Lets talk with Jashobanti Nayak for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ତଳେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ନିଜ ମନ ବିବେକ ଭତ୍ତମ ଚିତ୍ତରେ ଲେଖିବେ । ?
ନାମ– ଯଶୋବନ୍ତି ସାହୁ
ପିତାଙ୍କ ନାମ– କଙ୍ଗାଳୁ ସାହୁ
ମାତାଙ୍କ ନାମ– ସୁଲୋଚନା ସାହୁ
ଜନ୍ମ ତାରିଖ — 12 – 6 – 1964
ଶିକ୍ଷାଗତ ଯୋଗ୍ୟତା— ସପ୍ତମ କ୍ଳାସ
1 – ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିସୟର ଲେଖନ୍ତୁ । ?
ମୋର ଜନ୍ମ ସ୍ଥଲିସୋନପୁର ଜିଲ୍ଲାର ସରଗୁଲ ଗ୍ରାମରେ ଆମେ ଦୁଇ ଭଉଣୀ ।ବାପା ମା ସ୍ଵର୍ଗବାସିହେ ଲେଣି। ଦୁଇ ଭଉଣୀ ଘର ଜ୍ଵାଇଁ ହୋଇ ରଖିଛନ୍ତି । ପୁଅ ନଥିବାରୁ ଘରେ ରଖିଲେ ଶାଶୁଘର ନୟାଗଡ଼ ଜିଲ୍ଲା ନିମପାଟଣା ଗ୍ରାମରେ | ଆମ ଗ୍ରାମରେ ସ୍କୁଲ ସପ୍ତମ କ୍ଳାସ ପର୍ଯ୍ୟନ୍ତ ଥିବାରୁ ମୁଁ ବେଶି ପଢିପାରିଲି ନାହି । ବହୁତ ଅସୁବିଧାର ସମ୍ମୁଖିନ ହୋଇ ମୋର ଜୀବନ ଅତିବାହିତ ହୋଇଛି । ବାହାଘର ବେଳେ ମଧ୍ୟ ଘରେ ଅଭାବ ଅସୁବିଧା ଥିବାରୁ ବହୁତ କଷ୍ଟରେ ବାହାଘର ହେଲା । କିଛି ଦେଇପାରିଲେ ନାହି । ତେଣୁ ଛୋଟ ଦୋକାନ ଟିଏ କରି ଚଳିଲୁ । ମୋର ଦୁଇଟିପୁଅ ଝିଅ ବାହାହୋଇ ନାତି ଦୁଇଟି ମଧ୍ୟ ହୋଇଛି ।ଏବେ ବଡ ଦୋକାନ କରି ପୁଅ ବହୁ ମଧ୍ୟ ଦୋକାନ କରି ପ୍ରଭୁଙ୍କ ବୟା ରୁ ଭଲ ଚଳୁଛୁ। ମୋର କର୍ମମୟ ଜୀବନ ରେ ବହୁତ ଘାତ ପ୍ରତିଘାତରେ ଆଜି ତଳ ପାହାଚରୁ ଉପର ପାହାଚରେ ପଦାର୍ପଣ କରିଛି । ଆମେ ମହିମା ଧର୍ମ ନେଇ ତାଙ୍କ ଭରଷାରେ ଚଳୁଛୁ
2 – ସାହିତ୍ୟ ତଥା ଏହାର ଦୁନିଆଁ ଯାହାକୁ ସାରସ୍ଵତ ଦୁନିଆଁକୁହାଯାଏ
ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ।କିଛି ଅନୁଭୁତି ଆମକୁ କହିବେ ?
