March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Saroj Kumar Sahu for Suryodaya_Sambhranta_Saraswat_Samman – 2021*

Suryodaya_Sambhranta_Saraswat_Samman – 2021

ପ୍ରିୟ ,

ସରୋଜ କୁମାର ସାହୁ
ସତୀର୍ଥ ସାହିତ୍ୟିକ ବନ୍ଧୁ,

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ– ସରୋଜ କୁମାର ସାହୁ
ପିତାଙ୍କ ନାମ:- ଶ୍ରୀଯୁକ୍ତ ଆନନ୍ଦ ରାମ ସାହୁ
ମାତାଙ୍କ ନାମ:- ଶ୍ରୀମତୀ ଧିରମତି ସାହୁ
ସ୍ତ୍ରୀ ଙ୍କ ନାମ:-ଶ୍ରୀମତୀ ଦୀପ୍ତିମୟୀ ସାହୁ
ମହୀସ୍ପର୍ଶ ତାରିଖ/ଜନ୍ମଦିନ୦୪/୦୬/୧୯୮୧
ଶିକ୍ଷା ଗତ ଯୋଗ୍ୟତା– +୨ ବିଜ୍ଞାନ ଓ ଆଇ.ଟି.ଆଇ

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ଲଇକେରା(ଜି:ଝାରସୁଗୁଡା) ହେଉଛି ମୋର ଗାଆଁ। ଛୋଟ ସମୟରୁ ଦୁଃଖକୁ ଅତି ନିକଟରୁ ଦେଖିଛି । ବହୁତ୍ ଅଭାବ ଅସୁବିଧାରେ ପାଠ ପଢ଼ିଛି । ପାଠ ପଢ଼ିବାର ଇଚ୍ଛା ଥାଇ ମଧ୍ୟ ଅଭାବ ଓ ଅସୁବିଧା ହେତୁ ଆଗକୁ ପଢି ପାରିଲି ନାହିଁ ।
ହୀରାକୁଦ ରେ ଆଇ.ଟି.ଆଇ କରି ସାରିବା ପରେ ଘରର ଅସୁବିଧାକୁ ଦୃଷ୍ଟିରେ ରଖି ଗାଆଁରେ ରାସ୍ତା କଡ଼ରେ ଗୋଟିଏ ଛୋଟିଆ ପାନ ଦୋକାନରୁ ହିଁ ନିଜର ଅସ୍ତିତ୍ବ କୁ ମଜବୁତ୍ କରିବାର ପ୍ରୟାସ ଆରମ୍ଭ କରିଛି ।
ପାଞ୍ଚ/ଛଅ ବର୍ଷ ପରେ ହୀରାକୁଦରେ (ସମ୍ବଲପୁର) ଅବସ୍ଥିତ “ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲି.”ପାୱାର ପ୍ଲାଣ୍ଟ (ଆଦିତ୍ୟ ବିର୍ଲା ଗ୍ରୁପ୍) ରେ ଜଣେ ଅପରେଟର୍/ପ୍ରାଯୁକ୍ତିକ ଭାବରେ କାର୍ଯ୍ୟରତ ଅଛି । ମୋର ସହଧର୍ମିଣୀ ଭି.ଏସ୍.ଏସ୍ ମେଡିକାଲ ବୁର୍ଲାରେ ଜଣେ ଷ୍ଟାଫ୍ ନର୍ସ ଭାବରେ କାର୍ଯ୍ୟ କରୁଅଛନ୍ତି। ମୋର ମାଆ ବାପା ଏବଂ ଗୋଟିଏ ପାଞ୍ଚ ବର୍ଷର ଝିଅ (ଅନନ୍ୟା), ଦୁଇ ବର୍ଷର ପୁଅ (ଅର୍ନଵ୍) ମିଶି ହୀରାକୁଦରେ ହିଣ୍ଡାଲକୋର ପାୱାର କଲୋନୀରେ ବସବାସ କରୁଅଛୁ ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ଦୁନିଆଁ ରେ କାହାକୁ ନିଜର ଦୁଃଖକଷ୍ଟକୁ ନ ବାଣ୍ଟି କବିତା କୁ ନିଜର ପ୍ରଥମ ସାଥୀ ଆକାରରେ ବାଛି ନେଇଥିଲି ଯଦିଓ ମୋ ଲେଖା ପ୍ରଥମେ ସେତିକି ମାର୍ଜିତ ନ ଥିଲା ତଥାପି ବହୁତ୍ ଆତ୍ମସନ୍ତୋଷ ମିଳୁଥିଲା ।
କରୋନା କାଳରେ ସଚେତନତା କୁ ଦୃଷ୍ଟି ରେ ରଖି କିଛି କବିତା ପ୍ରଥମେ ଫେସ୍ ବୁକ୍ ରେ ପୋଷ୍ଟ କଲି । କିଛି ଲୋକ ବହୁତ୍ ଉତ୍ସାହିତ ମଧ୍ୟ କଲେ ।
ବହୁତ୍ ଖୁସି ଲାଗେ ଯେତେବେଳେ କେହି ମୋତେ ତାଙ୍କର ନିଜ ମୋବାଇଲ୍ ରେ କବିତା ପଠାଇବାକୁ ମଧ୍ୟ ଅନୁରୋଧ କରନ୍ତି । ସେହି ଲୋକମାନେ ତାଙ୍କ ଭଲ ପାଇବା ଦେଇ ମୋତେ ଉତ୍ସାହିତ କରିଛନ୍ତି ତାଙ୍କ ପାଖରେ ମୁଁ ଚିରଋଣୀ ଅଟେ ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

