March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ତମେ–ଜିନାତମାମ୍ ଦର୍ଜୀ*

 

ତମେ…….
——————————
ତମେ ମୋ ମନର ଦଗ୍ଧ ଅରଣ୍ୟର
ଦେବତା ନା ଅପଦେବତା……..
ମୋର ସ୍ନାୟୁର ଭ୍ରୁଣ ବିନ୍ଦୁରେ
ଆଶିଷର ଉଷ୍ମ ପଳାସ ରକ୍ତ
ବିଗ୍ରତା ନା ତୁମେ ସ୍ଥିରତା???

କୁନି କାପ୍ତା ଚଢେଇର ଖନେଇ ପାଟିରେ,
ଆକାଶର ଫାଙ୍କା ଭାବନା
ଚୋରା ସ୍ୱପ୍ନର ବାଲିଝଡ଼?,
ନା ଆବେଗରେ ଆଦ୍ର ବ୍ୟଞ୍ଜନା???

କୁହ ଆଗୋ ମତେ,
କେଉଁ ଶିଳ୍ପୀର ନିଖୁଣ କଳାରେ
ହୋଇଅଛ ମୂର୍ତ୍ତିମନ୍ତ…..
କେଉଁ କୁଞ୍ଜେ ରହି ବଂଶୀ ବାଦନରେ,
କରିଅଛ ତନ୍ଦ୍ରାଶିକ୍ତ…..

ଏବେ ଯେବେ ଭୂରୁ ପବନରେ,
ଧାନ ଫୁଲର ଗନ୍ଧ ଆସିଲେ…
ଏଠି ସେଠି ଖୋଜି ବୁଲେ…..
ପଟାସ ବଣରେ….
ସୋରିଷ ଖେତରେ….
ପ୍ରାନ୍ତର ପ୍ରାଚୀରେ…..
ନିଜକୁ ନିଜେ ନା ତୁମର ଠିକଣା????
ନା କିଛି ନୁହଁ,
ଖୋଜିବୁଲେ ନିଜ ବିସ୍ମୃତ ଚେତନା……. *****************************
ଜିନାତମାମ୍ ଦର୍ଜୀ
ଲଇଡ଼ା, ସମ୍ବଲପୁର

 

Loading

12 thoughts on “*ତମେ–ଜିନାତମାମ୍ ଦର୍ଜୀ*

  1. Voice is cuter than the poem. ବହୁତ ସୁନ୍ଦର କବିତା…ଜ଼ିନା Mam. ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଶୁଣୁଥିଲେ ଶାନ୍ତି ମିଳୁଥାଇ

  2. ଆଃ….. ଆପଣଙ୍କ କଣ୍ଠ ସ୍ବର ଅତିବ ମଧୁର୍, କୋକିଳ ଠାରୁ ଆହୁରି ମଧୁର, ବିମୋହିତ ହେଲି ଆପଣଙ୍କ କବିତା ପଠନ ଏବଂ ମନମୁଗ୍ଧକର କଣ୍ଠ ସ୍ବରରେ

  3. ଆହା

    ଖୁବ୍ ସୁନ୍ଦର ଉପସ୍ଥାପନ ଏବଂ ରଚନା

    ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

  4. କବିତା ଓ ଆବୃତ୍ତି ଖୁବ୍ ଛୁଇଁଲା,,,ଢେର୍ ଅଭିନନ୍ଦନ ଓ ଶୁଭେଚ୍ଛା

  5. ଆହା…….ସୁନ୍ଦର୍ ଆବୃତ୍ତି ଓ ଶବ୍ଦ ସଂଯୋଜନା

    1. ବହୁତ ସୁନ୍ଦର କବିତା ସହିତ ବହୁତ ସୁନ୍ଦର ଆବୃତ୍ତି

Leave a Reply to Debasis Rout Cancel reply

Your email address will not be published. Required fields are marked *