ସାହିତ୍ୟିକ ଭାଷାର କବିତା ଭଜନମୋର ସମୟ ନୁଶାରେ ଲେଖୁଥାଏ । ସମସ୍ତେ ଦେଖନ୍ତି ଓ କହନ୍ତି କି ଖାଲି ଲେଖିଚାଲୁଛୁ ବହି ଖଣ୍ଡେ ଛପେଇକଲେ ସିନା ଲୋକଲୋଚନକୁ ଆଣି ପାରିବୁ । ମୁଁ ତଭାବି ନ ଥିଲି ଏବେ କବିତାଭଜନ ଲେଖିବି ବୋଲି । ମୋ ଲେଖାକୁ ଲୋକେ ପଢିବହୁତ ଖୁସି ହୁଅନ୍ତି ।
ସତସଙ୍ଗଯେଉଁଠାରେ ହେଲେ ମତେ ଡକାଇ ଗାଇବାକୁ କହନ୍ତି! ସମସ୍ତେ ଆଗ୍ରହରେ ଶୁଣନ୍ତି ମହାତ୍ମାମାନେ ମଧ୍ୟ ଭଲ ଲେଖୁଛ ବୋଲି ଧନ୍ୟବାଦ ଦିଅନ୍ତି । ଏମିତି ବହୁତ ଜାଗା ଯାଇଛି
ଲେଖୁଲେଖୁ ତିନି ହଜାର ଲେଖି ସାରିଲିଣି। ଫେସବୁକ ମାଧ୍ୟମରେ ପାଞ୍ଚ ଶହ ଛାଡ଼ିଛି । ସମସ୍ତେ ଦେଖି ମତାମତ ଦିଅନ୍ତି ବହୁତ ଖୁସି ଲାଗେ
ଏହା ମୋର ଜୀବନ ରେ ପ୍ରଭାବ ପକାଇଛି ।
3 – ଆପଣ ମୁଖ୍ୟତଃ କବିତା / ଗଳ୍ପ / ପ୍ରବନ୍ଧଗମ୍ୟ ରଚନା କି ଅନ୍ୟ କିଛି ଲେଖା ଲେଖି କରନ୍ତି । ?
ଗଳ୍ପ ଅଳ୍ପ ମାତ୍ରାରେ ଲେଖିଛି । ହେଲେ କବିତା ଆପଣାଛାଏଁ ମନକୁ ଆସି ଯାଏ ତେଣୁ ମୁଁ କବିତା ବେଶି
ଲେଖିପକାଏଁ । ଯେଉଁଠି ଯାହା ଦେଖିଲେ କି ଯାହା ଘଟିଲେ ସବୁ ମୋର ହାଦୟରେ ଚେଇଁ ଉଠେ। ବର୍ଷା ଝରଣା ଗଛ ଲୋକଙ୍କ ଦୁଃଖ ଦୁର୍ଦ୍ଦସା ନ୍ୟାୟ ଅନ୍ୟାୟ ଯାହା ଦେଖିଲେ ଆଖି ଆଗରେ ଘଟଣାମାନ
ସବୁ ଲେଖିଦିଏ | ଯିଏକହିବ ଜନ୍ମ ଦିନରଗିତ ଝିଅ ବିଦାୟ ଗିତ ଶୋକ ଗିତିକା ସବୁ ଲେଖିବାକୁ କହନ୍ତି ମୁ ଲେଖିଦିଏଁ। ଅକ୍ଷର ଶବ୍ଦ ସବୁ ଗୋଟେ ଇ ଆଣି ତାକୁ କବିତାର
ରୁପ ଦିଏ ସୁନ୍ଦର ହୋଇଯାଏ ।
4. ଆପଣଙ୍କ ମତରେ ଭଲ କବିତାଟିଏ ବାଗପଟିଏ କାହାକୁ କହନ୍ତି । ?
ମୋ ମତରେ ଭଲ କବିତା ଓ ଗପ ଲୋକଙ୍କ ହୃଦୟକୁ ଜିଣି ପାରୁଥିବା ସଚେତନର ବାର୍ତ୍ତା ଦେଉଥିବ ‘ପଢିବୁଝି ପାରୁଥିବ । ଭାବରେ ଭରପୁର ହୋଇ ରହିଥିବ । ଲୋକଙ୍କୁ ଖୁସି କରି ବାଃ ବାଃ ରେ କବିତା କହି ମତାମତ ଦେଉଥିବେ ତାଙ୍କୁ ଭଲ କବିତାଟିଏ କହିବା ।
5 – ଆପଣମାନଙ୍କ ଲେଖା ମାଧ୍ୟମରେ ସମାଜକୁ କ’ଣ କହିବାକୁ ଭଲପାଆନ୍ତି?
ମୁଁ ମୋ ଲେଖା ମାଧ୍ୟମରେ କହିବାକୁ ଚାହୁଁଛି ମୋର ଲେଖାକୁ ପଢିଲୋକେ ହୃଦୟଙ୍ଗମ କରନ୍ତୁ ।
ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥ।ଉ । ସତ୍କର୍ମରେ ମାର୍ଗଦର୍ଶନ ଦେଉ। ଦୁର୍ବୁଦ୍ଧି ଚିନ୍ତା ଲୋକଙ୍କ ହୃଦୟରୁ କାଢି ଦେଲେ ଦୁନିଆଁରୁ ଦୁର୍ନିତି ଦୁର ହୋଇଯାଆନ୍ତା ।
6 – ସାହିତ୍ୟ ଲେଖି ହୋଇଯାଏ ଅଥବାଲେଖିବାକୁ ପଡେ ଆପଣଙ୍କ ଅନୁଭୁତିକୁ ଏନେଇ । ?