ମୁଁ ମୁଖ୍ୟତଃ କବିତା ଲେଖିବାକୁ ପସନ୍ଦ କରେ । ଛୋଟ କାହାଣୀ ବହୁତ୍ କମ୍ ଲେଖିଛି।
ନିଜର ଭାବ ପ୍ରବଣତା, ନିଜର ଦୁଃଖ ସମୟରେ କିଛି ଭାବନା ଜାତ ହେଲେ ମୁଁ ତାହାକୁ କବିତାର ରୂପ ଦେବାପାଇଁ ଚେଷ୍ଟା କରୁଥିଲି ପରବର୍ତ୍ତୀ ମୁହୂର୍ତ୍ତରେ ଏହା ମୋ ଜୀବନ ପାଲଟି ଯାଇଛି ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ମୋ ମତରେ ଭଲ ଲେଖା ହେଉଛି, ଯେଉଁ ଲେଖାକୁ ସମସ୍ତେ ପଢ଼ି ବୁଝି ପାରୁଥିବେ ଏଵଂ କବିତାରେ କିଛି ବାର୍ତ୍ତାଥିବ ଯାହାକି ସଂସ୍କାର ମୂଳକ କିମ୍ବା ସମାଜ ଗଠନରେ ନୂତନ ଚେତନା ଶକ୍ତି ଜାଗ୍ରତ କରାଇ ପାରୁଥିବ ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ବିଶେଷ ଯୋଗ୍ୟତା ନ ଥାଇ ମଧ୍ୟ ମୁଁ ସାରସ୍ଵତ ଜଗତରେ ପାଦ ଥୋଇଛି, ବହୁତ୍ ସାହାସ ଏଵଂ ଦୃଢ଼ ମନୋବଳ ସାଥିରେ ନେଇ । ମାଁ ବୀଣାପାଣି ଙ୍କ ପାଖରେ ପ୍ରାର୍ଥନା ମୋ ଉପରେ ଏମିତି ଦୟାଭାବ ରଖିଥାଆନ୍ତୁ ।
ମୁଁ ମୋର ପ୍ରାୟତଃ କବିତାରେ ଆମର ପୁରୁଣା ସଂସ୍କୃତି, ଯୌଥ ପରିବାର, ସାମାଜିକ ସଂସ୍କାର କୁ ଅକ୍ଷୁର୍ଣ୍ଣ ରଖିଲେ ଭଲ ହୁଅନ୍ତା ତା ଉପରେ ଲେଖିବା ପାଇଁ ଚେଷ୍ଟା କରିଛି ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

