*ଅକୁହା ବେଦନା-ପ୍ରମିଉମିତା ଜାନା*

  *ଅକୁହା ବେଦନା* ପ୍ରମିଉମିତା ଜାନା ନିକୁଞ୍ଜ ବନରେ ଏବେ ବି ରାଧିକା ବସୁଛ କି ମୋତେ ଭାଳି, ବଂଶୀବାଦନ ଯେ ଯମୁନା କୂଳେ ଶୁଭୁ ନଥିବ ଆଜି। ଦିବାନିଶି ଭେଟେ ତୁମକୁ ସପନେ କାହିଁ ଅବା ଦୂରେ ଯାଅ ସରି, ତବ ପୀରତି ମୋ ଅଂଗେ ଲଗାଇ ବିରହ ଜ୍ୱାଳା ଏବେ ସହିଲି। ପାଷାଣ ପ୍ରାୟେ ହୋଇଲ … Continue reading *ଅକୁହା ବେଦନା-ପ୍ରମିଉମିତା ଜାନା*