କବିତା ଗଳ୍ପ ପ୍ରବନ୍ଧ ଏ ସବୁ ସାହିତ୍ୟ କୁନେଇ ଶୃଷ୍ଟି ହୋଇଛି । ଏଥିରେ ଶୃଷ୍ଟିର ଯିଏ ଶ୍ରଷ୍ଟା ତାଙ୍କର ଅନୁପ୍ରାଣିତ ମନକୁ ଜାଗ୍ରତ କରିଥାନ୍ତି
କବିକୁ ଦ୍ୱିତୀୟ ବ୍ରହ୍ମା ବୋଲି କହନ୍ତି ।
ଯିଏ ଜଗତର କଲ୍ୟାଣ ପାଇଁ କିଛି ନ ମାନି ଆଗକୁ ବଢି ଚାଲେ |
7 – ପାଠକୀୟ ଆଦୃତି ପୁରସ୍କାର ନାଁ ଆତ୍ମସନ୍ତୋସ ଆପଣଙ୍କ ସାରସ୍ଵତ ସାଧନା ଓ ଶୃଜନ ଶିଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ । ?
କବିତାକୁ ପାଠକ ଯଦି ପଢ଼େଓ ଖୁସି ହୁଏ ଲେଖା ଉପରେ ମନ୍ତବ୍ୟ
ଟିଏ ଦେଲେ ।ଫେସବୁକ ମାଧ୍ୟମରେ ଅଜଣା ବନ୍ଧୁମାନେ ପଢି ମତାମତ ଟିଏ ପାଇଲେ ମତେ ପୁରସ୍କାର ପାଇଲା ପରି ଲାଗେ । ଜଣେ ନିଜ ହୃଦୟରେ ଯଦି ସ୍ଥାନ ଦେଲା ଓ ଗ୍ରହଣ କଲା ସେଇଠୁ ବଳି ଆଉ କଣ ପୁରସ୍କାର ଦରକାର ।
8 – ଓଡ଼ିଆ ଭାଷା ସାହିତ୍ୟର ବର୍ତ୍ତମାନଭବିଷ୍ୟତ ଆପଣ କେମିତି ଦେଖନ୍ତି ?
ଓଡ଼ିଆ ଭାଷାବର୍ତ୍ତମାନ ସମୟରେ ପ୍ରଚାର ପ୍ରସାର ହେଲେ ଆଗକୁ ବଢିବା ପାଇଁ ଦିଗଦର୍ଶନ ଦେଇଥାଏ
ଓଡ଼ିଆ ଭାଷାର ମାନବଢାଇ ବାକୁ
ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରାତାର ପ୍ରୟାସ ଜାରି ରଖିଲେ ତାକୁ ଆଗକୁ ବଢିବା ପାଇଁ ହାତ ବଢ଼ାଇଲେ ଉଚିତ ମାର୍ଗରେ ଆଗକୁ ଯିବା ପାଇଁ ଉସ୍ଵାହିତ କଲେ ଭବିଶ୍ୟତରେ ଉନ୍ନତି ହୋଇ ପାରନ୍ତା ।
9 – ଯେଉଁମାନେ ନୁଆଁ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କଣ କହିବେ ?
ଯେଉଁମାନେ ନୁଆଁ ଆସୁଛନ୍ତି ସାହିତ୍ୟ କ୍ଷେତ୍ରକୁ ତାଙ୍କୁ ଭଲବାର୍ତ୍ତ। ଦେଇ ତାଙ୍କ ସାଧନା ପଥରେ ଆଗେଇ ନେବାପାଇଁ ବରିଷ୍ଟ ଜୁବ ପିଢିକୁ ସହାୟକ ହେବ । ସତ ମାର୍ଗରେ ସମାଜ ହିତ ପାଇଁଧୈର୍ଯ୍ୟର
ସହିତ ଆଗେଇ ନେଲେ ସଫଳତା ମିଳିବ।
10 – ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୂତନ ଯୋଜନା କଣ ହେବା ଉଚିତ ?
ଓଡ଼ିଆ ସାହିତ୍ୟର ଭୁତ ଭବିଶ୍ୟତନୁତନ ପିଢି ଉପରେ ନିର୍ଭର କରୁଛି । ଯାହାକି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ଉପରେ ଜୋର ଦେବା ଆବଶ୍ୟକ। ପ୍ରଭୁଙ୍କଠାରେ ଏହି ନିବେଦନ କି ନିଜସ୍ଵ ଲେଖା ଉପରେ
ନିଜର ଭରଷା ରଖିବାନ୍ଧି ରଖନ୍ତୁ ।
11 – କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି । ?