କବିତା ଏକ ଭାବନାତ୍ମକ ରୂପ ଅଟେ ଯାହାକି କିଛି ସମୟ ପାଇଁ ଭାବ ବିହ୍ୱଳ ହେବାକୁ ପଡ଼ିଥାଏ ଏବଂ ଓତଃପ୍ରୋତ ଭାବରେ ଝରିଆସେ ।
ସାହିତ୍ୟ ଏକ ବିଶାଳ ସମୁଦ୍ର ତାର ଗଭୀରତା ସହଜରେ ମାପି ହେବନାହିଁ ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ପ୍ରଥମେ ପ୍ରଥମେ ଆତ୍ମସନ୍ତୋଷ ପାଇଁ ଲେଖୁଥିଲି କିନ୍ତୁ କିଛି ସାହିତ୍ୟିକ ବନ୍ଧୁ ମାନଙ୍କ ସହିତ ଯୋଡ଼ିହେଲା ପରେ ବହୁତ୍ ଉତ୍ସାହ ମିଳିଲା । କିଛି ମାତ୍ରାରେ ନିଜର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇ ପାରିଲା।
ପାଠକୀୟ ଆଦୃତି ହୋଇ ଅତି କମ୍ ରେ ଜଣଙ୍କ ମନକୁ ବି ଛୁଇଁ ପାରିଲେ ମୁଁ ତାହାକୁ ପୁରସ୍କାର ଭାବିନେବି ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ଓଡ଼ିଆ ଭାଷା, ସାହିତ୍ୟରେ ବର୍ତ୍ତମାନ ବହୁତ୍ କବି ଲେଖକ ସାହିତ୍ୟ ଜଗତରେ ବିଭିନ୍ନ ମାଧ୍ୟମରେ  ଯୋଡ଼ି ହେଉଛନ୍ତି । ସେମାନଙ୍କୁ ଯଦି ଉଚିତ୍ ପଥ ପ୍ରଦର୍ଶକ ମିଳନ୍ତେ ତେବେ ଭବିଷ୍ୟତରେ ସେମାନେ ନିଶ୍ଚୟ ଦିନେ ସାହିତ୍ୟ ଆକାଶର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ତାରକା ହୋଇପାରିବେ ବୋଲି ମୋର ବିଶ୍ବାସ ।

୯-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ମୁଁ ମଧ୍ୟ ସାହିତ୍ୟ ଜଗତରେ ବହୁତ୍ କମ୍ ଦିନର ପଥିକ ଅଟେ । ଯେତିକି ସାଧନା କରିବା କଥା ବ୍ୟସ୍ତତା ଭିତରେ ମୁଁ ମଧ୍ୟ ସେତିକି ସମୟ ଦେଇ ପାରୁନାହିଁ ।
ମୁଁ ଯେବେ ନିଜେ ଠିକ୍ ସମୟ ଦେଇ ପାରିବି ମୂଲ୍ୟବାନ ବହି ପଢ଼ି ପାରିବି
ସେତିକି ବେଳେ ଏହି ପ୍ରଶ୍ନ ର ଉତ୍ତର ରଖିଲେ ଭଲ ହେବ ।
କିନ୍ତୁ ତଥାପି ମୋର ଅଭିଜ୍ଞତା ଅନୁସାରେ ମୋ ଭଳି ଯେଉଁ ମାନେ ଏହି ସାରସ୍ଵତ ସାଧନାରେ ମନୋନିବେଶ କରିଛନ୍ତି ସେମାନେ ଧୈର୍ଯ୍ୟ ହରା ନ ହୋଇ ଆଗକୁ ବଢ଼ି ଚାଲନ୍ତୁ । ପ୍ରେରଣା ଦାୟୀ ପୁସ୍ତକ ପଢନ୍ତୁ । ଉଚିତ୍ ସାଧନା କଲେ ଫଳ ନିଶ୍ଚୟ ମିଳିବ ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

