*🪔 *ଆରତୀ* 🪔
ଈଶ୍ୱର ଙ୍କ ନାମ ଗାନ କରିବାକୁ।
ଆରତୀ ସର୍ବେ କୁହନ୍ତି।
ଆରତ ଜନ ଯେ ତୁମ ସ୍ପଶ ପାଇବାକୁ।
ଆତୁର ନୀତି ହୁଅନ୍ତି।
ପ୍ରତି ସଞ୍ଜ ଧ୍ୟାନ ପ୍ରାତଃ ସମୟେ।
ଜଳେ ଈଶ୍ୱର ଙ୍କ ପାଶେ।
ଈଶ୍ୱର ଙ୍କ ପାଶେ ନୀତି ଜଳିବାକୁ।
ମନେ ମୋ କୃତଜ୍ଞ ଆଶେ।
ଧନ୍ୟ ଅଟେ ମୁଁହି ଏହି ନାମ ପାଇ।
ଧନ୍ୟ ମୋର ମାତା ପିତା।
ତୁମରି ଜଗତ ସେବା କରିଗଲେ।
ହେବି ମୁଁ ଜଗତ ଜିତା।
ନୀତି ଜନସେବା କରିବି ହେ ପ୍ରଭୁ।
ଦିଅ ଏହି ସଦବୁଦ୍ଧି।
ତୁମରି ଭଜନ କରୁଥବି ନିତି।
ମୁଁ ପରା ଅଟେ ଆରତୀ।
ମୁଁ ପରା ଅଟେ ଆରତୀ।🙏🏻🙏🏻
ଆରତୀ ଗୌଡ଼ ,
ଖମାର (ଗଞ୍ଜାମ)
ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ ।
ଆରତୀଙ୍କ କଣ୍ଠରୁ “ଆରତୀ” କବିତା
ଲାଗିଲା ହୃଦୟସ୍ପର୍ଶୀ
ଶ୍ରୀ ଜଗନ୍ନାଥଙ୍କ ଆଶିଷ ସଦା ଥାଉ
ମାଡ଼ିଚାଲ ଆଗକୁ ହସି ହସି
ଜୟ ଜଗନ୍ନାଥ ❤️
Suprb kabita arati kete sundara kabita
Suprb kabita
ଅତି ସୁନ୍ଦର କବିତା ଭଉଣୀ