November 30, 2022
11 11 11 AM
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023
Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023
ବଦନାମ ବାୟୁ–ମଧୁସ୍ମିତା ରାଉତ
ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି
ତୁମେ ଭାରି ମନେପଡ — କଳ୍ପନା ରାୟ
ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି 
ମାଆ ଗାୟତ୍ରୀ — ଜାନକୀ ମହାନ୍ତ
ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ
THE VOICE OF PEACE–ROULA POLLARD
SPRING GROWS INTO NEXT YEAR–Roula Pollard
Transience–Sushant Thapa
Another Day in the City–Debarati Sen
ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼
Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023
Silence Makes You So Beautiful–Nurul Hoque
Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023
Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023
ତୁମେ ଯେବେ ଆସ — ଅଭିପ୍ସା ଧଳ
ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
Latest Post
Lets talk with a  young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023 Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023 ବଦନାମ ବାୟୁ–ମଧୁସ୍ମିତା ରାଉତ ଜନ୍ମଦାତା — ବନଲକ୍ଷ୍ମୀ ମହାନ୍ତି ତୁମେ ଭାରି ମନେପଡ — କଳ୍ପନା ରାୟ ଭକ୍ତର ଭଗବାନ  — ବନଲକ୍ଷ୍ମୀ ମହାନ୍ତି  ମାଆ ଗାୟତ୍ରୀ — ଜାନକୀ ମହାନ୍ତ ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ THE VOICE OF PEACE–ROULA POLLARD SPRING GROWS INTO NEXT YEAR–Roula Pollard Transience–Sushant Thapa Another Day in the City–Debarati Sen ଏରୁଣ୍ଡିବନ୍ଧର ମୋହ–ଉର୍ମିଳା ଗଉଡ଼ Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023 Silence Makes You So Beautiful–Nurul Hoque Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023 Lets talk with a  young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023 ତୁମେ ଯେବେ ଆସ — ଅଭିପ୍ସା ଧଳ ପ୍ରେମ_କରିବି ନା ପୂଜା — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ

ଧ୍ୟାନମଗ୍ନ — ସସ୍ମିତା ସାହୁ

ଧ୍ୟାନମଗ୍ନ

””””””””””””

“କେବଳ ଜଣେ ଚୁପ ହୋଇଗଲେ କଣ ଏତେ ନୀରବତା ଘେରିଯାଇପାରେ ? ପାଖରେ ଏତେ ଲୋକ ଥାଇ ମଧ୍ୟ ,ହାତରେ ଇଣ୍ଟରନେଟ କନେକ୍ସନ ଥିବା ସ୍ମାର୍ଟ ଫୋନ ଏବଂ ହେଡଫୋନ ଥାଇ ମଧ୍ୟ ସମସ୍ତେ ଏମିତି ଅଦରକାରୀ ପାଲଟି ଯାଆନ୍ତି?

କିନ୍ତୁ

ତାର ବି ତ ଗୋଟେ ମନ ଅଛି ।

ସେ କଣ ସବୁବେଳେ ଏମିତି ଅନ୍ୟର ମନ କଥା ଚିନ୍ତା କରୁଥିବ?

ନା,

ସିଏ ବି ଏମିତି ମଝିରେ ମଝିରେ ଚୁପ ହେଇଯିବା ଦରକାର ।

ନହେଲେ ତା ମହତ୍ତ୍ୱ କେହି ବୁଝିବେନି ।

ଯେମିତି ଅଧିକ ଆଦର ଯତ୍ନ ନେଉଥିବା ,ପର ପାଇଁ ନିଜ ସୁଖ ତ୍ୟାଗ କରୁଥିବା ମଣିଷକୁ ସମସ୍ତେ for granted ନିଅନ୍ତି ।

ଅତି ପ୍ରିୟ ବୋଲି ଖାଲି କୁହନ୍ତି ,କିନ୍ତୁ ତା ମନ କଥା କେହି ବୁଝନ୍ତିନି ।ତାର ସୁଖ ପାଇଁ କେହି ଚେଷ୍ଟା ବି କରନ୍ତିନି।”

ଏମିତି ଝରକା ପାଖରେ ବସି ଭାବୁଥିଲା ମନସ୍ୱିନୀ ।

ଦୁଇ ଦିନ ହେବ ଘରର ଶାନ୍ତି ର କାରଣ ଉପରେ ନଜର ପଡିବାରୁ ଓଠରେ ଖେଳିଗଲା ଧାରେ ହସ ।

ସେ କିନ୍ତୁ ସେମିତି ଚୁପଚାପ ଧ୍ୟାନ ମଗ୍ନ ହେଇ ବସିଥିଲା ।

ସେ ଥିଲା…

ପୋଡିଯାଇଥିବା ପିକ୍ଚର୍ ଟ୍ୟୁବ କୁ ଛାତିରେ ସାଉଁଟି ଦୁଇ ଦିନ ହେବ ଧ୍ୟାନ ମଗ୍ନ ଥିବା ୪୨ ଇଁଚିଆ ସୋନି ଟିଭି ।

 

“””””””””

ସସ୍ମିତା ସାହୁ,ପୁରୀ

_

 40 total views,  1 views today

Leave a Reply

Your email address will not be published. Required fields are marked *