କୌଣସି କବି କି ଲେଖକ ବହୁତ୍ କିଛି ସନ୍ଦେଶ ଦେଇ ପାରନ୍ତି । ତେଣୁ ବଣର ମଲ୍ଲୀ ବଣରେ ଝଡି ନ ପଡୁ ।
ସାହିତ୍ୟରେ ସେହି ସୁଯୋଗ ମିଳି ପାରୁନି ବୋଲି ମୁଁ ଭାବେ ।
ସୂର୍ଯ୍ୟୋଦୟ ସାହିତ୍ୟ ଭାଷା ପ୍ରତିଷ୍ଠାନ ଏହିଭଳି ଯଦି ନିଃସ୍ୱାର୍ଥରଭାବରେ କାମ କରେ ବହୁତ୍ ସାହିତ୍ୟିକ ବନ୍ଧୁ ସୁଯୋଗ ପାଇ ପାରିବେ ।
କିନ୍ତୁ ଆଉ ଟିକେ ଆଗକୁ ଚିନ୍ତାକରି ବିଦ୍ୟାଳୟ ମାନଙ୍କରେ ପ୍ରତିଯୋଗିତା ମାଧ୍ୟମରେ ଶିଶୁ ସାହିତ୍ୟ ସୃଷ୍ଟି ହୋଇପାରନ୍ତା । ଶିଶୁପ୍ରତିଭା ଅନ୍ୱେଷଣ କରି ଏହି ମାର୍ଗରେ ସଂସ୍କାର ଜ୍ଞାନ ବଢ଼ି ପାରନ୍ତା ବୋଲି ମୋର ନିଜସ୍ବ ମତ ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

କବି ହେବାର ପରିଚୟ ତ ମୁଁ କହିବିନି କିନ୍ତୁ ଥରେ “ଅର୍ଦ୍ଧାଙ୍ଗିନୀ” କବିତା ସୋସିଆଲ ମିଡ଼ିଆ ରେ ଦେଖି ଜଣେ
ଆର୍.ଏସ୍.ଏସ୍ ର ଉଚ୍ଚ ପଦବୀର ଭାର ସମ୍ଭାଳି ଥିବା ଭାଇ ଶ୍ରୀମାନ ସିମାଞ୍ଚଳ ଖଟୁଆ ମୋର ନମ୍ବର୍ ଖୋଜି ଖୁସି ପ୍ରକଟ କରି ଲେଖା ଜାରୀ ରଖିବାକୁ କହିଥିଲେ ।
ସମାଜ କୁ ଦିଗ୍ ଦର୍ଶନ ଦେଲାଭଳି କବିତା ଲେଖିବା ପାଇଁ ଉପଦେଶ ଦେଇଥିଲେ ।
ଜଣେ ଘରଣୀ “ଉତ୍ତମ ବିଚାର”
କବିତା ରେ ଗାଳି ରୂପରେ ଉତ୍ସାହିତ କରିଥିଲେ ।

ମୋର ପୂଜ୍ୟ ଗୁରୁଜୀ ଶ୍ରୀମାନ ଏସ୍.ଜି.ଡି ଖାନ୍ ଏବଂ ଶ୍ରୀମାନ ଭଗବାନ ସେନାପତି କବିତାରେ ସମର୍ପଣ ଭାବନା ଦେଖି ବହୁତ୍ ଉତ୍ସାହିତ କରିବା ସହିତ ମୋ ପ୍ରତି ତାଙ୍କର ଭଲ ପାଇବା ଅତ୍ୟନ୍ତ ଆନନ୍ଦ ଦେଇଛି ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଆଜିକାଲି ସାହିତ୍ୟରେ ଅନଲାଇନ ପ୍ରବେଶ ସ୍ଵାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ କିଛି ଜଣ ସାହିତ୍ୟ କୁ ନେଇ ବ୍ୟବସାୟ କରୁଛନ୍ତି ବୋଲି ଶୁଣିଛି ।
ମୋ ମତରେ ସାହିତ୍ୟ ସମାଜର ଆଦର୍ଶ ଅଟେ । ଆମ ସମସ୍ତଙ୍କର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ତେଣୁ ଏହାର ଯଥୋଚିତ ସମ୍ମାନ କରିବା ସହିତ ପରବର୍ତ୍ତୀ ପିଢ଼ି ନିମନ୍ତେ କିଛି କରିବାର ମନବୃତ୍ତି ନେଇ ଆଗେଇ ଚାଲିବା ଉଚିତ୍ ।