ଦୁଇ ହଜାର ଚାରି ମସିହାରେ କବିତା ଲେଖିବା ଆରମ୍ଭ କଲି। ଦୁଇ ହଜାର ଛଅ ମସିହାରେ ଭୁଙ୍ଗୁରିପାଲି ର ସମ୍ବାଦ ସାହିତ୍ୟ ଘରର କବି ସମ୍ମିଳନି ଯୋଗ ଦେଲି। ପ୍ରତି ଇଂରାଜି ମାସର ଦ୍ଵିତୀୟ ଶନିବାର ଦିନ ଅIରମ୍ଭ ହୁଏ । ସବୁ କବି ମାନେ ଜମା ହୋଇ କବିତା ଆବୃତିକରନ୍ତି ।
ବାର୍ଷିକ ଉତ୍ସବ ମକର ମିଳନ ପାଳନ କରାଯାଏ । ଫେସବୁକ ମାଧ୍ୟମରେ ମଧ୍ୟ ବହୁତ କବିତା ଛାଡି ମତାମତ ଧନ୍ୟବାଦ ମିଳିଛି । ବହୁତ ସୁନ୍ଦର କବିତା ଲେଖୁଛନ୍ତି ଦୁନିଆଁକୁ ସଚେତନ ବାର୍ତ୍ତା ଦେଉଛନ୍ତି ବୋଲି
ଭୁରି ଭୁରି ପ୍ରସଂସା ଶୁଣି ନିଜକୁ ଧନ୍ୟମନେ କଲି। ମୋର କବିତା ଲେଖିବାର ଲାଭ ମିଳିଲା । ମୁଁ କବି ନାମରେ ପରିଚିତ ହେଲି।
12 – ଆଜିକାଲି ସାହିତ୍ୟ ଅନଲାଇନକୁ ପ୍ରବେଶ ଆପଣକେ ତେ ଦୁର ଗ୍ରହଣ କରି ପାରୁଛନ୍ତି ?
. ଅନ୍ ଲାଇନ ହେଉଛି ବୋଲି ଆଜି ଆମେ ସମଗ୍ର ବିଶ୍ଵରେ ସାହିତ୍ୟ ମାଧ୍ୟମରେ ପରିଚିତ କରିପାରୁଛୁ ।
ଦୁରଦୁରାନ୍ତରୁ ଯୋଗ ଯୋଗ କରି ସମସ୍ତଙ୍କ ପାଖରେ ବାର୍ତ୍ତା ପହଞ୍ଚାଇପାରୁଛୁ । ଭାବ ବିନିମୟ ହେଉଛି । ପିଲାମାନେ ପାଠ ପଢିପରିକ୍ଷା ଦେଉଛନ୍ତି ।
13 – ଆମ ସୂର୍ଯ୍ୟୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ଆପଣଙ୍କ ମତାମତ କଣ କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ ।
ସୁର୍ଯ୍ୟୋଦୟ ସାହିତ୍ୟ ଅନୁଷ୍ଠାନ ସୁର୍ଯ୍ୟଙ୍କ ଭଳି ତେଜିୟାନ ହୋଇ
ସାରା ବିଶ୍ଵକୁ ଆଲୋକରଶ୍ଳି ପ୍ରଦାନ କରୁଛି । ତାର ମହକରେ ଲୋକଲୋଚନକୁ ଆଣି ମହକାଇ
ଦେଉଛି । ସାହିତ୍ୟ କ୍ଷେତ୍ରରେ ଯୋଡି ହୋଇତାର ମାନ ବଢ଼ାନ୍ତୁ ।
ଏହି ଅନୁଷ୍ଠାନକୁ ବହୁତ ଧନ୍ୟବାଦ ଦେଉଛି । ଆଗକୁ ଆଗକୁ ବଢିସୁନାମ ଅର୍ଜନ କରୁ।
14 – ଆପଣଙ୍କ ଦ୍ବାରା କିଛି ସଂକଳନ ପ୍ରକାଶିତ ହୋଇଛିକି
ଏହା ସମ୍ପର୍କରେ କିଛି କୁହନ୍ତୁ ?
ମୁଁ ମୋର ଲେଖାରୁ କବିତା ମନଛୁଆଁ ବହିଛପେଇକରିଛି । ଅଲେଖ ଭଜନ ମଧ୍ୟ ବହି ବାହାରି ସାରିଛି ଏବେ ଜଗନ୍ନାଥ ଓ କୃଷ୍ଣ ଭଜନ ବାହାରିବ ଲେଖି ସାରିଛି ପଚାସଟା
ବହି ଲୋକଙ୍କୁ ବାଣ୍ଟିସାରିଲିଣି।
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ ?
