*ସ୍ୱପ୍ନ- ଅଙ୍କିତ କୁମାର ସ୍ୱାଇଁ*

–: ସ୍ବପ୍ନ :- ମୃଦୁ ସମୀରଣ , କାୟେ ଶିହରଣ ଶର୍ବରୀ କାୟେ ହୁଏ ସ୍ବପ୍ନ ପ୍ରବଣ …….. ଥାଏ ବସ୍ତୁଗତ , ହୁଏ ପ୍ରକୃତିସ୍ଥ ମରୀଚିକା ସତେ ଲାଗେ ବାସ୍ତବିକ……. ପଞ୍ଚନ୍ଦ୍ରିୟ ଯେବେ ନିଷ୍କ୍ରିୟ ହୁଅନ୍ତି ନାନାଦି ସପନ ପସରା ମେଲାନ୍ତି…… ଷଡ଼ରିପୁ ଠାରୁ ମାନବ ଦୁରେଇ ସ୍ବପ୍ନ ରାଇଜରେ ଯାଏ ଛନ୍ଦିହୋଇ……. ଯେତେ ଗଡିଗଡ଼ି ଯାଏ … Continue reading *ସ୍ୱପ୍ନ- ଅଙ୍କିତ କୁମାର ସ୍ୱାଇଁ*