May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
*Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ *Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

*ଯଜ୍ଞଜା-ମମତା ଶତପଥୀ*

➖ଯଜ୍ଞଜା➖

ମମତା ଶତପଥୀ

🖌️🖌️🖌️🖌️🖌️🖌️

ଯଜ୍ଞଜା ଯାଜ୍ଞସେନୀ ଯଜ୍ଞାଗ୍ନି ସମ୍ଭୂତା

ଦ୍ରୁପଦ ରାଜନନ୍ଦିନୀ

ପାଣ୍ଡବ ଈପ୍ ସିତା ପରମା ସୁନ୍ଦରୀ

ଧୃଷ୍ଟଦ୍ୟୁମ୍ନଙ୍କ ଭଗିନୀ

 

କୁନ୍ତିଙ୍କ କଥାରେ ପାଞ୍ଚ ପତି ବରିଲେ

ପଞ୍ଚଭ୍ରାତାଙ୍କ ଜାୟା

ଏକତା ସୂତ୍ରେ ବାନ୍ଧିଲେ ପାଣ୍ଡବଙ୍କୁ

ଶୁଦ୍ଧ ଥିଲା ହୃଦ କାୟା

 

ଅନ୍ଧ ଧୃତରାଷ୍ଟ୍ର ପୁତ୍ର ପ୍ରେମେ ଅନ୍ଧ

କୌରବେ ବିପଥଗାମୀ

ଦୁର୍ଯ୍ୟୋଧନ ଆଦେଶେ ଦୁଃଶାସନ

ବିବସନା କରେ କଲ୍ୟାଣୀ

 

ବିଶ୍ୱକଲ୍ୟାଣୀ ସେ ଯାଜ୍ଞସେନୀ ସତୀ

ପଞ୍ଚକନ୍ୟାରେ ଗଣା ହେଲେ

ନାରୀ ଅପମାନ କରି କୌରବ ଭ୍ରାତା

ଅକାଳରେ ନାଶ ଗଲେ

 

ସବୁ ପୁରାଣର ମୂଳ ମନ୍ତ୍ର ନାରୀକୁ

ଦିଅ ଉପଯୁକ୍ତ ସମ୍ମାନ

ନାରୀକୁ ଯେ ଦଣ୍ଡେ, ଦଣ୍ଡିତ ହୁଏ

ବ୍ୟାସମୁନି କଲେ ପ୍ରମାଣ

🖌️🖌️🖌️🖌️🖌️🖌️

ମମତା ଶତପଥୀ

 

 134 total views,  2 views today

5 thoughts on “*ଯଜ୍ଞଜା-ମମତା ଶତପଥୀ*

  1. Pretty great post. I simply stumbled upon your weblog
    and wanted to mention that I have really enjoyed surfing around your
    weblog posts. After all I will be subscribing to your feed and I’m hoping you write once more very soon!

  2. Excellent site you’ve got here.. It’s difficult to find excellent writing like yours these days.
    I honestly appreciate individuals like you! Take care!!

  3. It’s genuinely very difficult in this full of activity life to listen news
    on Television, therefore I only use the web for
    that purpose, and get the hottest information.

Leave a Reply

Your email address will not be published.

5 + 4 =