କାହାକୁ ଦୋଷାରୋପ ନ କରି ନିଜର ସାଧନା ଜାରୀ ରଖିବା ଉଚିତ୍ ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ସୂର୍ଯ୍ୟୋଦୟ ସାହିତ୍ୟ ଅନୁଷ୍ଠାନ ବର୍ତ୍ତମାନ ସମଗ୍ର ବିଶ୍ଵରେ ଖ୍ୟାତି ଅର୍ଜନ କରୁଛି ଶୁଣି ନିଜକୁ ଗର୍ବ ଅନୁଭବ ହୁଏ । ଆମର ଭାଷା ସାହିତ୍ୟ ମାଧ୍ୟମରେ “ବସୁଧୈବ କୁଟୁମ୍ବକମ୍” ର ବାର୍ତ୍ତା ସମଗ୍ର ବିଶ୍ବ ଦରବାରରେ ପହଞ୍ଚୁ ।
ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଏହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହୋଇ  ଅନେକ ବଣ ମଲ୍ଲୀ ଭଳି ଝଡି ଲୋକ ଲୋଚନକୁ ଆସିବାରେ ସହାୟକ ହୋଇ ସାହିତ୍ୟ ଜଗତରେ ପରିଚୟ ପ୍ରଦାନ କରିବାର ମୁଖ୍ୟ ଭୂମିକା ଗ୍ରହଣ କରୁ ।

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?

ଜୀବନ ମନ୍ଥନେ ସାହିତ୍ୟ ପୀୟୂଷ
ଲଭିଥାଏ ଭାଗ୍ୟବନ୍ତ,
ଚିରକାଳ ପାଇଁ ଅଜର ଅମର
ହୁଏନାହିଁ ତାର ଅନ୍ତ ।।

କଲମ ଧରିଲେ ହୃଦୟ ଭିତରେ
ଜାଗେ କାବ୍ୟ ଭାବଧାରା,
ମନ ଆକାଶରେ କବିତା ଭାସ୍କର
ଓହ୍ଲେଇ ଆସନ୍ତି ପରା ।।

କବି ପରିଚୟ ହେଲେ ଅସ୍ତମିତ
ହୃଦୟ ଅଶାନ୍ତେ ନିନ୍ଦେ,
ସାତସ୍ୱର ଛନ୍ଦ ହୁଅଇ କର୍କଶ
ଗୁମୁରି ଗୁମୁରି କାନ୍ଦେ ।।

               ସରୋଜ କୁମାର ସାହୁ
                 ଲଇକେରା,ଝାରସୁଗୁଡା

Loading

100 thoughts on “*Lets talk with Saroj Kumar Sahu for Suryodaya_Sambhranta_Saraswat_Samman – 2021*

  1. I will also like to mention that most of those that find themselves without having health insurance usually are students, self-employed and those that are unemployed. More than half with the uninsured are really under the age of Thirty-five. They do not sense they are looking for health insurance because they are young in addition to healthy. Their income is typically spent on houses, food, and also entertainment. Some people that do work either 100 or in their free time are not given insurance by their jobs so they head out without because of the rising valuation on health insurance in the country. Thanks for the concepts you discuss through this website.

  2. A powerful share! I’ve just forwarded this onto a co-employee who continues to be undertaking just a little research on this. And he in fact ordered me supper mainly because I uncovered it for him… lol. So enable me to reword this…. Many thanks with the meal!! But yeah, thanx for paying time and energy to speak about this matter here on your own World wide web web-site.

  3. You’re so interesting! I don’t suppose I’ve truly read anything like this before. So great to find another person with unique thoughts on this issue. Seriously.. thank you for starting this up. This website is one thing that is needed on the web, someone with some originality!

  4. The next time I read a blog, I hope that it doesn’t fail me just as much as this particular one. After all, I know it was my choice to read through, nonetheless I actually believed you’d have something interesting to say. All I hear is a bunch of moaning about something that you could possibly fix if you weren’t too busy seeking attention.

  5. Having read this I thought it was extremely enlightening. I appreciate you finding the time and energy to put this informative article together. I once again find myself personally spending way too much time both reading and posting comments. But so what, it was still worth it!

  6. I truly love your site.. Excellent colors & theme. Did you make this web site yourself? Please reply back as I’m hoping to create my own personal site and would love to find out where you got this from or exactly what the theme is named. Thanks!