ସାହିତ୍ୟ ଦର୍ପଣ ସାହିତ୍ୟ ଜୀବନ
ଯୁଗବ୍ୟାପି ମନ୍ତ୍ରଟିଏ
ସାହିତ୍ୟ ବଳରେ ସମାଜ କଲ୍ୟାଣ
ସର୍ବଦା ମାର୍ଗ ଦେଖାଏ ।ମଣିଷ ମଧ୍ୟରେ ଉତ୍ତମ ବିଚାର
ସୃଷ୍ଟି କରାଏ ସାହିତ୍ୟ
ସଂସାର ସୃଷ୍ଟିର ମୁଖ୍ୟସ୍ରୋତ ଅଟେ
ଏକଥା ଅଟଇ ସତ ।ବିଶ୍ଵ ଦରବାରେ ସାହିତ୍ୟର ସ୍ଥାନ
ରହିଥିବ ସୁରକ୍ଷିତ
କବି ଓ ଲେଖକ ସୁବାହକ ହେଲେ
ସୃଷ୍ଟି ହେବ ଶୁଦ୍ଧ ଚିତ୍ତ ।
ଯଶୋବନ୍ତି ନାୟକ
ସୁବର୍ଣ୍ଣପୁର, ଓଡିଶା
6,895 total views, 3 views today
A big thank you for your blog post.Really thank you! Will read on…
I like the helpful info you provide in your articles.
I will bookmark your weblog and check again here regularly.
I am quite sure I’ll learn many new stuff right here!
Best of luck for the next!
I really like and appreciate your blog article.Really looking forward to read more. Keep writing.
Exceptional post however , I was wanting to
know if you could write a litte more on this subject? I’d be
very thankful if you could elaborate a little bit further.
Cheers!
I cannot thank you enough for the article post.
Wow, great blog post.Really looking forward to read more. Fantastic.
Thanks-a-mundo for the post.Much thanks again.
Whoa a good deal of superb information! finasteride tablets
These are in fact impressive ideas in concerning blogging.
You have touched some fastidious points here. Any way keep up wrinting.
sildenafil pills sildenafil side effects how to take sildenafil
A big thank you for your blog article.Really thank you! Keep writing.
With havin so much content and articles do you ever run into any issues of plagorism or copyright infringement?
My site has a lot of exclusive content I’ve either authored myself or outsourced but it appears a lot
of it is popping it up all over the web without my agreement.
Do you know any ways to help reduce content from being stolen? I’d truly appreciate it.
I loved your post. Want more.
What’s Taking place i am new to this, I stumbled upon this I have discovered It positively useful and it has helped me out loads. I hope to contribute & aid other customers like its aided me. Great job.
Where can I find the best online creative writing courses?
That is a really good tip particularly to those new to the blogosphere. Simple but very precise informationÖ Appreciate your sharing this one. A must read post!
Enjoyed every bit of your article.Thanks Again. Great.
Hi, its pleasant paragraph on the topic of media print, we all understand media
is a impressive source of data.
When I originally commented I clicked the « Notify me when new comments are added » checkbox and now eachtime a comment is added I get four e-mails with the same comment.Is there any way you can remove me from that service?Many thanks!
Thanks for finally talking about > Continúa persecución y revanchismoen mi contra dice Evodio sobre inhabilitación de ex funcionarios de CAPAMA – Mar deNoticias Guerrero
It’s in fact very complicated in this full of activity life to listen news on Television, therefore I just use internet ketogenic diet for weight loss that reason, and obtain the hottestnews.
Muchos Gracias for your blog article.Really looking forward to read more. Cool.
wonderful points altogether, you just gained a brand new reader.What would you recommend in regards to your publish that you madesome days ago? Any sure?
It’s challenging to uncover proficient persons In this particular distinct subject, however you seem like you determine what you’re speaking about! Thanks
Great working day extremely awesome website!! Person .. Superb .. Fantastic .. I’ll bookmark your web site and take the feeds also? I’m happy to hunt out a lot of valuable facts proper in this article inside the write-up, we’d like establish excess procedures on this regard, thanks for sharing. . . . .
You happen to be so amazing! I don’t suppose I’ve read a single point like this right before. So pleasant to locate One more individual using a couple authentic feelings on this challenge. Critically.. thanks for starting off this up. This Internet site is another thing that is required on-line, a person with a few originality!