March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

କେଡ଼େ କପଟୀ(ଚଉପଦୀ )-ଆଦିତ୍ୟ ଦାସ*

ଚଉପଦୀ – କେଡ଼େ କପଟୀ

କେଡ଼େ କପଟୀ,ଏଥର ବୁଝି ମୁଁ ଗଲିଟି ।
କାହାଠୁ ଛଡ଼ାଇ, କାହାକୁ ଦିଆଇ
ମିଛରେ ଦାତା ବୋଲାଉଛଟି ।।୦।।

ଗୋପୀଙ୍କ ବସନ, ଘେନି ନାରାୟଣ
ଦ୍ରୌପଦୀ ଠାରେ ଦାନ କଲଟି ।।୧।।

ଦେଲା ଯାହା ବଳି, ଧରିଗଲ ଚଳି
ସୁଦାମା ଗୃହେ ଦେଲ ଢାଳିଟି ।।୨।।

ଶୁକ୍ର ଚକ୍ଷୁ ନଷ୍ଟ ,କରିଣ କପଟ
ଅନ୍ଧକୁ ଦାନ କରିଦେଲଟି ।।୩।।

କହଇ ଆଦିତ୍ୟ,ଆହେ ଜଗନ୍ନାଥ
ମୋ ଠାରେ କିମ୍ପା ଦୟା ନାହିଁଟି ।।୪।।

କବି ଶ୍ରୀ ଆଦିତ୍ୟ ଦାସ,
ବଡ଼ବାଡ଼, ଇଚ୍ଛାପୁରମ,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ ।

Loading

13 thoughts on “କେଡ଼େ କପଟୀ(ଚଉପଦୀ )-ଆଦିତ୍ୟ ଦାସ*

  1. ଖୁବ୍ ସୁନ୍ଦର ଭାଇ। ଦାସକାଠିଆ ର ତଳେ ତାଳେ ଆମ ପରମ୍ପରା ସଂସ୍କୃତି କୁ ଖୁବ୍ ସୁନ୍ଦର ସ୍ୱର ଶଦ୍ଦ ଶୈଳୀ ରେ ତୋଳିଧରିଛନ୍ତି। ❤️❤️

    ଅଶେଷ ଅଶେଷ ଧନ୍ୟବାଦ୍ ଭାଇ

  2. ଖୁବ୍ ସୁନ୍ଦର ସ୍ୱର… ମନମୁଗ୍ଧ ହେଇଗଲା ଭାଇ ❣️❣️❣️

  3. Wahhhhhhhhhhhhhhhhhhhhhhhhh Bhai………………………………….

    All time favourite ❤❤❤❤❤❤

  4. ଆପଣଙ୍କର ପ୍ରଶଂସା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ଆପଣଙ୍କ ଦାସଟାଠିଆ ମୋ ମାଆ ବି ଦେଖିଛନ୍ତି । ମାଆ ବି ବହୁତ ଖୁସି ଆପଣଙ୍କ ଦକ୍ଷତା ଦେଖି ।

  5. କିଛି ଶବ୍ଦ ନାହିଁ କହିବାକୁ ବାସ୍ ଖୁବ୍ ସୁନ୍ଦର
    ଭାଇ ଆନ୍ତରିକ ଶୁଭେଚ୍ଛା❤️

  6. ମର୍ମସ୍ପର୍ଶୀ ହୋଇଛି କବିତାଟି ।ଦାସକାଠିଆ ସ୍ୱର ମନ ମୋହିନେଲା।ଶୁଭେଛ୍ଛା ଭାଇ ।

Leave a Reply to Rajesh Cancel reply

Your email address will not be published. Required fields are marked *