*ଭାଗ୍ୟର ବିଡ଼ମ୍ବନା–ସତ୍ୟରଞ୍ଜନ ଘିୱାଲା*

ଭାଗ୍ୟର ବିଡ଼ମ୍ବନା ସତ୍ୟରଞ୍ଜନ ଘିୱାଲା✍️ ସାହାସ ହେଉନାହିଁ ଆଉ ପୂର୍ବଭଳି କରିବା ପାଇଁ ତୁମ ସହ ମିଠା ବାର୍ତ୍ତାଳାପ,, ବାଲିଘର ଭଳି ଭାଙ୍ଗି ଚାଲିଯାଉଛ ତୁମକୁ ନେଇ ଲେଖିଥିବା ମୋର ସେ ସଂଳାପ…… ନିର୍ଜନତା ରେ ବଞ୍ଚିଥିଲି ହୁଏତ ମୋ ପାଇଁ ତାହା ଠିକ୍ ଥିଲା,, ତୁମ ସହ ମୋର ଭାବନାକୁ ବାଣ୍ଟି ହୁଏତ ମୋର ଭୂଲ୍ ହେଲା…… … Continue reading *ଭାଗ୍ୟର ବିଡ଼ମ୍ବନା–ସତ୍ୟରଞ୍ଜନ ଘିୱାଲା*