  7. When I originally commented I seem to have clicked the -Notify me when new comments are added- checkbox and from now on each time a comment is added I get 4 emails with the exact same comment. Is there a way you are able to remove me from that service? Thanks a lot!

  8. An intriguing discussion is definitely worth comment. I do think that you should publish more on this topic, it might not be a taboo subject but usually folks don’t talk about these issues. To the next! All the best!!

  9. A motivating discussion is worth comment. There’s no doubt that that you need to write more on this topic, it may not be a taboo matter but generally folks don’t discuss such issues. To the next! Many thanks!!

  10. Hi there! I could have sworn I’ve been to this site before but after going through a few of the articles I realized it’s new to me. Regardless, I’m certainly delighted I found it and I’ll be book-marking it and checking back frequently!

  11. When I initially commented I appear to have clicked the -Notify me when new comments are added- checkbox and now each time a comment is added I get 4 emails with the exact same comment. Is there a means you can remove me from that service? Kudos!

  12. Your style is very unique in comparison to other folks I’ve read stuff from. Many thanks for posting when you have the opportunity, Guess I will just book mark this page.

  13. After looking over a handful of the blog posts on your site, I truly like your technique of writing a blog. I added it to my bookmark site list and will be checking back in the near future. Please visit my website too and let me know your opinion.

  14. Hi, I do think this is an excellent website. I stumbledupon it 😉 I’m going to revisit once again since I saved as a favorite it. Money and freedom is the best way to change, may you be rich and continue to help others.

  15. Hello there! This blog post couldn’t be written much better! Going through this article reminds me of my previous roommate! He continually kept preaching about this. I’ll forward this article to him. Fairly certain he’s going to have a very good read. I appreciate you for sharing!

  16. Oh my goodness! Impressive article dude! Thanks, However I am encountering issues with your RSS. I don’t understand why I can’t join it. Is there anyone else getting similar RSS problems? Anyone who knows the answer will you kindly respond? Thanks!!

  17. Everything is very open with a really clear explanation of the challenges. It was really informative. Your website is extremely helpful. Thank you for sharing!

  18. I’m more than happy to uncover this page. I want to to thank you for your time due to this wonderful read!! I definitely really liked every bit of it and I have you book-marked to check out new information in your website.

  19. An outstanding share! I have just forwarded this onto a colleague who was doing a little research on this. And he in fact bought me breakfast because I discovered it for him… lol. So let me reword this…. Thanks for the meal!! But yeah, thanks for spending some time to talk about this matter here on your website.

  20. You are so cool! I do not believe I’ve truly read a single thing like that before. So great to discover another person with original thoughts on this subject matter. Seriously.. thank you for starting this up. This website is something that’s needed on the internet, someone with a little originality!

  21. Oh my goodness! Amazing article dude! Thank you, However I am going through issues with your RSS. I don’t understand why I cannot join it. Is there anyone else getting the same RSS issues? Anyone who knows the answer can you kindly respond? Thanx!!

  22. I absolutely love your blog.. Great colors & theme. Did you build this amazing site yourself? Please reply back as I’m trying to create my own personal blog and would like to find out where you got this from or what the theme is named. Many thanks!

  23. Hi there! I could have sworn I’ve visited this blog before but after browsing through many of the posts I realized it’s new to me. Anyways, I’m certainly happy I found it and I’ll be bookmarking it and checking back frequently!

  24. The very next time I read a blog, Hopefully it does not fail me just as much as this one. After all, I know it was my choice to read, nonetheless I genuinely believed you would have something useful to talk about. All I hear is a bunch of whining about something that you can fix if you were not too busy looking for attention.

  25. Oh my goodness! Amazing article dude! Thanks, However I am encountering problems with your RSS. I don’t know why I can’t join it. Is there anyone else having the same RSS problems? Anyone who knows the solution will you kindly respond? Thanks!!

  26. Oh my goodness! Impressive article dude! Many thanks, However I am encountering troubles with your RSS. I don’t understand the reason why I am unable to join it. Is there anybody else getting similar RSS issues? Anybody who knows the solution can you kindly respond? Thanx!!

  27. Greetings! Very useful advice in this particular article! It is the little changes that produce the greatest changes. Many thanks for sharing!

