March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଯଜ୍ଞଜା-ମମତା ଶତପଥୀ*

➖ଯଜ୍ଞଜା➖

ମମତା ଶତପଥୀ

🖌️🖌️🖌️🖌️🖌️🖌️

ଯଜ୍ଞଜା ଯାଜ୍ଞସେନୀ ଯଜ୍ଞାଗ୍ନି ସମ୍ଭୂତା

ଦ୍ରୁପଦ ରାଜନନ୍ଦିନୀ

ପାଣ୍ଡବ ଈପ୍ ସିତା ପରମା ସୁନ୍ଦରୀ

ଧୃଷ୍ଟଦ୍ୟୁମ୍ନଙ୍କ ଭଗିନୀ

 

କୁନ୍ତିଙ୍କ କଥାରେ ପାଞ୍ଚ ପତି ବରିଲେ

ପଞ୍ଚଭ୍ରାତାଙ୍କ ଜାୟା

ଏକତା ସୂତ୍ରେ ବାନ୍ଧିଲେ ପାଣ୍ଡବଙ୍କୁ

ଶୁଦ୍ଧ ଥିଲା ହୃଦ କାୟା

 

ଅନ୍ଧ ଧୃତରାଷ୍ଟ୍ର ପୁତ୍ର ପ୍ରେମେ ଅନ୍ଧ

କୌରବେ ବିପଥଗାମୀ

ଦୁର୍ଯ୍ୟୋଧନ ଆଦେଶେ ଦୁଃଶାସନ

ବିବସନା କରେ କଲ୍ୟାଣୀ

 

ବିଶ୍ୱକଲ୍ୟାଣୀ ସେ ଯାଜ୍ଞସେନୀ ସତୀ

ପଞ୍ଚକନ୍ୟାରେ ଗଣା ହେଲେ

ନାରୀ ଅପମାନ କରି କୌରବ ଭ୍ରାତା

ଅକାଳରେ ନାଶ ଗଲେ

 

ସବୁ ପୁରାଣର ମୂଳ ମନ୍ତ୍ର ନାରୀକୁ

ଦିଅ ଉପଯୁକ୍ତ ସମ୍ମାନ

ନାରୀକୁ ଯେ ଦଣ୍ଡେ, ଦଣ୍ଡିତ ହୁଏ

ବ୍ୟାସମୁନି କଲେ ପ୍ରମାଣ

🖌️🖌️🖌️🖌️🖌️🖌️

ମମତା ଶତପଥୀ

 

Loading

5 thoughts on “*ଯଜ୍ଞଜା-ମମତା ଶତପଥୀ*

  1. It’s genuinely very difficult in this full of activity life to listen news
    on Television, therefore I only use the web for
    that purpose, and get the hottest information.

  2. Excellent site you’ve got here.. It’s difficult to find excellent writing like yours these days.
    I honestly appreciate individuals like you! Take care!!

  3. Pretty great post. I simply stumbled upon your weblog
    and wanted to mention that I have really enjoyed surfing around your
    weblog posts. After all I will be subscribing to your feed and I’m hoping you write once more very soon!

Leave a Reply to Mahalia Cancel reply

Your email address will not be published. Required fields are marked *