗେଇ ଚାଲ।ଏହିପରି ନିଜର ନିଜ ବାପା ମା ଙ୍କର ଓ ଆମ ସମସ୍ତଙ୍କୁ ଗୌରବାନ୍ଵିତ କରାଅ।ସବୁବେଳେ ତୁମ ସାଥିରେ ଅଛି।ପ୍ରଭୁ ଜଗନ୍ନାଥ ତୁମ ଜୀବନ ସୁଖମୟ କରନ୍ତୁ।।

  84. ପ୍ରଭୁ ଜଗନ୍ନାଥ ତୁମ ଜୀବନ କୁ ସୁଖମୟ କରନ୍ତୁ, ଭବିଷ୍ୟତ ରେ ଓଡ଼ିଆ ସାହିତ୍ୟ ଜଗତରେ ତୁମେ ଜଣେ ଦୀପ୍ତିମାନ ତାରକା ହୋଇ ଆମ ଜିଲ୍ଲା ଓ ବିଦ୍ୟାଳୟ ର ନାମକୁ ଗୌରାବାନ୍ୱିତ କର.. I

    1. ଲୋରୀ,,ତୁମେ ବର୍ତ୍ତମାନ ତଥା ଭବିଷ୍ୟତ ଯୁବ ପୀଢ଼ି ଙ୍କ ର ପ୍ରେରନା ର ଉତ୍ସ..ପ୍ରଭୁ ଜଗ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ତୁମର ଚଲାପଥ କୁସୁମିତ କରନ୍ତୁ ଏବଂ ଜୀବନରେ ବୋହୁତ ଉନ୍ନତି କର…ଯେମିତି ଭବିଷ୍ୟତ ରେ କୌଣସି ବି ମୁହୂର୍ତ୍ତ ରେ ସେହି ସ୍ଥାନ ରେ ଦେଖି ଅନ୍ୟ ଙ୍କୁ କହିପାରିବି ଯେ ହଁ ମୁଁ ଏହି ଝିଅ ସହ ଗୋଟିଏ ବର୍ଷ ବିତେଇଛି ସେ ବି ମୋ Roommate ଭାବରେ… Love you

Leave a Reply to my response Cancel reply

Your email address will not be published. Required fields are marked *