  28. Everything is very open with a very clear explanation of the challenges. It was definitely informative. Your site is very useful. Thank you for sharing!

  29. I have to thank you for the efforts you’ve put in writing this blog. I am hoping to view the same high-grade content by you in the future as well. In fact, your creative writing abilities has inspired me to get my own site now 😉

  30. A fascinating discussion is definitely worth comment. I think that you need to write more on this subject, it may not be a taboo subject but typically people don’t discuss these topics. To the next! All the best!!

  31. An impressive share! I’ve just forwarded this onto a colleague who had been doing a little homework on this. And he in fact ordered me lunch simply because I found it for him… lol. So allow me to reword this…. Thank YOU for the meal!! But yeah, thanx for spending the time to talk about this issue here on your blog.

  32. Right here is the perfect blog for everyone who hopes to find out about this topic. You understand so much its almost hard to argue with you (not that I really will need to…HaHa). You certainly put a new spin on a topic that’s been written about for decades. Great stuff, just wonderful!

  33. I blog often and I seriously appreciate your content. The article has really peaked my interest. I’m going to take a note of your blog and keep checking for new information about once a week. I subscribed to your Feed too.

  34. Hello there! This post could not be written much better! Looking at this post reminds me of my previous roommate! He continually kept talking about this. I’ll forward this article to him. Pretty sure he’ll have a very good read. Thank you for sharing!

  35. A motivating discussion is definitely worth comment. I believe that you ought to publish more about this subject, it may not be a taboo subject but typically people don’t discuss these subjects. To the next! Kind regards!!

  36. Greetings, I do believe your website could possibly be having browser compatibility issues. Whenever I look at your web site in Safari, it looks fine however when opening in IE, it has some overlapping issues. I simply wanted to give you a quick heads up! Apart from that, great site!

  37. Hi, I do think this is a great web site. I stumbledupon it 😉 I may revisit yet again since i have bookmarked it. Money and freedom is the best way to change, may you be rich and continue to help other people.

  38. Hello there! This post could not be written much better! Looking through this article reminds me of my previous roommate! He continually kept talking about this. I’ll send this article to him. Fairly certain he’ll have a very good read. Many thanks for sharing!

  39. An outstanding share! I have just forwarded this onto a colleague who has been conducting a little homework on this. And he in fact ordered me lunch simply because I found it for him… lol. So allow me to reword this…. Thanks for the meal!! But yeah, thanks for spending some time to discuss this topic here on your web page.

  40. I absolutely love your website.. Very nice colors & theme. Did you develop this amazing site yourself? Please reply back as I’m wanting to create my own personal website and want to learn where you got this from or what the theme is called. Kudos!

  41. This is the right blog for anyone who really wants to understand this topic. You know a whole lot its almost tough to argue with you (not that I actually would want to…HaHa). You certainly put a brand new spin on a subject that’s been written about for a long time. Excellent stuff, just excellent!

  42. Oh my goodness! Amazing article dude! Thank you so much, However I am experiencing problems with your RSS. I don’t understand the reason why I am unable to subscribe to it. Is there anybody getting similar RSS problems? Anyone that knows the answer can you kindly respond? Thanx!!

  43. Oh my goodness! Amazing article dude! Thanks, However I am experiencing issues with your RSS. I don’t know the reason why I cannot join it. Is there anybody getting the same RSS issues? Anyone who knows the answer can you kindly respond? Thanx!!

  44. I’m amazed, I have to admit. Seldom do I encounter a blog that’s both equally educative and amusing, and without a doubt, you have hit the nail on the head. The issue is an issue that not enough people are speaking intelligently about. Now i’m very happy I stumbled across this during my hunt for something relating to this.

  45. You’re so interesting! I don’t suppose I’ve read anything like that before. So nice to find someone with a few original thoughts on this topic. Really.. many thanks for starting this up. This web site is one thing that’s needed on the web, someone with some originality!

  46. It’s truly a great and handy piece of data. I’m happy that you simply shared this beneficial details with us. Be sure to keep us up to date similar to this. Thanks for sharing. toyba.munhea.se/map6.php cykelh??llare f?¶r bil utan dragkrok

Leave a Reply to read review Cancel reply

Your email address will not be published. Required fields are marked *