ଚାଷୀ ର ଦୁଃଖ
ଅଖି ମୁଠି ଧରି ହାତରେ
କ୍ଷେତ କୁ ପଶିବେ ଚାଷିରେ
ଲକ୍ଷ୍ମୀ ମା ଙ୍କୁ ମନେ ମନେ ଡ଼ାକି
ବିହନ ବୁଣିବେ କ୍ଷେତରେ
ଗଛ ବଢିଯିବ ଫଳ ଫଳିଯିବ
ଚିନ୍ତା ପଶିଯିବ ଚାଷୀ ମୁଣ୍ଡରେ
ବନ୍ୟା ବାତ୍ୟା ଆଉ ଗଛକୁ ରଖୁନି
ନଷ୍ଟ କରିଦିଏ ମାଟିରେ
ପରିଶ୍ରମ କରି ଫଳ ନ ପାଇଲେ
ଚାଷୀ ଆତ୍ମହତ୍ୟା କରେ ଚିନ୍ତାରେ
ଯେଉଁ ଭଗଵାନ ଙ୍କ ପୂଜା ଶୁଭାରମ୍ଭ କରି
ଚାଷୀ ଚାଷ କରିଥାଏ ଖୁସିରେ
ସେଇ ଭଗଵାନ ଏମିତି ଖେଳନ୍ତି
ଧୂଳି କରିଦିଅନ୍ତି କ୍ଷେତରେ
ଭଗବାନ୍ କରନ୍ତୁ ଏଥର ଯେମିତି
ଧାନ ଆସିଯାଉ ଖଳାକୁ
ଚାଷୀ ପରିଶ୍ରମ ଚାଷୀ ର ଆନନ୍ଦ
ଦୁଃଖ ନ ଯାଉ ତଳକୁ ।।
ଅନିରୁଦ୍ଧ ତିଆଡ଼ିି
ବାଲେଶ୍ଵର ଅଡ଼ା ମାଣିତ୍ରୀ
ମୋ -7735184098
371 total views, 1 views today